ST & SC Development, Minorities & Backward Class Welfare Department, Govt. of Odisha

Joined December 2021
2,887 Photos and videos
ST & SC Development Department retweeted
ପୂର୍ବ ସରକାରଙ୍କ ବିଜ୍ଞାପନ ସର୍ବସ୍ୱ ମଡେଲ୍ ଓ ମିଛ ପ୍ରଚାର ଯୋଗୁଁ ରାଜ୍ୟର ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିଲା, ଯେଉଁଠି ବିଦ୍ୟାଳୟଗୁଡ଼ିକ ସ୍ଥାୟୀ ଶିକ୍ଷକ ଓ ମୌଳିକ ସୁବିଧାରୁ ବଞ୍ଚିତ ଥିଲେ। କିନ୍ତୁ ଆଜି ଲୋକଙ୍କ ସରକାରଙ୍କ ଦୃଢ଼ ନୀତି ଯୋଗୁଁ ଶିକ୍ଷା କ୍ଷେତ୍ରରେ ବାସ୍ତବ ବିକାଶ ଆସିଛି। ଆମେ ବିଗତ ଦୁଇ ବର୍ଷରେ ୨୬ ହଜାର ୬୧୫ ଜଣ ସ୍ଥାୟୀ ଶିକ୍ଷକ ଓ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛୁ ଏବଂ "ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ" ଯୋଜନା ମାଧ୍ୟମରେ ୩୨୨ ଟି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛୁ। ୨୦୨୯ ସୁଦ୍ଧା ୨୨୦୦ରୁ ଅଧିକ ସ୍କୁଲକୁ ଅତ୍ୟାଧୁନିକ କରି ଆମ ପିଲାଙ୍କ ସ୍ୱପ୍ନ ଓ ଓଡ଼ିଶାର ଭବିଷ୍ୟତକୁ ସୁଦୃଢ଼ କରିବା ପାଇଁ ଆମେ ସଂକଳ୍ପବଦ୍ଧ। #2YearsofLokankaSarakar #BikasharaDharaOdishaSara
231
27
75
4,637
ST & SC Development Department retweeted
ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀଙ୍କ ଯଶସ୍ବୀ ନେତୃତ୍ୱରେ ବିଗତ ୧୨ ବର୍ଷ ମଧ୍ୟରେ ଦେଶର ଅନ୍ନଦାତା ଚାଷୀ ଭାଇଭଉଣୀମାନଙ୍କ ଜୀବନରେ ସମ୍ମାନ, ସୁରକ୍ଷା ଓ ସମୃଦ୍ଧିର ଏକ ନୂତନ ଅଧ୍ୟାୟ ଯୋଡ଼ିହୋଇଛି। 'ବିହନରୁ ବଜାର' ପର୍ଯ୍ୟନ୍ତ କୃଷକଙ୍କ କଲ୍ୟାଣକୁ କେନ୍ଦ୍ରବିନ୍ଦୁ କରି ପ୍ରଣୟନ କରାଯାଇଥିବା ନୀତିଗୁଡ଼ିକ କୃଷି କ୍ଷେତ୍ରକୁ ନୂତନ ଶକ୍ତି ଦେବା ସହ ଆମ ଚାଷୀମାନଙ୍କ ମଧ୍ୟରେ ନୂଆ ଆତ୍ମବିଶ୍ୱାସ ସଞ୍ଚାର କରିଛି। 'ପିଏମ-କିଷାନ', 'ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା', 'ପିଏମ-କୁସୁମ' ଏବଂ 'ଇ-ନାମ୍' ଭଳି ଐତିହାସିକ ପଦକ୍ଷେପ ଚାଷୀଙ୍କୁ ଆର୍ଥିକ ତଥା ସାମାଜିକ ସୁରକ୍ଷା ପ୍ରଦାନ କରିଛି। ଏହି ପରିପ୍ରେକ୍ଷୀରେ, ଓଡ଼ିଶାର ସ୍ୱାଭିମାନ ଓ ସଂକଳ୍ପକୁ ପାଥେୟ କରି ଆମ ସରକାର ମଧ୍ୟ ରାଜ୍ୟର ଚାଷୀ ଭାଇଭଉଣୀମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି। ଆମର 'ସମୃଦ୍ଧ କୃଷକ ଯୋଜନା' ମାଧ୍ୟମରେ ଧାନର କ୍ରୟ ମୂଲ୍ୟ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା କରି ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ପ୍ରଦାନ କରାଯାଉଛି। ଏହା ସହ 'ସିଏମ-କିଷାନ' ଯୋଜନା ଚାଷୀଙ୍କୁ ଅଧିକ ସମର୍ଥ କରୁଥିବା ବେଳେ 'ଶ୍ରୀ ଅନ୍ନ ଅଭିଯାନ' ମାଧ୍ୟମରେ ମାଣ୍ଡିଆ ଚାଷର ପ୍ରସାର ଏବଂ ରାଜ୍ୟବ୍ୟାପୀ ଶୀତଳ ଭଣ୍ଡାର ନିର୍ମାଣ ନୀତି ଆମ କୃଷି ଅର୍ଥନୀତିକୁ ଏକ ନୂଆ ଦିଗ ଦେଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏହି ମିଳିତ ପ୍ରୟାସ ଆଜି ଓଡ଼ିଶାର କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ଆଣିପାରିଛି। ଅନ୍ନଦାତାଙ୍କ ପ୍ରଗତିକୁ ସମର୍ପିତ ଏହି ଗୌରବମୟ ଯାତ୍ରା ହେଉଛି 'କୃଷକ ସମୃଦ୍ଧିରୁ ରାଷ୍ଟ୍ର ସମୃଦ୍ଧି'ର ଏକ ଅନନ୍ୟ ଉଦାହରଣ। #12YearsOfKisanSamriddhi #2YearsofLokankaSarakar #BikasharaDharaOdishaSara #2YearsofKrushakSamruddhi
