Filter
Exclude
Time range
-
Near
ଗତ ମ୍ୟାଚ୍ ତୁଳନାରେ ଏଥର ଟିକେ୍‌ଟ ସଂଖ୍ୟା ହ୍ରାସ ପାଇଛି । ଅର୍ଥାତ୍ ୪ହଜାର ପରିବର୍ତ୍ତେ ଏଥର ମାତ୍ର ୨ହଜାର ଟିକେଟ୍‌ ଦର୍ଶକଙ୍କ ପାଇଁ ଅନଲାଇନରେ ଉପଲବ୍ଧ ହେବ । ସେହିପରି ଅଫଲାଇନରେ ମଧ୍ୟ ଟିକେଟ୍‌ ସଂଖ୍ୟା କମିଛି । ଷ୍ଟାଡିୟମର କିଛି ଗ୍ୟାଲେରୀ ଦୁର୍ବଳ ଥିବାରୁ ଦର୍ଶକଙ୍କ ସୁରକ୍ଷା ଓ ସୁବିଧା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା କହିଛନ୍ତି ଓସିଏ କର୍ତ୍ତୃପକ୍ଷ । Online Ticket Sale Opens for Barabati T20 Match | #BarabatiT20 #OdishaCricket #OnlineTicketSale #CuttackEvents #MatchCountdown #OdishaSports #CricketFans #OCAUpdate #BarabatiStadium #T20Match2025 #SpectatorSafety #prameyanews7
60