ଅମୁଲ୍ ଏବେ ଓଡ଼ିଆ । ଆପଣଙ୍କ ପସନ୍ଦ ଅମୁଲ୍ ଏବେ କହିବ ଆପଣଙ୍କ ନିଜ ଭାଷା ଖାଣ୍ଟି ଓଡ଼ିଆରେ ।

Joined January 2021
2,781 Photos and videos
ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ ! ଅମୁଲ ଆଇସକ୍ରିମ ସହିତ ଦୋଳି ଖେଳର ମଜା, ଏଥର ରଜ ମଉଜ ହେବ ଦୁଇଗୁଣ । ଅମୁଲ୍‌ର ସବୁ ସଦ୍ୟତମ ସୂଚନା ପାଇବା ପାଇଁ ଆମ ଚାନେଲ୍ କୁ ଫଲୋ କରନ୍ତୁ : whatsapp.com/channel/0029Vb7…
15
ପବିତ୍ର ରଜ ସଂକ୍ରାନ୍ତି ବା ମିଥୁନ ସଂକ୍ରାନ୍ତିର ଶୁଭ ଅବସରରେ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ।
36
ମାଟି ଓ ମୌସୁମୀର ମହା ମିଳନ ରଜ ପର୍ବ । ଆଷାଢର ପହିଲି ପୁଲକ, ନୂଆ ସମ୍ଭାବନାର ପର୍ବ ରଜ ପର୍ବ । ସମସ୍ତଙ୍କୁ ପହିଲି ରଜର ଅନେକ ଅନେକ ଶୁଭେଚ୍ଛା ।
1
82
We are delighted to continue our successful partnership with AFA, one of the world's most iconic football associations, for the fourth consecutive year.
2
1
74
Thank you, AFA, for your continued trust and partnership. Here's to another winning season!
28
Over the years, this alliance has brought together two beloved brands that share a passion for excellence, tradition and connecting with millions of fans across the globe.
40
A Historic First! 🤝🇪🇸 We are thrilled to announce that Amul, the world's No. 1 dairy cooperative and strongest food and dairy brand, has partnered with the Spanish National Football Team for the first time.
2
102
Thank you, @SEFutbol, for the opportunity to embark on this new journey together. Here's to a successful innings!
58
As the Official Regional Sponsor for India, this partnership marks an exciting step in bringing the passion of Spanish football closer to millions of fans across the country.
23
The FOURmidable partnership of Amul & Argentina now heads for its 4th Championship Title. Vamos, vamos, Argentina!
30
Football’s history is filled with moments that made fans laugh, cry and cheer. For decades, Amul topicals have celebrated them. Here’s to the moments yet to come.
31
