ଘିଅ ଅସଲି କି ନକଲି ଜାଣିବେ କିପରି? ଜାଣନ୍ତୁ ସହଜ ଉପାୟ
ବଜାରରେ ନକଲି ସାମଗ୍ରୀ ବିକ୍ରୟ ମଧ୍ୟରେ ଗ୍ରାହକ ଏବେ ଚିନ୍ତାରେ। କେଉଁ ସାମଗ୍ରୀ କିଣିବେ, କେଉଁଟା ନୁହେଁ ସେଥିପାଇଁ ଦ୍ୱନ୍ଦ୍ୱରେ ପଡିଛନ୍ତି ଗ୍ରାହକ। 'ଘିଅ କେବେ ନଷ୍ଟ ହୁଏନି' ବୋଲି ଏକ ପ୍ରଚଳିତ ଭାବନା ଅଛି, ତଥାପି ବର୍ତ୍ତମାନ ସମୟରେ...
odishareporter.in