Filter
Exclude
Time range
-
Near
#ଗୁରୁଙ୍କ_ଗାର୍ଡେନ_କ୍ଲାସ ମାଲକାନଗିରି ଜବାନପାଲି ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନବ କିଶୋର ମଲ୍ଲିକ। ଗଛରେ ଯୋଗ, ବିୟୋଗ, ଯୁକ୍ତାକ୍ଷର, ଗାଣିତିକ ଚିହ୍ନ ଆଦି ଆଙ୍କି ସେ ପିଲାଙ୍କୁ ପାଠ ପଢ଼ାଉଛନ୍ତି। ଯାହାଙ୍କ ଶିକ୍ଷାଦାନ ପଦ୍ଧତିକୁ ବେଶ୍ ପସନ୍ଦ କରୁଛନ୍ତି ଛାତ୍ରଛାତ୍ରୀ। ନିଜେ ପାଇଥିବା ପୁରସ୍କାର ଅର୍ଥରାଶି ଓ ଦରମାର କିଛି ଅର୍ଥ ସ୍କୁଲର ଉନ୍ନତି ପାଇଁ ସେ ଖର୍ଚ୍ଚ କରୁଛନ୍ତି। ଫଳରେ ବିନା ସରକାରୀ ଅର୍ଥରେ ଏହି ବିଦ୍ୟାଳୟ ଜିଲ୍ଲାର ଏକ ଆଦର୍ଶ ବିଦ୍ୟାଳୟ ହୋଇ ପାରିଛି। ତାଙ୍କରି ଏପରି ଉଦ୍ୟମକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି। Malkangiri Teacher Naba Kishore Malik | #Malakangiri #TeacherNabaKishoreMalik #InnovativeTeaching #educationreform #OdishaEducation #CommunityPraise #PrimarySchool #prameyanews7
93
Loud it!! 🔥COMPRA 2.0 🔥DEC. 17TH, 2021 If you miss it, you are what?? YOU ARE WRONG!! 💃💃💃💃💃 #COMPRA #communitypraise #compra2 #oyo14_compra #rccg_compra #communityPraise_compra #ibadan_compra
2
19 Feb 2017
"Sing to the LORD, you saints of his; praise his holy name." Psalm 30:4. #CommunityPraise
1