The Chief Secretary is the head of Civil Service in the State Government. Smt. Anu Garg, IAS is the current Chief Secretary of Odisha.

Joined November 2019
157 Photos and videos
ChiefSecyOdisha retweeted
ସମୃଦ୍ଧ ଓଡ଼ିଶା ଗଠନରେ ମହିଳା ଓ ଶିଶୁ ବିକାଶକୁ ଆମ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସୁଛନ୍ତି । ଅଙ୍ଗନବାଡ଼ିରେ ଡିଜିଟାଲ୍ ସେବା ପାଇଁ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କର୍ମୀ, ସୁପରଭାଇଜର ଏବଂ ବ୍ଲକ୍ ସଂଯୋଜକମାନଙ୍କ ପାଇଁ ସ୍ମାର୍ଟ ଫୋନ ପ୍ରଦାନର ଶୁଭାରମ୍ଭ ହୋଇଛି । #2YearsofLokankaSarakar #BikasharaDharaOdishaSara
10
12
48
2,100
ChiefSecyOdisha retweeted
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ୨୬ଟି ଜିଲ୍ଲାର ୬୪ଟି ସ୍ଥାନର ଇଂରାଜୀ ବନାନର ସଂଶୋଧନ ଏବଂ ବିଭିନ୍ନ ସ୍ଥାନର ପ୍ରକୃତ ଓଡ଼ିଆ ନାମର ପୁନରୁଦ୍ଧାର ପ୍ରସ୍ତାବକୁ ଅନୁମୋଦନ ମିଳିଛି। ସେହିପରି ଉଠା ଦୋକାନୀଙ୍କ ଆର୍ଥିକ ସଶକ୍ତିକରଣ ପ୍ରତି ଗୁରୁତ୍ୱ ଦେଇ ’ପି.ଏମ୍. ସ୍ୱନିଧି’ ଯୋଜନା ଅଧୀନରେ ସମ୍ପାଦିତ ହେଉଥିବା ବନ୍ଧକ ଚୁକ୍ତିନାମା ଉପରେ ଷ୍ଟାମ୍ପ୍ ଡ୍ୟୁଟି ଛାଡ଼ କରାଯାଇଛି। ଏଥିସହ ଓଡ଼ିଶା ରାଜ୍ୟ ବିଧି ଆୟୋଗର ଅଣ-ସରକାରୀ ପୂର୍ଣ୍ଣକାଳୀନ ସଦସ୍ୟଙ୍କ ପାରିତୋଷିକ ବୃଦ୍ଧି ଧାରାରେ ସଂଶୋଧନ କରି ମାସିକ ପାରିତୋଷିକ ₹୭୫,୦୦୦ ରୁ ₹୧,୨୦,୦୦୦ କୁ ବୃଦ୍ଧି କରାଯାଇଛି।
10
9
33
2,523
ChiefSecyOdisha retweeted
ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ ’ବିକଶିତ ଭାରତ – ରୋଜଗାର ଗ୍ୟାରେଣ୍ଟି ଏବଂ ଆଜୀବିକା ମିଶନ(ଗ୍ରାମୀଣ) ଯୋଜନା, ଓଡ଼ିଶାକୁ ଅନୁମୋଦନ ମିଳିଛି। ଏହା ଦ୍ୱାରା ପ୍ରତ୍ୟେକ ଯୋଗ୍ୟ ଗ୍ରାମୀଣ ପରିବାରକୁ ଏକ ଆର୍ଥିକ ବର୍ଷରେ ମିଳିବ ୧୨୫ ଦିନର ବୈଧାନିକ କର୍ମ ନିଯୁକ୍ତି ମିଳିବା ସହ ଗ୍ରାମୀଣ ଜୀବିକା ସୁଦୃଢ଼ ହେବ ଏବଂ ସମାବେଶୀ ଗ୍ରାମୀଣ ବିକାଶ ତ୍ୱରାନ୍ୱିତ ହେବ। ଏହା ୧ ଜୁଲାଇ ୨୦୨୬ ରୁ କାର୍ଯ୍ୟକାରୀ ହେବ। ସେହିପରି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଅଧୀନସ୍ଥ ଟାଉନ ପ୍ଲାନିଂ ସ୍କିମ୍ (ଟିପି ୧, ୨ ଏବଂ ୩) ନିମନ୍ତେ ଭୂତଳ ସ୍ୱେରେଜ ବ୍ୟବସ୍ଥା କାର୍ଯ୍ୟାନ୍ୱୟନ ସହିତ ଇଞ୍ଜିନିୟରିଂ, କ୍ରୟ ଏବଂ ନିର୍ମାଣ ଚୁକ୍ତିନାମା ଅନ୍ତର୍ଗତ ପାଞ୍ଚ ବର୍ଷ ନିମନ୍ତେ ପରିଚାଳନା ଏବଂ ରକ୍ଷଣାବେକ୍ଷଣ ପ୍ରକଳ୍ପ ନିମନ୍ତେ ଗୃହୀତ ବିଡ୍ ଆଧାରିତ ପୁଞ୍ଜି ଖର୍ଚ୍ଚ ୧୭୫.