Long Queues for LPG: ଗ୍ୟାସ୍ ପାଇଁ ହାହାକାର: ଶିକୁଳିରେ ବନ୍ଧା ସିଲିଣ୍ଡର, ରାତିରୁ ଛିଡ଼ା ହୋଇଛନ୍ତି ୫୦୦ ଲୋକ
ଗ୍ୟାସ ପାଇଁ ଲମ୍ବା ଲାଇନ। ଗତକାଲି ରାତି ୧୦ରୁ ଟାଙ୍କି ଧରି ଲମ୍ବା ଲାଇନରେ ଛିଡା ହୋଇଛନ୍ତି ୫୦୦ରୁ ଅଧିକ ଲୋକ। ଜଗତସିଂପୁର ଜିଲ୍ଲାରେ ବିଭିନ୍ନ ଗ୍ୟାସ ଡିପୋରେ ଲୋକେ ଲମ୍ବା ଲାଇନ ଲଗାଇଛନ୍ତି।
otvkhabar.in