7
14
58
3,705
Under the guidance of researchers from Nabakrushna Choudhury Centre for Development Studies (NCDS), a one-day Orientation-cum-Training programme was held at the NCDS Seminar Hall, Bhubaneswar, for the Evaluation and Impact Assessment of #MMJJM in Odisha’s Tribal Sub-Plan blocks.
4
7
141
Today, under PMAGY-II, Thakurpali village of Jharakandhal GP in Barkote Block, Deogarh, was declared an Adarsh Gram. The declaration ceremony was graced by the Hon'ble MLA, Deogarh, Hon'ble MP, Sambalpur, Collector, Deogarh, and other district officials.
2
4
195
ST & SC Development Department retweeted
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଙ୍କ ନେତୃତ୍ୱରେ ରାଜ୍ୟ ସରକାର ଗତ ଦୁଇ ବର୍ଷ ମଧ୍ୟରେ ଓଡ଼ିଶାର କୃଷି ଓ କୃଷକଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି। ଚାଷୀଙ୍କୁ ତାଙ୍କ ଉତ୍ପାଦିତ ଶସ୍ୟର ସଠିକ୍ ମୂଲ୍ୟ ପ୍ରଦାନ କରିବା ସହ ଆର୍ଥିକ ପ୍ରୋତ୍ସାହନ ଓ ସହାୟତା ରାଶି ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାକୁ ହସ୍ତାନ୍ତର କରାଯାଉଛି, ଯାହା ଗ୍ରାମୀଣ ଅର୍ଥନୀତିକୁ ଅଧିକ ସୁଦୃଢ଼ କରିଛି। ବ୍ୟାପକ ଜଳସେଚନ ସୁବିଧା, କୃଷି ଭିତ୍ତିଭୂମିର ବିକାଶ ଏବଂ ଗୋ-ପାଳନ ଓ ଦୁଗ୍ଧ ଚାଷୀଙ୍କ ଉନ୍ନତି ପାଇଁ ନିଆଯାଇଥିବା ସକରାତ୍ମକ ପଦକ୍ଷେପ ବଳରେ ଆଜି ଚାଷୀଙ୍କ ମୁହଁରେ ହସ ଫୁଟିଛି। କ୍ଷେତରେ ସବୁଜିମା ଓ ସବୁ ଗାଁରେ ବିକାଶର ସଂକଳ୍ପ ସହ ଲୋକଙ୍କ ସରକାର ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରୁଛନ୍ତି। #2YearsofLokankaSarakar #BikasharaDharaOdishaSara
4
13
41
2,693
ST & SC Development Department retweeted
ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀଙ୍କ ସମର୍ଥ ଓ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଆଜି ବିଶ୍ୱ ଦରବାରରେ ଭାରତର ଗୌରବ ବୃଦ୍ଧି ପାଇଛି। 'ଆତ୍ମନିର୍ଭର ଭାରତ'ର ସଂକଳ୍ପ ସହ ଦେଶ ଆଜି ଅର୍ଥନୀତି, ପ୍ରଯୁକ୍ତିବିଦ୍ୟା ଓ ଭିତ୍ତିଭୂମି କ୍ଷେତ୍ରରେ ଅଭୂତପୂର୍ବ ପ୍ରଗତି ହାସଲ କରୁଛି। ଏହି ବିକାଶ ଯାତ୍ରାରେ ସହଭାଗୀ ହୋଇ ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। #2YearsofLokankaSarakar #BikasharaDharaOdishaSara #12YearsOfSeva
9
15
58
2,381
ST & SC Development Department retweeted
