Entrepreneur, Educationist, Politician. Aims for a Change. Development Agenda. Proud Odia. Fan of @Naveen_Odisha. Part & Parcel of @BJD_Odisha. #BJDdigitalwing

Joined January 2010
7,113 Photos and videos
ପବିତ୍ର କାଳୀପୂଜା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ମହାମାୟା ମା ମହାକାଳୀଙ୍କ ଆଶିର୍ବାଦରୁ ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଉଠୁ । #KaliPuja #MaaKali
12
375
Warm greetings to everyone on the auspicious occasion of #Deepavali. May this festival illuminate lives with happiness, prosperity, harmony and inspire hope, unity & positivity across every home. #Diwali #Diwali2025 #HappyDiwali
1
16
269
Subrat Chhatoi retweeted
ନୂଆପଡ଼ାବାସୀଙ୍କ ଅତୁଟ ଭରସା, ସ୍ନେହାଙ୍ଗିନୀଙ୍କ ଉପରେ ହେଉଛି ଆଶୀର୍ବାଦର ବର୍ଷା। ୧୧ ନଭେମ୍ବରରେ, ଭୋଟ୍ ବାଜିବ 'ଶଙ୍ଖ' ଚିହ୍ନରେ #VoteForBJD #BJD4Nuapada #SnehanginiChhuria
3
13
121
2,137
ଅନ୍ଧକାର ଉପରେ ଆଲୋକର ବିଜୟ ପର୍ବ ପବିତ୍ର ଦୀପାବଳି ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ଆସନ୍ତୁ ସମସ୍ତେ ମିଳିମିଶି ଜ୍ଞାନର ଆଲୋକରେ ଅଜ୍ଞାନ ରୂପୀ ଅନ୍ଧକାରକୁ ଦୂର କରିବା, ସମାଜରେ ଶାନ୍ତି, ମୈତ୍ରୀ ଓ ସଦଭାବନା ର ଦୀପ ପ୍ରଜ୍ଜ୍ୱଳନ କରିବା । #ଦୀପାବଳି #HappyDiwali #happydiwali2025
1
23
281
ଯାହାଙ୍କ ତ୍ୟାଗ ଏବଂ ପ୍ରଚେଷ୍ଟା ଆମ ପାଇଁ ଆଦର୍ଶ ସାଜିଛି, ଓଡ଼ିଶାର ବିକାଶରେ ଯିଏ ନିଜକୁ ସମର୍ପିତ କରିଛନ୍ତି ସେହି ମହାନାୟକ, ପୂର୍ବତନ ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଅଶେଷ ଅଶେଷ ଅଭିନନ୍ଦନ l ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ଦୀର୍ଘାୟୁ ଏବଂ ମଙ୍ଗଳ କାମନା କରୁଛି l🙏🏼
3
1
78
1,253
Subrat Chhatoi retweeted
ଭୁବନେଶ୍ବରର ନେତୃବୃନ୍ଦ ଓ କର୍ପୋରେଟରଙ୍କୁ ଭେଟି ବିଭିନ୍ନ ସମସ୍ଯା ବିଷୟରେ ବୁଝିଲି। ଲୋକଙ୍କ ସ୍ଵର ସାଜିବା ସହ ହକ୍ ପାଇଁ ଲଢେଇ ଜାରି ରଖିବାକୁ ପରାମର୍ଶ ଦେଲି। #BJDWithOdisha
70
37
489
8,972
ବିଜୁ ଜନତା ଦଳର ସଭାପତି ତଥା ବିରୋଧିଦଳ ନେତା ଶ୍ରୀଯୁକ୍ତ @Naveen_Odisha ଙ୍କ ଆହ୍ୱାନ କ୍ରମେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପବିତ୍ର ଜନ୍ମ ଜୟନ୍ତୀ ଅବସରରେ ପୁରୀ ଜିଲ୍ଲା, ସତ୍ୟବାଦୀ ବ୍ଲକ ରେ ଦଳର ବରିଷ୍ଠ ନେତୃବୃନ୍ଦଙ୍କ ସହ @bjd_odisha ର ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ ଅବସରରେ ।
