Joined May 2019
2,525 Photos and videos
Collector & DM, Rayagada retweeted
SIR ସହ ଯୋଡ଼ି ହେବାର ପ୍ରଥମ ପଦକ୍ଷେପ — ପରିଗଣନା ଫର୍ମ ପୂରଣ କରନ୍ତୁ। 🗳️ ଫର୍ମ ଦାଖଲ କରିବାର ଶେଷ ତାରିଖ — ୨୮ ଜୁନ ୨୦୨୬ ନିଜ ସୂଚନା ସୁନିଶ୍ଚିତ କରିବା ପାଇଁ voters.eci.gov.in ୱେବସାଇଟ୍ କୁ ପରିଦର୍ଶନ କରନ୍ତୁ କିମ୍ବା QR କୋଡ୍ ସ୍କାନ୍ କରି ଅନଲାଇନ୍‌ରେ ନିଜ ପରିଗଣନା ଫର୍ମ ପୂରଣ ଏବଂ ଦାଖଲ କରନ୍ତୁ। #SIR2026 #OdishaVotes #VoterAwareness
2
18
44
1,683
Hon'ble Minister Shri Bibhuti Bhusan Jena, Minister of Commerce & Transport and Steel & Mines, Government of Odisha, visited Rayagada today and graced the launch of rice distribution under the Chief Minister Annapurna Yojana (CMAY). @CMO_Odisha @IPR_Odisha
2
1
11
309
An MoU was signed between MCL and the District Administration, Rayagada, for providing Food Basket Support to TB patients and their families, reinforcing the district's commitment towards a TB-free Rayagada. @CMO_Odisha @IPR_Odisha
11
329
Collector & DM, Rayagada retweeted
SIR 2026 ପାଇଁ ପରିଗଣନା ଫର୍ମ ଜମା କରିବା ବେଳେ କୌଣସି ଦସ୍ତାବିଜ ଦେବାର ଆବଶ୍ୟକତା ନାହିଁ। 🗳️ କେବଳ ପରିଗଣନା ଫର୍ମକୁ ସଠିକ୍ ଭାବେ ପୂରଣ କରନ୍ତୁ ଏବଂ BLOଙ୍କୁ ଜମା କରନ୍ତୁ। ଆପଣଙ୍କ ସହଯୋଗ ଏକ ସଠିକ୍ ଓ ସ୍ୱଚ୍ଛ ଭୋଟର ତାଲିକା ପ୍ରସ୍ତୁତିରେ ସହାୟକ ହେବ। #SIR2026 #CEOodisha #SIR #ECI
25
66
204
8,775
DEO-cum-Collector, Rayagada reviewed the progress of SIR 2026 activities during a visit to Ramnaguda Block. The review focused on Enumeration Form distribution, digitization & SVEEP activities to ensure timely, error-free implementation of the SIR process. @ECISVEEP @OdishaCeo
1
7
256
ଆଜି କୋରାପୁଟ ଲୋକସଭା କ୍ଷେତ୍ରର ମାନ୍ୟବର ସାଂସଦଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ବିକାଶ ସମନ୍ୱୟ ଏବଂ ନିରୀକ୍ଷଣ ସମିତି (DISHA) ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଜିଲ୍ଲାପାଳ,ରାୟଗଡ଼ ଏବଂ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। @CMO_Odisha @IPR_Odisha @DC_Odisha
2
176
Collector & DM, Rayagada retweeted
📢 ଏପର୍ଯ୍ୟନ୍ତ ଆପଣ ପରିଗଣନା ଫର୍ମ (EF) ପାଇନାହାନ୍ତି କି? ଯଦି ଆପଣଙ୍କ ଘରକୁ ବିଏଲଓ (BLO) ଯାଇନାହାନ୍ତି କିମ୍ବା ଆପଣ ଏପର୍ଯ୍ୟନ୍ତ ପରିଗଣନା ଫର୍ମ ପାଇନାହାନ୍ତି, ତେବେ ଏହି ଭିଡିଓରେ ଦର୍ଶାଯାଇଥିବା ପ୍ରକ୍ରିୟା ଅନୁସରଣ କରି ଆପଣ ସିଧାସଳଖ ଭାବେ ନିଜ ବିଏଲଓଙ୍କ ସହ ଯୋଗାଯୋଗ କରିପାରିବେ। ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଭାଗ ନିଅନ୍ତୁ ଏବଂ ଏକ ସଠିକ୍, ସମାବେଶୀ ଓ ଅଦ୍ୟତନ ଭୋଟର ତାଲିକା ପ୍ରସ୍ତୁତିରେ ସହଯୋଗ କରନ୍ତୁ। 📢 Haven’t Received Your Enumeration Form Yet? If your BLO has not visited your home or you have not received your Enumeration Form (EF) under the Special Intensive Revision (SIR) 2026 exercise, you can directly contact your Booth Level Officer (BLO) through the process shown in this video. Stay informed, stay involved, and ensure your participation in maintaining an accurate and updated electoral roll. @ECISVEEP @PIB_India @IPR_Odisha @DDNational @dd_odia @MyGovOdia #SIR2026 #ElectionCommission #BLO #EnumerationForm #ElectoralRoll #VoterAwareness #Odisha #SIR2026Odisha
