aguea asia
Collector and DM, Jharsuguda
@dm_jharsuguda
Official Twitter/X Handle of the Collector and District Magistrate, Jharsuguda
Joined June 2017
Tweets
1,855
Following
51
Followers
10,857
Likes
136
1,314 Photos and videos
1,314 Photos and videos
Tweets
Collector and DM, Jharsuguda
@dm_jharsuguda
22h
#ବିକାଶର_ଧାରା
, ଓଡ଼ିଶା ସାରା... ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ସମାରୋହ ଝାରସୁଗୁଡ଼ା ସ୍ଥିତ ଏମ.ସି.ଏଲ ଅଡିଟରୀୟମ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରରେ ମାନ୍ୟବର ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ, ମାନ୍ୟବର ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ।
#2YearsofLokankaSarkar
1
1
8
164
Collector and DM, Jharsuguda
@dm_jharsuguda
22h
ଏହି ଅବସରରେ ରାଜ୍ୟ ସରକାରଙ୍କ "ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା"ର ଶୁଭାରମ୍ଭ ✅ ଜିଲ୍ଲାର ସମସ୍ତ ଅଙ୍ଗନୱାଡ଼ି କର୍ମୀ, ଲେଡି ସୁପରଭାଇଜର ଓ ବ୍ଲକ୍ ସଂଯୋଜକମାନଙ୍କୁ ସ୍ମାର୍ଟଫୋନ୍ ପ୍ରଦାନର ଶୁଭାରମ୍ଭ
#culture
#odishaculture
#Odisha
1
70
Collector and DM, Jharsuguda
@dm_jharsuguda
Jun 11
ସଠିକ୍ ଓ ନିର୍ଭୁଲ ଭୋଟର ତାଲିକା ପାଇଁ ଆରମ୍ଭ ହୋଇଛି 'ସ୍ୱତନ୍ତ୍ର ସଘନ ସଂଶୋଧନ' (SIR) କାର୍ଯ୍ୟକ୍ରମ—ଆସନ୍ତୁ, ସାମିଲ ହେବା ଏବଂ ଗଣତନ୍ତ୍ରକୁ ସଶକ୍ତ କରିବା।
#specialintensiverevision
#sir2026
#awarenesscampaign
#publicawareness
#democracyinaction
0:57
1
13
314
Collector and DM, Jharsuguda retweeted
Chief Electoral Officer, Odisha
@OdishaCeo
Jun 11
SIR 2026 ପାଇଁ ପରିଗଣନା ଫର୍ମ ଜମା କରିବା ବେଳେ କୌଣସି ଦସ୍ତାବିଜ ଦେବାର ଆବଶ୍ୟକତା ନାହିଁ। 🗳️ କେବଳ ପରିଗଣନା ଫର୍ମକୁ ସଠିକ୍ ଭାବେ ପୂରଣ କରନ୍ତୁ ଏବଂ BLOଙ୍କୁ ଜମା କରନ୍ତୁ। ଆପଣଙ୍କ ସହଯୋଗ ଏକ ସଠିକ୍ ଓ ସ୍ୱଚ୍ଛ ଭୋଟର ତାଲିକା ପ୍ରସ୍ତୁତିରେ ସହାୟକ ହେବ।
#SIR2026
#CEOodisha
#SIR
#ECI
25
66
203
8,675
Collector and DM, Jharsuguda
@dm_jharsuguda
Jun 10
ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ), ଉପଜିଲ୍ଲାପାଳ, ଜିଲ୍ଲାର ସମସ୍ତ ତହସିଲଦାର, ରାଜସ୍ୱ ଅଧିକାରୀ ଏବଂ ସମ୍ପୃକ୍ତ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।
2
18
903
Collector and DM, Jharsuguda
@dm_jharsuguda
Jun 10
ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ‘ଜିଲ୍ଲା ସଡ଼କ ସୁରକ୍ଷା ଟାସ୍କ ଫୋର୍ସ’ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାର ସମସ୍ତ ଜାତୀୟ ଓ ରାଜ୍ୟ ରାଜପଥକୁ ସୁରକ୍ଷିତ ଏବଂ ଦୁର୍ଘଟଣାମୁକ୍ତ କରିବା ପାଇଁ ବ୍ୟାପକ ଆଲୋଚନା କରାଯାଇଛି।