Big decisions. Stronger infrastructure. Faster growth. The State Cabinet has approved a series of key proposals to accelerate development, strengthen critical infrastructure and create new opportunities across Odisha. We remain committed to building a Samruddha Odisha where the benefits of growth reach every citizen. #2YearsofLokankaSarakar #BikasharaDharaOdishaSara
132
14
66
4,757
ST & SC Development Department retweeted
ବନ୍ଦର ଓ ସାମୁଦ୍ରିକ ବାଣିଜ୍ଯରେ ଓଡ଼ିଶାର ରୋଡ୍‌ମ୍ୟାପ୍:
3
11
48
2,776
ST & SC Development Department retweeted
ଉର୍ଜା ଏବଂ ପ୍ରଯୁକ୍ତି କ୍ଷେତ୍ରରେ ଆତ୍ମନିର୍ଭର ଭାରତ: #ବିକାଶରଧାରା_ଓଡ଼ିଶାସାରା
2
8
22
1,977
ST & SC Development Department retweeted
ଦେଶର ସର୍ବାଧିକ ସମୟ ପର୍ଯ୍ୟନ୍ତ ନିରନ୍ତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଜନସେବାର ଏକ ସର୍ବକାଳୀନ କୀର୍ତ୍ତିମାନ ସ୍ଥାପନ କରିଥିବା, କୋଟି କୋଟି ଭାରତବାସୀଙ୍କ ଆସ୍ଥା, ଅସ୍ମିତା ଓ ଅଭ୍ୟୁଦୟର ମହାସାରଥୀ, ଆଧୁନିକ ଭାରତର ଅନନ୍ୟ ଶିଳ୍ପୀ, ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀଙ୍କୁ ଓଡ଼ିଶାର ସାଢ଼େ ଚାରି କୋଟି ଭାଇଭଉଣୀଙ୍କ ପକ୍ଷରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଆପଣଙ୍କର ଏହି କାଳଜୟୀ ସଫଳତା କେବଳ ଶାସନକାଳର ଏକ କାଳଖଣ୍ଡ ମାତ୍ର ନୁହେଁ, ବରଂ ଏହା ଆପଣଙ୍କ ହିମାଳୟ ସଦୃଶ ଅଟଳ ସଂକଳ୍ପ, ତ୍ୟାଗପୂତ ଜୀବନ, ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଏବଂ ରାଷ୍ଟ୍ରନିର୍ମାଣର ଅତୁଳନୀୟ ତପସ୍ୟାର ସ୍ୱୀକୃତି, ଯାହା ପ୍ରତିଟି ଭାରତୀୟଙ୍କ ହୃଦୟକୁ ଜୟ କରିବା ସହ ଆମମାନଙ୍କ ମଧ୍ୟରେ ନୂତନ ଆତ୍ମବିଶ୍ୱାସ ଭରିଦେଇଛି। ଜନସେବାକୁ ଈଶ୍ୱର ସେବା ମନେକରି ଆପଣ ଆରମ୍ଭ କରିଥିବା ଅବିରତ ମହାଯଜ୍ଞ ଆଜି ଭାରତକୁ ବିଶ୍ୱ ଦରବାରରେ ଏକ ସର୍ବଶ୍ରେଷ୍ଠ, ସୁରକ୍ଷିତ ଓ ସ୍ୱାଭିମାନୀ ମହାଶକ୍ତି ଭାବେ ଉଭା କରିଛି। ଆପଣଙ୍କ ସମର୍ପିତ ନେତୃତ୍ୱ ଓ ମାର୍ଗଦର୍ଶନରେ ଦେଶର ସୁରକ୍ଷା, ଗରିବ କଲ୍ୟାଣ ଏବଂ ସମୃଦ୍ଧିର ଯେଉଁ ନୂତନ ପ୍ରବାହ ସୃଷ୍ଟି ହୋଇଛି, ତାହା ପ୍ରଶଂସନୀୟ ଓ ଅଦ୍ଭୁତପୂର୍ବ। ବିକଶିତ ଭାରତ ଗଠନ ପାଇଁ ଆପଣଙ୍କର ଏହି ନିଷ୍ଠାପର ରାଷ୍ଟ୍ରସାଧନା ଆମ ସମସ୍ତଙ୍କ ପାଇଁ ପରମ ପ୍ରେରଣା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଚରଣ କମଳରେ ଆପଣଙ୍କର ଦୀର୍ଘାୟୁ, ସୁସ୍ଥ ଓ ନିରାମୟ ଜୀବନ କାମନା କରୁଛି। ଭାରତବର୍ଷକୁ ପ୍ରଗତିର ଶିଖରକୁ ନେଇଯିବା ପାଇଁ ଆପଣଙ୍କର ଏହି ଯାତ୍ରା ଅବିରତ ଜାରି ରହୁ। ଆପଣଙ୍କ ନେତୃତ୍ୱରେ ଦେଶ ପ୍ରଗତି ଓ ପ୍ରତିଷ୍ଠାର ନୂଆ ଗାଥା ଲେଖୁଥାଉ। #LongestServingElectedPMModi
18
43
175
4,750
ST & SC Development Department retweeted