28
43
3,071
Collector & DM, Rayagada retweeted
1200 electors per polling station: ECI’s initiative to enhance voter convenience by ensuring a smoother, faster, and more accessible voting experience for every elector. #ECIInitiatives #ECI
7
13
33
3,045
A District Level Task Force Meeting on Malaria, Dengue, Diarrhoea and Filaria Management was held today under the chairmanship of the Collector & District Magistrate, Rayagada. @CMO_Odisha @IPR_Odisha @HFWOdisha
2
10
397
ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଗୁଣପୁରଠାରେ ଜିଲ୍ଲାପାଳ ଓ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଅଛି। ସମସ୍ତ ପ୍ରକାର ଅଭିଯୋଗର କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ଦିଆଯାଇଅଛି। @CMO_Odisha @IPR_Odisha
1
10
355
As part of the ongoing Special Intensive Revision (SIR) 2026, Enumeration Forms were distributed to former Chief Minister Dr. Giridhar Gamang and MLA Shri Satyajit Gamang at their native village, Dibirisingh(Part No. 105),Padmapur. @CMO_Odisha @IPR_Odisha @ECISVEEP @OdishaCeo
1
7
223
Collector & DM, Rayagada retweeted
As part of the ongoing Special Intensive Revision (SIR)-2026, a dedicated outreach initiative was undertaken in Part No. 94, Khambesi under 139-Bissam Cuttack A.C of Rayagada district, situated in the Niyamgiri region inhabited by the Dongria Kondh PVTG community. @OdishaCeo
5
12
687
Collector & DM, Rayagada retweeted
ପାହାଡ଼, ଜଙ୍ଗଲ ଓ ଭାଷାର ଦୂରତାକୁ ଅତିକ୍ରମ କରି ଗଣତନ୍ତ୍ରର ବାର୍ତ୍ତା ପହଞ୍ଚିଲା ନିୟମଗିରିର ଫାକେରୀ ଗ୍ରାମରେ। ରାୟଗଡ ଜିଲ୍ଲାର ୧୩୯–ବିଷମକଟକ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଫାକେରୀ ଗ୍ରାମରେ ବସବାସ କରୁଥିବା ଡୋଙ୍ଗରିଆ କନ୍ଧ PVTG ସମୁଦାୟଙ୍କ ନିକଟରେ SIR–୨୦୨୬ ପ୍ରକ୍ରିୟାକୁ ପହଞ୍ଚାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ରାୟଗଡର ଅତିରିକ୍ତ ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ଗ୍ରାମର ସରପଞ୍ଚ ଡୋଙ୍ଗରିଆ କନ୍ଧ ଭାଷାରେ ସମୁଦାୟର ଲୋକଙ୍କ ସହ ଆଲୋଚନା କରି SIR–୨୦୨୬ ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ ଏବଂ Enumeration Form ବଣ୍ଟନ କାର୍ଯ୍ୟକୁ ସୁଗମ କରିଥିଲେ। ଯେତେବେଳେ ପ୍ରଶାସନ ଲୋକଙ୍କ ଭାଷାରେ କଥା ହୁଏ, ସେତେବେଳେ ଗଣତନ୍ତ୍ର ଆହୁରି ସଶକ୍ତ ହୁଏ। ନିୟମଗିରିର ଏହି ପ୍ରୟାସ ତାହାର ଏକ ସୁନ୍ଦର ଉଦାହରଣ। ପ୍ରତ୍ୟେକ ମତଦାତା ଗୁରୁତ୍ୱପୂର୍ଣ୍ଣ, ପ୍ରତ୍ୟେକ କଣ୍ଠସ୍ୱର ମୂଲ୍ୟବାନ — ଏହି ବିଶ୍ୱାସ ସହ ଆଗେଇ ଚାଲିଛି ରାୟଗଡ ଜିଲ୍ଲା। SIR–୨୦୨୬: ଗଣତନ୍ରର ଯାତ୍ରାରେ ସମସ୍ତଙ୍କ ସହଭାଗିତା। #SIR2026 #SVEEP #ElectionCommission #DongriaKondh #PVTG #Niyamgiri #BissamCuttack #Rayagada #InclusiveElections #Odisha #SIR2026Odisha
