Filter
Exclude
Time range
-
Near
ରାଜ୍ୟର ସର୍ବବୃହତ ସରକାରୀ ଶିଶୁରୋଗ ଚିକିତ୍ସା ପ୍ରତିଷ୍ଠାନରେ ଡାକ୍ତର ସଂକଟ । ଶିଶୁଭବନରେ ୫୦ ପ୍ରତିଶତରୁ ଅଧିକ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି । ଫାଙ୍କା ପଡ଼ିଛି ୩୨୭ ସିନିୟର ନର୍ସିଂ ଅଫିସର ପଦ । କେମିତି ହେବ ଶିଶୁ ରୋଗୀଙ୍କ ଚିକିତ୍ସା? #Odisha #KanakNews #Cuttack #MedicalProblem
2
20
1,031
ଅଂଶୁଘାତ ୱାର୍ଡରେ ଝୁଲୁଛି ତାଲା । ବୁଲୁନି ଫ୍ୟାନ୍‌, ବନ୍ଦ ପଡ଼ିଛି ଏସି ରୁମ୍‌ । ପ୍ରଚଣ୍ଡ ଗରମରେ ରୋଗୀଙ୍କୁ ବିଞ୍ଚଣା ପବନ ଭରସା । ଉଦଘାଟନ ଅପେକ୍ଷାରେ ଡାକ୍ତରଖାନାର ୮ କୋଟିର କୋଠା । ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଆସିଲା ସ୍ବାସ୍ଥ୍ୟସେବାର ବିକଳ ଚିତ୍ର #Bhapur #MedicalProblem #Odisha #KanakNews
2
343
#୨୪ରୁ_କାମ_ସରିଲାଣି_ବ୍ୟବହାର_ହେଉନି ପ୍ରବଳ ଖରାରେ ଅସ୍ତବ୍ୟସ୍ତ ଜନତା । ଉଦଳା ଚିକିତ୍ସାଳୟରେ ଅଭାବନୀୟ ଦୃଶ୍ୟ । ୨୦୨୪ରୁ ନିର୍ମାଣ ସରିଲାଣି ହେଲେ କାମ ଲାଗୁନି #Udala #Odisha #KanakNews #MedicalProblem
2
253
#ଏଇଠି_ସବୁ_ଫାର୍ମାସିଷ୍ଟଙ୍କ_ହାତରେ ! ଗଜପତି ମୋହନାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟାବସ୍ଥା । ସ୍ବାସ୍ଥ୍ୟକେନ୍ଦ୍ରରେ ନାହାନ୍ତି ଡାକ୍ତର । ଫାର୍ମାସିଷ୍ଟ ଚଳାଉଛନ୍ତି ଡାକ୍ତରଖାନା । ଭିତ୍ତିଭୂମି ବି ଦୁର୍ବଳ । ୭ ଦିନ ଭିତରେ ଡାକ୍ତର ନିଯୁକ୍ତି ନଦେଲେ ଆନ୍ଦୋଳନର ଚେତାବନୀ #Gajapati #Odisha #KanakNews #MedicalProblem
4
337
#ଡାକ୍ତର_ନାହାନ୍ତି_ରୋଗୀ_ଦେଖିବ_କିଏ ? କେନ୍ଦୁଝରର କାମଚଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର । ୨୧ ଜଣଙ୍କ ସ୍ଥାନରେ ଅଛନ୍ତି ମାତ୍ର ୬ ଡାକ୍ତର । ୮ଟି ଷ୍ଟାଫନର୍ସ ପଦରୁ ୭ଟି ଖାଲି । ନାହାନ୍ତି ଆବଶ୍ୟକ ସ୍ବାସ୍ଥ୍ୟ କର୍ମଚାରୀ #Odisha #KanakNews #MedicalProblem #Keonjhar
1
1
4
540
