Optimist natus est | MPA, PhD, IAS | Additional Chief Secretary, @rdmodisha & Chief Administrator @SJTA_Puri | Shree Jagannatha culture | PERSONAL & POSITIVE

Joined January 2012
5,581 Photos and videos
Pinned Tweet
Time with the loved ones is the greatest gift and worth every second.
159
65
1,978
Arabinda K Padhee retweeted
ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା Happy Raja 🙏 #RajaFestival #RajaParba #ରଜ
8
23
329
2,965
ସଦାବିହାରୀ ଫୁଲ Vinca rosea 😊 #MyGardenMyLife
1
3
92
1,113
ଜୟ ଶ୍ରୀଜଗନ୍ନାଥ। 🙏🙏
ନୀଳାଦ୍ରୌ ଶଙ୍ଖମଧ୍ୟେ ଶତଦଳକମଳେ ରତ୍ନସିଂହାସନସ୍ଥଂ ସର୍ବାଳଙ୍କାରଯୁକ୍ତଂ ନବଘନରୁଚିରଂ ସଂଯୁତଂ ଚାଗ୍ରଜେନ । ଭଦ୍ରାୟା ବାମଭାଗେ ରଥଚରଣଯୁତଂ ବ୍ରଦ୍ମରୁଦ୍ରେନ୍ଦ୍ରବନ୍ଦ୍ୟମ୍ ବେଦାନାଂ ସାରମୀଶଂ ସ୍ବଜନପରିବୃତଂ ବ୍ରଦ୍ମଦାରୁଂ ଭଜେଽହମ୍‌ ।। Today's Patitapabana Darshan at Shree Jagannatha Temple. #Puri #JaiJagannatha
4
8
103
902
Arabinda K Padhee retweeted
Visited the sacred Shree Jagannath Temple in Puri and had the divine darshan of Lord Jagannath, Lord Balabhadra, and Devi Subhadra. Prayed for Odisha’s peace, progress, and prosperity, and for the well-being and happiness of the people .
2
7
91
1,975
It was a pleasure meeting Dr. Ashok K. Panda, CMD, @SAILsteel. We discussed matters of mutual interest, including land-related issues concerning the Raurkela Steel Plant.
3
7
132
1,929
Arabinda K Padhee retweeted
The artisans are working tirelessly for the Ratha construction at Jagannatha Dham, Puri. With a tight timeline, they build three new Rathas from scratch every year - entirely by hand. No architectural drawings, no formal documentation. Just centuries-old knowledge passed down from one generation to the next. A remarkable living tradition. 🙏
5
127
839
16,045
ଆଗାମୀ ଘୋଷଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟରେ ବିଭିନ୍ନ ସେବାୟତଙ୍କ ଅବଦାନ ଅନନ୍ୟ। ଆଜି ଚିତ୍ରକର ସେବକମାନଙ୍କ ନିଷ୍ଠା, ଭକ୍ତିଭାବ ଓ ସୂକ୍ଷ୍ମ କାରିଗରୀକୁ ନିକଟରୁ ଅନୁଭବ କରିବାର ସୁଯୋଗ ମିଳିଲା। ଜୟ ଜଗନ୍ନାଥ। 🙏🙏
3
3
77
961
ଲୋକଙ୍କ ସରକାରର ୨ ବର୍ଷ ପୂର୍ତ୍ତି ଅବସରରେ ମାନ୍ୟବର ମନ୍ତ୍ରୀ ଶ୍ରୀ @sureshkpujari ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଦୁଇ ବର୍ଷର ସଫଳତା ପୁସ୍ତିକା ଏବଂ ଭିଡ଼ିଓର ଉନ୍ମୋଚନ କରିଛନ୍ତି । #2YearsofLokankaSarakar #BikasharaDharaOdishaSara
4
2
41
1,571
ଇଂରାଜୀ ବନାନ ସଂଶୋଧନ କରାଯାଇଥିବା ସ୍ଥାନଗୁଡିକର ତାଲିକା ନିମ୍ନରେ ସଂଲଗ୍ନ କରାଯାଇଛି-
3
24
84
2,926
ଲୋକଙ୍କ ସରକାରର ୨ ବର୍ଷରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଭିନବ ପଦକ୍ଷେପ, ଲୋକାଭିମୁଖୀ ସେବା ଓ ଇ-ପ୍ରଶାସନ ମାଧ୍ୟମରେ ରାଜସ୍ୱ ପରିଚାଳନାରେ ଆଣିଛି ବ୍ୟାପକ ସଂସ୍କାର। ବିପର୍ଯ୍ୟୟ ପରିଚାଳନାରେ ‘ଜିରୋ କାଜୁଆଲିଟି’ ଭଳି ସଫଳତା ଲୋକଙ୍କ ଧନଜୀବନ ପ୍ରତି ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।
7
5
42
2,007
Arabinda K Padhee retweeted
ଓଁ ନମୋଃ ଭଗବତେ ବାସୁଦେବାୟ ।। Today's Patitapabana Darshan at Shree Jagannatha Temple, #Puri
175
288
1,679
9,846
Heartiest congratulations on bringing laurels to Odisha and India on the global stage. Your remarkable achievement is a matter of immense pride and joy for all of us. Jai Jagannatha 🙏
Honoured to receive the Russian Grand Sand Master Cup 2026 at the II International Festival of Sand Sculpture in Kaliningrad, Russia, for my work highlighting the global issue of climate change and global warming. Proud to be the first Indian sand artist to receive this prestigious recognition. Sincerely grateful to the organisers, jury members, and everyone who has supported and encouraged my artistic journey.
