Thought of the day
"ଏକ ଛୋଟ ମଶା ଯେମିତି ମଣିଷର ଶରୀରକୁ ଅସୁସ୍ଥ କରିଦିଏ, ଠିକ୍ ସେମିତି ମନରେ ଥିବା ଏକ ଛୋଟ ନକାରାତ୍ମକ ଚିନ୍ତା (Negative Thought) ମଣିଷର ସମ୍ପୂର୍ଣ୍ଣ ଜୀବନକୁ ବର୍ବାଦ କରିଦିଏ। ତେଣୁ ମଶା ଭଳି ଖରାପ ଚିନ୍ତାଧାରାକୁ ମଧ୍ୟ ନିଜଠାରୁ ଦୂରେଇ ରଖନ୍ତୁ।"
#ThoughtOfTheDay #PositiveThinking #sanewschanne