#ଡାକ୍ତରଖାନାକୁ_ପାଣି_ଦିଅ ମାଥିଲି ସ୍ବାସ୍ଥ୍ୟକେନ୍ଦ୍ରରେ ଜଳ ନିଅଣ୍ଟ । ମିଳୁନି ପିଇବା ପାଣି, ଶୌଚାଳୟରେ ବି ଜଳାଭାବ । ହାତଧୁଆ ବେସିନ ପାଲଟିଛି ରୋଗୀଙ୍କ ଏକମାତ୍ର ଭରସା । ଜଳ ଓ ପରିମଳ ବିଭାଗର ଖାମଖିଆଲ ମନୋଭାବକୁ ଦାୟୀ କଲେ ସାଧାରଣ ଜନତା ! #Odisha #KanakNews #Mathili #MedicalProblem
1
8
527
#ମନ୍ତ୍ରୀ_ପ୍ରତିଶ୍ରୁତି_ଦେଲେ_କାମ_ହେଲାନି ସରକାର ବଦଳିଲେ, ବାରବାର ମନ୍ତ୍ରୀ ଆସିଲେ, ହେଲେ ବଦଳିଲାନି ଗଜପତିର ସ୍ୱାସ୍ଥ୍ୟାବସ୍ଥା । ଆକାଂକ୍ଷୀ ଜିଲ୍ଲାରେ ପୂରଣ ହେଲା ନାହିଁ ଡାକ୍ତର ପଦବୀ । ସାରଞ୍ଜାମ ଥାଇ ବି କାର୍ଯ୍ୟକ୍ଷମ ହୋଇପାରୁନି ଆଇସିୟୁ #Bhubaneswar #Odisha #KanakNews #Gajapati #MedicalProblem
9
667
#ଦରମା_ନେଉଛନ୍ତି_କାମ_କରିବାକୁ_ଇଚ୍ଛା_ନାହିଁ ନାହାନ୍ତି ଆବଶ୍ୟକ ଡାକ୍ତର । ଭଡ଼ାରେ ଚାଲିଛି ରୋଗୀ ଦେଖା ! ଅଧାରୁ ଅଧିକ ନର୍ସ କାମକୁ ଆସୁନାହାନ୍ତି । ଦରମା ନେବାରେ ହେଉନି ହେଳା । ସମ୍ବଲପୁର କୁଚିଣ୍ଡାରେ ଭୁଶୁଡ଼ିଛି ସ୍ବାସ୍ଥ୍ୟସେବା ! #Odisha #KanakNews #Kuchinda #MedicalProblem
1
9
661
ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନକୁ ସ୍ଥଗିତ ରଖିଲା ଡାକ୍ତର ସଂଘ । ଦାବିକୁ ବିଚାର କରି ପଦକ୍ଷେପ ନେବାକୁ ମିଳିଛି ପ୍ରତିଶ୍ରୁତି । ସେପଟେ ରାଜ୍ୟର ଦୁଇ ବଡ ମେଡିକାଲରୁ ଆସିଲା ଅଭାବନୀୟ ଦୃଶ୍ୟ । ଏସସିବିରେ ସିଲିଂ ଖସି ରୋଗୀ ଆହତ, ଏମକେସିଜିରେ ଅନ୍ଧାରରେ ଚାଲିଲା ଅସ୍ତ୍ରୋପଚାର #Odisha #KanakNews #MedicalProblem
5
322
#ଗରିବ_ରୋଗୀ_ବୋଲି_କେହି_ପଚାରିବେନି ? ରାଉରକେଲା ଇଏସ୍‌ଆଇ ହସ୍ପିଟାଲରେ ଅସଜଡ଼ା ସ୍ବାସ୍ଥ୍ୟସେବା । ତାତିଲେ ବିଭିନ୍ନ ସଂଗଠନ, ମହାନଗର ନିଗମ ଅଫିସ ଆଗରେ ବିକ୍ଷୋଭ । ଦାବି ପୂରଣ ନହେଲେ ଆଗକୁ ତୀବ୍ର ଆନ୍ଦୋଳନ ଚେତାବନୀ #Rourkela #Odisha #KanakNews #MedicalProblem
1
2
5
457
