Prioritising fact.

Joined August 2020
1,708 Photos and videos
#draupadimurmu ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସୁଭେଛା ଜଣାଇଲେ ପ୍ରଧାନମନ୍ତ୍ରୀ Narendra Modi କହିଲେ, ଭାରତ ଇତିହାସ ରଚିଛି। ଏକ ସମୟରେ ଯେତେବେଳେ ୧୩୦ କୋଟି ଲୋକ ପୂର୍ବ ଭାରତର ଏକ ଦୁର୍ଗମ ଅଞ୍ଚଳରେ ଜନ୍ମିତ ଆଦିବାସୀ ସମ୍ପ୍ରଦାୟର ଭାରତର ଝିଅ ଆମ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି !
#Draupadi_Murmu #DraupdiMurmu ରାଷ୍ଟ୍ରପତି ନିର୍ବାଚନରେ ସମୁଦାୟ ବୈଧ ଭୋଟ୍ ହେଉଛି 3219, ଯାହାର ମୋଟ ମୂଲ୍ୟ 8,38,839, ଯେଉଁଥିରୁ ବିଜୟୀ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ 5,77,777 ମୂଲ୍ୟର 2161 ଭୋଟ୍ ପାଇଛନ୍ତି | ଯଶୱନ୍ତ ସିହ୍ନା 2,61,062 ମୂଲ୍ୟର 1058 ଭୋଟ୍ ପାଇଛନ୍ତି: ପିସି ମୋଡି, ସାଧାରଣ ସମ୍ପାଦକ, ରାଜ୍ୟସଭା
5
#DraupadiMurmuForPresident National Democratic Alliance’s candidate Droupadi Murmu is elected as India’s 15th President beating Opposition’s candidate Yashwant Sinha.
4
ରାଜ୍ୟସଭା ଓ ଲୋକସଭାର ସମସ୍ତ ବିଜେଡି ସାଂସଦ ଆଜି ବିଜେଡି ସଂସଦୀୟ ପାର୍ଟି ଅଫିସ, ସଂସଦ ଗୃହରେ ଏକାଠି ହୋଇଥିଲେ ଏବଂ ଏହା ପରେ ଏକାଠି ହୋଇ “ଓଡ଼ିଶାର ଝିଅ” ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୋପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି । #DraupadiMurmu #PresidentialElections2022
2
ଓଡ଼ିଶାର ଗର୍ବ ଶ୍ରୀମତି ଦ୍ରୌପଦୀ ମୁର୍ମୁ ଙ୍କୁ ରାଷ୍ଟ୍ରପତି ଭାବେ ଦେଖିବାକୁ ସାମୁହିକ ପ୍ରାର୍ଥନା କଲେ ଆଦିବାସୀ । #odisha #draupadimurmu
2
"ପ୍ରତ୍ୟେକ ଓଡିଆଙ୍କ ପାଇଁ ଏହା ଅତ୍ୟନ୍ତ ଗର୍ବର ବିଷୟ ଯେ ଭାରତ ଇତିହାସରେ ପ୍ରଥମ ଥର ପାଇଁ ଓଡିଶାର ଜଣେ ବ୍ୟକ୍ତି ଆମ ଦେଶର ସର୍ବୋଚ୍ଚ ପଦବୀ ପାଇଁ ମନୋନୀତ ହୋଇଅଛନ୍ତି l" #Odisha #DroupadiMurmu @BbsrReporters bbsrreporters.com/post/presi…

1
ମାର୍ଗାରେଟ୍ ଆଲଭା ହେଉଛନ୍ତି ଗୋଆର ପୂର୍ବତନ ରାଜ୍ୟପାଳ। ସେ କର୍ଣ୍ଣାଟକ ନିବାସୀ। ମାର୍ଗାରେଟ୍ ଆଲଭା ଗୋଆ, ଗୁଜରାଟ, ରାଜସ୍ଥାନ ଏବଂ ଉତ୍ତରାଖଣ୍ଡ ରାଜ୍ୟପାଳ ଭାବରେ କାର୍ୟ୍ୟ କରିଥିଲେ। #VicePresidentialElections2022 #JagdeepDhankar #BJP #Congress @BbsrReporters bbsrreporters.com/post/vice-…

ଏବେ ଦେଶରେ ୧୪ ହଜାରରୁ ଅଧିକ ସେଣ୍ଟରରେ ଟିକା ନେଉଛନ୍ତି ଲୋକେ । ଏବେ ସୁଦ୍ଧା ଦେଶର ୯୬ ପ୍ରତିଶତ ଲୋକ ପ୍ରଥମ ଡୋଜ୍ ଓ ୮୭ ପ୍ରତିଶତ ଲୋକ ଦୁଇଟି ଡୋଜ୍ ଟିକା ଲଗାଇଛନ୍ତି । #vaccination #india #Covid_19 @BbsrReporters bbsrreporters.com/post/india…

ସିନ୍ଦେ ଏବଂ ଉଦ୍ଧବ ଠାକରେ ଉଭୟ ଶିବ ସୈନିକଙ୍କ ଭାବନାକୁ ଭଲ ଭାବେ ବୁଝନ୍ତି। ତେଣୁ ଦୁଇ ନେତା ଏକାଠି ବୈଠକ କରିବେ ବୋଲି ଦିପାଲୀ କହିଛନ୍ତି। ସେ ଏକନାଥ ସିନ୍ଦେଙ୍କ ସହ କଥା ହେବାକୁ ରାଜି ହୋଇଛନ୍ତି ବୋଲି ଦିପାଲୀ କହିଛନ୍ତି। #MaharashtraPolitics #sivasena #BJP #BBSR_Reporters bbsrreporters.com/post/bjp-e…

