It is the Nodal Department for formulating Plans, Policies and programmes for development of Labourers including child labourers.

Joined May 2016
1,183 Photos and videos
Labour & ESI Dept. Government of Odisha retweeted
ଆଜି ଜୁନ 12 ତାରିଖ ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ। ଏହି ଅବସରରେ ଓଡିଶାକୁ ଏକ ଶିଶୁ ଅଧିକାର ଅନୁକୂଳ ରାଜ୍ୟ ଭାବରେ ଗଠନ କରିବା ସହ ଏକ ଶିଶୁ ଶ୍ରମ ମୁକ୍ତ ରାଜ୍ୟ ଭାବରେ ଗଢି ତୋଳିବା।ଆସନ୍ତୁ ଅମେ ସମସ୍ତେ ମିଶି ଏକ ଶିଶୁ ଶ୍ରମ ମୁକ୍ତ ଓଡିଶା ଗଠନ ପାଇଁ ସଂକଳ୍ପ ନେବା । Today, 12th June is World Day Against Child Labour. Lets join hands to create an enabling environment for children and make Odisha child labour free. #labourodisha #childlabour @CMO_Odisha @GaneshRamBJP @LESIOdisha @LabourMinistry @IPR_Odisha
1
2
12
347
Labour & ESI Dept. Government of Odisha retweeted
Over the past 4,399 days, India has witnessed transformation across sectors under the leadership of PM Sri Narendra Modi From economic growth and digital transformation to infrastructure expansion, social empowerment and a stronger global presence, this journey has been shaped by a sustained focus on development and citizen welfare. A defining feature of this period has been India's emergence as a leading growth engine of the world economy. Reforms, financial inclusion, digital public infrastructure, manufacturing growth and support for enterprise have helped create new opportunities and strengthen India's position on the global stage. The impact of this journey can be seen across every sphere of national life, from Garib Kalyan, Annadata prosperity and Nari Shakti to youth empowerment, healthcare, infrastructure, defence modernisation, technological innovation, cultural resurgence, middle-class welfare, Rashtra Pratham and the development of the North East through the Ashtalakshmi vision. #LongestServingElectedPMModi
1
23
39
3,360
Labour & ESI Dept. Government of Odisha retweeted
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ ଶ୍ରମିକ ମାନଙ୍କ ସୁରକ୍ଷା ସମ୍ବନ୍ଧରେ: #labourodisha #heatwave #precautions @CMO_Odisha @GaneshRamBJP @LESIOdisha @IPR_Odisha