୪୭ କୋଟି ଟଙ୍କାର (GST ଯୁକ୍ତ) ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଏହି ପଦକ୍ଷେପ ରାଜଧାନୀ ଭୁବନେଶ୍ୱରର ବୃଦ୍ଧିଶୀଳ ନଗରୀକରଣ ଏବଂ ଆବଶ୍ୟକୀୟ ମୌଳିକ ସଂରଚନାର ବୃଦ୍ଧିକୁ ଦୃଷ୍ଟିରେ ରଖି ସହରାଞ୍ଚଳ ବିକାଶ ପରିଚାଳନାରେ ସହାୟକ ହେବ।
4
8
40
1,867
ChiefSecyOdisha retweeted
ବୟନଶିଳ୍ପ କ୍ଷେତ୍ରକୁ ପୁନର୍ଜୀବିତ କରି ଶିଳ୍ପ ଭିତ୍ତିଭୂମିକୁ ସୁଦୃଢ଼ କରିବା, ନିବେଶ ଓ ନିଯୁକ୍ତି ସୃଷ୍ଟି କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ବନ୍ଦ ହୋଇଥିବା ସମବାୟ ସୂତାକଳ, କଳତନ୍ତ ୟୁନିଟ୍ ଏବଂ ସାଇଜିଂ ୟୁନିଟ୍ ର ବକେୟା ଦେୟ ପରିଶୋଧ ପାଇଁ ବଜେଟ୍ ବ୍ୟବସ୍ଥାକୁ ଅନୁମୋଦନ ଦିଆଯାଇଛି। ଏଥିସହ ଓଡ଼ିଶା ହସ୍ତଶିଳ୍ପ ଅମଲା ସେବା (ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତାବଳୀ) ନିୟମାବଳୀ, ୨୦୨୬ ପ୍ରଣୟନ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିବା ସହ କ୍ୟାଡର ସଂଖ୍ୟା ୧୦୮ ରୁ ୧୧୧ କୁ ବୃଦ୍ଧି କରାଯାଇଛି। ସେହିପରି ଓଡ଼ିଶା ସରକାରୀ କର୍ମଚାରୀଙ୍କ ଆଚରଣ ନିୟମାବଳୀ, ୧୯୫୯ ରେ ସଂଶୋଧନ କରାଯାଇଛି।
3
5
24
1,408
ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉପଲକ୍ଷେ ଭାରତର ମାନ୍ୟବର ରାଷ୍ଟ୍ରପତି ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ଏବଂ ଜୁନ ୨୦ ରେ ରାଇରଙ୍ଗପୁର ଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ ସମ୍ପର୍କିତ ପ୍ରସ୍ତୁତି ତଥା ସମୀକ୍ଷା ବୈଠକ ମୁଖ୍ୟ ଶାସନ ସଚିବ @ChiefSecy ଶ୍ରୀମତୀ ଅନୁ ଗର୍ଗ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ l
4
4
44
1,750
Held discussions with Shri Ashok Kumar Panda, CMD, SAIL @SAILsteel on the expansion of Rourkela Steel Plant and strengthening Odisha's steel sector.