ଅମୁଲ୍ ମସ୍ତି ବଟରମିଲ୍କ: ମସଲାଯୁକ୍ତ ସୁଆଦିଆ ସ୍ୱାଦ ସାଙ୍ଗକୁ ପୁଦିନା ଏବଂ ଜିରାର ଅପୂର୍ବ ମିଶ୍ରଣ । ପ୍ରତି ଢୋକ ଏହି ଅସହ୍ୟ ଗରମରେ ଦିଏ ଟିକେ ସତେଜତା । ଅମୁଲ୍‌ର ସବୁ ସଦ୍ୟତମ ସୂଚନା ପାଇବା ପାଇଁ ଆମ ଚାନେଲ୍ କୁ ଫଲୋ କରନ୍ତୁ : whatsapp.com/channel/0029Vb7…
22
ଅମୁଲ୍ କାଜୁ ମଲାଇ କୁଲ୍ଫି: କ୍ରିମି ମଲାଇର ସୁଆଦିଆ ସ୍ୱାଦ ସାଙ୍ଗକୁ କାଜୁର ପ୍ରତିଟି ଖଣ୍ଡ ଆଣେ ପ୍ରତି ବାଇଟ୍‌ରେ ରାଜକୀୟ ଆନନ୍ଦ । ଅମୁଲ୍‌ର ସବୁ ସଦ୍ୟତମ ସୂଚନା ପାଇବା ପାଇଁ ଆମ ଚାନେଲ୍ କୁ ଫଲୋ କରନ୍ତୁ : whatsapp.com/channel/0029Vb7…
20
ଅମୁଲ୍ ବେଲଜିଆନ୍ ଚକୋଲେଟ୍ ଟ୍ରାଇକୋନ୍: ଏହି ଗ୍ରୀଷ୍ମ ଋତୁରେ ଗାଢ଼ ଚକୋଲେଟ୍ ଆଇସକ୍ରିମ ସାଙ୍ଗକୁ କ୍ରଞ୍ଚି କୋନ୍‌ର ଚମତ୍କାର ସ୍ୱାଦ । ପ୍ରତିଟି ବାଇଟ୍‌ରେ ଚକୋଲେଟ୍‌ର ଅସଲ ମଜା । ଅମୁଲ୍‌ର ସବୁ ସଦ୍ୟତମ ସୂଚନା ପାଇବା ପାଇଁ ଆମ ଚାନେଲ୍ କୁ ଫଲୋ କରନ୍ତୁ : whatsapp.com/channel/0029Vb7…
23
ଅମୁଲ୍ ଚକୋବାର୍: ବାହାରେ ଚକୋଲେଟ୍‌ର ଗାଢ଼ ଆସ୍ତରଣ । ପ୍ରତି ବାଇଟ୍‌ରେ ସ୍ୱାଦର ଚମତ୍କାର । ଅମୁଲ୍‌ର ସବୁ ସଦ୍ୟତମ ସୂଚନା ପାଇବା ପାଇଁ ଆମ ଚାନେଲ୍ କୁ ଫଲୋ କରନ୍ତୁ : whatsapp.com/channel/0029Vb7…
2
26
ଓଡ଼ିଶାର ଭୂତପୂର୍ବ ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ ଶତପଥୀଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ।
3
31
ଓଡ଼ିଆ ଭାଷା ଗବେଷକ, ସମାଜସେବୀ, ଉଦ୍ୟୋଗୀ, ସାହିତ୍ୟ ସମାଲୋଚକ ଓ ଲେଖକ ଶ୍ରୀ ସୁବ୍ରତ କୁମାର ପୃଷ୍ଟିଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ।
1
39
ଅମୁଲ୍ ଆଇସକ୍ରିମ: ଖରାଦିନର କ୍ଲାନ୍ତି ଦୂର କରିବା ପାଇଁ ଭରପୂର ଡ୍ରାଏଫ୍ରୁଟ୍ସ ଓ କ୍ରିମି କ୍ରିମି ସ୍ଵାଦର ଅପୂର୍ବ ଯୁଗଳବନ୍ଦୀ । ପ୍ରତି ବାଇଟ୍‌ରେ ସ୍ୱାଦର ରାଜକୀୟ ମଜା । ଅମୁଲ୍‌ର ସବୁ ସଦ୍ୟତମ ସୂଚନା ପାଇବା ପାଇଁ ଆମ ଚାନେଲ୍ କୁ ଫଲୋ କରନ୍ତୁ : whatsapp.com/channel/0029Vb7…
35
ଅମୁଲ୍ ଆମ୍ ରସ କୁଲ୍ଫି— ଆମ୍ବ ରସର ମଧୁରତା ଏବଂ ଗାଢ଼ ମଲାଇର ଅପୂର୍ବ ଯୁଗଳବନ୍ଦୀ । ପ୍ରତି ବାଇଟ୍‌ରେ ସ୍ୱାଦ ଏବଂ ଅପୂର୍ବ ଶୀତଳତା । ଅମୁଲ୍‌ର ସବୁ ସଦ୍ୟତମ ସୂଚନା ପାଇବା ପାଇଁ ଆମ ଚାନେଲ୍ କୁ ଫଲୋ କରନ୍ତୁ : whatsapp.com/channel/0029Vb7…
1
43
ଆମ ଶରୀରକୁ ସୁସ୍ଥ, ସବଳ ଓ ଶକ୍ତିଶାଳୀ କରିବାରେ କ୍ଷୀରର ଭୂମିକା ଅତୁଳନୀୟ । ବିଶ୍ୱ ଦୁଗ୍ଧ ଦିବସ ଅବସରରେ ପ୍ରତିଦିନ ଖାଣ୍ଟି ଓ ପୁଷ୍ଟିକର ଦୁଗ୍ଧ ଗ୍ରହଣ କରିବା ସହିତ ଏକ ସୁସ୍ଥ ସମାଜ ଗଠନ ଦିଗରେ ସଂକଳ୍ପ ନେବା । ସମସ୍ତଙ୍କୁ ବିଶ୍ୱ ଦୁଗ୍ଧ ଦିବସର ହାର୍ଦ୍ଦିକ ଶୁଭେଚ୍ଛା !
1
58