Filter
Exclude
Time range
-
Near
#କାର୍ଯ୍ୟକ୍ଷମ_ହୋଇପାରୁନି_କୋଲ୍ଡ_ଷ୍ଟୋର ଉଦଘାଟନକୁ ତିନି ମାସ ବିତିଲାଣି । ଏଯାଏଁ କାର୍ଯ୍ୟକ୍ଷମ ହୋଇପାରୁନି କୋଲ୍ଡ ଷ୍ଟୋର । କେନ୍ଦ୍ରାପଡ଼ାରେ ଅଚଳ ହୋଇପଡିଛି ୫ ଶହ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଶୀତଳଭଣ୍ଡାର । ଆବଶ୍ୟକୀୟ କର୍ମଚାରୀ ଅଭାବରୁ ଶୀତଳଭଣ୍ଡାରଟି କାର୍ଯ୍ୟକ୍ଷମ ହୋଇପାରୁନି । #ColdStorageIssue #Kendrapara #FoodStorageCrisis #AgricultureSupport #PerishableGoods #InfrastructureDelay #NandighoshaTV
2
179
'ଗତ ଶନିବାର ଓ ରବିବାର ପଶ୍ଚିମ ବଙ୍ଗରେ ଶୀତଳ ଭଣ୍ଡାର ବନ୍ଦ ଥିଲା। ସେଥିପାଇଁ ଆଳୁ ଆସିନଥିଲା। ଆଜିଠାରୁ ଆଳୁ ଗାଡ଼ି ପ୍ରଚୁର ପରିମାଣରେ ଆସୁଛି। ତେଣୁ ଆଳୁକୁ ନେଇ ଚିନ୍ତିତ ହେବାର କିଛି କାରଣ ନାହିଁ।' - ସୁଧାକର ପଣ୍ଡା, ମହାସଚିବ, ବ୍ୟବସାୟୀ ମହାସଂଘ #Potato #PotatoSupply #ColdStorageIssue #Bhubaneswar #Odisha #OTV
1
29
2,331