MLA Lanjigarh

Joined December 2019
103 Photos and videos
Pinned Tweet
ଆଜି ଥୁଆମୂଳରାମପୁର ଠାରେ ଅନୁଷ୍ଠିତ ମା ମାଣିକେଶ୍ବରୀ ଙ୍କ ନୂତନ ଭବ୍ୟ ମନ୍ଦିର ନିର୍ମାଣ ନିମନ୍ତେ ପବିତ୍ର ଭୂମିପୂଜନ ଉତ୍ସବ @CMO_Odisha @DmKalahandi @sdpuspendra @DSMishraKLD @BJD4Kalahandi
5
2
24
Pradip Kumar Dishari retweeted
ବିକାଶର ଦୃଢ଼ ଭିତ୍ତି ଉପରେ ଓଡ଼ିଶା ଆଗକୁ ବଢ଼ୁଛି। ୨୦୦୦ରୁ ୨୦୨୪ ଥିଲା ଓଡ଼ିଶା ବିକାଶର ନୂଆ ଯୁଗ। ଶଙ୍ଖ ଭବନରେ ଆୟୋଜିତ ଓଡ଼ିଶା ଦିବସ ପାଳନ ଉତ୍ସବରେ ସାମିଲ ହୋଇ ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ବିଭିନ୍ନ କ୍ଷେତ୍ରରେ ଗୌରବ ଅର୍ଜନ କରିଥିବା ଓଡ଼ିଆଙ୍କୁ ସମ୍ବର୍ଦ୍ଧିତ କଲି। ବିଜୁ ବାବୁ ଓଡ଼ିଶାକୁ ଏସିଆର ଏକ ନମ୍ବର ରାଜ୍ୟ କରିବାକୁ ସ୍ୱପ୍ନ ଦେଖାଇଥିଲେ। ସମୃଦ୍ଧିର ଏହି ଧାରାରେ ସାଧାରଣ ଜନତାଙ୍କୁ ସାମିଲ କରି ଗରିବୀ ହ୍ରାସ, କୃଷି, ପୁଞ୍ଜିନିବେଶ, ଭିତ୍ତିଭୂମି, ଅର୍ଥନୀତି, କ୍ରୀଡ଼ା, ଶିକ୍ଷା, ସ୍ୱାସ୍ଥ୍ୟ, ବିପର୍ଯୟ ପରିଚାଳନା ସହିତ ବିକାଶର ବିଭିନ୍ନ ସୂଚକାଙ୍କରେ ଓଡ଼ିଶା ବହୁ ଆଗରେ ଅଛି। ଆମ ସଭିଙ୍କ ସମ୍ମିଳିତ ଉଦ୍ୟମ ଏକ ସମୃଦ୍ଧ ଓ ସ୍ୱାଭିମାନୀ ଓଡ଼ିଶା ଗଠନ ମାର୍ଗକୁ ପ୍ରଶସ୍ତ କରିଛି। ଦେଶର ବିକାଶ ଯାତ୍ରାରେ ଓଡ଼ିଶା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସୁଛି। ଉତ୍କଳ ଗୌରବ ଓ ଉତ୍କଳମଣିଙ୍କ ଜନ୍ମପୀଠର ବିକାଶ ଓଡ଼ିଆ ସ୍ୱାଭିମାନର ଜୟଗାନ କରୁଛି। ଓଡ଼ିଆମାନେ ଦେଶବିଦେଶରେ ଓଡ଼ିଶାର ପରିଚୟକୁ ଆଜି ଉଜ୍ଜ୍ୱଳ କରୁଛନ୍ତି। ଆସନ୍ତୁ ଏହି ଗରିମାକୁ ବ୍ୟାପକ କରିବା, ସ୍ୱାଭିମାନର ସହ ଆମେ ଓଡ଼ିଆ ବୋଲି କହିବା। ବନ୍ଦେ ଉତ୍କଳ ଜନନୀ 🙏 #ଓଡ଼ିଶାଦିବସ #OdishaDibasa #BandeUtkalJanani
21
73
636
9,612
ଆମର ପ୍ରିୟ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରଯୁକ୍ତ @Naveen_Odisha ଙ୍କ ସହ ନବୀନ ନିବାସ ରେ ଦଳୀୟ ସଂଗଠନ ଓ ସଭ୍ୟ ସଂଗ୍ରହ ଅଭିଯାନ ଉପରେ ଆଲୋଚନା ହୋଇଥିଲା। @bjd_odisha
2
117
Pradip Kumar Dishari retweeted
Congratulate #AjeetSingh and #SundarSinghGurjar on clinching silver and bronze medals, respectively in the men’s javelin throw F46 event at the #ParisParalympics2024. May they continue to excel in sports and bring laurel for the country. Wish them very best for future.
