Shree Anna Abhiyan of Government of Odisha aims to make Odisha a millet hub of the country.

Joined October 2019
2,403 Photos and videos
Shree Anna Abhiyan retweeted
ମଣ୍ଡି ମାଧ୍ୟମରେ ମାଣ୍ଡିଆ କିଣୁଛନ୍ତି ସରକାର । ଚାଷୀ ଭାଇ ଭଉଣୀମାନଙ୍କ ସୁବିଧା ପାଇଁ ଯେଉଁ ସବୁ ଜିଲ୍ଲାଗୁଡ଼ିକରେ ମାଣ୍ଡିଆ ବା ଶ୍ରୀଅନ୍ନ ଚାଷ କରାଯାଉଛି ସେଠାକାର ବିଭିନ୍ନ ସ୍ଥାନରେ ମଣ୍ଡିମାନ ଖୋଲା ଯାଇଛି। ସେହି ଅନୁସାରେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ ଦେଇ ଚIଷୀଙ୍କ ଠାରୁ ସେମାନଙ୍କ ଉତ୍ପାଦ ସରକାର FAQ ମାନରେ କ୍ରୟ କରୁଛନ୍ତି।
1
1
23
918
Shree Anna Abhiyan retweeted
ମଣ୍ଡି ମାଧ୍ୟମରେ ମାଣ୍ଡିଆ କିଣୁଛନ୍ତି ସରକାର । ଚାଷୀ ଭାଇ ଭଉଣୀମାନଙ୍କ ସୁବିଧା ପାଇଁ ଯେଉଁ ସବୁ ଜିଲ୍ଲାଗୁଡ଼ିକରେ ମାଣ୍ଡିଆ ବା ଶ୍ରୀଅନ୍ନ ଚାଷ କରାଯାଉଛି ସେଠାକାର ବିଭିନ୍ନ ସ୍ଥାନରେ ମଣ୍ଡିମାନ ଖୋଲା ଯାଇଛି। ସେହି ଅନୁସାରେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ ଦେଇ ଚIଷୀଙ୍କ ଠାରୁ ସେମାନଙ୍କ ଉତ୍ପାଦ ସରକାର FAQ ମାନରେ କ୍ରୟ କରୁଛନ୍ତି। ଉଦାହରଣ ସ୍ୱରୂପ ଗୋଟିଏ ଦିନରେ କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକ୍, ଦସମନ୍ତପୁର ଗ୍ରାମପଞ୍ଚାୟତ ଅଧିନରେ ଥିବା ମହନ୍ତପୁର ଗ୍ରାମରୁ ପାଖାପଖି ଦୁଇ ହଜାର କ୍ୱିଣ୍ଟାଲ ମାଣ୍ଡିଆ କିଣାଯାଇଛି।
1
22
1,129
Shree Anna Abhiyan retweeted
ମାଣ୍ଡିଆ ଚାଷୀ ଧ୍ୟାନ ଦିଅନ୍ତୁ...
1
2
21
1,275
Shree Anna Abhiyan retweeted
ଶିଶୁମାନଙ୍କ ପୁଷ୍ଟିସାଧନ କ୍ଷେତ୍ରରେ ଏକ ଅଭିନବ ପଦକ୍ଷେପ ସ୍ୱରୂପ, ଅନୁଗୋଳ ଜିଲ୍ଲା ସ୍ତରୀୟ ପାଇଲଟ୍ 'ରାଗି ଲଡୁ' ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଛେଣ୍ଡିପଦାଠାରେ ମାନ୍ୟବର ସ୍ଥାନୀୟ ବିଧାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ I ଏହି ପାଇଲଟ୍ ପ୍ରକଳ୍ପ ମାଧ୍ୟମରେ ଅଙ୍ଗନବାଡ଼ି ଶିଶୁମାନଙ୍କୁ ସ୍ୱାସ୍ଥ୍ୟକର ମାଣ୍ଡିଆ ଲଡୁ ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାର ୪୬୫ଟି ଅଙ୍ଗନବାଡ଼ି କେନ୍ଦ୍ରରେ ପ୍ରାୟ ୧୦,୫୭୩ ଜଣ ଶିଶୁ ଏହି ସୁବିଧା ପାଇ ପାରିବେ I ଉଦଘାଟନି ଉତ୍ସବରେ ବିଭିନ୍ନ ସରକାରୀ ଅଧିକାରୀ ଏବଂ ଜନ ପ୍ରତିନିଧୀଙ୍କ ସମେତ ଡିଏମଏଫ୍ ଅଧିକାରୀମାନେ ଉପସ୍ଥିତ ଥିଲେ।
1
1
18
803
Shree Anna Abhiyan retweeted
Joint Director of Agriculture, Shree Anna, along with the team, visited various Ragi Mandis in Koraput district during KMS 2025 to review procurement activities. The inspection covered mandi operations, farmer arrivals, adherence to quality standards, availability of gunny bags and tarpaulins, timely MSP payments by TDCCOL and display of hoardings. The team also briefed the Collector, Koraput and requested deployment of block nodal officials for effective mandi management.