5
82
2,688
ବିଜୁ ଜନତା ଦଳ ସରକାର ସମୟରେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ନେତୃତ୍ୱରେ ହୋଇଥିବା ବିକାଶର କଥାକୁ ଗାଁ ଗାଁ ଓ ଘରେ ଘରେ ପହଞ୍ଚାଇବ ବିଜୁ ଜନତା ଦଳ ।
1
2
436
ବିଜୁ ଜନତା ଦଳର ସଭାପତି ତଥା ଓଡିଶାର ବିରୋଧି ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ଵରେ ଆଜି, ଅକ୍ଟୋବର ୯ ତାରିଖ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀରୁ ପଦଯାତ୍ରା କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇ ନଭେମ୍ୱର ୯ ତାରିଖ ପର୍ଯ୍ୟନ୍ତ ଏକ ମାସ ଧରି ଜାରି ରହିବ ।
1
10
434
ଆସନ୍ତୁ ବିପୁଳ ସଂଖ୍ୟାରେ ଏହି ପଦଯାତ୍ରାରେ ସାମିଲ ହେବା । ଓଡ଼ିଶାବାସୀଙ୍କ ଅଧିକାର ପାଇଁ ସଂକଳ୍ପବଦ୍ଧ ହୋଇ ଆଗକୁ ବଢ଼ିବା । #BJDWithOdisha #BJDForOdisha
1
252
ପବିତ୍ର #ଗଜଲକ୍ଷ୍ମୀ ପୂଜା ଏବଂ ଓଡ଼ିଶାର ଅନନ୍ୟ ପର୍ବ #କୁମାରପୂର୍ଣ୍ଣିମା ଅବସରରେ ସମସ୍ତ ଓଡିଶାବାସୀ ଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । କରୁଣାମୟୀ ମା' ମହାଲକ୍ଷ୍ମୀଙ୍କ ଅପାର କୃପାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିମୟ ହେଉ ବୋଲି କାମନା ।
11
305
ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା ଘଟଣାରେ ୧୧୭ ପିଲାଙ୍କ ଲାଞ୍ଚ ଯିଏ ନେଇଛନ୍ତି, ସେମାନେ କାହିଁକି ଗିରଫ ହୋଇ ନାହାନ୍ତି? ଜେଲରୁ ଫେରିବା ପରେ ୧୧୭ ପିଲାଙ୍କ ଭବିଷ୍ୟତ କଣ ହେବ ରାଜ୍ୟ ସରକାର ଚିନ୍ତା କରିଛନ୍ତି କି?
4
9
1,747
"ଟଙ୍କା ଦିଅ, ଚାକିରୀ ନିଅ" ଘଟଣାରେ ବଡ଼ ମୁଣ୍ଡଙ୍କ ସମ୍ପୃକ୍ତି ରହିଛି । ରାଜ୍ୟ ସରକାର ଏ ମାମଲା CBIକୁ ହସ୍ତାନ୍ତର କରନ୍ତୁ । ଏତେ ବଡ଼ ସ୍କାମ ପଛରେ କିଏ ଅଛି ରାଜ୍ୟ ସରକାର ଏ ବିଷୟରେ ପଦକ୍ଷେପ ନ ନେଲେ ବିଜେଡି ରାଜରାସ୍ତାକୁ ଓଲ୍ହାଇବ ।
4
7
1,063
ସରଳ, ଦୂରଦର୍ଶୀ ବ୍ୟକ୍ତିତ୍ୱ, ମହାନ ସ୍ଵାଧୀନତା ସଂଗ୍ରାମୀ, ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । ସେ ଦେଇଥିବା ସ୍ଲୋଗାନ "ଜୟ ଯବାନ, ଜୟ କିଷାନ" ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭରଶୀଳ କରିବାରେ ସାହାଯ୍ୟ ହୋଇଥିଲା । #LalBahadurShastri
5
239