#ଛୋଟ_ରୋଗ_ହେଲେ_ବି_ବ୍ରହ୍ମପୁର_ରେଫର୍‌ ! ଅବ୍ୟବସ୍ଥା ଘେରରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର । ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନାହାନ୍ତି ବିଶେଷଜ୍ଞ ଡାକ୍ତର । ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ମରୁଡ଼ି #Mohana #Odisha #KanakNews #MedicalProblem
4
445
20 Dec 2025
#ପ୍ଲାଷ୍ଟିକ୍‌_ସର୍ଜରୀ_ହେଉନି #କଟକ_ଭରସାରେ_ରୋଗୀ ନାହିଁ ପ୍ଲାଷ୍ଟିକ୍‌ ସର୍ଜରି ବିଭାଗ । କଟକ ବଡ଼ ମେଡିକାଲ ଭରସା । କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଅନେକ ସୁବିଧା ଅଛି ହେଲେ ପ୍ଲାଷ୍ଟିକ୍‌ ସର୍ଜରି ବିଭାଗ କାମ କରୁନି #Kendrapada #MedicalProblem #KanakNews #Cuttack
3
362
10 Dec 2025
#ସନ୍ଧ୍ୟା_୫ଟା_ପରେ_ଡାକ୍ତରଖାନା_ମନା ! ସମସ୍ତଙ୍କୁ ମିଳିବ ସ୍ବାସ୍ଥ୍ୟସେବା । ଉନ୍ନତ ଚିକିତ୍ସା ଯୋଗାଇବା ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି । ଗଞ୍ଜାମ ଜିଲ୍ଲାରେ ସନ୍ଧ୍ୟା ୫ଟା ପରେ ସେବା ମିଳିବା କଷ୍ଟ #MedicalProblem #Odisha #KanakNews
10
416
10 Dec 2025
#ନାହାନ୍ତି_ଡାକ୍ତର_ରୋଗୀ_ରେଫର୍‌ ! ଝାରସୁଗୁଡ଼ାରେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର । ସଦର ମୁଖ୍ୟ ଚିକିତ୍ସାଳୟରେ ନିଶ୍ଚେତକ ଡାକ୍ତର ଅଭାବ । ୩ ବର୍ଷ ହେଲାଣି ଲାଗିରହିଛି ସମସ୍ୟା । ରୋଗୀଙ୍କୁ କରାଯାଉଛି ବୁର୍ଲା ରେଫର୍‌ #MedicalProblem #Odisha #KanakNews #Jharsguda
2
301
2 Dec 2025
#ମେଡିକାଲ_ବିଷୟରେ_ସରକାର_ଅବଗତ_କି_ନାହିଁ ? ଆନୁଷଙ୍ଗିକ ସୁବିଧା ଥାଇ ବି ଅଭିଶପ୍ତ । ସେବେ ହଜାର ହଜାର ରୋଗୀ ହେଉଥିଲେ ଚିକିତ୍ସିତ । ଏବେ ଅରମା ଜଙ୍ଗଲ ଭିତରେ ପରିଚୟ ଖୋଜୁଛି କେନ୍ଦ୍ରାପଡ଼ାର ରେଡ୍‌କ୍ରସ୍ ହସ୍ପିଟାଲ #Odisha #MedicalProblem #Kendrapada #KanakNews
5
493
1 Dec 2025