1
36
1,357
During the District Level Farm Mechanization Mela held at Kalipadia, Keonjhar, a dedicated millet demonstration stall was showcased, highlighting the various activities undertaken under the Shree Anna Abhiyan. The mela also featured a millet tasting session and a millet food festival, which drew significant participation from farmers.
2
16
746
Shree Anna Abhiyan retweeted
District Level Procurement Committee (DLPC) meeting on the operationalization of Minimum Support Price (MSP) for Ragi under the Price Support System during KMS 2025–26 was held at the DFO Conference Hall, Balangir. The meeting was chaired by the Collector & DM, Balangir and graced by the Hon’ble Deputy Chief Minister, Department of Agriculture & Farmers’ Empowerment. President, Zilla Parishad along with senior officials from concerned departments also participated.
1
15
696
Shree Anna Abhiyan retweeted
A delegation from the Maharashtra Chief Minister’s office visited Odisha to study the Shree Anna Abhiyan, examining aspects ranging from millet cultivation and cuisine to the state’s policies for reviving this forgotten grain. Impressed by Odisha’s holistic model, the team attended a meeting at Krushi Bhavan chaired by the Additional Chief Secretary. Detailed discussions focused on millet inclusion in ICDS, hostels, MDM, and PDS. The delegation also explored Odisha’s rich millet diversity through interactive exhibits and food stalls.
1
4
59
2,327
Shree Anna Abhiyan retweeted
During a review meeting on the distribution and procurement of ragi, Additional Chief Secretary @arvindpadhee emphasized on smooth operations during KMS 2025–26 to ensure timely support to farmers. It was noted that so far, 1.52 lakh farmers have registered for procurement through the MPAS portal.
4
22
938
Shree Anna Abhiyan retweeted
A crop cutting experiment in the Millet Garden, along with a millet tasting event under the Shree Anna Abhiyan was organized during the Parent–Teacher Meeting at Bhagyalaxmi High School, Jhumpura Block, Keonjhar. The program was conducted in the presence of students, parents, teachers, the headmaster and officials from the Agriculture Department.
1
2
25
668
Shree Anna Abhiyan retweeted
ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ଖରାମାଲ୍ ଗାଁରେ “ପରମ୍ପରା” ନାମରେ ଦେଶୀ ବିହନ ଓ ଖାଦ୍ୟ ପର୍ବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସଫଳ ଚାଷୀ ଓ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଆଖପାଖ ୧୨ଟି ଗାଁର ୧୫ଶହ ଲୋକଙ୍କ ସମାଗମ ହୋଇଥିଲା। ବିଭିନ୍ନ ଷ୍ଟଲ୍ ସାଙ୍ଗକୁ ଗନ୍ଧମାର୍ଦ୍ଦନରେ ମିଳୁଥିବା ଶାଗ, କନ୍ଦା, ଚେରମୂଳ ଏବଂ ଶସ୍ୟଗୁଡ଼ିକରୁ ପ୍ରସ୍ତୁତ ଖାଦ୍ୟ ଏଥିରେ ପ୍ରଦର୍ଶିତ ହୋଇଥିଲା।
4
28
826
Shree Anna Abhiyan retweeted
As world prepares to celebrate Int'l year of woman farmer 2026, #Odisha’s women farmers offer a powerful model of what inclusive, resilient & sustainable agriculture can look like | ✍️ state Agri secy @arvindpadhee @NewIndianXpress @santwana99 @Siba_TNIE newindianexpress.com/states/…
13
32
2,224
କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ତେଲକୋଇ ବ୍ଲକ୍ ଠାରେ ଜିଲ୍ଲାର ପ୍ରଥମ ମାଣ୍ଡିଆ ମଣ୍ଡି ଉଦଘାଟନ ହୋଇଯାଇଛି। ମାନ୍ୟଗଣ୍ୟ ଜନପ୍ରତିନିଧି ଏବଂ ବିଭାଗୀୟ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଜଳବାୟୁ ପରିବର୍ତ୍ତନକୁ ଆଖି ଆଗରେ ରଖି ଏବଂ ସ୍ଥାନୀୟ ମୃତ୍ତିକାକୁ ଗୁରୁତ୍ଵ ଦେଇ ଚାଷୀମାନେ ଚାଷ ଚୟନ କରିବା ପାଇଁ ସେମାନେ ଏହି ଅବସରରେ ଗୁରୁତ୍ୱାରୋପ କରିଥିଲେ।
1
31
1,061
Shree Anna Abhiyan retweeted
ଶ୍ରୀ ଅନ୍ନ ଅଭିଯାନ ମାଧ୍ୟମରେ ମଣ୍ଡିରୁ ମାଣ୍ଡିଆ କିଣୁଛନ୍ତି ସରକାର। 2026 ଜାନୁଆରୀ ପହିଲା ଠାରୁ ଆରମ୍ଭ ହୋଇ ମାର୍ଚ୍ଚ 31 ପର୍ଯ୍ୟନ୍ତ ଚାଷୀଙ୍କ ଠାରୁ ଖରିଫ ମାଣ୍ଡିଆ ସଂଗ୍ରହ କରାଯିବ
1
9
107
3,219
Shree Anna Abhiyan retweeted
କେନ୍ଦୁଝର ଜିଲ୍ଲା, ସଦର କାରାଗାରରେ ଅନ୍ତେବାସୀମାନଙ୍କ ଅଂଶଗ୍ରହଣ ମାଧ୍ୟମରେ ମିଲେଟ୍‌ ଉଦ୍ୟାନ ସ୍ଥାପନ କରାଯାଇଛି। ମାଣ୍ଡିଆ ଚାଷ ପାଇଁ ଉଦ୍ଦିଷ୍ଟ ବୈଜ୍ଞାନିକ ପଦ୍ଧତି ଏବଂ ସୁପାରିଶ କରାଯାଇଥିବା କୌଶଳଗୁଡ଼ିକ ଉପରେ ପ୍ରଶିକ୍ଷଣ ଦିଆଯାଇଛି। ହାଣ୍ଡି ଖତ ପ୍ରସ୍ତୁତି ଏବଂ ତା’ର ବ୍ୟବହାର ନେଇ ମଧ୍ୟ ସେମାନଙ୍କୁ ଅବଗତ କରାଯାଇଥିଲା। କେନ୍ଦୁଝର ଜେଲରେ ମାଣ୍ଡିଆ, କୋଦ, ବିଲ ସୁଆଁ ଏବଂ କାଙ୍ଗୁ ଚାଷ କରାଯାଉଛି।
4
43
1,712
Shree Anna Abhiyan retweeted
ମଣ୍ଡି ମାଧ୍ୟମରେ ଚାଷୀଙ୍କ ଠାରୁ ମାଣ୍ଡିଆ କିଣୁଛନ୍ତି ସରକାର। ସମସ୍ତ 30ଟି ଜିଲ୍ଲାରେ ଚାଷୀମାନେ MPAS ପୋର୍ଟାଲ୍ (mpas.tdccodisha.org) ମାଧ୍ୟମରେ ନିଜର ନାମ ପଞ୍ଜୀକରଣ କରାଇବା ନିହାତି ଆବଶ୍ୟକ। ମାଣ୍ଡିଆର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପ୍ରତି 4,886 ଟଙ୍କା ରଖାଯାଇଛି।
2
17
102
4,635
Shree Anna Abhiyan retweeted
International Symposium on Shree Anna & Woman Farmer-2025 #ISSWF2025 #mandiadibasa2025
2
16
843
Shree Anna Abhiyan retweeted
International Symposium on Shree Anna & Woman Farmer-2025 #ISSWF2025 #mandiadibasa2025
3
13
654
Shree Anna Abhiyan retweeted
International Symposium on Shree Anna & Woman Farmer-2025 #ISSWF2025 #mandiadibasa2025
2
21
684
Shree Anna Abhiyan retweeted
International Symposium on Shree Anna & Woman Farmer-2025 #ISSWF2025 #mandiadibasa2025
1
10
516