Joined August 2010
2,272 Photos and videos
🌿 ରଜ ପର୍ବର ଅନେକ ଅନେକ ଶୁଭେଚ୍ଛା 🌿 ପିଠା, ପଣା, ଦୋଳି ଓ ଖୁସିରେ ଭରିଯାଉ ସମସ୍ତଙ୍କ ଜୀବନ। ଏହି ରଜ ପର୍ବ ଆଣୁ ସୁଖ, ଶାନ୍ତି ଓ ସମୃଦ୍ଧି। ସମସ୍ତଙ୍କୁ ହୃଦୟରୁ ରଜ ପର୍ବର ଶୁଭେଚ୍ଛା। 🌸🙏 #RajaParba #HappyRaja #OdiaFestival #Raja2026
1
144
Experience issue on facebook, anyone facing the same ?
201
Congratulations RCB! 🏆❤️ Back-to-back IPL Champions 2026! 🔥 Ee Sala Cup Namdu… Again! 👑 #RCB #IPL2026 #Champions
91
RCB needs 156 runs only to win . #IPLFinal
70
Barada Das 🐦🇮🇳 retweeted
Who will win today #TATAIPL 2026 …? #IPL #RCBvsGT #quickpoll #poll
100% RCB
0% GT
1 votes • Final results
1
1
103
Rcb won toss and chose to bowl. #iplfinal #tataipl #rcbvsgt #gtvsrcb
228
Congratulations to Gujarat Titans 💙 Win by 7 wickets & into the FINAL! 🏏🔥 #GT #TATAIPL
30
ନାଲିଆମ୍ବ 🤣 Can you guess this red #Mango 🥭 price in #bangalore ? #mangolove #season #Odisha #viralpost #tranding #trendingpost #facebookpost
1
101
ଗରମ କେମିତି ହେଉଛି ଆଜି? #heatwave #odisha
37
ଆଜିର ସୋସିଆଲ ମିଡିଆର ନୂଆ ଚର୍ଚ୍ଚା 🔥 “Cockroach Janta Party” Instagram ରେ 17M followers ସହ ବଡ଼ ବଡ଼ party କୁ ମଧ୍ୟ ପଛରେ ପକାଇଦେଲା 😲 ଲୋକଙ୍କ support ଆଉ social media power କେତେ strong ହେଇଗଲା, ସେଥିର ଏହା ଏକ example 💯 #SocialMedia #InstagramTrend #CockroachJantaParty #Viral #TrendingNow
1
80
DC need 18 runs in 10 balls to win #DCvsRR
168
Emergency alert ଆସିଲା କି ଆପଣଙ୍କ ମୋବାଇଲ୍ ରେ ?
36
ପରିଶ୍ରମ ହେଉଛି ସଫଳତାର ଚାବି। ସମସ୍ତ ଶ୍ରମିକଙ୍କୁ ଶ୍ରମିକ ଦିବସର ଅନେକ ଶୁଭେଚ୍ଛା ଓ ଅଭନନ୍ଦନ। #happylabourday
15
ମାତ୍ର 15 ଘଣ୍ଟା ବିଳମ୍ବ ପରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଲି 😄 ଇଣ୍ଡିଆନ୍ ରେଲୱେ କୁ ଅନେକ ଧନ୍ୟବାଦ ଏତେ ‘ଜଲ୍ଦୀ’ ପହଞ୍ଚାଇଥିବା ପାଇଁ 🙏🚆
27
ଅକ୍ଷୟ ତୃତୀୟା ଅବସରରେ ହାର୍ଦ୍ଦିକ ଅଭିନନ୍ଦନ, ଆଜି ଅକ୍ଷୟ ତୃତୀୟା ଠାରୁ ଏ ବର୍ଷ ପାଇଁ ଚାଷ କମ୍ ଅନୁକୂଳ କରାଯାଏ ଏ ବର୍ଷ ଭଲ ଫସଲ ହେଉ ଏବଂ କୃଷକ ମାନଙ୍କ ସମୃଦ୍ଧି ହେଉ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା । Happy #AkshyaTrutiya;🙏
1
38
ପଖାଳ ଆମ ଗର୍ବ ❤️ Chicken 🍗 Mutton 🍖 ଦେଖି କାହିଁକି ଲୋଭ? ସାଧା ସରଳ ପଖାଳ ଭାତ ରେ ଯେ ମନର ଶାନ୍ତି ଓ ସ୍ୱାଦ 😌 Desi food, healthy mood 💚 Pakhala is not just food, it's our emotion 🙏 #PakhalaLove #OdiaFood #ProudOdia #HealthyEating
1
72
🌼 ଓଡିଆ ନୂଆ ବର୍ଷର ହାର୍ଦ୍ଦିକ ଅଭିନନ୍ଦନ 🌼 ନୂଆ ବର୍ଷ ଆପଣଙ୍କ ଜୀବନରେ ନୂଆ ଆଶା, ସୁଖ, ସମୃଦ୍ଧି ଓ ସଫଳତା ନେଇଆସୁ 🙏 ସମସ୍ତଙ୍କ ପାଇଁ ଏହି ବର୍ଷ ହେଉ ଶୁଭ ଓ ମଙ୍ଗଳମୟ ✨ ✨ ଜୟ ଜଗନ୍ନାଥ ✨ #OdiaNewYear #PanaSankranti #HappyNewYear
1
1
26