5
16
150
2,733
ଜୟ ଶ୍ରୀଜଗନ୍ନାଥ ମହାପ୍ରଭୁ। 🙏🙏
ନୀଳାଦ୍ରୌ ଶଙ୍ଖମଧ୍ୟେ ଶତଦଳକମଳେ ରତ୍ନସିଂହାସନସ୍ଥଂ ସର୍ବାଳଙ୍କାରଯୁକ୍ତଂ ନବଘନରୁଚିରଂ ସଂଯୁତଂ ଚାଗ୍ରଜେନ । ଭଦ୍ରାୟା ବାମଭାଗେ ରଥଚରଣଯୁତଂ ବ୍ରଦ୍ମରୁଦ୍ରେନ୍ଦ୍ରବନ୍ଦ୍ୟମ୍ ବେଦାନାଂ ସାରମୀଶଂ ସ୍ବଜନପରିବୃତଂ ବ୍ରଦ୍ମଦାରୁଂ ଭଜେଽହମ୍‌ ।। Today's Patitapabana Darshan at Shree Jagannatha Temple. #Puri #Jagannatha
11
8
125
1,275
Arabinda K Padhee retweeted
ଏକାଦଶୀରେ ମହାଦୀପ ଆଳତି ଅନୁଷ୍ଠିତ ହୋଇଥାଏ । ଏଥିପାଇଁ ତିନୋଟି ରୌପ୍ୟ କଳସୀରେ ଘିଅ ଏବଂ କଦଳୀ ବାସୁଙ୍ଗାରେ ନୂଆ କନା ଗୁଡାଇ ବଳିତା କରାଯାଇ ମହାଦୀପ ପ୍ରସ୍ତୁତ ହୁଏ । ମହାପ୍ରଭୁଙ୍କ ନିକଟରେ ମହାଦୀପ ସଂସ୍କାର କରି ଆଳତି ପରେ ଶ୍ରୀମନ୍ଦିର ଉପରକୁ ମହାଦୀପ ଉଠିଥାଏ । #Puri #JaiJagannatha
42
115
1,095
5,985
Arabinda K Padhee retweeted
ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ନିମନ୍ତେ ଆଗେଇଚାଲିଛି ତିନିରଥର ନିର୍ମାଣ କାର୍ଯ୍ୟ ।
29
125
1,431
11,125
Arabinda K Padhee retweeted
ଓଁ ନମୋଃ ଭଗବତେ ବାସୁଦେବାୟ ।। Today's Patitapabana Darshan at Shree Jagannatha Temple, #Puri
186
298
1,820
7,494
ସେବାୟତ ବାସଗୃହ ଯୋଜନା ପାଇଁ ପରିଚାଳନା କମିଟିର ସଦସ୍ୟ, ମାଜିଷ୍ଟ୍ରେଟ୍, ରାଜସ୍ୱ ବିଭାଗ ଓ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀମାନଙ୍କ ସହ ଆମେ ହରଚଣ୍ଡୀସାହିସ୍ଥିତ ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରିଥିଲୁ। ମହାପ୍ରଭୁଙ୍କ ଜମି ହେଉଛି ଦିବ୍ଯ ସମ୍ପତ୍ତି। ଏହା ଉପରେ କୌଣସି ପ୍ରକାର ବେଆଇନ ଦଖଲ କିମ୍ବା ହସ୍ତକ୍ଷେପକୁ ପ୍ରଶାସନ କଦାପି ବରଦାସ୍ତ କରିବ ନାହିଁ। ଏପରି କାର୍ଯ୍ୟରେ ସମ୍ପୃକ୍ତ ଥିବା ବ୍ୟକ୍ତି ବା ମାଫିଆମାନଙ୍କ ବିରୁଦ୍ଧରେ ଆଇନାନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
1
5
101
3,410
Arabinda K Padhee retweeted
A day after West Bengal government agreed to drop ‘dham’ from the Jagannath temple at Digha, the Shree Jagannath Temple Administration informed on Wednesday that it has secured wordmarks for two words associated with Shree Jagannath temple at Puri and a logomark for its logo from the Indian Trade Marks Registry. In order to protect the unique spiritual, cultural and institutional identity of the 12th century shrine - the Mula Pitha of the Holy Trinity - the SJTA had applied for wordmarks and logomarks for 29 words and logos which are integral to the shrine before the Registry. And of them, wordmarks have been granted for ‘Ananda Bajara’ and ‘Patitapabana’. Further, the official SJTA Nilachakara logo has also received approval for logomark. These three are now registered in trademarks registry of Intellectual Property India.
1
11
76
2,540
Reviewed and supervised the ongoing developmental works at Shree Gundicha Temple. We are making every effort to ensure their timely completion ahead of the forthcoming Ratha Jatra. Jai Jagannatha. 🙏
1
6
153
3,031