Filter
Exclude
Time range
-
Near
ଆଜିବି ପାଣି ପାଇଁ ଡହଳ ବିକଳ ଲୋକେ, ଶୋଷ ମେଣ୍ଟାଉଛି ପୋଖରୀ ପାଣି | Water Problem in Kanasa #Kanas #WaterCrisis #OdishaNews #BreakingNews #DrinkingWater #RuralOdisha #WaterShortage #OdishaUpdates #VillageNews #PublicIssue #OdishaProblems #PrameyaNews7
47
ବଲାଙ୍ଗିର ସହରରେ ପାର୍କିଂ ଅବ୍ୟବସ୍ଥା କାରଣରୁ ହନ୍ତସନ୍ତ ଜନତା; ରାସ୍ତା ଉପରେ ରଖୁଛନ୍ତି କାର - ବାଇକ....୫ ମିନିଟ ରାସ୍ତାରେ ଯିବା ପାଇଁ ଲାଗୁଛି ଅଧ ଘଣ୍ଟା | ସବୁ ଜାଣି ଚୁପ ପୋଲିସ ପ୍ରଶାସନ.... | Parking Chaos in Balangir | #BalangirNews #ParkingChaos #OdishaUpdates #TrafficJam #OdishaProblems #UrbanIssues #OdishaNews #OdishaCityLife #TrafficDisorder #OdishaEvents #prameyanews7
6
375
ବରଗଡ଼ରେ ଯୁଆଡେ ଦେଖିଲେ କୁଢ଼କୁଢ଼ ଅଳିଆ ଆବର୍ଜନା; ଦୁର୍ଗନ୍ଧରେ ଫାଟି ପଡୁଛି ପରିବେଶ, ଲୋକେ ହନ୍ତସନ୍ତ ... #bargarh #garbagecrisis #odishanews #odishaupdates #environmentpollution #publicdistress #odishacommunity #odishacleanliness #odishacrisis #odishapolitics #odishaproblems #prameyanews7
1
54
ରାଜ୍ୟରେ ଗ୍ୟାସ ସଙ୍କଟ: ମେନ୍ୟୁ କମାଇଲେ ହୋଟେଲ-ରେଷ୍ଟୁରାଣ୍ଟ, କାଠ ଓ ଗୋବର ଘଷି ଉପରେ ଭରସା... Gas Crisis Hits Bhubaneswar! Many Hotels & Shops Closed Due to LPG Shortage #OdishaGasCrisis #BhubaneswarNews #LPGShortage #CookingGasCrisis #OdishaUpdate #BreakingNewsOdisha #OdishaReports #OdishaHeadlines #OdishaBreakingNews #FuelShortage #OdishaProblems #OdishaConsumers #OdishaTension #OdishaLatestNews #OdishaCrisis #prameyanews7
2
77
#ବଢ଼ିଲାଣି_ଟେନସନ୍_ମିଳୁନି_ଗ୍ୟାସ୍ ! Panic Over LPG Cylinders In Odisha | ଯୁଦ୍ଧ ବେଳେ ରନ୍ଧନ ଗ୍ୟାସ୍ ଟେନସନ୍; ହାହାକାର ସ୍ଥିତି, ଖାଉଟି ହନ୍ତସନ୍ତ.... #LPGCrisis #OdishaNews #CookingGasShortage #OdishaUpdate #BreakingNewsOdisha #OdishaReports #OdishaHeadlines #OdishaBreakingNews #GasSupplyIssue #OdishaProblems #OdishaLatestNews #FuelShortage #OdishaConsumers #OdishaTension #OdishaCrisis #prameyanews7
1
80
ଭୁବନେଶ୍ୱରରେ ମୋବାଇଲ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ,୮୯ ମୋବାଇଲ ଫୋନ ଜବତ; ୪ ଗିରଫ | Mobile Loot Gang Busted in Bhubaneswar – 89 Phones Seized, 4 Arrested #BhubaneswarNews #OdishaUpdates #MobileLootGang #PoliceAction #CrimeBusted #OdishaGroundReport #OdishaSociety #OdishaPeople #OdishaLawAndOrder #OdishaVoices #OdishaStories #PublicSafety #OdishaProblems #InvestigationUpdate #OdishaCrime #prameyanews7
