Official Account of Collector & District Magistrate, Cuttack. presently Shri. Dattatraya B Shinde,IAS.

Joined June 2017
2,258 Photos and videos
୮୭-ବଡ଼ମ୍ବା ବିଧାନସଭା ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀ ବିଜୟ କୁମାର ଦଳବେହେରା ସ୍ୱତନ୍ତ୍ର ସଘନ ସଂଶୋଧନ–୨୦୨୬ ପ୍ରକ୍ରିୟାରେ ସମସ୍ତ ଜନସାଧାରଣଙ୍କୁ ସକ୍ରିୟ ଭାବେ ସାମିଲ ହେବା ନିମନ୍ତେ ଆହ୍ୱାନ ଜଣାଇଛନ୍ତି। ନିଜର ଭୋଟର ସମ୍ବନ୍ଧୀୟ ତଥ୍ୟର ସଂଶୋଧନ, ସଠିକୀକରଣ ଏବଂ ନାମ ଅନ୍ତର୍ଭୁକ୍ତିକରଣ ପାଇଁ ଏହି ସୁଯୋଗର ସଦ୍‌ବ୍ୟବହାର କରି ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିବାକୁ ସେ ଅନୁରୋଧ କରିଛନ୍ତି। @OdishaCeo @ECISVEEP @IPR_Odisha #SIR2026 #SVEEP
5
77
ପବିତ୍ର ରଜ ପର୍ବ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। 🌿 ଆସନ୍ତୁ, ଗଣତନ୍ତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ଗଣନା ପ୍ରକ୍ରିୟାରେ ସକ୍ରିୟ ଭାବେ ସାମିଲ ହେବା ଏବଂ ନିଜ ମତଦାତା ସମ୍ବନ୍ଧୀୟ ତଥ୍ୟକୁ ସଠିକ ଓ ଅଦ୍ୟତନ କରିବା। @CMO_Odisha @SecyChief @OdishaCeo @ECISVEEP @IPR_Odisha #SIR2026 #SVEEP
1
9
108
Odia playback singer Soujannya Rath appeals to all citizens to actively participate in the SIR-2026 enrollment process. Accurate electoral records and informed civic engagement are essential for strengthening democracy and ensuring an inclusive, transparent, and credible electoral system. Let us all do our part and contribute to a stronger democracy. @ECISVEEP @OdishaCeo @IPR_Odisha #SIR2026 #ElectoralIntegrity #CitizenParticipation #SVEEP
1
4
211
DM Cuttack retweeted
SIR 2026 ସମ୍ବନ୍ଧୀୟ କୌଣସି ପ୍ରଶ୍ନ କିମ୍ବା ସନ୍ଦେହ ଅଛି କି? 🤔 ଚିନ୍ତା କରନ୍ତୁ ନାହିଁ। ସହାୟତା ପାଇଁ ଟୋଲ୍-ଫ୍ରି ହେଲ୍ପଲାଇନ୍ 1950 କୁ କଲ୍ କରନ୍ତୁ ଏବଂ ଆବଶ୍ୟକ ସୂଚନା ପାଆନ୍ତୁ। #SIR2026 #VoterHelpline #OdishaVotes #1950
1
16
40
1,260
Justice V. Narasimha has completed the enrollment process under SIR-2026, underscoring the importance of accurate electoral records and active civic participation in strengthening democratic institutions. Such engagement contributes to a transparent, inclusive, and credible electoral system. @OdishaCeo @ECISVEEP @IPR_Odisha #SIR2026 #SVEEP
1
16
406
Justice Biswanath Ratha has successfully completed the SIR-2026 process, demonstrating his commitment to democratic values, transparency, and responsible civic participation. Such initiatives play a vital role in ensuring the accuracy and integrity of electoral records, strengthening public confidence in democratic institutions. @OdishaCeo @ECISVEEP @IPR_Odisha #SIR2026 #SVEEP
10
328
Justice Biraja Prasanna Satapathy has successfully completed enrollment under SIR-2026, reaffirming the importance of active civic participation and accurate electoral records in strengthening our democracy. @ECISVEEP @OdishaCeo @IPR_Odisha #SIR2026 #ElectoralIntegrity #VoterEnrollment
1
15
791
DM Cuttack retweeted
SIR ସହ ଯୋଡ଼ି ହେବାର ପ୍ରଥମ ପଦକ୍ଷେପ — ପରିଗଣନା ଫର୍ମ ପୂରଣ କରନ୍ତୁ। 🗳️ ଫର୍ମ ଦାଖଲ କରିବାର ଶେଷ ତାରିଖ — ୨୮ ଜୁନ ୨୦୨୬ ନିଜ ସୂଚନା ସୁନିଶ୍ଚିତ କରିବା ପାଇଁ voters.eci.gov.in ୱେବସାଇଟ୍ କୁ ପରିଦର୍ଶନ କରନ୍ତୁ କିମ୍ବା QR କୋଡ୍ ସ୍କାନ୍ କରି ଅନଲାଇନ୍‌ରେ ନିଜ ପରିଗଣନା ଫର୍ମ ପୂରଣ ଏବଂ ଦାଖଲ କରନ୍ତୁ। #SIR2026 #OdishaVotes #VoterAwareness
1
17
42
1,409
