ଏଣିକି SIM କାର୍ଡ ପୋର୍ଟେବଲ୍ ପାଇଁ ଲାଗିବନି ୧୦ ଦିନ, TRAI ଆଣୁଛି ନୂଆ ନିୟମ
SIM କାର୍ଡ ସହ ଜଡ଼ିତ ବିଭିନ୍ନ ନୂଆ ନିୟମ ଲାଗୁ ହେବାକୁ ଯାଉଛି। ଟେଲିକମ୍ ରେଗୁଲାଟୋରୀ ଅଥରିଟି ଅଫ୍ ଇଣ୍ଡିଆ(TRAI) ମୋବାଇଲ୍ ନମ୍ବର ପୋର୍ଟେବିଲିଟି (ନଂ ସଂଶୋଧନ) ସହିତ ଜଡିତ ନୂତନ ନିୟମ ଲାଗୁ କରିଛନ୍ତି।
odishareporter.in