Joined July 2016
5,545 Photos and videos
ସିଏମସି ରଜ ମହୋତ୍ସବର ପ୍ରଥମ ଦିନରେ ୫ ଜଣ ପ୍ରତିଷ୍ଠିତ ନାରୀ ପ୍ରତିଭାଭାବେ ବିଶିଷ୍ଟ ଗବେଷିକା ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା, ବିଶିଷ୍ଟ କ୍ରୀଡାବିତ୍ ମିନତୀ ମହାପାତ୍ର, ଚିକିତ୍ସକ ତଥା ଲେଖିକା ଡାକ୍ତର ସରୋଜୀନି ଷଡ଼ଙ୍ଗୀ, ବିଶିଷ୍ଚ କଣ୍ଠଶିଳ୍ପୀ ଡକ୍ଟର ସୁମିତ୍ରା ମହାପାତ୍ର, ଅଲିମ୍ପିଆନ୍ ଅନୁରାଧା ବିଶ୍ବାଳଙ୍କୁ ସମ୍ମାନୀତ କରାଯାଇଥିଲା।
1
42
ଓଡ଼ିଶା ପାଇଁ ଗୌରବ ଆଣିଥିବା ଏହି ପ୍ରତିଭାମାନେ ଆମ ସମସ୍ତଙ୍କ ପାଇଁ ପ୍ରେରଣା। 🌿🎉 ବୁଲି ଆସନ୍ତୁ: ରଜ ମହୋତ୍ସବ-୨୦୨୬ 🎉🌿 📅 ୧୪ରୁ ୧୬ ଜୁନ, ୨୦୨୬ 📍 କଟକ-ଇନ୍-କଟକ, ତଳ ବାଲିଯାତ୍ରା ପଡ଼ିଆ, କଟକ #RajaMahotsav2026 #Raja #CelebrateWomanhood #cmc #RedBoxCampaign
28
କଟକ ମହାନଗର ନିଗମ ପକ୍ଷରୁ ଐତିହାସିକ ବାଲିଯାତ୍ରା ପଡ଼ିଆର କଟକ-ଇନ୍-କଟକ ପରିସରରେ ଆୟୋଜିତ ହୋଇଛି ରଜ ମହୋତ୍ସବ-୨୦୨୬। ନାରୀଶକ୍ତିର ଏହି ଉତ୍ସବକୁ ପାଳନ କରିବା ଅବସରରେ ପହିଲି ରଜରେ ସିଏମସି ପକ୍ଷରୁ ୨୦ଟି ଓ୍ବାର୍ଡର ୨୦୦ ଜଣ ଝିଅଙ୍କୁ ରଜ ଉପହାର ଭାବେ ୧୦୦୦ ଟଙ୍କା ଲେଖାଏଁର କୁପନ୍ ପ୍ରଦାନ କରାଯାଇଥିଲା। #RajaMahotsav2026 #Raja
39
CMC,Cuttack retweeted
ପ୍ରମୁଖ ପରିମଳ କର୍ମଚାରୀଙ୍କ ସାମଗ୍ରିକ କଲ୍ୟାଣ ସୁନିଶ୍ଚିତ କରିବା ଦିଗରେ #ଗରିମା ଅଭିଯାନ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏହି ଅଭିଯାନରେ ପରିମଳ କର୍ମଚାରୀମାନଙ୍କୁ ଆବଶ୍ୟକୀୟ ସରଞ୍ଜାମ ଓ ପ୍ରଶିକ୍ଷଣ ଯୋଗାଇ ଦିଆଯିବା ସହ ସେମାନଙ୍କ କାର୍ଯ୍ୟକ୍ଷେତ୍ରରେ ସୁରକ୍ଷିତ ତଥା ମେକାନାଇଜ୍ଡ ସଫେଇ ବ୍ୟବସ୍ଥାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି।
2
4
23
613
CMC,Cuttack retweeted
#ଗରିମା ଅଭିଯାନ ମାଧ୍ୟମରେ ପ୍ରମୁଖ ପରିମଳ କର୍ମଚାରୀଙ୍କ ସାମଗ୍ରିକ କଲ୍ୟାଣ ଏବଂ କାର୍ଯ୍ୟକ୍ଷେତ୍ରର ନିରାପତ୍ତା ସୁନିଶ୍ଚିତ କରାଯାଉଛି। ଆଧୁନିକ ସରଞ୍ଜାମ, ବୈଷୟିକ ପ୍ରଶିକ୍ଷଣ ଏବଂ ସୁରକ୍ଷିତ କାର୍ଯ୍ୟଶୈଳୀ ଦ୍ୱାରା ଶ୍ରମର ସମ୍ମାନ ଓ କର୍ମଚାରୀଙ୍କ ସୁରକ୍ଷାକୁ ମିଳୁଛି ସର୍ବାଧିକ ପ୍ରାଥମିକତା।
2
2
20
455
ରଜ ମହୋତ୍ସବ-୨୦୨୬ ତାରିଖ : ୧୪ରୁ ୧୬ ଜୁନ, ୨୦୨୬ ସ୍ଥାନ: କଟକ-ଇନ୍-କଟକ, ତଳ ବାଲିଯାତ୍ରା ପଡ଼ିଆ, କଟକ #RajaMahotsav2026 #Raja #CelebrateWomanhood #cmc #redboxcampaign