9
2
96
2,805
ChiefSecyOdisha retweeted
Sh. Praveen Kumar, Managing Director, DFCCIL, held a meeting with Smt. @_anugarg, IAS, @SecyChief, Government of Odisha, regarding the proposed East–West Dedicated #Freight Corridor (EW-DFC). A brief overview of the proposed corridor was presented during the meeting, which was attended by senior officials of the Government of Odisha, including Dr. @arvindpadhee, Additional Chief Secretary, @rdmodisha Department of Revenue & Disaster Management; Sh. @SanjayKr1997, IAS, Principal Secretary, Works Department; and Sh. Bhaskar Jyoti Sharma, Principal Secretary, Forest, Environment & Climate Change Department. The discussions focused on strengthening coordination and collaboration between #DFCCIL and the Government of Odisha to facilitate the smooth and timely implementation of the East–West Dedicated Freight Corridor. Sh. Ashish Mishra, GM/Security/EDFC, and Sh. Souvik Sengupta, GM/Coordination/Kolkata, accompanied the Managing Director. Dr. Subhankar Mohapatra, @DMSundargarh; Sh. Siddheshwar Baliram Bondar, @DmSambalpur; and Sh. @Kunal__chavan, @dm_jharsuguda, also participated through video conferencing. #EWDFC #DedicatedFreightCorridor #FreightInfrastructure #TransformingTransportation
9
40
2,148
ChiefSecyOdisha retweeted
Hon’ble Chief Minister Shri @MohanMOdisha held an interactive session with eminent personalities, intellectuals and social media influencers of Odisha at the Lok Seva Bhawan Convention Centre, exchanging ideas and perspectives on the State’s development, governance and aspirations for a #ViksitOdisha. #2YearsofLokankaSarakar #BikasharaDharaOdishaSara
10
3
35
1,704
ChiefSecyOdisha retweeted
2 Years of Transformative Governance, 2 Years of Empowering Countless Lives From empowering 1 crore women under Subhadra Yojana to extending healthcare coverage to 3.46 crore people under Ayushman Bharat–Gopabandhu Jana Arogya Yojana, #Odisha's development journey is reaching every life, every family, and every corner of the state. Guided by the vision of Hon’ble PM Shri @narendramodi and driven by the commitment of Hon'ble CM Shri @MohanMOdisha, Odisha is advancing rapidly across women's empowerment, education, healthcare, agriculture, infrastructure, social security, and employment. #2YearsofLokankaSarakar #BikasharaDharaOdishaSara @PMOIndia