1
3
20
1,033
Labour & ESI Dept. Government of Odisha retweeted
ତା ୦୧.୦୫.୨୦୨୬ ରିଖ ଦିନ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ, କୃଷି ଶିକ୍ଷା ସଦନ, ଓ.ୟୁ.ଏ.ଟି ଠାରେ ' ଆନ୍ତର୍ଜାତିକ ଶ୍ରମିକ ଦିବସ, ୨୦୨୬' ପାଳନ କରାଯାଇଛି । ଏହି ଅବସରରେ ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମହୋଦୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ନିର୍ମାଣ ଶ୍ରମିକ ଓ ଅଣସଙ୍ଗଠିତ ଶ୍ରମିକଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରାଯାଇଥିଲା । ଶ୍ରମିକ ମାନଙ୍କ ମଙ୍ଗଳ ପାଇଁ ବିଭିନ୍ନ କ୍ଷେତ୍ରରେ ଅବଦାନ ଥିବା ଶ୍ରମିକ ନେତା ଙ୍କୁ 'ମୁଖ୍ୟମନ୍ତ୍ରୀ ଶ୍ରମିକ ବନ୍ଧୁ ' ସମ୍ମାନ ପ୍ରଦାନ କରାଯାଇଛି । #InternationalLaborDay #mayday #LabourOdisha @CMO_Odisha @GaneshRamBJP @LESIOdisha @IPR_Odisha
5
2
23
1,398
Labour & ESI Dept. Government of Odisha retweeted
ପଞ୍ଜୀକୃତ ଅଣ ସଂଗଠିତ ଓ ସଂଗଠିତ, କୁଶଳୀ ଓ ଅଣକୁଶଳୀ ଶ୍ରମିକଙ୍କୁ ଉପଯୁକ୍ତ ମଜୁରୀ ପ୍ରଦାନ ସମେତ ଦୈନିକ ୧୦ ଟଙ୍କା ଲେଖାଏଁ ବୃଦ୍ଧି ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମହୋଦୟ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତ ଶ୍ରମିକ ବନ୍ଧୁମାନଙ୍କ ତରଫରୁ ଆନ୍ତରିକ ଧନ୍ୟବାଦ୍ । @MohanMOdisha
7
5
11
1,154
Labour & ESI Dept. Government of Odisha retweeted
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଭୁବନେଶ୍ୱର, ଓୟୁଏଟି କୃଷି ଶିକ୍ଷା ସଦନ ପରିସରରେ ଆୟୋଜିତ 'ଆନ୍ତର୍ଜାତିକ ଶ୍ରମିକ ଦିବସ' ରାଜ୍ୟସ୍ତରୀୟ ସମାରୋହରେ ଯୋଗଦେଇ ଶ୍ରମିକ ସମାଜର ଅକ୍ଳାନ୍ତ ପରିଶ୍ରମ ଓ ତ୍ୟାଗକୁ ଗଭୀର ସମ୍ମାନ ଜଣାଇଛନ୍ତି । ଶ୍ରମିକଙ୍କ ବୃହତ୍ତର ସ୍ୱାର୍ଥକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ :- ✅ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧିନରେ ୫ ଲକ୍ଷରୁ ଅଧିକ ପଞ୍ଜିକରଣ; ୫୪୧ କୋଟି ଟଙ୍କାର ସହାୟତା ବଣ୍ଟନ ✅ ୬,୦୦୦ ଶ୍ରମିକଙ୍କୁ ମିଳିଲା ନୂତନ ପରିଚୟପତ୍ର; ୧୫୦ କୋଟି ଟଙ୍କାର ସହାୟତା ✅ ପରିବର୍ତ୍ତନଶୀଳ ମହଙ୍ଗା ଭତ୍ତା (VDA) ବୃଦ୍ଧି; ନୂତନ ମଜୁରି—୪୭୨ ଠାରୁ ୬୨୨ ଟଙ୍କା ପର୍ଯ୍ୟନ୍ତ ✅ ୫ ଜଣଙ୍କୁ “ମୁଖ୍ୟମନ୍ତ୍ରୀ ଶ୍ରମିକ ବନ୍ଧୁ ସମ୍ମାନ”
4
5
54
3,054
Labour & ESI Dept. Government of Odisha retweeted
ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ୧୩୦ କୋଟି ଟଙ୍କା ବ୍ୟୟ ଅଟକଳରେ ଡିଭିଜନାଲ ଶ୍ରମ ଆୟୁକ୍ତ ଓ ସହକାରୀ ଶ୍ରମ ଅଧିକାରୀ ମାନଙ୍କ ପାଇଁ ୫୦ଟି ନୂତନ ସ୍ଥାୟୀ କାର୍ଯ୍ୟାଳୟ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଶ୍ରମିକମାନଙ୍କୁ ସରକାରୀ ସୁବିଧା ହାତପାହାନ୍ତାରେ ପହଞ୍ଚାଇବାରେ ଏହା ଏକ ମାଇଲଷ୍ଟୋନ୍‌ ହେବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି।
3
4
37
2,541
Labour & ESI Dept. Government of Odisha retweeted
ରାଷ୍ଟ୍ର ନିର୍ମାଣରେ ଅତୁଳନୀୟ ଭୂମିକା ଗ୍ରହଣ କରୁଥିବା ପରିଶ୍ରମୀ ଶ୍ରମିକ ବନ୍ଧୁମାନଙ୍କୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା! ଆପଣଙ୍କର କଠିନ ପରିଶ୍ରମ ଓ ନିଷ୍ଠା ଆମ ଦେଶର ପ୍ରଗତିର ପ୍ରକୃତ ମୂଳଦୁଆ। ଆପଣଙ୍କ ଅକ୍ଳାନ୍ତ ପ୍ରୟାସ ଦ୍ୱାରା ହିଁ ଦେଶ ଆହୁରି ଶକ୍ତିଶାଳୀ, ସ୍ୱାବଲମ୍ବୀ ଏବଂ ସମୃଦ୍ଧିର ପଥରେ ଆଗକୁ ବଢ଼ି ଚାଲିଛି। @MohanMOdisha
1
3
8
888
Labour & ESI Dept. Government of Odisha retweeted
ଆନ୍ତର୍ଜାତିକ ଶ୍ରମିକ ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା :-
9
7
43
2,044
Labour & ESI Dept. Government of Odisha retweeted
ଆନ୍ତର୍ଜାତିକ ଶ୍ରମିକ ଦିବସ, ୨୦୨୬ ଉପଲକ୍ଷେ ଶ୍ରମ ଓ କର୍ମଚାରୀ ରାଜ୍ଯବୀମା ମନ୍ତ୍ରୀଙ୍କ ବାର୍ତ୍ତା :- #InternationalLabourDay #Mayday #LabourOdisha @CMO_Odisha @GaneshRamBJP @LESIOdisha @IPR_Odisha
8
3
24
1,541
Labour & ESI Dept. Government of Odisha retweeted
ଆନ୍ତର୍ଜାତିକ ଶ୍ରମିକ ଦିବସ ଅବସରରେ ତା ୧ ମଇ ୨୦୨୬ରିଖ, ସନ୍ଧ୍ୟା ୦୫.୩୦ ଘଟିକା ରେ କୃଷି ଶିକ୍ଷା ସଦନ, ଓ.ୟୁ.ଏ.ଟି.,ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହ #InternationalLabourDay #Mayday #LabourOdisha @CMO_Odisha @GaneshRamBJP @LESIOdisha @LabourMinistry @IPR_Odisha
10
2
24
1,246
ଓଡ଼ିଆ ପକ୍ଷ ଏବଂ ଓଡ଼ିଆ ନବବର୍ଷ-୨୦୨୬ ପାଳନ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏକ ସୁନ୍ଦର ସଙ୍ଗୀତ "ଆମ ଓଡ଼ିଶା ସୁନ୍ଦର"। @CMO_Odisha @suryabanshibjp @IPR_Odisha youtube.com/watch?v=974Aeyvz…
3
24
43
12,653
Labour & ESI Dept. Government of Odisha retweeted
ଅଦ୍ୟ ତା ୦୪.୦୪.୨୦୨୬ ରିଖ ରେ ଶ୍ରମ ଆୟୁକ୍ତ,ଓଡିଶା ଙ୍କ କାର୍ଯ୍ୟାଳୟ ତରଫରୁ ଓଡିଆ ପକ୍ଷ ପାଳନ ଅବସରରେ “ଓଡିଶା ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଆଇନ୍, ୧୯୫୬” ଅନୁଯାୟୀ, ସମସ୍ତ ଦୋକାନ ବଜାର ଓ ବାଣିଜ୍ୟ ପ୍ରତିଷ୍ଠାନ ମାନଙ୍କର ନାମ ଫଳକ ଓଡିଆ ଭାଷାରେ ଲେଖିବା ପାଇଁ 'ଓଡ଼ିଆ ରେ ନାମଫଳକ ଲେଖା ଅଭିଯାନ' ତଥା ସଚେତନତା ପଦଯାତ୍ରା ଭୁବନେଶ୍ବର ସ୍ଥିତ ମାଷ୍ଟର କ୍ୟାଣ୍ଟିନ୍ ଠାରୁ ଶୁଭାରମ୍ଭ କରାଯାଇ ଥିଲା। ଏଥିସହିତ ଏକ ସଚେତନତା ରଥ କୁ ଶ୍ରମ ଆୟୁକ୍ତ,ଓଡିଶା ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଅତିରିକ୍ତ ଶ୍ରମ ଆୟୁକ୍ତ, ଓଡିଶା, ଶ୍ରମ ଆୟୁକ୍ତ ଙ୍କ କାର୍ଯ୍ୟାଳୟ ର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ତଥା ଭୁବନେଶ୍ଵର ରେଞ୍ଜ ଯୁଗ୍ମ ଶ୍ରମ ଆୟୁକ୍ତ ଙ୍କ କାର୍ଯ୍ୟାଳୟ ର ଅଧିକାରୀ ଓ କର୍ମଚାରୀ ମାନେ ଉକ୍ତ ସଚେତନତା ପଦଯାତ୍ରାରେ ସକ୍ରିୟ ଅଂଶ ଗ୍ରହଣ କରି ଥିଲେ I ଏହି ପଦଯାତ୍ରା ଅବସରରେ ରେ ଶ୍ରମ ଆୟୁକ୍ତ ଓଡ଼ିଆ ଭାଷା ର ମହତ୍ତ୍ଵ ତଥା ସାମ୍ପ୍ରତିକ ସାମାଜିକ ଅଗ୍ରଗତି ରେ ଏହାର ବ୍ୟବହାର ର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ l #LabourOdisha #odiapakhya @CMO_Odisha @GaneshRamBJP @LabourMinistry @LESIOdisha @IPR_Odisha @Culturedeptt
3
2
15
986
Labour & ESI Dept. Government of Odisha retweeted
1
7
742
Labour & ESI Dept. Government of Odisha retweeted
ଓଡ଼ିଆ ପକ୍ଷ ଅବସରରେ ଆସନ୍ତୁ ଆମ ଭାଷା ଓ ଅସ୍ମିତାର ସମ୍ମାନ ପାଇଁ ସଂକଳ୍ପବଦ୍ଧ ହେବା। ରାଜ୍ୟର ପ୍ରତିଟି ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ତଥା ଦୋକାନ ଆଦିର ନାମଫଳକ ଓଡ଼ିଆରେ ଲେଖି ଏହି ଅଭିଯାନକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା।
28
56
289
10,580
Labour & ESI Dept. Government of Odisha retweeted
ବ୍ୟାପକ ହେବ ‘ଓଡ଼ିଆ ଭାଷା’ ସମୃଦ୍ଧ ହେବ ‘ଓଡ଼ିଆ ଅସ୍ମିତା’ ‘ଓଡ଼ିଆ’ ଏକ ପ୍ରାଚୀନ, ସମୃଦ୍ଧ ଓ ଶାସ୍ତ୍ରୀୟ ଭାଷା। ତେଣୁ, ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ଏହାର ବ୍ୟାପକ ବ୍ୟବହାର ପାଇଁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ଏକ ବିଶେଷ ସଚେତନତା ପଦକ୍ଷେପ - ‘ଓଡ଼ିଆରେ ନାମ ଫଳକ ଲେଖା ଅଭିଯାନ'। ଏହା ଅଧୀନରେ ରାଜ୍ୟର ସମସ୍ତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନର ନାମ ଫଳକ ଓଡ଼ିଆ ଭାଷାରେ ନିର୍ଭୁଲ ଏବଂ ସ୍ପଷ୍ଟ ଭାବେ ଲେଖିବାକୁ ଆହ୍ୱାନ ଦିଆଯାଉଛି। ପରିବାରବର୍ଗ ହୁଅନ୍ତୁ ବା ଗ୍ରାହକ, ଭାଷା ହିଁ ଆମ ସମ୍ପର୍କର ସବୁଠୁ ବଳିଷ୍ଠ ମାଧ୍ୟମ। ଆସନ୍ତୁ, ନିଜ ନିଜ ଦୋକାନ ଏବଂ ବାଣିଜ୍ୟ ପ୍ରତିଷ୍ଠାନର ନାମ ଫଳକକୁ ଓଡ଼ିଆ ଭାଷାରେ ନିଶ୍ଚିତ ଲେଖିବା, ଗ୍ରାହକମାନଙ୍କ ନିକଟରେ ଆମ ବ୍ୟବସାୟକୁ ଆହୁରି ବିଶ୍ୱସନୀୟ କରିବା। ଆମ ଭାଷା, ଆମ ବ୍ୟବସାୟର ଏକ ପରିଚୟ! #LabourOdisha #odiapakhya #odiaasmita #odiarenamafalakalekhaabhijan @CMO_Odisha @GaneshRamBJP @LabourMinistry @LESIOdisha @IPR_Odisha @Culturedeptt
3
8
706
Labour & ESI Dept. Government of Odisha retweeted
