Storm Fury in Odisha: କୁଆପଥର ମାଡରେ ଭାଙ୍ଗିଲା ଘରଦ୍ବାର, ଉଡିଲା ଟିଣ ଆଜବେଷ୍ଟସ୍
ଓଡିଶା | ପାଣିପାଗ - କୁଆପଥର ମାଡ଼ରେ ବ୍ୟାପକ କ୍ଷୟକ୍ଷତି। ଶତାଧିକ ଲୋକଙ୍କ ଘର ଭାଙ୍ଗିଲା। ଗଛ ଭାଂଗିବା ସହ ଟିଣ ଆଜବେଷ୍ଟସ୍ ଉଡ଼ାଇନେଲା। ଏକାଧିକ ଘରର ଭାଙ୍ଗିଲା ଆଜବେଷ୍ଟସ୍। ଘର ଉପରେ ପଡ଼ିଲା ଆମ୍ବ ଗଛ।
otvkhabar.in