OMC, the largest State PSU in Mining Sector in the country, undertakes exploration, mining & trading of iron, chrome, bauxite ores

Joined January 2018
3,260 Photos and videos
ଓଡ଼ିଶାର ସଂସ୍କୃତି, ପରମ୍ପରା ଓ ଐତିହ୍ୟ ସହ ନିବିଡ଼ ଭାବେ ଜଡ଼ିତ ରଜ ପର୍ବ, ପ୍ରକୃତି ଓ ନାରୀତ୍ୱ ପ୍ରତି ସମ୍ମାନର ଏକ ଅନନ୍ୟ ପ୍ରତୀକ। ଏହି ଉଲ୍ଲାସମୟ ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ, ଏହା ହିଁ ଆମର କାମନା। #RajaParba #MiningHappiness #CelebratingOdisha #RajaGreetings
7
82
OMC invites bidders to participate in the e-Auction of various grades of Manganese Ore from Dubna-Sakradihi Iron & Manganese Mines, Barbil, Odisha. 19 June 2026, 11:00 AM – 2:00 PM, Conducted through MSTC Ltd. For details, please visit: mstcecommerce.com #OMC #eAuction
3
94
Do you know OMC's official tagline? If yes, drop your answer in the comments section below. #OMC #OMCQuiz #KnowYourOMC
3
6
133
ବହୁମୁଖୀ ସାମଗ୍ରୀ ପ୍ରକ୍ରିୟାକରଣ କେନ୍ଦ୍ର ମାଧ୍ୟମରେ ଆବର୍ଜନାକୁ ଜୈବିକ ଖତରେ ପରିଣତ କରାଯାଉଛି। ସଠିକ୍ ବର୍ଜ୍ୟ ପରିଚାଳନା, ପ୍ରକ୍ରିୟାକରଣ ଓ ପୁନଃବ୍ୟବହାର ଦ୍ବାରା ମାଟିର ଉର୍ବରତା ବୃଦ୍ଧି ସହ ପରିବେଶ ପ୍ରଦୂଷଣ ହ୍ରାସ ପାଉଛି। ସବୁଜ ଭବିଷ୍ୟତ ଗଢ଼ିବା ଦିଗରେ ଓଏମସି ସଦା ପ୍ରତିଶ୍ରୁତିବଦ୍ଧ। #OMC #MiningHappiness
1
49
ଆରୋଗ୍ୟବାହିନୀ ହେଉଛି ଓଡ଼ିଶା ଖଣି ନିଗମର ଏକ ଲୋକାଭିମୁଖୀ ପଦକ୍ଷେପ, ଯାହା ଖଣି ଅଞ୍ଚଳର ଲୋକମାନଙ୍କ ନିକଟରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବାରେ ସହାୟକ ହେଉଛି । ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ମାଗଣା ଔଷଧ ଯୋଗାଣ ଏବଂ ପରାମର୍ଶ ମାଧ୍ୟମରେ ଏକ ସୁସ୍ଥ ଓ ସଶକ୍ତ ସମାଜ ଗଠନ ଦିଗରେ ଓଏମସି ପ୍ରତିଶ୍ରୁତିବଦ୍ଧ। #OMC #AarogyaBahini
2
66
e-Auction Alert | 19th June 2026 OMC, a leading State PSU in India’s mining sector, invites eligible bidders to participate in the e-auction for the sale of Iron Ore CLO & Fines from its mining operations across Keonjhar and Sundargarh districts of Odisha.