1
6
461
Collector & DM, Rayagada retweeted
SIR-2026 ଅନ୍ତର୍ଗତ ପରିଗଣନା ଫର୍ମକୁ ଅଫଲାଇନ୍‌ରେ କିପରି ପୂରଣ କରିବେ ଜାଣିବାକୁ ଚାହୁଁଛନ୍ତି କି? ଏହି ଭିଡିଓରେ ଦର୍ଶାଯାଇଥିବା ପଦକ୍ଷେପ ଅନୁସାରେ ଅଫଲାଇନ୍‌ ପରିଗଣନା ଫର୍ମ ପୂରଣ ପ୍ରକ୍ରିୟାକୁ ସରଳ ଓ ସ୍ପଷ୍ଟ ଭାବରେ ଜାଣନ୍ତୁ। ସଠିକ୍, ଅଦ୍ୟତନ ଏବଂ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତିରେ ନିଜର ମୂଲ୍ୟବାନ ସହଯୋଗ ଦିଅନ୍ତୁ। କୌଣସି ଯୋଗ୍ୟ ମତଦାତା ଯେପରି ବାଦ୍‌ ନ ପଡ଼ନ୍ତି, ସେଥିପାଇଁ ଏହି ଅଭିଯାନରେ ସକ୍ରିୟ ଭାବେ ସହଭାଗୀ ହୁଅନ୍ତୁ। ଆପଣଙ୍କ ସକ୍ରିୟ ସହଭାଗିତା ହିଁ ଏକ ସୁଦୃଢ଼ ଓ ସଶକ୍ତ ଗଣତନ୍ତ୍ରର ଭିତ୍ତି। ✨ Want to know how to fill the Enumeration Form offline under SIR-2026? Watch this video and follow the step-by-step instructions to understand the offline form-filling process in a simple and clear manner. Your cooperation is essential for preparing an accurate, updated and error-free electoral roll. Participate actively in the campaign to ensure that no eligible elector is left out. @ECISVEEP @PIB_India @IPR_Odisha @DDNational @dd_odia @MyGovOdia #SIR2026 #SIR2026Odisha #ElectionCommission #ElectoralRoll #EnumerationForm #VoterAwareness #Odisha #DemocracyInAction
1
39
67
3,558
ଆଜି ରାୟଗଡ଼ ଜିଲ୍ଲା ମଙ୍ଗଳ ବିଭାଗ ଅଧୀନରେ ୨୨ ଜଣ ନବନିଯୁକ୍ତ TGT ଓ PET ଶିକ୍ଷକଙ୍କୁ ପଦସ୍ଥାପନ ପ୍ରଦାନ କରାଗଲା। @CMO_Odisha @IPR_Odisha @scstdevdept
2
2
18
721
ଏହି ଅବସରରେ ଜିଲ୍ଲାପାଳ ଶିକ୍ଷକମାନଙ୍କୁ ନିଷ୍ଠାର ସହ ପାଠପଢ଼ା, ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶ ଏବଂ ପ୍ରତ୍ୟେକ ବିଦ୍ୟାଳୟରୁ ଅତିକମରେ ୫ ଜଣ ଛାତ୍ରଛାତ୍ରୀଙ୍କୁ A1 ଗ୍ରେଡ୍ ହାସଲ କରାଇବା ପାଇଁ ସ୍ୱତନ୍ତ୍ର ପ୍ରୟାସ କରିବାକୁ ଆହ୍ୱାନ କରିଥିଲେ।
1
2
185
Some glimpses of Special Intensive Revision (SIR)-2026 activities being undertaken across Rayagada district by our election officials, BLOs and Supervisors. @CMO_Odisha @ECISVEEP @OdishaCeo @IPR_Odisha #SIR2026 #SVEEP
1
3
7
525
Through door-to-door visits, distribution of Enumeration Forms, voter awareness campaigns and verification of electoral details, our teams are working tirelessly to ensure an accurate, inclusive and error-free Electoral Roll.
149
ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ,ରାୟଗଡ଼ ଠାରେ, ମିଳିତ ଅଭିଯୋଗ ଶୁଣାଣି, ଜିଲ୍ଲାପାଳ ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଅଛି। ସମସ୍ତ ପ୍ରକାର ଅଭିଯୋଗର କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ଦିଆଯାଇଛି। @CMO_Odisha @IPR_Odisha
1
10
313