The three month long training program for 85 numbers of newly recruited Assistant Labour Officers was inaugurated on 9th March,2026. Shri Ganesh Ram Singh khuntia, Hon’ble Minister, Labour & ESI graced the occasion. Smt. Chithra Arumugam, Additional Chief Secretary to Govt., L&ESI Department ,Sri Indramani Tripathy, Labour Commissioner, Odisha DG, GAA, and other senior Officers of the Department as well as the Labour Directorate were present in the occasion. The training aims to equip the newly recruited ALOs with the knowledge and skills needed to enforce various labour laws, handle grievances, and promote fair labour practices. #LabourOdisha #Training #LabourLaws
3
15
1,408
ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ମିଳିତ ସହାୟତାରେ ଥାଇଲାଣ୍ଡରେ ଫସି ରହିଥିବା ୬ଜଣ ଓଡ଼ିଆ ଯୁବକଙ୍କୁ ସେମାନଙ୍କ ଅନୁରୋଧ କ୍ରମେ ଓଡ଼ିଶାକୁ ଫେରାଇ ଅଣାଯାଇଛି l #culture #ଓଡ଼ିଆ #odia#Odisha#OdishaGovernment#Homecoming#SafeReturn
3
28
1,819
ସମ୍ବଲପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ଅଧିକାରୀ ମାନେ ବିଭିନ୍ନ ଦୋକାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ପରିଦର୍ଶନ କରିଥିଲେ ଏବଂ ପ୍ରାୟ ୧୦ ଟି ପ୍ରତିଷ୍ଠାନକୁ ଓଡ଼ିଆ ରେ ନାମଫଳକ ପ୍ରଦର୍ଶନ ନ କରିବା ଯୋଗୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । OS&CE ଅଧିନିୟମ, ୧୯୫୬ ଅନୁଯାୟୀ ଓଡ଼ିଆ ନାମଫଳକ ବାଧ୍ୟତାମୂଳକ ଭାବରେ ପ୍ରଦର୍ଶନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। #ShopAndEstablishmentAct #OSCEAct1956 #OdiaLanguage #OdiaNameBoard #ShopRegistration #CommercialEstablishments
13
1,228
On 17.02.2026, an awareness program was organized by the District Legal Services Authority (DLSA), Boudh, on various issues related to migrant workers at the Community Center, Chandrapur Village, under Telibandh G.P., Boudh Block, District Boudh. The Secretary, DLSA, chaired the meeting. Around 35 labourers were sensitized about the provisions of the Interstate Migrant Workmen Act, 1979. Further awareness was created regarding the various welfare activities provided under the Board. Leaflets were distributed among the villagers and labourers. #LabourOdisha #LabourWelfare #WorkersRights #SocialSecurity #EmpoweringWorkers #WorkerRegistration
2
811