16
43
831
12,011
Pradip Kumar Dishari retweeted
Congratulate #HarvinderSingh on scripting history by becoming first ever Indian archer to win a #Paralympic gold medal. His win in the men's individual recurve open event at #ParisParalympics2024 will continue to inspire sportspersons. May he continue to win laurels and make the country proud. Best wishes.
16
57
1,242
14,375
Pradip Kumar Dishari retweeted
ମା’ମାନଙ୍କ ସ୍ଵର ହୋଇ ବିଜୁ ଜନତା ଦଳ ସବୁବେଳେ ରହିଛି ଏବଂ ରହିବ। ବିଜୁ ମହିଳା ଜନତା ଦଳ ସାଙ୍ଗଠନିକ ବୈଠକରେ ଯୋଗ ଦେଇ ଏ ଦିଗରେ ଦୃଢ ଭାବେ ଆଗକୁ ବଢିବାକୁ ପରାମର୍ଶ ଦେଲି। ବିଜୁ ବାବୁ ହିଁ ସାରା ଦେଶରେ ମା’ମାନଙ୍କ ସଶକ୍ତିକରଣର ମୂଳଦୁଆ ପକାଇଥିଲେ। ତାଙ୍କ ମାର୍ଗ ଦର୍ଶନରେ ୭୦ଲକ୍ଷ ମା’ ସଶକ୍ତ ହୋଇଛନ୍ତି। ଏସଏଚଜିରୁ ଏସଏମଇ ଅଭିମୁଖେ ଆଗକୁ ବଢୁଛନ୍ତି। ଓଡ଼ିଶାର ପରିଚୟ ସାଜୁଛନ୍ତି। ସୁଭଦ୍ରା ଯୋଜନା ହେଉ କି ୩୦୦ ୟୁନିଟ୍ ମାଗଣା ବିଜୁଳି, କେବଳ ମିଛ ହିଁ ବିଜେପିର ସାହାରା ସାଜିଛି। ୨ ବର୍ଷରେ ୫୦,୦୦୦ ଟଙ୍କା ଦେବେ ବୋଲି କହିଥିଲେ। ଏବେ କହୁଛନ୍ତି ୫ ବର୍ଷରେ ଦେବେ। ତା’ ପୁଣି ୬ ମାସରେ ମାତ୍ର ୫ ହଜାର ଟଙ୍କା। ସବୁ ମହିଳାଙ୍କୁ ଦେବେ ବୋଲି କହି ଏବେ କିଛି ମହିଳାଙ୍କୁ ଦେଉଛନ୍ତି। ମା’ମାନଙ୍କ ଭାବନା ଓ ବିଶ୍ଵାସ ସହ ବିଜେପି ଖେଳିବା ଉଚିତ ନୁହେଁ। ସାଧାରଣ ଲୋକଙ୍କ ବିଶ୍ଵାସ ସହ ଖେଳିବା ଉଚିତ ନୁହେଁ। ଆମ ମା’ମାନେ ବହୁତ ସଚେତନ। ସେମାନେ ହିଁ ଏହାର ଜବାବ ଦେବେ। ପ୍ରତି ଘରେ ଘରେ ବିଜେପିର ଏପରି ମିଛ ଉପରୁ ପରଦା ଉଠାଇବା ପାଇଁ ବିଜୁ ମହିଳା ଜନତା ଦଳର କର୍ମୀ ସଙ୍କଳ୍ପବଦ୍ଧ ଭାବେ ଆଗକୁ ବଢୁଛନ୍ତି। #BJDWithOdisha
43
56
1,028
17,889
Standing Committee -VIII meeting held at OLA campus
5
74
Pradip Kumar Dishari retweeted
ସରକାରୀ କର୍ମଚାରୀଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାରେ ବର୍ତ୍ତମାନର ସରକାର ଏ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନ ନେବା ଦୁର୍ଭାଗ୍ୟଜନକ। ଏହା ମୋତେ ଆଘାତ ଦେଇଛି। ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେଲା ଭଳି ଲାଗୁଛି। ମୁଁ ସରକାରରେ ଥିବା ସମୟରେ ବିଧାୟକ, ମନ୍ତ୍ରୀ କିମ୍ବା ଉଚ୍ଚପଦସ୍ତ ସରକାରୀ ଅଧିକାରୀ ଯିଏ ବି ଆଇନ ଭାଙ୍ଗୁଥିଲେ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉଥିଲି।। ରାଜ୍ୟ ସରକାର ଆଇନ ଅନୁଯାୟୀ ପଦକ୍ଷେପ ନେବା ଆବଶ୍ୟକ। ସରକାରଙ୍କ ଏଭଳି ଆଭିମୁଖ୍ୟ ପାଇଁ ବିଜୁ ଜନତା ଦଳ ଗୃହ ପରିତ୍ୟାଗ କରିଛି। @bjd_odisha
117
236
2,423
85,803
Jai Jagannath
ବଡ଼ଦାଣ୍ଡରେ ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦୁର୍ଲଭ ଦର୍ଶନ ମୋର ପରମ ସୌଭାଗ୍ୟ। ମହାପ୍ରଭୁଙ୍କ ଅପାର କୃପା ସଭିଙ୍କ ଉପରେ ଥାଉ। ଜୟ ଜଗନ୍ନାଥ 🙏 #ରଥଯାତ୍ରା
1
54
Pradip Kumar Dishari retweeted
ବରିଷ୍ଠ ନେତା, ପୂର୍ବତନ ବିଧାୟକ, ମନ୍ତ୍ରୀ ତଥା ପୂର୍ବତନ ଉପ-ବାଚସ୍ପତି ସୁରେନ୍ଦ୍ରନାଥ ନାୟକଙ୍କ ପାର୍ଥିବ ଶରୀରର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଲି। ଲୋକଙ୍କ କଲ୍ୟାଣ ପାଇଁ ଜନପ୍ରତିନିଧି ଭାବେ ତାଙ୍କ ଅବଦାନ ଅତୁଳନୀୟ। ଦିବଙ୍ଗତ ନେତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି।
38
65
1,489
30,567
ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ର ଜନସାଧାରଣ ମୋତେ ଦ୍ିତୀୟଥର ପାଇଁ ଓଡିଶା ବିଧାନ ସଭାକୁ ନିର୍ବାଚିତ କରି ପଠାଇ ଥିବାରୁ ଅନେକ ଅନେକ ଧନ୍ୟବାଦ୍ ଦେବା ସହ କୃତଜ୍ଞତା ଜଣାଉଛି। @Naveen_Odisha @bjd_odisha
1
20
225
Pradip Kumar Dishari retweeted
ବିରୋଧୀଙ୍କ ମିଛ ପ୍ରଚାରକୁ କଡ଼ା ଜବାବ, ନବୀନ ଓଡ଼ିଶାରେ ଶାଣିତ ହେଉଛି 'ଯୋଡ଼ିଶଙ୍ଖ'ର ସ୍ୱର 'ସମୃଦ୍ଧ ଓଡ଼ିଶା'ର ସଂକଳ୍ପକୁ ଆହୁରି ଦୃଢ଼ କରିଛନ୍ତି ଜଗତସିଂହପୁର, ତିହିଡ଼ି ଏବଂ ବାସୁଦେବପୁରବାସୀ। ଜଣଙ୍କୁ ସାଂସଦ କଲେ ମୁଖ୍ୟମନ୍ତ୍ରୀ। ସେ କେନ୍ଦ୍ରାପଡ଼ାବାସୀ ତଥା ମୁଖ୍ୟମନ୍ତ୍ରୀଙ୍କ ସହ ବିଶ୍ୱାସଘାତକତା କଲେ। ୧୦ ବର୍ଷ ପାଇଁ ସାଂସଦ ହୋଇ କେବଳ ନିଜ ପାଇଁ ଓ ତାଙ୍କ କମ୍ପାନୀର ଲାଭ ପାଇଁ କାମ କଲେ। ମୁଖ୍ୟମନ୍ତ୍ରୀ ଆସନ ଉପରେ ତାଙ୍କର ଲୋଭ ଥିଲା। ଏହି ବିଶ୍ୱାସଘାତକତାର ଦୃଢ଼ ଜବାବ ଦେବାକୁ ସଭାପତି ଶ୍ରୀ @Naveen_Odisha ଆହ୍ୱାନ କରିଛନ୍ତି। #JodiShankha #NabinOdisha #5TNaveenGuarantee
28
41
260
7,011
Pradip Kumar Dishari retweeted