ଗତକାଲି ଆର୍ଟସ ଷ୍ଟ୍ରିମ୍‌ର ଏଜୁକେସନ ପେପର ଲିକ୍‌ ହୋଇଥିବା ବେଳେ ଆଜି ବିଜ୍ଞାନର ଫିଜିକ୍ସ ପେପର ଲିକ୍‌ ହୋଇଥିବା ପ୍ରଶ୍ନପତ୍ର ହିଁ ଅରିଜିନାଲ ବୋଲି ସ୍ୱୀକାର କରିଛନ୍ତି ପରୀକ୍ଷା ନିୟନ୍ତ୍ରକ। #Sambalpur #University #examination #postpone @BbsrReporters bbsrreporters.com/post/exami…

1
#ସୁନାବେଶରେ_ବଡ଼_ଠାକୁର ଶ୍ରୀକ୍ଷେତ୍ରରେ ସୁନାବେଶରେ ସଜେଇ ହୋଇଛନ୍ତି ତିନି ଠାକୁର... #SunaBesha #RathaJatra #RathaJatra2022 #GhosaJatra2022 #GundichaJatra #GundichaJatra2022 #ChariotFestival #BBSR_Reporters
1
3
ସଂକ୍ରମଣ ବଢୁଥିଲେ ବି ବୁଷ୍ଟର ଡୋଜ ଉପରେ କେହି ଗୁରୁତ୍ୱ ଦେଉନଥିବାରୁୁ ଚତୁର୍ଥ ଲହର ଆସିପାରେ ବୋଲି ବିଶେଷଜ୍ଞମାାନେ ମତ ପ୍ରକାଶ କରିଛନ୍ତି । #odisha #Covid_19 #CoronavirusUpdates @BbsrReporters bbsrreporters.com/post/conce…

ପ୍ରାୟ ୧ ଲକ୍ଷ ଶ୍ରଦ୍ଧାଳୁ ଅମରନାଥ ଗୁମ୍ପାରେ ପ୍ରାର୍ଥନା କରିଛନ୍ତି । ଏଠାରେ ବରଫାଆକୃତିର ଶିବଲିଙ୍ଗ ରହିଛି । ଫଳରେ ଏହି ବିରଳ ଦୃଶ୍ୟକୁ ଦେଖିବାକୁ ଦେଶର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁ ଆସିଥାନ୍ତି । #AmarnathYatra #AmarnathYatra2022 @BbsrReporters bbsrreporters.com/post/amarn…

ସାମ୍ବାଦିକଙ୍କୁ ସ୍କୁଲ ହତାକୁ ପ୍ରବେଶ କରାଇ ନଦେବା ହାସ୍ୟାସ୍ପଦ ଘଟଣା । ସ୍କୁଲ ଭିତରେ କଣ ଭୁଲ୍, ଠିକ୍ ହେଉଛି ପଦାକୁ ଆଣିବା ସାମ୍ବାଦିକଙ୍କ ଅଧିକାର କହିଛନ୍ତି ଅପରାଜିତା ଷଡଙ୍ଗୀ l #odisha #school @AprajitaSarangi @BbsrReporters bbsrreporters.com/post/the-s…

ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ପାଇଁ ପୁରୀରେ ପ୍ରବଳ ଭିଡ ଜମୁଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ୧୫୦ ପ୍ଲାର୍ଟୁନ ଫୋର୍ସ ମୁତୟନ କରାଯାଇଛି । #JagannathRathYatra #BahudaJatra #Odisha #puri @BbsrReporters bbsrreporters.com/post/-lord…

କନ୍ଧମାଳ, ନରଙ୍ଗପୁର, ନୂଆପଡ଼ା, କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ ବରଗଡ଼ର ଅଧିକାଂଶ ସ୍ଥାନରେ ଆସନ୍ତାକାଲି ସକାଳରୁ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି । #odisha #rain @BbsrReporters bbsrreporters.com/post/monso…

ଧର୍ମୀୟ ଭାବନା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବା ବେଳେ କୌଣସି ଟିକା ଟପ୍ପଣୀ କରିବା ପୂର୍ବରୁ ସମସ୍ତେ ସତର୍କ ରହିବା ଉଚିତ ବୋଲି ଆରଏସଏସର ଅଖିଳଭାରତୀୟ ପ୍ରଚାର ପ୍ରମୁଖ ସୁନିଲ ଆମ୍ବେକର କରିଛନ୍ତି । #KaliPosterControversy #RSS @BbsrReporters bbsrreporters.com/post/kali-…

ତିନି ସିନିୟର ଛାତ୍ରୀଙ୍କ ରାଗିଂ ସହିନପାରି ଆତ୍ମହତ୍ୟା କରିଥିବା ରୁଚିକା ସୁଇସାଇଡ ନୋଟ୍ରେ ଲେଖିଥବା ବେଳେ ସେହି ୩ ଛାତ୍ରୀ କିଏ? ରୁଚିକା ସେମାନଙ୍କ ନାଁ ଲେଖି ନାହାନ୍ତି । #bjbcollege #ruchikamohanty @BbsrReporters bbsrreporters.com/post/ruchi…

ଏହି ପ୍ରସଙ୍ଗରେ ଆଜି ପ୍ରଶ୍ନକାଳରେ ବିରୋଧୀ ଆଲୋଚନା ଦାବି କରି ହୋହଲ୍ଲା କରିଥିଲେ । ଫଳରେ ପ୍ରଶ୍ନ କାଳ ଚାଲି ପାରିନଥିଲା । ବାଚସ୍ପତି ଗୃହକୁ ସାଢେ଼ ୧୧ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ । #odisha #BJBCollege #suiside @btushar02 @BbsrReporters bbsrreporters.com/post/bjb-c…