BSNL 5G Testing: ଜିଓ ଏବଂ ଏୟାରଟେଲର ଉଡିବ ହୋସ୍ ! ବିଏସଏନଏଲ ଆଣୁଛି ୫ଜି, ସେକେଣ୍ଡରେ ଡାଉନଲୋଡ ହେବ ସିନେମା
ସମସ୍ତେ ଉତ୍ସାହର ସହିତ BSNL 5G କୁ ଅପେକ୍ଷା କରିଛନ୍ତି । ବର୍ତ୍ତମାନ ଲାଗୁଛି ଯେ, ଏହି ଅପେକ୍ଷା ଖୁବଶୀଘ୍ର ଶେଷ ହେବାକୁ ଯାଉଛି । କାରଣ BSNL ଶୀଘ୍ର ଏହାର 5G ସେବା ଆରମ୍ଭ କରିପାରେ ।
zeenews.india.com