Filter
Exclude
Time range
-
Near
#ପୁସ୍ତକ_ସମୀକ୍ଷା_କରନ୍ତୁ, #ପୁରସ୍କାର_ଜିତନ୍ତୁ ... ପୁସ୍ତକ ପଠନ ପ୍ରତି ପାଠକଙ୍କର ଆଗ୍ରହ ବଢ଼ାଇବା ଲାଗି ‘ସମ୍ବାଦ’ର ନୂତନ ପ୍ରୟାସ। ‘କଳିଙ୍ଗ ଲିଟେରାରି ଫେଷ୍ଟିଭାଲ୍’ ଓ ‘ସମ୍ବାଦ’ର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଛି ପୁସ୍ତକ ସମୀକ୍ଷା ପ୍ରତିଯୋଗିତା। ୧୨ଟି ବଛା ବଛା ଓଡ଼ିଆ ବହି ଭିତରୁ ଯେକୌଣସି ଗୋଟିକର ସମୀକ୍ଷା କରି ଆମକୁ ପଠାନ୍ତୁ। ପ୍ରତିଯୋଗିତାରେ ସାମିଲ ହୁଅନ୍ତୁ ଏବଂ ପୁରସ୍କାର ଜିତନ୍ତୁ। ସବିଶେଷ ବିବରଣୀ ଲାଗି kalingaliteraryfestival.com/ ରେ ଲଗ୍ ଇନ୍ କରନ୍ତୁ ଆପଣଙ୍କ ପୁସ୍ତକ ସମୀକ୍ଷା ଜାନୁଆରି ୫ ତାରିଖ ସୁଦ୍ଧା contact@sambad.in ଓ klfsecretariat@kalingaliteraryfestival.com କୁ ମେଲ୍ କରନ୍ତୁ #KalingaLiteraryFestival #PenguinIndia #BookReviewProject #KLF2026 #ReadersOfIndia #BookLovers #ReviewChallenge #ReadAndWin #Sambad
1
2
290
21 Dec 2025

572