This is the official twitter handle Talcher Municipality. Please share #views and #contribute in making of sustainable city.

Joined December 2021
61 Photos and videos
ଆମ୍ଭ ତାଳଚେର ପୌରପାଳିକାର ସ୍ୱଚ୍ଛ ସାଥୀ, ଶ୍ରୀମତୀ ଲିଲିଲତା ପ୍ରଧାନ, "ସହଯୋଗ" ତାଲିମ ଅଧିବେଶନ ସମୟରେ ଓଡ଼ିଶାର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀମତୀ ଉଷା ପାଢୀଙ୍କୁ ଭେଟିଛନ୍ତି। ସେ (ଓଡ଼ିଶା ଅର୍ବାନ ଏକାଡ଼େମୀ) OUA ବିଭାଗ କ୍ୟାମ୍ପସରେ "ସହଯୋଗ" କାର୍ଯ୍ୟକ୍ରମରେ ତାଙ୍କର କର୍ମଶାଳା ସଫଳତାର ସହିତ ସମାପ୍ତ କରିଛନ୍ତି । @pmsvanidhi
2
9
x.com/pmsvanidhi/status/2061… Six years ago, the PM SVANidhi scheme unlocked new dreams and endless possibilities for lakhs of street vendors across India. Today, we celebrate #6YearsofPMSVANidhi and its remarkable achievements.

9
The Self-Enumeration Programmme under Census 2027 of the identified VVIPs & VIPs under Talcher Municipality has been undertaken in the presence of Supervisors, Enumerators & Field Trainers.
3
57
2nd Phase Census training for Enumerators and Supervisors at Mandapal Multipurpose Hall, Talcher on behalf of Talcher Municipality.
1
83
1st Phase Census Training for Enumerators and Supervisors at Mandapal Multipurpose Hall, Talcher on behalf of Talcher Municipality.
2
57
ଆଜି ତାଳଚେର ପୌରପରିଷଦ କାର୍ଯ୍ୟାଳୟରେ “୧୬ ତମ ଜାତୀୟ ମତଦାତା ଦିବସ” ଅବସରରେ ମତଦାନ ସଚେତନତା ସମ୍ପର୍କିତ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଶ୍ରୀ ପବିତ୍ର ଭୁତିଆ, ନଗରପାଳଙ୍କ ଅଧ୍ୟକ୍ଷତାରେ ସମସ୍ଥ ପୌରକର୍ମଚାରୀଙ୍କ ଉପସ୍ଥିତିରେ ସରକାରଙ୍କ ନିର୍ଦେଶବଳୀ ଅନୁଯାୟୀ ସମାପନ କରଯାଇଥିଲା । #NVD2026
68
3
41
ଆଜି ତାଳଚେର ପୌରାଞ୍ଚଳରେ ଫାଷ୍ଟଗେଟ୍ ଠାରୁ ହାଣ୍ଡିଧୂଆଁ ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ କରାଯିବା ପାଇଁ ତାଳଚେର ପୌରପରିଷଦ ଦ୍ଵାରା ରାସ୍ତା ଅବରୋଧ ଓ ଜବରଦଖଲ ଉଚ୍ଛେଦ କରଯାଇଥିଲା ।
1
3
51
Today the Mobile Service Unit under the SAHAJOG Initiative successfully operated at the Leprosy Colony in Ward No. 20, with Swachha Sathi, Swachha Sathi Supervisor, CSC, and Cluster Coordinator present. Scheme linkage activities were initiated to facilitate beneficiary enrollment
3
67
Today, the Mobile Service Unit under the SAHAJOG Initiative is flagged off in the presence of the ME, AE, JE, DUDA Team Lead, and all ULB staff, and scheme linkage activities are initiated at Baghuabola Slum to facilitate beneficiary enrollment and access to welfare schemes(13).