1
63
ରଜ ମହୋତ୍ସବ-୨୦୨୬ ତାରିଖ : ୧୪ରୁ ୧୬ ଜୁନ, ୨୦୨୬ ସ୍ଥାନ: କଟକ-ଇନ୍-କଟକ, ତଳ ବାଲିଯାତ୍ରା ପଡ଼ିଆ, କଟକ #RajaMahotsav2026 #Raja #CelebrateWomanhood #cmc #redboxcampaign
2
70
ରଜ ମହୋତ୍ସବ-୨୦୨୬ ତାରିଖ : ୧୪ରୁ ୧୬ ଜୁନ, ୨୦୨୬ ସ୍ଥାନ: କଟକ-ଇନ୍-କଟକ, ତଳ ବାଲିଯାତ୍ରା ପଡ଼ିଆ, କଟକ #RajaMahotsav2026 #Raja #CelebrateWomanhood #cmc #redboxcampaign
2
71
କଟକ ମହାନଗର ନିଗମ ତରଫରୁ ଆରମ୍ଭ ହୋଇଛି ରଜ ମହୋତ୍ସବ ୨୦୨୬। ଐତିହାସିକ ବାଲିଯାତ୍ରା ପଡ଼ିଆର କଟକ-ଇନ୍-କଟକ ପରିସରରେ ଏହି ତିନିଦିନିଆ ରଜ ମହୋତ୍ସବର ଶୁଭାରମ୍ଭ ହୋଇଛି। ପିଠା, ପାନ ଓ ରଜ ଦୋଳି ସହ ଜମୁଛି ଆସର। ଆସିବାକୁ ଭୁଲିବେନି... 🎉 ରଜ ମହୋତ୍ସବ-୨୦୨୬ 🎉 📅 ୧୪ରୁ ୧୬ ଜୁନ, ୨୦୨୬ 📍 କଟକ-ଇନ୍-କଟକ, ତଳ ବାଲିଯାତ୍ରା ପଡ଼ିଆ, କଟକ
4
218
କଟକ ମହାନଗର ନିଗମ ତରଫରୁ ଆରମ୍ଭ ହୋଇଛି ରଜ ମହୋତ୍ସବ ୨୦୨୬। ଐତିହାସିକ ବାଲିଯାତ୍ରା ପଡ଼ିଆର କଟକ-ଇନ୍-କଟକ ପରିସରରେ ଏହି ତିନିଦିନିଆ ରଜ ମହୋତ୍ସବର ଶୁଭାରମ୍ଭ ହୋଇଛି। ପିଠା, ପାନ ଓ ରଜ ଦୋଳି ସହ ଜମୁଛି ଆସର। ଆସିବାକୁ ଭୁଲିବେନି... 🎉 ରଜ ମହୋତ୍ସବ-୨୦୨୬ 🎉 📅 ୧୪ରୁ ୧୬ ଜୁନ, ୨୦୨୬ 📍 କଟକ-ଇନ୍-କଟକ, ତଳ ବାଲିଯାତ୍ରା ପଡ଼ିଆ, କଟକ
3
380
Lok Kalyan Mela under #PMSVANidhi is being held at DAY-NULM, Bikash Bhawan, Cuttack. New vendor mobilisation, rent agreement distribution, vendor profiling, and welfare scheme linkages are being facilitated to empower street vendors. #CMC #Cuttack #DAYNULM #StreetVendors #Urban
5
278
CMC,Cuttack retweeted
#ଅମୃତ ୨.୦ ଅଧୀନରେ ସହରାଞ୍ଚଳରେ ଥିବା ଜଳାଶୟର ପୁନରୁଦ୍ଧାର ଓ ଜଳ ସଂରକ୍ଷଣ ଦିଗରେ ବ୍ୟାପକ ପଦକ୍ଷେପ ନିଆଯାଉଛି। ଏହାଦ୍ୱାରା ଭୂତଳ ଜଳସ୍ତରର ସୁଧାର ଓ ଜୈବ ବିବିଧତାର ସୁରକ୍ଷା ହେବା ସହ ଏକ ସୁସ୍ଥ ଓ ସୁରକ୍ଷିତ ସହରୀ ଭବିଷ୍ୟତ ସୁନିଶ୍ଚିତ ହେଉଛି। #2YearsofLokankaSarakar #BikasharaDharaOdishaSara
3
4
34
843