2
99
ରାଜଧାନୀରେ ବିଭିନ୍ନ ବ୍ୟାଙ୍କରେ ଚାଲିଛି ଖୋଳତାଡ଼, ସନ୍ଦିଗ୍ଧଙ୍କ ଆକାଉଣ୍ଟ ଯାଞ୍ଚ ସହ ୧୧୭ ଜଣଙ୍କୁ ନୋଟିସ.... Bank Raids in Bhubaneswar – 117 People Served Notices, Suspicious Accounts Under Probe #BhubaneswarNews #OdishaUpdates #BankRaids #SuspiciousAccounts #FinancialProbe #OdishaAdministration #OdishaGroundReport #OdishaSociety #OdishaPeople #OdishaLawAndOrder #OdishaVoices #OdishaStories #PublicSafety #OdishaProblems #InvestigationUpdate #prameyanews7
229
#ରାଜ୍ୟରେ_ଯଥେଷ୍ଟ_ରନ୍ଧନ_ଗ୍ୟାସ୍_ଅଛି ରାଜ୍ୟରେ ଯଥେଷ୍ଟ ପରିମାଣର ରନ୍ଧନ ଗ୍ୟାସ ଉପଲବ୍ଧ ରହିଛି। ଚିନ୍ତିତ ନ ହେବାକୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ପରାମର୍ଶ। ରନ୍ଧନ ଗ୍ୟାସ ଓ ତୈଳ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ସୂଚନା। ଶିକ୍ଷାନୁଷ୍ଠାନ ଓ ଡାକ୍ତରଖାନାକୁ ରନ୍ଧନ ଗ୍ୟାସ ଯୋଗାଣରେ ସମସ୍ୟା ନାହିଁ। Odisha Government Confirms Sufficient Cooking Gas Supply Across State #OdishaNews #CookingGasSupply #AnuGarg #OdishaUpdates #OdishaAdministration #PublicAssurance #OdishaSociety #OdishaPeople #OdishaVoices #OdishaStories #EnergySupply #OdishaGroundReport #OdishaSafety #GovernmentStatement #OdishaProblems #prameyanews7
1
119
Expired & Fake Liquor Sold in Balangir Town at Inflated Prices | ଏକ୍ସପାଇରୀ ମଦର ହବ୍ ପାଲଟିଛି ବଲାଙ୍ଗିର ସହର #balangir #fakeLiquor #expiredLiquor #inflatedPrices #illegalLiquor #odishanews #liquorscam #odishaupdates #citycrime #excisedepartment #odishapolitics #localissues #odishacurrentaffairs #liquorhub #odishaproblems #breezer
4
181
#କିଲର_ନଳକୂପର_ଗାଁ ଯାଜପୁର ତିନିଟି ଗାଁରେ ୧୦ବର୍ଷ ମଧ୍ୟରେ କର୍କଟ ଓ କିଡନୀ ରୋଗରେ ୧୨୦ରୁ ଅଧିକ ଲୋକଙ୍କ ଜୀବନ ଗଲାପରେ ଏବେ ପ୍ରଶାସନର ନଜର ପଡିଛି। ୯୦ଟି ନଳକୂପର ପାଣି ପିଇବା ପାଇଁ ଅନୁପଯୁକ୍ତ ବୋଲି ଘୋଷଣା କରାଯିବା ସହ ଷ୍ଟିକର ମାରିଦିଆଯାଇଛି। ସେପଟେ ଗାଁ ଲୋକେ ଏବେ କେଉଁ ପାଣି ପିଇବେ ଦ୍ବନ୍ଦ୍ବରେ ପଡ଼ିଲେଣି। ସେହିପରି ଯେଉଁମାନେ ଏବେ ଚିକିତ୍ସିତ ହେଉଛନ୍ତି ସେମାନେ ଭାଗ୍ୟକୁ ନିନ୍ଦୁଛନ୍ତି.... Health Crisis Shocks Jajpur Village ; 120 Deaths Due to Kidney & Cancer Diseases in One Panchayat #killerwell #jajpur #odishavillage #watercrisis #unsafeWater #publichealth #cancerawareness #kidneydisease #odishanews #villagelife #communitystruggles #odishaproblems #socialissues #odishastories #waterpollution #healthcrisis #odishaupdates #indianvillages #environmentalconcerns #cleanwater #prameyanews7
4
153