4
43
ତାଳଚେରର ବାୟୁ ପ୍ରଦୂଷଣ ଗୁଣବର୍ତ୍ତାର ମାନବୃଦ୍ଧି କୁ ଦୃଷ୍ଟିରେ ରଖି ତାଳଚେର ପୌରପରିଷଦ ତରଫରୁ ପ୍ରତ୍ୟେକ ଦିନ ବିଭିନ୍ନ ୱାର୍ଡ ମଧ୍ୟରେ ପାଣି ସିଞ୍ଚନ ଯନ୍ତ୍ର ମାଧ୍ୟମରେ ପାଣି ସିଞ୍ଚନ କାର୍ଯ୍ୟ ସମ୍ପର୍ଣ୍ଣ କରାଯାଉଅଛି ଏବଂ ଏଥିସହିତ ବିଭିର୍ଣ୍ଣ ଢାବା/ହୋଟେଲ ଉପରେ ଚଢାଉ କରାଯାଇ ଜରିମାନା ମଧ୍ୟ ଆଦାୟ କରାଯାଉଅଛି ।
2
27
ତାଳଚେରର ବିଭିନ୍ନ ୱାର୍ଡକୁ ଅଚାନକ ପରିଦର୍ଶନ କରାଯାଇ ଅନେକ କୋଇଲା ଜବତ କରିବା ସହିତ କୋଇଲା ଆଞ୍ଚ ଗୁଡିକୁ ନଷ୍ଟ କରାଯାଇଥିଲା । ଏଥିସହିତ ଆଜି ସକାଳେ ବିଭିର୍ଣ୍ଣ ଢାବା/ହୋଟେଲ ଉପରେ ଚଢାଉ କରାଯାଇ ସାତହଜାର ଟଙ୍କାର ଜରିମାନା ଆଦାୟ କରାଯାଇଥିଲା
2
29
ତାଳଚେରର ବାୟୁ ପ୍ରଦୂଷଣ ଗୁଣବର୍ତ୍ତାର ମାନବୃଦ୍ଧି କୁ ଦୃଷ୍ଟିରେ ରଖି ତାଳଚେର ପୌରପରିଷଦ ତରଫରୁ ଡାକବାଜି ଜନ୍ତ୍ର ମାଧ୍ୟମରେ ଲୋକମାନଙ୍କୁ କୋଇଲା ନ ଜାଳିବାପାଇଁ ସଚେତନ କରାଯାଇଥିଲା । ଗତ କାଲିଠାରୁ ବିଭିନ୍ନ ୱାର୍ଡ ମଧ୍ୟରେ ପାଣି ସିଞ୍ଚନ ଯନ୍ତ୍ର ମାଧ୍ୟମରେ ପାଣି ସିଞ୍ଚନ କରାଯାଇଥିଲା ।
2
27
ଆଜି ତାଳଚେର ପୌରପରିଷଦ ସଭାଗୃହ ଠାରେ ଭାରତର ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ୍’ ର ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ଅବସରରେ ସାମୂହିକ 'ବନ୍ଦେ ମାତରମ୍' ଗାନ ଏବଂ ଏହା ସହିତ ନୂଆଦିଲ୍ଲୀ ସ୍ଥିତ ଇନ୍ଦିରଗାନ୍ଧୀ ଇନ୍ଦୋର ଷ୍ଟାଡିୟମରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଜାତୀୟ ସ୍ତରର ମୁଖ୍ୟ କାର୍ଯ୍ୟକ୍ରମର ସିଧା ପ୍ରସାରଣ ପରିବେଷଣ କରାଯାଇଥିଲା ।
2
39
As part of "Swachhata Hi Seva 2025" campaign under the theme "Swachhotsav', today on the occasion of Ek Din-Ek Ghanta-Ek Saath a Mass Cleanliness Drives & Mass awareness rally has been organized by Talcher Municipality. @angul_dm @sub_talcher @CMO_Odisha @HUDDeptOdisha
1
60
ସୁଶ୍ରୀ କସ୍ତୁରୀ ସା (IAS) - ନିର୍ବାହୀ ଅଧିକାରୀ ଓ ଡା. ପ୍ରଦୀପ କୁମାର ସାହା (OAS) - ଅତିରିକ୍ତ ନିର୍ବାହୀ ଅଧିକାରୀ, ତାଳଚେର ପୌରପରିଷଦରେ ଥିବା ବସ ଷ୍ଟାଣ୍ଡ ଏବଂ ମଣ୍ଡାପାଳ ସ୍ଥିତ ଆହାର କେନ୍ଦ୍ର ପରିଦର୍ଶନ କରିବା ସହିତ ଖାଦ୍ୟର ମାନ ନିର୍ଧାରଣ ସ୍ୱରୂପ ନିଜେ ଜନସାଧାରଣଙ୍କ ସହିତ ଖାଦ୍ୟ ଗ୍ରହଣ କରିଥିଲେ ।
2
57
From tomorrow, as per the order of the Collector Sir, the night-time cleaning work, 2nd shift, has started under the chairmanship of the Miss Kasthuri Sah, (IAS) Executive Officer.
1
2
70
ତାଳଚେର ପୌରାଞ୍ଚଳରେ ଥିବା ହୋଟେଲ ଗୁଡିକ ଉପରେ ଚଢାଉ କରି ଅପମିଶ୍ରିତ ଓ ବାସୀ ଖାଦ୍ୟ ଯାଞ୍ଚ କରି ଟ. ୫୦,୦୦୦/- ସୁଶ୍ରୀ କସ୍ତୁରୀ ସା (IAS)ନିର୍ବାହୀ ଅଧିକାରୀ, ଡା. ପ୍ରଦୀପ କୁମାର ସାହା (OAS)ଅତିରିକ୍ତ ନିର୍ବାହୀ ଅଧିକାରୀ, ଖାଦ୍ୟ ନିରିକ୍ଷକ ଅଧିକାରୀ ଙ୍କ ସହିତ ପୌର କର୍ମଚାରୀ ଓ ପୋଲିସ ଙ୍କ ଉପସ୍ଥିତିରେ ଜୋରିମାନା ଆଦାୟ କରାଯାଇଅଛି
2
89
Today morning Public Awareness , Cleanness Drive & tree plantation (Ek Ped Maa Ke Naam) activity was going on under the theme of Swatchhostav (Swachhata Hi Seva) in respect of Talcher Municipality. @angul_dm @sub_talcher @HUDDeptOdisha
1
56
Miss Kasturi Sha (IAS) has joined as Executive Officer of Talcher Municipality today. @angul_dm @sub_talcher
1
104