Filter
Exclude
Time range
-
Near
ପୁରୀ ସହରରେ ବେଆଇନ ଭାବେ ଚାଲିଥିବା ଟୁର ଆଣ୍ଡ ଟ୍ରାଭେଲ ଏଜେନ୍ସୀ ଗୁଡ଼ିକ ଉପରେ ଚଢାଉ କରିଛି ପୁରୀ ପୋଲିସ। ବିନା ପଞ୍ଜିକରଣରେ ଶହ ଶହ ଟୁର ଆଣ୍ଡ ଟ୍ରାଭେଲ ସଂସ୍ଥା ଖୋଲି ଅନେକ ପର୍ଯ୍ୟଟକଙ୍କୁ ଠକେଇ ଓ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ଆସିବା ପରେ ପୁରୀ ପୋଲିସ ପକ୍ଷରୁ ଏହି ଚଢାଉ କରାଯାଇଛି। ବିନା ପଞ୍ଜିକରଣରେ ଟୁର ଆଣ୍ଡ ଟ୍ରାଭେଲ ସଂସ୍ଥା ବ୍ୟବସାୟ କରୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୁରୀ ଏସପି। ସେପଟେ ପୋଲିସର ଏହି ଚଢ଼ାଉ ଅଭିଯାନକୁ ପୁରୀ ବାସିନ୍ଦା ଏବଂ ସେବାୟତ ସ୍ବାଗତ କରିଥିବା ବେଳେ ପର୍ଯ୍ୟଟକଙ୍କୁ ଠକେଇ କରୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। Puri Police Crack Down On Unregistered Tour Operators #Puri #TourOperatorCrackdown #IllegalTravelAgency #TourismProtection #LawEnforcement #OdishaNews #TravelSafety #TourismRegulation #PuriNews #TourismProtection #prameyanews7
3
96
Curious what we’re up to today? 🤔 We’re kicking off the CE Hubs Workshop in Limassol, Cyprus, hosted by @Cyprus_Police! 🌍 From Oct 31 - Nov 1, we’re working with experts to boost public safety and protect Europe’s tourist sites. Stay tuned! 🚀 #HECTORProject #TourismProtection
8
19
210
7 Aug 2019
Fail to understand why #Malaysia #police have not opened search to potential abduction given #NoraQuoirin family informed view. #tourismprotection ? #FindNora @BBCNews @TheGuardiantz @krishgm @itvnews
1
4