As part of the SIR-2026 process, Election Functionaries handed over the Enumeration Form (EF) to the Hon'ble MLA, Banki, and received the duly filled-up form, demonstrating active participation in the electoral roll updation process. @OdishaCeo @ECISVEEP @IPR_Odisha #SIR2026 #ElectoralRoll #BankiAC #VoterAwareness
1
16
405
SVEEP activity under SIR-2026 was successfully conducted through a cultural programme and Padayatra at CNBT Bus Stand under 91-Choudwar Cuttack Assembly Constituency. The initiative aimed to enhance voter awareness and encourage active participation in the electoral process. @OdishaCeo @ECISVEEP @IPR_Odisha #SVEEP #SIR2026 #VoterAwareness
2
9
423
କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କ ୨ବର୍ଷ ପୁର୍ତ୍ତି ପାଳନର ସିଧା ପ୍ରସାରଣ ସହ ନେତାଜୀ ସଂସ୍କୃତି ଭବନଠାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଭାସୀ ଜରିଆରେ ବିଭିନ୍ନ ଯୋଜନାର ଶୁଭାରମ୍ଭ କରାଯିବା ପରେ କଟକ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯିବା ସହ ପୋଷଣ ଅଭିଯାନ ଅଧିନସ୍ତ ହିତାଧିକାରୀଙ୍କୁ ମଧ୍ୟ ଅତିଥି ମାନଙ୍କ ଦ୍ୱାରା ସ୍ମାର୍ଟ ଫୋନ ବଣ୍ଟନ କରାଯାଇଛି। @CMO_Odisha @IPR_Odisha @WCDOdisha @Food_Odisha
1
3
21
498
DM Cuttack retweeted
ଏବେ ଘରେ ବସି ସହଜରେ ଅନଲାଇନ୍‌ରେ ପୂରଣ କରନ୍ତୁ ଆପଣଙ୍କ ପରିଗଣନା ଫର୍ମ। 🗳️ SIR 2026 ପାଇଁ ପରିଗଣନା ଫର୍ମ ଦାଖଲ କରିବାର ଶେଷ ତାରିଖ — ୨୮ ଜୁନ ୨୦୨୬। voters.eci.gov.in website କୁ ଭିଜିଟ୍ କରନ୍ତୁ କିମ୍ବା QR କୋଡ୍ ସ୍କାନ୍ କରି ଅନଲାଇନ୍‌ରେ ନିଜ ପରିଗଣନା ଫର୍ମ ପୂରଣ ଏବଂ ଦାଖଲ କରନ୍ତୁ। #SIR2026 #OnlineEnumerationForm #OdishaVotes
3
28
62
2,949
A Cyclothon and Signature Campaign were organized at Kishannagar Tahasil under 93-Cuttack Sadar Assembly Constituency to promote awareness on SIR-2026 and encourage greater public participation in the democratic process. @OdishaCeo @ECISVEEP @IPR_Odisha #SIR2026 #ElectoralAwareness
2
15
460
DM Cuttack retweeted
2002 ଭୋଟର ତାଲିକାରେ ଆପଣଙ୍କ ନାମ ନାହିଁ କି? ଚିନ୍ତାର କିଛି କାରଣ ନାହିଁ। 🗳️ ଯଦି ଆପଣଙ୍କ ବାପା, ମା, ଜେଜେବାପା କିମ୍ବା ଜେଜେମାଙ୍କ ନାମ 2002 ମସିହାର ଭୋଟର ତାଲିକାରେ ଥିଲା, ତେବେ ପରିଗଣନା ଫର୍ମର ସମ୍ପର୍କିତ ଅଂଶରେ ସେମାନଙ୍କ ବିବରଣୀ ଉଲ୍ଲେଖ କରି ଫର୍ମ ପୂରଣ କରିପାରିବେ। ଏଥିସହ, QR Code ସ୍କାନ୍ କରି ଆପଣ ସହଜରେ ଅନଲାଇନ୍‌ରେ ମଧ୍ୟ ପରିଗଣନା ଫର୍ମ ପୂରଣ ଓ ଦାଖଲ କରିପାରିବେ। #SIR2026 #EnumerationForm #OdishaVotes #VoterAwareness
2
33
62
2,355
DM Cuttack retweeted
ରାଜ୍ୟ ବାହାରେ ଅଛନ୍ତି କି? ଚିନ୍ତା କରନ୍ତୁ ନାହିଁ। 🗳️ SIR 2026 ଅନ୍ତର୍ଗତ ପରିଗଣନା ଫର୍ମ ଏବେ ଅନଲାଇନ୍‌ରେ ମଧ୍ୟ ପୂରଣ କରାଯାଇପାରିବ। voters.eci.gov.in ୱେବସାଇଟ୍ ପରିଦର୍ଶନ କରି ଘରେ ବସି ସହଜରେ ନିଜ ପରିଗଣନା ଫର୍ମ ପୂରଣ କରନ୍ତୁ। #SIR2026 #SIR #CEOodisha #ECI
6
33
76
3,980
Hon’ble Justice Sri Aditya Mohapatra of the Orissa High Court participated in the SIR-2026 process through the distribution and collection of Enumeration Forms (EF), reinforcing the importance of active citizen participation in strengthening electoral democracy. @OdishaCeo @ECISVEEP @IPR_Odisha #SIR2026 #SVEEP
2
20
728
Every step taken and every signature pledged reflects a commitment to democracy. SVEEP activities in 87 Badamba Assembly Constituency motivated citizens to participate in the SIR-2026 process through a vibrant Walkathon and Signature Campaign. @OdishaCeo @ECISVEEP @IPR_Odisha #SVEEP #DemocraticParticipation #SIR2026
1
12
417