#ଡାକ୍ତର_ନାହାନ୍ତି_ଡାକ୍ତରଖାନା_ଚାଲିଛି ରାଜ୍ୟରେ ଡାକ୍ତର ସଙ୍କଟ । ଘରୋଇ ଡାକ୍ତରଖାନାରେ ମାଳମାଳ, ସରକାରୀ ଡାକ୍ତରଖାନା ଖାଲି । ରେଫରାଲ୍‌ ସେଣ୍ଟର ପାଲଟିଛି ମୁଖ୍ୟ ଚିକିତ୍ସାଳୟ । ବିଧାନସଭାରେ ଉଠିଲା ପ୍ରସଙ୍ଗ । ଉତ୍ତର ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ #Odisha #MedicalProblem #KanakNews
1
326
30 Nov 2025
#ବାଣ୍ଟିପାରିଲେନି_ଫିଙ୍ଗିଦେଲେ... ଲୋକଙ୍କୁ ମିଳୁନି, ରାସ୍ତାରେ ପଡ଼ିଛି । କେନ୍ଦୁଝରରେ ୨୦ ନଂ ଜାତୀୟ ରାଜପଥ କଡ଼ରେ ପଡ଼ି ରହିଛି ସରକାରୀ ଔଷଧ କୁଢ଼କୁଢ଼ । ଔଷଧ ନପାଇ ବିଭିନ୍ନ ଡାକ୍ତରଖାନାରୁ ନିରାଶ ହେଉଛନ୍ତି ରୋଗୀ #MedicalProblem #Odisha #KanakNews #Keonjhar
1
339
29 Nov 2025
ଶିଳ୍ପ ସମୃଦ୍ଧ ଜିଲ୍ଲା ଅନୁଗୁଳରେ ବିଗଡିଯାଇଛି ହସ୍ପିଟାଲର ସ୍ବାସ୍ଥ୍ୟାବସ୍ଥା । ନା ଅଛି ସ୍ବତନ୍ତ୍ର ବର୍ଣ୍ଣ ୟୁନିଟ୍, ନା କାମ କରୁଛି ପ୍ଲାଷ୍ଟିକ ସର୍ଜରି ବିଭାଗ । ଦୁର୍ଘଟଣା, ପୋଡ଼ାଜଳା ମାମଲା ଆସିଲେ କଟକ ବଡ ଡାକ୍ତରଖାନାକୁ ରେଫର କରୁଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ #Anugul #Odisha #KanakNews #MedicalProblem
1
3
477
28 Nov 2025
ବରଗଡ଼ ହସ୍ପିଟାଲରେ ସ୍ବାସ୍ଥ୍ୟ ଗଡ଼ବଡ଼ । ନାହିଁ ବର୍ଣ୍ଣ ୟୁନିଟ୍ କି ପ୍ଲାଷ୍ଟିକ୍ ସର୍ଜରି ୱାର୍ଡ। ଦୁର୍ଘଟଣା କି ଜଳାପୋଡା ରୋଗୀଙ୍କୁ ମିଳୁନି ଚିକିତ୍ସା ସୁବିଧା । ବୁର୍ଲା କିମ୍ବା ଏସସିବିକୁ କରାଯାଉଛି ସ୍ଥାନାନ୍ତର । ଖର୍ଚ୍ଚାନ୍ତ ହେଉଛନ୍ତି, ରାସ୍ତାରେ ଜୀବନ ଯିବାର ରହିଛି ଆଶଙ୍କା #Odisha #KanakNews #MedicalProblem
9
663
9 Nov 2025
ସହର ସ୍ମାର୍ଟ, ହେଲେ ଡାକ୍ତରଖାନାରେ ନାହାନ୍ତି ଆବଶ୍ୟକ ଡାକ୍ତର । ଅନେକ ଗୁରୁତ୍ବପୂର୍ଣ୍ଣ ବିଭାଗରେ ବିଶେଷଜ୍ଞ ପଦବୀ ଫାଙ୍କା । ଘରୋଇ କ୍ଲିନିକ୍‌କୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି ରୋଗୀ । ରାଉରକେଲା ସରକାରୀ ଡାକ୍ତରଖାନାରେ ସଙ୍ଗିନ ସ୍ଥିତି #Odisha #MedicalProblem #DoctorProblem #KanakNews #Rourkela
1
4
519