1
2
145
The e-auction will be conducted through MSTC Ltd. on 19th June 2026 from 11:00 AM to 2:00 PM. For more details, visit: mstcecommerce.com #OMC #eAuction #IronOre #MiningHappiness

131
ଓଏମସି ଅତ୍ୟାଧୁନିକ ନିଜସ୍ୱ ଆନାଲିଟିକାଲ୍ ଲ୍ୟାବ୍ ମାଧ୍ୟମରେ ଖଣିଜ ନମୁନାର ସଠିକ୍ ଓ ଦ୍ରୁତ ବିଶ୍ଳେଷଣ ସୁନିଶ୍ଚିତ କରୁଛି। XRF ଓ ଫ୍ୟୁଜନ୍ ବିଡ୍ ଭଳି ଆଧୁନିକ ପ୍ରଯୁକ୍ତି, LIMS ମାଧ୍ୟମରେ ଖଣିଜ ନମୁନାର ଡିଜିଟାଲ୍ ଟ୍ରାକିଂ ବ୍ୟବସ୍ଥା ଏବଂ ସଠିକ ଗୁଣବତ୍ତା ନିୟନ୍ତ୍ରଣ ଦ୍ୱାରା ଓଡ଼ିଶାର ଶିଳ୍ପ ବିକାଶକୁ ସୁଦୃଢ଼ କରୁଛି।
1
1
91
ଏହି ଲ୍ୟାବଗୁଡ଼ିକ କେବଳ ଗୁଣବତ୍ତା ପରୀକ୍ଷା କେନ୍ଦ୍ର ନୁହେଁ, ବରଂ ଖଣିଜ ଅନ୍ୱେଷଣ ଓ ଖନନ କାର୍ଯ୍ୟକଳାପରେ ଦ୍ରୁତ ଓ ତଥ୍ୟ ଆଧାରିତ ନିଷ୍ପତ୍ତି ଗ୍ରହଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।
72
ଖଣି ପାର୍ଶ୍ବବର୍ତ୍ତୀ ଅଞ୍ଚଳର କିଶୋର କିଶୋରୀମାନଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ଓଏମସିର ସିଏସଆର୍ ପଦକ୍ଷେପ ହେଉଛି "ପାଇକ ପ୍ରକଳ୍ପ"। ଏହା ମାଧ୍ୟମରେ ସେମାନଙ୍କୁ ଶୃଙ୍ଖଳା ଓ ଶାରୀରିକ ଦକ୍ଷତା କ୍ଷେତ୍ରରେ ସଶକ୍ତ କରାଯାଉଛି। #OMC #OdishaMiningCorporation #YouthEmpowerment #SkillDevelopment
5
64
OMC recorded Bauxite Ore sales of 3.1 Lakh Metric Tonnes in May 2026, reflecting strong market demand, efficient logistics and sustained operational excellence. #OMC #MiningHappiness #BauxiteOreSales #OperationalExcellence #MiningGrowth
4
76
OMC achieved Chrome Ore sales of 1.6 Lakh Metric Tonnes in May 2026, driven by efficient operations and a strong commitment to excellence. #OMC #MiningHappiness #ChromeOreSales #MiningGrowth
2
61
OMC achieved Chrome Ore production of 2.1 Lakh Metric Tonnes in May 2026, reflecting efficient mining operations and sustained operational excellence. #OMC #MiningHappiness #ChromeOreProduction #OperationalExcellence #MiningGrowth
3
66
OMC recorded Iron Ore sales of 3.49 Million Tonnes in May 2026, reflecting strong operational performance and efficient supply chain management. #OMC #MiningHappiness #IronOreSales #OperationalExcellence #MiningSector
3
69
ଖଣି ପାର୍ଶ୍ବବର୍ତ୍ତୀ ଗ୍ରାମର ମହିଳାଙ୍କୁ ସଶକ୍ତିକରଣ ଓ ସ୍ୱାବଲମ୍ବନ ଦିଗରେ ଆଗେଇ ନେବା ପାଇଁ ଓଏମସି ନିରନ୍ତର ପ୍ରୟାସରତ। ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନଙ୍କୁ ନୂତନ ଜୀବିକାର ସୁଯୋଗ ପ୍ରଦାନ କରି ସେମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରାଯାଉଛି ।
1
5
154
କେବଳ ଖଣିଜ ଉତ୍ତୋଳନ ନୁହେଁ, ବରଂ ପ୍ରତିଟି ମୁହଁରେ ନୂଆ ଆଶା ଓ ଖୁସି ଭରିଦେବା ହିଁ “ମାଇନିଂ ହାପିନେସ୍”ର ମୂଳ ଲକ୍ଷ୍ୟ। #OMC #MiningHappiness #WomenEmpowerment #SHG #SustainableLivelihood
1
123
OMC achieved 3.64 million tonnes of Iron Ore production in May 2026, reflecting strong operational efficiency, strategic mine planning and sustained execution across its mining operations. #OMC #MiningHappiness #IronOreProduction #OperationalExcellence
4
69
Hon’ble Chief Minister Shri Mohan Charan Majhi held a constructive discussion with the Union Coal & Mines Minister on key priorities for Odisha’s mining sector.
1
1
5
218
He also sought support for allocation of the Sasubohumali Bauxite Block and Thakurani Iron Ore Block to OMC, reinforcing Odisha’s role in the nation’s mineral economy. #OMC #CMO
1
169
OMC’s Logistics Management System (LMS) is transforming ore evacuation through real-time monitoring, automated weighbridge operations and SAP-integrated validation. By enhancing transparency, accuracy, and efficiency, LMS is driving smarter and more streamlined mining operations.
5
92