Android Warning: ମୋବାଇଲ୍ ବ୍ୟବହାରକାରୀଙ୍କ ପାଇଁ ଚେତାବନୀ ଜାରି କଲେ ସରକାର, ବିପଦରେ ଲକ୍ଷ ଲକ୍ଷ ଆଣ୍ଡ୍ରଏଡ୍...
Govt issues high risk warning: ଇଣ୍ଡିଆନ୍ କମ୍ପ୍ୟୁଟର ଏମରଜେନ୍ସି ରେସ୍ପନ୍ସ ଟିମ୍ (CERT-In) ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଏକ ଉଚ୍ଚ-ବିପଦ ସତର୍କତା ଜାରି କରିଛି। ଏହା ଅଧୀନରେ Android 15, 14, 13, 12 ଏବଂ 12L ରେ ଅନେକ...
zeenews.india.com