Filter
Exclude
Time range
-
Near
"ପରମ୍ପରା ବିକାଶ ଯାତ୍ରା" ଲୋକ ଉନ୍ନତି ସଂଗଠନ ତରଫରୁ ବଲାଙ୍ଗିର ଜିଲ୍ଲାର ପାଟଣାଗଡ ବ୍ଲକ ରେ ।ଲୁଚି ଯାଉଥିବା ଖେଳ କୁ ଆଉଥରେ ପିଲା ମାନେ ଖେଳିବେ ଆଉ ମାନସିକ, ଶାରୀରିକ ସୁସ୍ଥ ରହିବେ। #ପିଥୁଖେଳ #WisdomBox #IndigenousYatra #game #traditional
1
9
14
127
"ପରମ୍ପରା ବିକାଶ ଯାତ୍ରା" ଲୋକ ଉନ୍ନତି ସଂଗଠନ ତରଫରୁ ବଲାଙ୍ଗିର ଜିଲ୍ଲାର ବଙ୍ଗୋମୁଣ୍ଡା ବ୍ଲକ ରେ ।ଲୁଚି ଯାଉଥିବା ଖେଳ କୁ ଆଉଥରେ ପିଲା ମାନେ ଖେଳିବେ ଆଉ ମାନସିକ, ଶାରୀରିକ ସୁସ୍ଥ ରହିବେ। #WisdomBox #IndigenousYatra #game #traditional
5
8
71
#GrameenCharcha ରାୟଗଡ଼ା ଜିଲ୍ଲାର ବିଷମକଟକ ଠାରେ ଆୟୋଜିତ ହୋଇଥିବା ଗ୍ରାମୀଣ ଚର୍ଚ୍ଚା ରେ ପ୍ରତେକ ଜିଲ୍ଲାର #wisdomBox କୁ ନାଚ ଗୀତ ଓ ବାଦ୍ୟ ସହିତ ମୁଖ୍ୟ ମଣ୍ଡପ କୁ ବୁହାହେହି ନେଇ ଯାଉଥିବାର ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଥିଲା @Atmashakti3 @12_baje @MSMO40845837 @OSM91165819 #GrameenCharcha #Rayagada
1
5
10
76
ପରମ୍ପରା ବିକାଶ ଯାତ୍ରା -ଶୁଣିବା ଅଭିଯାନ କାର୍ଯ୍ୟକ୍ର ରେ କନ୍ଧମାଳ ଜିଲ୍ଲାର ଚେର ମୂଳି ଔଷଧ ଉପରେ ଟିପଣୀ ଦେଉଛନ୍ତି l @IndigenousYatra @Atmashakti3 @WisdomBox #IndigenousYatra
1
33
44
230
"ପରମ୍ପରା ବିକାଶ ଯାତ୍ରା" ଲୋକ ଉନ୍ନତି ସଂଗଠନ ତରଫରୁ ବଲାଙ୍ଗିର ଜିଲ୍ଲାର ୯ ଟି ବ୍ଲକ ଜଡିବୁଟି ଔଷଧ ଲୁପ୍ତ ହେଇଯାଉଥିବାରୁ ତାର ପୂନର୍ଜୀବିତ କରିବା ପାଇଁ କାର୍ଯ୍ୟକ୍ରମ କରିଥିଲେ। #WisdomBox #IndigenousYatra #ବିବିଧତାରେବିହନ #traditional #Forest
1
6
85
Introducing @IndigenousYatra by @Atmashakti3 at the 16th Odisha Environment Congress 2025, was truly a treat to watch. With this year’s focus on #EnvironmentAndWomen, it powerfully showcased how women are leading this Yatra to preserve the #IndigenousWisdom. #OEC2025 #WisdomBox
2
24
29
237
#IndigenousYatra - Listening Campaign Picture that reflects the diverse varieties of traditional seeds that have nourished our #IndigenousCommunities from decades. These #TraditionalSeeds needs to be preserved for the generations to come. @IndigenousYatra #WisdomBox #Odisha
1
23
28
199
A statewide identity for our beloved #WisdomBox! The box dedicated to preserving & passing on #IndigenousWisdom across 2,000 villages in 18 districts of #Odisha. @IndigenousYatra @Atmashakti3 @Nccmindia #IndigenousYatra #CulturalHeritage #OurVoices
1
15
19
174
"ପରମ୍ପରା ବିକାଶ ଯାତ୍ରା" ଲୋକ ଉନ୍ନତି ସଂଗଠନ ତରଫରୁ ବଲାଙ୍ଗିର ଜିଲ୍ଲାର ୯ ଟି ବ୍ଲକ ବିବିଧତାରେ ବିହନ ଓ ଜଡିବୁଟି ଔଷଧ ଲୁପ୍ତ ହେଇଯାଉଥିବାରୁ ତାର ପୂନର୍ଜୀବିତ କରିବା ପାଇଁ କାର୍ଯ୍ୟକ୍ରମ କରିଥିଲେ। #WisdomBox #IndigenousYatra #ବିବିଧତାରେବିହନ #traditional #Forest
6
14
204
"ପରମ୍ପରା ବିକାଶ ଯାତ୍ରା"ରେ, ବିକଶିତ ଭାରତ ୨୦୪୭କୁ ନେଇ ରହିଥିବା ଯୁବପିଢିଙ୍କ ଆକାଂକ୍ଷାର ପରିପ୍ରକାଶ ନେଇ ୯ ଟି ବ୍ଲକରେ "ବିକଶିତ ଭାରତର ଚିତ୍ର" କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। @IndigenousYatra - Listening Campaign #IndigenousYatra #WisdomBox #VikshitBharat #Drawing #YouthEmpowerment #Odisha
6
12
119