9
260
Collector and DM, Jharsuguda
@dm_jharsuguda
Jun 10
ଲଖନପୁର ବ୍ଲକ ଅଞ୍ଚଳର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଜିଲ୍ଲାପାଳ। ଏହି ଗସ୍ତ ସମୟରେ ସେ ଦୟାଡେରା - ଝରନ ପର୍ଯ୍ୟଟନସ୍ଥଳୀ ରାସ୍ତା ନିର୍ମାଣ ଏବଂ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀର କାର୍ଯ୍ୟ ଅଗ୍ରଗତି ନେଇ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।
1
18
522
Collector and DM, Jharsuguda
@dm_jharsuguda
Jun 10
ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ସମ୍ବନ୍ଧୀୟ ସମସ୍ତ ପ୍ରକ୍ରିୟା ସମ୍ପର୍କରେ ଶ୍ରୀ ସବ୍ୟସାଚୀ ପଣ୍ଡା, ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ୦୭ ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ, ଜିଲ୍ଲାର ସମସ୍ତ ମତଦାତାଙ୍କ ଉଦ୍ଦେଶ୍ୟରେ ଭିଡିଓ ବାର୍ତ୍ତା।
#SIR2026
#ElectionAwareness
#VoterRegistration
2:06
15
289
Collector and DM, Jharsuguda
@dm_jharsuguda
Jun 9
ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ସମ୍ବନ୍ଧୀୟ ସମସ୍ତ ପ୍ରକ୍ରିୟା ସମ୍ପର୍କରେ ଶ୍ରୀଯୁକ୍ତ ବ୍ରଜ ବନ୍ଧୁ ଭୋଇ, ଅତିରିକ୍ତ-ଜିଲ୍ଲାପାଳ (ସାଧାରଣ) ତଥା ଅତିରିକ୍ତ ନିର୍ବାଚନ ଅଧିକାରୀ, ଝାରସୁଗୁଡ଼ା ,ଜିଲ୍ଲାର ସମସ୍ତ ମତଦାତାଙ୍କ ଉଦ୍ଦେଶ୍ୟରେ ଭିଡିଓ ବାର୍ତ୍ତା।
#SIR2026
#awarenesscampaign
#ElectionAwareness
#VoterRegistration
1:56
1
15
492
Collector and DM, Jharsuguda
@dm_jharsuguda
Jun 7
ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ପ୍ରକ୍ରିୟାରେ ବିଭିନ୍ନ ବ୍ଲକ୍ ରେ ଭୋଟରଙ୍କୁ ପରିଗଣନା ଫର୍ମ ପ୍ରଦାନ ଓ ଭରିବା କାର୍ଯ୍ୟ ଜାରି ରହିବା ସହ ଏହାର ଅଗ୍ରଗତିର ତର୍ଜମା ନିମନ୍ତେ ଝାରସୁଗୁଡ଼ା, ବ୍ରଜରାଜନଗର ଏବଂ ବେଲପାହାଡ଼ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ,
@bdojharsuguda
ଙ୍କ ଦ୍ୱାରା ବିଭିନ୍ନ କ୍ଷେତ୍ର ପରିଦର୍ଶନ ଜାରି ରହିଛି।
1
11
276
Collector and DM, Jharsuguda
@dm_jharsuguda
Jun 7
ଆସନ୍ତା ଜୁନ୍ ୧୨ ତାରିଖରୁ MCL-BMRC କାର୍ଡିଆକ କେୟାର ହସ୍ପିଟାଲର ବର୍ହିବିଭାଗ ସେବା କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ହସ୍ପିଟାଲ ପରିସର ଗସ୍ତ କରି ବିଭିନ୍ନ ନିର୍ମାଣ ଓ ଆନୁଷଙ୍ଗିକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ତଦାରଖ କରିଛନ୍ତି।
@HFWOdisha
12
373
Collector and DM, Jharsuguda
@dm_jharsuguda
Jun 6
ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳ କାର୍ଯ୍ୟକାଳ ପୂର୍ତ୍ତି ଉତ୍ସବ ଏବଂଏଥିପାଇଁ ଆୟୋଜିତ ହେବାକୁ ଥିବା ଆଗାମୀ ଜନସମ୍ପର୍କ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଜନସମ୍ପର୍କ ଅଭିଯାନର ଏକ ଅଂଶ ଭାବରେ ଜିଲ୍ଲାର ବିଭିନ୍ନ ବିଭାଗ ଦ୍ୱାରା ପ୍ରସ୍ତାବିତ କାର୍ଯ୍ୟକଳାପଗୁଡ଼ିକର ସମୀକ୍ଷା କରାଯାଇଥିଲା।
13
346
Collector and DM, Jharsuguda
@dm_jharsuguda
Jun 6
ଝାରସୁଗୁଡାର ନିର୍ବାଚନୀ ମଣ୍ଡଳୀରେ ଭାରତ ସରକାରଙ୍କ ଏସ୍ଆଇଆର୍ (SIR) ଅଭିଯାନ ଅନ୍ତର୍ଗତ ବୁଥ୍ ସ୍ତରୀୟ ଅଧିକାରୀ (BLO)ଙ୍କ ଉପସ୍ଥିତିରେ ଜନଗଣନା କାର୍ଯ୍ୟକ୍ରମରେ ନିଜର ନାମାଙ୍କନ କରିଛନ୍ତି ମାନ୍ୟବର ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ।
@ECISVEEP
@CMO_Odisha
@OdishaCeo
1
1
18
956
Collector and DM, Jharsuguda
@dm_jharsuguda
Jun 6
ସେ କହିଛନ୍ତି ଯେ, "ଦେଶର ସଠିକ୍ ତଥ୍ୟ ସଂଗ୍ରହ ଓ ସୁଶାସନକୁ ଆହୁରି ସୁଦୃଢ଼ କରିବା ଦିଗରେ ଏହି ଅଭିଯାନ ଗୁରୁତ୍ୱପୂର୍ଣ୍ଣ। ସମସ୍ତ ନାଗରିକଙ୍କୁ ଏହି ପ୍ରକ୍ରିୟାରେ ସକ୍ରିୟ ସହଯୋଗ କରି ସଠିକ୍ ସୂଚନା ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି।
#SIRAbhiyan
#Jharsuguda
#Janaganana
#ViksitBharat
1
172
Collector and DM, Jharsuguda
@dm_jharsuguda
Jun 6
ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ପ୍ରକ୍ରିୟାରେ ଜିଲ୍ଲାର ବିଭିନ୍ନ ବ୍ଲକ୍ ରେ ଭୋଟରଙ୍କୁ ପରିଗଣନା ଫର୍ମ ପ୍ରଦାନ ଓ ଭରିବା କାର୍ଯ୍ୟ ଜାରି ରହିଛି।
@ECISVEEP
@IPR_Odisha
@OdishaCeo
@CMO_Odisha
1
11
265
Collector and DM, Jharsuguda
@dm_jharsuguda
Jun 6
1
135
Collector and DM, Jharsuguda
@dm_jharsuguda
Jun 6
ଅନଲାଇନ୍ ନିଯୁକ୍ତି ଅଭିଯାନ ତାରିଖ :- ୦୯.୦୬.୨୦୨୬ ସମୟ :- ସକାଳ ୧୦:୩୦ ରୁ ୧୧:୩୦
1
1
10
314
Collector and DM, Jharsuguda
@dm_jharsuguda
Jun 6
ଝାରସୁଗୁଡ଼ା ଜିଲ୍ଲାର ଜଣେ ଛାତ୍ରୀ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ପ୍ରକ୍ରିୟାରେ ସକ୍ରିୟ ଭାବେ ସହଭାଗୀ ହେବା ପାଇଁ ଆହ୍ୱାନ କରିଛନ୍ତି ।
@ECISVEEP
@IPR_Odisha
@OdishaCeo
0:19
1
9
411
Collector and DM, Jharsuguda
@dm_jharsuguda
Jun 4
ସ୍ୱତନ୍ତ୍ର ସଘନ ସଂଶୋଧନ–୨୦୨୬ର ଅଗ୍ରଗତିର ତର୍ଜମା ନିମନ୍ତେ ବ୍ରଜରାଜନଗର ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦ୍ୱାରା ବିଭିନ୍ନ କ୍ଷେତ୍ର ପରିଦର୍ଶନ
#SIR2026
@OdishaCeo
@IPR_Odisha
@ECISVEEP
3
18
1,055
Collector and DM, Jharsuguda
@dm_jharsuguda
Jun 4
ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାରେ ସାମାଜିକ ସୁରକ୍ଷା ଭତ୍ତା ପାଉଥିବା ହିତାଧିକାରୀଙ୍କ ସ୍ଥିତି ଏବଂ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।
0:25
1
16
409
Load more