ଅସତ୍ୟ ଉପରେ ସତ୍ୟର, ଅଧର୍ମ ଉପରେ ଧର୍ମର, ଅନ୍ଧକାର ଉପରେ ଆଲୋକର ବିଜୟର ପ୍ରେରଣା ଦେଉଥିବା ପବିତ୍ର #ବିଜୟାଦଶମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ଜଗତଜନନୀ, ଦୁର୍ଗତିନାସିନୀ ମା' ଦୁର୍ଗା ପ୍ରତିଟି ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଦିଅନ୍ତୁ ଏହାହିଁ କାମନା । #VijayaDasami #Dussehra #DurgaPuja
13
253
On #GandhiJayanti, remembering the Father of the Nation #MahatmaGandhi’s timeless values of truth and non-violence. His ideals continue to inspire us to build a peaceful society. #MahatmaGandhijayanti
8
168
ଅସତ୍ୟ ଉପରେ ସତ୍ୟର, ଅନ୍ୟାୟ ଉପରେ ନ୍ୟାୟର ଏବଂ ଅଧର୍ମ ଉପରେ ଧର୍ମର ବିଜୟ ପର୍ବ ଏହି ପବିତ୍ର ବିଜୟା ଦଶମୀ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଆସନ୍ତୁ ସମସ୍ତେ ଏକତ୍ରିତ ହୋଇ ଏକ ସକରାତ୍ମକ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଜ ଗଠନ ନିମନ୍ତେ ଉଦ୍ୟମରତ ହେବା । #HappyDussehra #HappyDurgaPuja #BijayaDashami
12
176
ଶାରଦୀୟ ଦୁର୍ଗାପୂଜା ଅବସରରେ ସମଗ୍ର ଓଡ଼ିଶା ବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ଜଗତଜନନୀ ମା ଦୁର୍ଗାଙ୍କ ଅପାର କରୁଣାରୁ ଆପଣଙ୍କ ଜୀବନ ସୁଖ ଓ ସମୃଦ୍ଧିରେ ଭରିଉଠୁ। ଅସତ୍ୟ, ଅନ୍ୟାୟ ଓ ଅହିଂସାର ମର୍ଦ୍ଦନ ହେଉ ତଥା ସମାଜରେ ସତ୍ୟ, ନ୍ୟାୟ ଓ ସଦଭାବନାର ପ୍ରତିଷ୍ଠା ହେଉ 🙏 ଦୁର୍ଗାପୂଜା #HappyDussehra #HappyDurgaPuja #DurgaPuja
1
11
1,251
Wishing you all a blessed #DurgaAshtami! On this auspicious occasion, may #MaaDurga bless everyone with strength, wisdom, and prosperity. #DurgaAshtami2025 #DurgaPuja #DurgaPuja2025
1
9
172
ମାନ୍ୟବର ବିଜେଡି ସଭାପତି ଶ୍ରୀ @Naveen_Odisha ଙ୍କ ଅନୁମୋଦନ କ୍ରମେ ଚଳିତବର୍ଷ ଅକ୍ଟୋବର ୯ ରୁ ନଭେମ୍ବର ୯ ତାରିଖ ପର୍ଯ୍ୟନ୍ତ ମାସେ ବ୍ୟାପୀ ହେବ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କ ସହିତ ସମ୍ପର୍କ ସ୍ଥାପନ ସହିତ ବିଜେପି ସରକାରର ବିଫଳତାକୁ ରାଜ୍ୟବାସୀଙ୍କ ପାଖରେ ପହଞ୍ଚାଇବ ବିଜେଡି।
1
6
117
ରାଜ୍ୟରେ ବଢ଼ି ଚାଲିଥିବା ଦୁଷ୍କର୍ମ ଘଟଣା ରାଜ୍ୟ ସରକାରଙ୍କ ଆଇନ୍‌ଶୃଙ୍ଖଳା ବିଫଳତାକୁ ପଦାରେ ପକାଇଛି । ରାଜ୍ୟରେ ବଢ଼ି ଚାଲିଥିବା ଦୁଷ୍କର୍ମ ଘଟଣା ମହିଳାମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
39