ଓଡ଼ିଆ ।। ଓଡ଼ିଆ ।। ଓଡ଼ିଆ।। ଓଡ଼ିଆ।।ଓଡ଼ିଆ

Joined December 2018
1,968 Photos and videos
Pinned Tweet
ପଳାଶ କୁସୁମ ଦିଶେ କେଡେ ମନୋହର ବାସନା ହୀନ ବୋଲି ସେତ ପାଏନା ଆଦର @Fishcosian ମୋ ଛବି ଭଲ ଉଠିଛି ନା?
7
6
66
5,457
ଛୋଟ ବେଳେ ତେଲ ଆଣିବାକୁ ଗଲେ, ଜେଜେ କୁହନ୍ତି ତାକୁ କହିବୁ ୧୧ ପଳା ଦେବ ନହେଲେ କେଜି ରେ ଓଜନ କରି ଦେବ କିଲେ ତେଲ।
#ଫ୍ରିଡମ_ଅଏଲର_ସ୍ବାଗତ ଆଉ କମ ନୁହେଁ, ଲିଟରେ ତେଲରେ ମିଳିବ ପୂରା ହଜାରେ ଗ୍ରାମ; କେନ୍ଦ୍ର ନିଷ୍ପତ୍ତିକୁ ଫ୍ରିଡମ ଅଏଲର ସ୍ବାଗତ #Odisha #NandighoshaTV #FreedomOil
1
7
236
Replying to @IPR_Odisha
@IPR_Odisha ମହୋଦୟ ସରକାର ଙ୍କ କଥା ରଖି ଆପଣ କିଛି ଲୋକଙ୍କୁ ଦିନ ଦୁଇଟା ବେଳେ ଆସିବାକୁ ଅନୁରୋଧ କରୁଛନ୍ତି। କିନ୍ତୁ ଲୋକ ଯେତେବେଳେ ପଚାରୁଛନ୍ତି ଗତ ଦୁଇ ବର୍ଷ ରେ କଣ କାମ କଲେ ଯେ ଏତେ ଯାତ୍ରା ଚାଲିଛି, ତାର ଉତ୍ତର ରେ "ଆମେ ଡାକିବା ପାଇଁ ଫୋନ୍ କରିଛୁ। ବାକି ଆମର କହିବାର ଅଧିକାର ନାହିଁ" ର ମାନେ କିଛି ନାହିଁ।
1
2
58
ଆମ ପ୍ରଚଳିତ ପ୍ରଥା ଅନୁସାରେ ବାରିକ ଗୁଆ ନେଇ ନିମନ୍ତ୍ରଣ କରିବାକୁ ଆସିଲେ, ନିମନ୍ତ୍ରଣ ର କାରଣ ସହ, ସବିଶେଷ ବିବରଣୀ ଦିଏ। ହେଲେ ଆପଣ ଏତେ ଅକ୍ଷମ କେମିତି?
1
11
।। ସୁପ୍ରଭାତ।। #RojanaEkGhanta
1
5
119
କାମ ବୋଲି ଗତ ଦୁଇ ବର୍ଷ ରେ ଶୂନ। ଏମାନେ ତାର ଯାତ୍ରା କରିବେ, ବୋଲି ଛୁଟି ବାତିଲ୍।
ପଞ୍ଚାୟତ ନିର୍ବଚନ ପ୍ରଚାର ପାଇଁ ସବୁ ସ୍ଵାସ୍ଥ୍ୟ ବିଭାଗ କର୍ମଚାରୀ ଙ୍କ ରଜ ଛୁଟି ବାତିଲ |
1
7
385
ଆଉ ସରକାର ଙ୍କ ଠୁଁ ଫୋନ୍ ଆସିଲାଣି ନା ନାହିଁ?
1
228
।। ସୁପ୍ରଭାତ।। #RojanaEkGhanta
1
4
75
।। ସୁପ୍ରଭାତ।। #RojanaEkGhanta
1
1
5
124
ସୁଦୀପ୍ retweeted
Jay Shree Jagannath 🙏
5
4
25
636
।। ସୁପ୍ରଭାତ।। #RojanaEkGhanta
1
2
50
।। ଶୁଭ ସନ୍ଧ୍ୟା।। #RojanaEkGhanta Monday Evening Commitment
1
4
48
ସମ୍ପୂର୍ଣ୍ଣ ଅସଲି ଲକ୍ଷ୍ମଣରେଖା
जबरदस्त विज्ञापन 😜😂
1
2
71
ସୁଦୀପ୍ retweeted
Ye wahi jabardasti waali smile hai jo aadmi photo uthane ke liye shakal pe lata hai … andar se phati padi hai after completing the morning 6Kms run in this extremely humid and hot conditions🤪 Ye monsoon kab aaega.. kab aaega monsoon?🌧️🥹 DAY:-1602*🏃🏽‍♂️ #RojanaEkGhanta
That’s a wrap for the day. It started off well with a decent sleep, foll by a good strength training session & 14k steps for the day. Add to that a productive day at work too. Overall..a good day of showing up, staying productive & moving forward on all fronts. #RojanaEkGhanta
3
4
23
1,241
।। ସୁପ୍ରଭାତ।। #RojanaEkGhanta Weekly goal achieved.
1
2
40
।। ସୁପ୍ରଭାତ।। #RojanaEkGhanta କିଛି ଲୋକଙ୍କ ପାଇଁ ସକାଳେ AI ର ମାନେ Athlete Intelligence #Strava
2
5
79
।। ସୁପ୍ରଭାତ।। #RojanaEkGhanta
1
1
8
282
ଅଯୋଗ୍ୟ ମନ୍ତ୍ରୀ ଙ୍କ ବିଫଳତା ହୁଏତ ବେପାର କୁ ଲୁଚାଇବାକୁ ପଦ୍ମ ଉପାଧି ଧାରୀ ଙ୍କ ଅସଫଳ ପ୍ରୟାସ।
ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ @dpradhanbjp ସଦାସର୍ବଦା ଓଡ଼ିଆ ଅସ୍ମିତା, ସଂସ୍କୃତି ଓ ଗୌରବର ପ୍ରଚାର ପ୍ରସାର ପାଇଁ ସମର୍ପିତ । ତାଙ୍କର ସ୍ୱଚ୍ଛ ନେତୃତ୍ୱ କେବଳ ଓଡ଼ିଶା ନୁହେଁ, ସାରା ଦେଶକୁ ଗର୍ବିତ କରିଛି । ତାଙ୍କ ପ୍ରତି ଜନସାଧାରଣଙ୍କର ଅଗାଧ ବିଶ୍ୱାସ ରହିଛି । ସୋସିଆଲ ମିଡିଆରେ ତାଙ୍କ ଏବଂ ତାଙ୍କ ପରିବାର ପ୍ରତି କରାଯାଉଥିବା ବ୍ୟକ୍ତିଗତ ଅପପ୍ରଚାର ଅତ୍ୟନ୍ତ ନିନ୍ଦନୀୟ |
3
75
।। ସୁପ୍ରଭାତ।। #RojanaEkGhanta
2
5
165
#RojanaEkGhanta #Promise Monday mandatory evening.
1
5
76
।। ସୁପ୍ରଭାତ।। It was all about May 2026. #RojanaEkGhanta
2
2
11
484