68
32
54
4,273
ChiefSecyOdisha retweeted
OPTCL is building the backbone of a #ViksitOdisha with 201 Grid Substations, 17,095 CKT-KM transmission network and 28,511 MVA capacity. FY 2025-26 saw the addition of 3 new EHT Grid Substations, 1,156 MVA capacity and 345 CKT-KM transmission lines—ensuring reliable power, 99.9% system availability and a smarter, future-ready grid for every Odia. #PoweringOdisha @OPTCL_Odisha #EnergySecurity @MohanMOdisha @KVSinghDeo1 @CMO_Odisha
5
8
24
1,417
ChiefSecyOdisha retweeted
ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହର ଅଧୀନରେ ଆବର୍ତ୍ତ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗ (EWS) ହିତାଧିକାରୀଙ୍କ ନିମନ୍ତେ ଷ୍ଟାମ୍ପ ଶୁଳ୍କ ଓ ରେଜିଷ୍ଟ୍ରେସନ୍ ଶୁଳ୍କ ଛାଡ଼ ସମ୍ପର୍କିତ ପ୍ରସ୍ତାବ କ୍ୟାବିନେଟ ଅନୁମୋଦନ ଲାଭ କରିଛି । ଏଥିରେ ପ୍ରସ୍ତାବିତ ରିହାତି ଦ୍ୱାରା ଓଡ଼ିଶାର ସହରାଞ୍ଚଳର EWS ବର୍ଗର ଉପଭୋକ୍ତାମାନେ ବ୍ୟାପକ ଆର୍ଥିକ ସୁବିଧା ପାଇବା ସହ ବିଶେଷ ଭାବେ ଉପକୃତ ହେବେ । ସହରଗୁଡ଼ିକରେ ନଦୀତଟ ଏବଂ ସହରାଞ୍ଚଳ ଜଳଭଣ୍ଡାରଗୁଡ଼ିକୁ ପୁନର୍ଜୀବିତ କରିବା, ସେମାନଙ୍କୁ ସ୍ପନ୍ଦନଶୀଳ, ସୁଗମ ଏବଂ ପରିବେଶଗତ ଭାବରେ ସ୍ଥାୟୀ ସାର୍ବଜନୀନ ସ୍ଥାନରେ ପରିଣତ କରିବା ଦିଗରେ ପଦକ୍ଷେପ ନିଆଯାଉଛି। ଏହି ଲକ୍ଷ୍ୟ ନେଇ ପାଞ୍ଚ ବର୍ଷ ମଧ୍ୟରେ ₹୫୦୦ କୋଟିର ମୋଟ ବ୍ୟୟବରାଦ ସହିତ "ଜଳତଟ ବିକାଶ ଯୋଜନା" କୁ କ୍ୟାବିନେଟ ଅନୁମୋଦନ ମିଳିଛି ।
10
4
57
2,835
ChiefSecyOdisha retweeted
'ଲୋକଙ୍କ ସରକାର'ର ଦୁଇ ବର୍ଷର ସଫଳ କାର୍ଯ୍ୟକାଳ ପୂର୍ଣ୍ଣ ହୋଇଥିବା ବେଳେ, ରାଜ୍ୟର ଅର୍ଥନୀତିର ମେରୁଦଣ୍ଡ ସ୍ଵରୂପ କୃଷକମାନଙ୍କ ସର୍ବାଙ୍ଗୀନ ବିକାଶ ଓ କଲ୍ୟାଣ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତାରେ ରହିଛି। 'ସମୃଦ୍ଧ କୃଷକ ଯୋଜନା' ମାଧ୍ୟମରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, 'ସିଏମ୍ କିସାନ ଯୋଜନା' ଜରିଆରେ କ୍ଷୁଦ୍ର ଓ ଭୂମିହୀନ ଚାଷୀଙ୍କୁ ଆର୍ଥିକ ସୁରକ୍ଷା ଏବଂ 'କାମଧେନୁ ଯୋଜନା' ମାଧ୍ୟମରେ ଦୁଗ୍ଧ ଚାଷୀଙ୍କ ସଶକ୍ତିକରଣ ଭଳି ଯୁଗାନ୍ତକାରୀ ପଦକ୍ଷେପଗୁଡ଼ିକ ରାଜ୍ୟର କୃଷି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ଡବଲ ଇଞ୍ଜିନ ସରକାରଙ୍କ ଏହି ସମନ୍ୱିତ ପ୍ରୟାସ କେବଳ ଚାଷୀମାନଙ୍କୁ ଆର୍ଥିକ ସ୍ୱାବଲମ୍ବନ ଦେଇନାହିଁ, ବରଂ ଓଡ଼ିଶାର କୃଷି ଭିତ୍ତିଭୂମିକୁ ମଜବୁତ କରି ସମୃଦ୍ଧିର ପଥକୁ ପ୍ରଶସ୍ତ କରିଛି। #2YearsofLokankaSarakar #BikasharaDharaOdishaSara
21
16
67
3,871
ChiefSecyOdisha retweeted
