YouTubeରେ ପୁଣି ଫେରିଲା 'ପ୍ରାଇଭେଟ୍ ମେସେଜିଂ’ ଫିଚର୍, ଏମିତି କରନ୍ତୁ ସିଧାସଳଖ ମେସେଜ୍!
ୟୁଟ୍ୟୁବ୍ ପ୍ରଥମ ଥର ପାଇଁ ଏହି ଫିଚର୍କୁ 2017 ମସିହାରେ ଆଣିଥିଲା, କିନ୍ତୁ ଲୋକଙ୍କ ଠାରୁ ଭଲ ପ୍ରତିକ୍ରିୟା ନମିଳିବାରୁ ମାତ୍ର 2 ବର୍ଷ ପରେ ଅର୍ଥାତ୍ 2019ରେ ଏହାକୁ ବନ୍ଦ କରିଦେଇଥିଲା ।
etvbharat.com