Two years of a People’s Government. Two years of putting farmers first. Higher returns. Stronger support. Greater dignity. From the field to the future, Odisha’s farmers are driving the journey of a Samruddha Odisha. #2YearsofLokankaSarakar #BikasharaDharaOdishaSara #2YearsofKrushakSamruddhi
18
33
76
4,040
ST & SC Development Department retweeted
The State Cabinet has approved a series of important decisions aimed at strengthening infrastructure, expanding opportunities and accelerating Odisha’s growth journey. With focused planning and decisive action, we remain committed to building a strong, prosperous and developed Odisha. #2YearsofLokankaSarakar #BikasharaDharaOdishaSara
13
29
69
4,488
ST & SC Development Department retweeted
'ଲୋକଙ୍କ ସରକାର'ର ଦୁଇ ବର୍ଷର ସଫଳ କାର୍ଯ୍ୟକାଳ ପୂର୍ଣ୍ଣ ହୋଇଥିବା ବେଳେ, ରାଜ୍ୟର ଅର୍ଥନୀତିର ମେରୁଦଣ୍ଡ ସ୍ଵରୂପ କୃଷକମାନଙ୍କ ସର୍ବାଙ୍ଗୀନ ବିକାଶ ଓ କଲ୍ୟାଣ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତାରେ ରହିଛି। 'ସମୃଦ୍ଧ କୃଷକ ଯୋଜନା' ମାଧ୍ୟମରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, 'ସିଏମ୍ କିସାନ ଯୋଜନା' ଜରିଆରେ କ୍ଷୁଦ୍ର ଓ ଭୂମିହୀନ ଚାଷୀଙ୍କୁ ଆର୍ଥିକ ସୁରକ୍ଷା ଏବଂ 'କାମଧେନୁ ଯୋଜନା' ମାଧ୍ୟମରେ ଦୁଗ୍ଧ ଚାଷୀଙ୍କ ସଶକ୍ତିକରଣ ଭଳି ଯୁଗାନ୍ତକାରୀ ପଦକ୍ଷେପଗୁଡ଼ିକ ରାଜ୍ୟର କୃଷି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ଡବଲ ଇଞ୍ଜିନ ସରକାରଙ୍କ ଏହି ସମନ୍ୱିତ ପ୍ରୟାସ କେବଳ ଚାଷୀମାନଙ୍କୁ ଆର୍ଥିକ ସ୍ୱାବଲମ୍ବନ ଦେଇନାହିଁ, ବରଂ ଓଡ଼ିଶାର କୃଷି ଭିତ୍ତିଭୂମିକୁ ମଜବୁତ କରି ସମୃଦ୍ଧିର ପଥକୁ ପ୍ରଶସ୍ତ କରିଛି। #2YearsofLokankaSarakar #BikasharaDharaOdishaSara
21
16
66
3,915
ST & SC Development Department retweeted
Over the past 4,399 days, India has witnessed transformation across sectors under the leadership of PM Sri Narendra Modi From economic growth and digital transformation to infrastructure expansion, social empowerment and a stronger global presence, this journey has been shaped by a sustained focus on development and citizen welfare. A defining feature of this period has been India's emergence as a leading growth engine of the world economy. Reforms, financial inclusion, digital public infrastructure, manufacturing growth and support for enterprise have helped create new opportunities and strengthen India's position on the global stage. The