ରାଜ୍ୟର ପ୍ରଗତିକୁ ଅଧିକ ଗତିଶୀଳ କରିବା ଏବଂ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଆମ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ, ରାଜ୍ୟ କ୍ୟାବିନେଟ୍ ବୈଠକରେ ଓଡ଼ିଶାର ବିକାଶ ସମ୍ପର୍କିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ସମସ୍ତ ଜନକଲ୍ୟାଣକାରୀ ନିଷ୍ପତ୍ତି ରାଜ୍ୟବାସୀଙ୍କ ହିତ ସାଧନ କରିବା ସହ ଏକ ସଶକ୍ତ, ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ଦିଗରେ ଆମ ସଂକଳ୍ପକୁ ଆହୁରି ମଜବୁତ କରିବ। #2YearsofLokankaSarakar #BikasharaDharaOdishaSara
18
17
88
4,570
ରାଜ୍ୟ କ୍ୟାବିନେଟ ବୈଠକରେ ଖୋର୍ଦ୍ଧାର କାଲିବେଟି ଶିଳ୍ପାଞ୍ଚଳରେ ମହିଳା ଶ୍ରମିକ ହଷ୍ଟେଲ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟାକୁ ଅନୁମୋଦନ ମିଳିଛି। ମହିଳା ଶ୍ରମିକମାନଙ୍କ ସୁରକ୍ଷା ଓ ସୁବିଧାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ, ଶିଳ୍ପ ବିକାଶ, କର୍ମସଂସ୍ଥାନ ସୃଷ୍ଟି ଓ ମହିଳା ସଶକ୍ତିକରଣକୁ ଅଧିକ ଗତିଶୀଳ କରିବ।
6
1
26
1,091
୪୧ତମ କ୍ୟାବିନେଟ୍ ବୈଠକରେ ସମ୍ବଲପୁର ଜିଲ୍ଲାରେ ମହାନଦୀ ଉପରେ ଅବସ୍ଥିତ ‘ଅଯୋଧ୍ୟା ସାଗର’ର ତଳଭାଗରେ ଅନ୍ତଃନଦୀ ଜଳାଶୟ ଓ ବ୍ୟାରେଜ୍ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏହା ପାନୀୟଜଳ ଯୋଗାଣ, ଭୂତଳ ଜଳ ପୁନଃଭରଣ,ପରିବେଶ ସନ୍ତୁଳନ,ମତ୍ସ୍ୟଚାଷ ଓ ପର୍ଯ୍ୟଟନ ବିକାଶକୁ ସୁଦୃଢ଼ କରିବା ସହ ସ୍ଥାନୀୟ ଜୀବିକାର ସୁଯୋଗ ବୃଦ୍ଧିରେ ସହାୟକ ହେବ l
4
17
834
ମନ୍ତ୍ରୀମଣ୍ଡଳ ବୈଠକରେ ଜଳସମ୍ପଦ ବିଭାଗ ତରଫରୁ ଆଗତ ନୟାଗଡ଼ର ବୃତଙ୍ଗ ଜଳସେଚନ ପ୍ରକଳ୍ପ ପାଇଁ ୧୯୪ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ଜିଲ୍ଲାର ଦଶପଲ୍ଲା,ନୂଆଗାଁ,ନୟାଗଡ଼,ଖଣ୍ଡପଡ଼ା ଏବଂ ଓଡ଼ଗାଁ ବ୍ଲକରେ ଚାଷୋପଯୋଗୀ ଜମିକୁ ଜଳସେଚନ ସୁବିଧା ସହ ଚାଷୀମାନଙ୍କର ସାମାଜିକ, ଆର୍ଥିକ ତଥା ଅଂଚଳର ସାମଗ୍ରିକ ବିକାଶରେ ସହାୟକ ହେବ l
1
13
672
ରାଜ୍ୟରେ ପର୍ଯ୍ୟଟନ ବିଭାଗ ଅନ୍ତର୍ଗତ " ଆତିଥ୍ୟ ଭିତ୍ତିଭୂମି ପାଇଁ ଭୂମି ବ୍ୟାଙ୍କ " ଯୋଜନାକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି l ପୁରୀ, ଚିଲିକା,କୋଣାର୍କ, ହୀରାକୁଦ,ଶିମିଳିପାଳ ଓ ଭିତରକନିକା ଭଳି ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ଲ୍ୟାଣ୍ଡ ବ୍ୟାଙ୍କ ଯୋଜନା l
5
13
888
ବର୍ଷରେ ୧୫୦୦କୋଟି ଟଙ୍କା ବ୍ୟୟବରାଦ ସହ ୫୫୦୦ ଏକର ଜମି ଚିହ୍ନଟ ହୋଇ 'ଲ୍ୟାଣ୍ଡ ବ୍ୟାଙ୍କ'ରେ ସାମିଲ୍ ହେବ। ଏହା ବେସରକାରୀ ପୁଞ୍ଜିନିବେଶକୁ ଆକୃଷ୍ଟ କରି ବ୍ୟାପକ ନିଯୁକ୍ତି ସୃଷ୍ଟି କରିବା ଲକ୍ଷ୍ୟ ରହିଛି l
3
10
676
The 41st State Cabinet, chaired by Hon’ble CM Odisha, approved 10 transformative proposals across 5 key sectors—Tourism, Housing & Urban Development, Infrastructure & Industry, Water Resources, and Revenue Reforms—to drive inclusive growth and strengthen governance.
20
6
46
2,386
183rd SLBC Meeting chaired by the CS, Ms. Anu Garg focused on inclusive credit growth aligned with Odisha’s Vision,emphasis laid on tourism, agri-entrepreneurship,women-led enterprises, deep sea fishing,rural banking expansion & investor- friendly“Red Tape to Red Carpet”reforms.
16
2
23
1,179