Library in Personal Effort: ଦାଶିଆ ଅଜା ଦେଖାଇଥିବା ସ୍ୱପ୍ନ ହେଲା ସାକାର, ଗାଁରେ ଛିଡ଼ା କଲେ ବିରଳ ସଂଗ୍ରହାଳୟ
Bikash Kumar Satapathy: ଓଡ଼ିଆ ଭାଷା ସାହିତ୍ୟରେ ଏମ୍.ଏ ପାଠ ପଢ଼ି ମଧ୍ୟ ଚାକିରୀକୁ ତୁଚ୍ଛ କରି ସେ ଲାଗିପଡ଼ିଲେ ପାଠାଗାର ଆନ୍ଦୋଳନରେ। ସେଥିପାଇଁ ତାଙ୍କୁ ବହୁ ବାଧାବିଘ୍ନ,ଆର୍ଥିକ ସଙ୍କଟ, ପାରିବାରିକ ସମସ୍ୟା ଦେଖାଦେଇଛି ସତ ହେଲେ...
otvkhabar.in