impact of this journey can be seen across every sphere of national life, from Garib Kalyan, Annadata prosperity and Nari Shakti to youth empowerment, healthcare, infrastructure, defence modernisation, technological innovation, cultural resurgence, middle-class welfare, Rashtra Pratham and the development of the North East through the Ashtalakshmi vision. #LongestServingElectedPMModi
2
23
40
3,523
ST & SC Development Department retweeted
Sri Narendra Modi has become India's longest-serving elected Prime Minister, a milestone that reflects over a decade of leadership, service and nation-building. #longestServingElectedPMModi
11
14
55
2,500
ST & SC Development Department retweeted
ଆମ ଓଡ଼ିଶାର ପ୍ରଗତିର ପ୍ରକୃତ ସାରଥୀ ହେଉଛନ୍ତି ଆମ ଅନ୍ନଦାତା। ଗତ ଦୁଇ ବର୍ଷରେ ଲୋକଙ୍କ ସରକାରରେ ରାଜ୍ୟର କୃଷି ଓ କୃଷକଙ୍କ ବିକାଶ କ୍ଷେତ୍ରରେ ଆସିଛି ଏକ ବିଶାଳ ପରିବର୍ତ୍ତନ। କୃଷିକୁ ଲାଭଦାୟକ କରିବା ସହ ଚାଷୀ ଭାଇ ଓ ଭଉଣୀମାନଙ୍କୁ ଆର୍ଥିକ ସମୃଦ୍ଧି ପ୍ରଦାନ କରିବା ପାଇଁ ଲୋକଙ୍କ ସରକାର ସଦାସର୍ବଦା ସଙ୍କଳ୍ପବଦ୍ଧ। #2YearsofLokankaSarakar #BikasharaDharaOdishaSara #2YearsofKrushakSamruddhi
34
29
74
5,481
Heartfelt tributes on the sacred martyrdom day of Dharti Aba Bhagwan #BirsaMunda. His struggle for #freedom, #justice, #identity and #dignity continues to inspire tribal communities and the nation’s youth as a guiding light till date.
3
7
66
On 05/06/2026, a one-day training programme on Building Assets Management System (BAMS) was successfully conducted at Conference Hall, ITDA Panposh, sundargarh for all HMs of SSD and S&ME schools having SSD-run hostels under Panposh Subdivision.
1
3
138
Certificates and training kits were distributed to 28 students of Madhusudaan ITI, Choudwar upon successful completion of a Special Coaching Programme under PMAJAYA (Up-skilling), #empowering youth through #skilldevelopment and #capacitybuilding.
2
6
179
Under #MMJJM, tribal farmers of ITDA Nilagiri are moving towards self-reliance through summer agriculture, improved harvesting practices, market linkages, & farm mechanisation. The initiative is strengthening #TribalLivelihoods and enhancing sustainable agricultural productivity.
3
6
163