ଆସନ୍ତୁ ରଜ ମହୋତ୍ସବ-୨୦୨୬ 🎉 ଏଵଂ ରଜ ପାଠକ ପ୍ରାଙ୍ଗଣ ରେ ଦେଖନ୍ତୁ ଓଡ଼ିଶାର ସୁନାମଧନ୍ୟ ଲେଖିକା ମାନଙ୍କ କାଳଜୟୀ ପୁସ୍ତକ😍 📅 ୧୪ରୁ ୧୬ ଜୁନ, ୨୦୨୬ 📍 କଟକ-ଇନ୍-କଟକ, ତଳ ବାଲିଯାତ୍ରା ପଡ଼ିଆ, କଟକ #RajaMahotsav2026 #Raja #CelebrateWomanhood #cmc #redboxcampaign
3
170
ଆସନ୍ତୁ ରଜ ମହୋତ୍ସବ-୨୦୨୬ 🎉 ଏଵଂ ରଜ ସଜବାଜ ଜୋନ୍ ରେ ନିଜକୁ ଦିଅନ୍ତୁ ଏକ ନୂଆ ଲୁକ୍! 😍 📅 ୧୪ରୁ ୧୬ ଜୁନ, ୨୦୨୬ 📍 କଟକ-ଇନ୍-କଟକ, ତଳ ବାଲିଯାତ୍ରା ପଡ଼ିଆ, କଟକ #RajaMahotsav2026 #Raja #CelebrateWomanhood #cmc #redboxcampaign
4
181
ପ୍ରସିଦ୍ଧ କଣ୍ଠଶିଳ୍ପୀ ବର୍ଣ୍ଣାଳୀ ହୋତାଙ୍କ ଆକର୍ଷଣୀୟ ପରିବେଷଣ ସହ ରଜ ମହୋତ୍ସବ-୨୦୨୬ରେ ଉପଭୋଗ କରନ୍ତୁ ଏକ ଅବିସ୍ମରଣୀୟ ସାଂସ୍କୃତିକ ସନ୍ଧ୍ୟା। 📅 ଆସନ୍ତାକାଲି, ସନ୍ଧ୍ୟା ୬ଟାରେ 📍 କଟକ-ଇନ୍-କଟକ, ତଳ ବାଲିଯାତ୍ରା ପଡ଼ିଆ, କଟକ ଆସନ୍ତୁ, ରଜର ପରମ୍ପରା, ସଂସ୍କୃତି ଓ ସଙ୍ଗୀତର ମହୋତ୍ସବକୁ ଏକାଠି ପାଳନ କରିବା।
4
202
ପାରମ୍ପରିକ ରଜ ପିଠାର ସମ୍ଭାର - "ପିଠା ହାଟ" 🥳ରଜ ମହୋତ୍ସବ-୨୦୨୬ 🎉 📅 ୧୪ରୁ ୧୬ ଜୁନ, ୨୦୨୬ 📍 କଟକ-ଇନ୍-କଟକ, ତଳ ବାଲିଯାତ୍ରା ପଡ଼ିଆ, କଟକ #RajaMahotsav2026 #Raja #CelebrateWomanhood #cmc #redboxcampaign
3
240
Join for a fun filled entertainment evening by the renowned singer Barnali Hota at ରଜ ମହୋତ୍ସବ-୨୦୨୬ 🎉🌿 📅 ୧୪ରୁ ୧୬ ଜୁନ, ୨୦୨୬ 📍 କଟକ-ଇନ୍-କଟକ, ତଳ ବାଲିଯାତ୍ରା ପଡ଼ିଆ, କଟକ #RajaMahotsav2026 #Raja #CelebrateWomanhood #cmc #redboxcampaign
5
202
🌿🎉 ରଜ ମହୋତ୍ସବ-୨୦୨୬ 🎉🌿 📅 ୧୪ରୁ ୧୬ ଜୁନ, ୨୦୨୬ 📍 କଟକ-ଇନ୍-କଟକ, ତଳ ବାଲିଯାତ୍ରା ପଡ଼ିଆ, କଟକ #RajaMahotsav2026 #Raja #CelebrateWomanhood #cmc #redboxcampaign
6
252
ରଜ ଅବସରରେ ଆରମ୍ଭ ହେବ ସିଏମସିର "ଲାଲ୍ ବାକ୍ସ" ସଚେତନତା ଅଭିଯାନ। "ବଦଳାଅ ନଜର, ବଦଳାଅ ପ୍ରଥା - ମଇଳା ନୁହେଁ, ମହିଳା ସମ୍ମାନର କଥା" ସ୍ଲୋଗାନରେ ମହିଳା ସ୍ୱାସ୍ଥ୍ୟ ଓ ଋତୁସ୍ରାବ ସ୍ୱଚ୍ଛତା ଉପରେ ସଚେତନତା ସୃଷ୍ଟି ପାଇଁ ସିଏମସିର ନିଆରା ପଦକ୍ଷେପ ।
5
193
ରଜ ମହୋତ୍ସବ-୨୦୨୬ ତାରିଖ : ୧୪ରୁ ୧୬ ଜୁନ, ୨୦୨୬ ସ୍ଥାନ : କଟକ-ଇନ୍-କଟକ, ତଳ ବାଲିଯାତ୍ରା ପଡ଼ିଆ, କଟକ #RajaMahotsav2026 #Raja #CelebrateWomanhood #cmc #redboxcampaign
6
164