'ସମୃଦ୍ଧ ଓଡ଼ିଶା' ପାଇଁ ସଂକଳ୍ପ ଦୃଢ଼ ହେଉଛି, ଘରେ ଘରେ ଯୋଡ଼ିଶଙ୍ଖ ବାଜୁଛି। ଭୁବନେଶ୍ୱର- ଏକାମ୍ରବାସୀଙ୍କ ଭଲ ପାଇବା ନିକଟରେ ଋଣୀ। ବିଶ୍ୱାସ ଅତୁଟ ରଖନ୍ତୁ। ଯୋଡ଼ିଶଙ୍ଖରେ ଆଶୀର୍ବାଦ କରନ୍ତୁ। #JodiShankha
143
141
1,254
49,548
Pradip Kumar Dishari retweeted
ସମୃଦ୍ଧ ଜନଜାତି, ନବୀନ ଓଡ଼ିଶାର ଶକ୍ତି ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଜନଜାତି ଭାଇଭଉଣୀମାନଙ୍କୁ ତାଙ୍କ ହୃଦୟରେ ରଖିଛନ୍ତି। ଜନଜାତିଙ୍କ ବିକାଶ ପାଇଁ ଓଡ଼ିଶାରେ ଯେତିକି କାମ ହୋଇଛି, ଅନ୍ୟ କୌଣସି ରାଜ୍ୟରେ ହୋଇନି। ଆଗକୁ ଆମ ଜନଜାତି ଭାଇଭଉଣୀମାନେ ସମୃଦ୍ଧିର ନବୀନ ଶିଖର ଛୁଇଁବେ ବୋଲି କେନ୍ଦୁଝର ଲୋକସଭା ନିର୍ବାଚନମଣ୍ଡଳୀରେ ବିରାଟ ଜନସଭାକୁ ସମ୍ବୋଧିତ କରି ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି। #JodiShankha #NabinOdisha #5TNaveenGuarantee
48
29
182
3,647
Pradip Kumar Dishari retweeted
28 Apr 2024
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅଗ୍ରଗଣ୍ୟ ବ୍ୟକ୍ତିତ୍ୱ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଓଡ଼ିଆ ଭାଷା, ସାହିତ୍ୟର ସୁରକ୍ଷା ତଥା ପ୍ରସାର ସହ ରାଜ୍ୟର ପ୍ରଗତିରେ ତାଙ୍କ ଅମୂଲ୍ୟ ଯୋଗଦାନକୁ ସେ ଏହି ଅବସରରେ ସ୍ମରଣ କରିଛନ୍ତି।
201
192
1,195
63,529
Pradip Kumar Dishari retweeted
ସଭିଙ୍କୁ ସାଥୀରେ ନେଇ, ସଭିଙ୍କ ଭାଗୀଦାରିରେ ‘ସମୃଦ୍ଧ ଓଡ଼ିଶା’ ଗଠନର ସଂକଳ୍ପ ଦୃଢ଼ ହେଉଛି। ପ୍ରତିଟି ଓଡ଼ିଆଙ୍କ କଲ୍ୟାଣ ସହ ବିକାଶକୁ ନୂଆ ଶିଖରରେ ପହଞ୍ଚାଇବା ପାଇଁ ଆଗେଇ ଆସନ୍ତୁ, ‘ଶଙ୍ଖ’ ଚିହ୍ନରେ ଆଶୀର୍ବାଦ କରନ୍ତୁ। #JodiShankha
105
185
920
17,108
1
1
120
Pradip Kumar Dishari retweeted
'ନବୀନ ଓଡ଼ିଶା'ରେ ଯୁବବର୍ଗଙ୍କ ସ୍ୱପ୍ନ ପୁରା ହେଉଛି, ଶିକ୍ଷା ସମୃଦ୍ଧିର ମାର୍ଗ ପ୍ରଶସ୍ତ କରିଛି। #NabinOdisha #5T
9
45
156
6,184
Pradip Kumar Dishari retweeted
ନବୀନ ଓଡ଼ିଶାରେ ରୂପାନ୍ତରଣ, ଖାଦ୍ୟ ସୁରକ୍ଷାର ସଂକଳ୍ପ ହେଉଛି ପୂରଣ। #AAHAR #NabinOdisha #5T
27
71
179
8,036
Wishing everyone a very happy Holi! #HappyHoli @Naveen_Odisha @bjd_odisha @CMO_Odisha
1
4
128