ବଲାଙ୍ଗିରରେ ପରମ୍ପରା ବିକାଶ ଯାତ୍ରା ମାଧ୍ୟମରେ"ପରିବର୍ତ୍ତନ ପାଇଁ ରିଲ୍ସ୍" କାର୍ଯ୍ୟକ୍ରମରେ ସମ୍ପ୍ରଦାୟର ଆଦିବାସୀମାନେ ପୂର୍ବେ ସେମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସଂଗ୍ରହ କରା ଯାଇଥିଲା @Atmashakti3 #IndigenousYatra #WisdomBox #FolkSongs
14
22
213
On International Human Rights Day, as the #ListeningCampaign comes to an end, we honour every person who shared their voice, their truth and their wisdom with us. They remind us that human rights begin with listening to those who guard the land and its heritage. #WisdomBox
5
9
48
"ପରମ୍ପରା ବିକାଶ ଯାତ୍ରା" କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଆଦିବାସୀ ଜନଜାତି "ଭତ୍ରା" ସମ୍ପ୍ରଦାୟର ନେତା ଜଙ୍ଗଲ ରେ ଥିବା ଔଷଧୀୟ ବୃକ୍ଷ ଏବଂ ଏହା କେଉଁ କେଉଁ ରୋଗକୁ ଭଲ କରେ ସେ ବିଷୟରେ ନିଜର ଅଭିଜ୍ଞତା ଜଣାଉଛନ୍ତି । @Atmashakti3 @IndigenousYatra #IndigenousYatra #WisdomBox #IndigenousWisdom #StoryTellers
10
12
119
ପରମ୍ପରା ବିକାଶ ଯାତ୍ରା"ରେ, ବିକଶିତ ଭାରତ ୨୦୪୭କୁ ନେଇ ରହିଥିବା ଯୁବପିଢିଙ୍କ ଆକାଂକ୍ଷାର ପରିପ୍ରକାଶ ନେଇ ବାରକୋଟ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବଂପରଡା ଠାରେ "ବିକଶିତ ଭାରତର ଚିତ୍ରାଙ୍କନ" କାର୍ଯ୍ୟକ୍ରମ ଆୟୋଜିତ। @IndigenousYatra #ListeningCampaign #WisdomBox #VikshitBharat #Drawing #YouthEmpowerment
1
2
10
91
On International Human Rights Day, as the #ListeningCampaign comes to an end, we honour every person who shared their voice, their truth and their wisdom with us. They remind us that human rights begin with listening to those who guard the land and its heritage. #WisdomBox
5
10
155
On International Human Rights Day, as the #ListeningCampaign comes to an end, we honour every person who shared their voice, their truth and their wisdom with us. They remind us that human rights begin with listening to those who guard the land and its heritage. #WisdomBox
11
17
210
"ପରମ୍ପରା ବିକାଶ ଯାତ୍ରା" ଲୋକ ଉନ୍ନତି ସଂଗଠନ ତରଫରୁ ବଲାଙ୍ଗିର ଜିଲ୍ଲାର ୯ ଟି ବ୍ଲକ ଜଣା ଅଜଣା କୁ ନେଇ ଏକ କାର୍ଯ୍ୟକ୍ରମ କରାଯାଇଥଲା ।#WisdomBox #IndigenousYatra #game #traditional
3
4
92
During the Indigenous Yatra campaign's Uncultivated Food program, people from the tribal "Bhatra" community maintained their health by eating traditional foods. #IndigenousYatra #WisdomBox #IndigenousWisdom #UncultivatedFood #SuperFoods #ForgottenFoods #ForagedFoods @Atmashakti3
4
5
87
Our days at #OVC25 reaffirmed and strengthened our resolve to carry the Gyana Pedi forward across different communities and geographies. #IndigenousYatra #GaonChaupal #OdishaVikasConclave2025 #wisdombox
8
15
171
During the Indigenous Yatra #ListeningCampaign, the #WisdomBox is travelling from village to village to collect and document their wisdom. These memories are shared with younger generations in the form of letters, creating a bridge between what was known and what must continue.
6
44
48
295