Joined February 2024
986 Photos and videos
ସେବା, ସୁଶାସନ ଓ ସମର୍ପଣର ୨ବର୍ଷ । ମୁଖ୍ୟମନ୍ତ୍ରୀ @MohanMOdisha ଙ୍କ ଦୂରଦର୍ଶୀ ନେତୃତ୍ୱରେ ଓଡ଼ିଶାରେ ‘ଲୋକଙ୍କ ସରକାର’ ସଫଳତାର ସହ ଦୁଇ ବର୍ଷ ପୂରଣ କରିଛି । ପ୍ରଧାନମନ୍ତ୍ରୀ @narendramodiଜୀଙ୍କ ମାର୍ଗଦର୍ଶନରେ ଓଡ଼ିଶା ଆଜି ବିକଶିତ ଭାରତ ଗଠନରେ ଏକ ଅଗ୍ରଣୀ ରାଜ୍ୟ ଭାବେ ଆଗେଇ ଚାଲିଛି । #2YearsofLokankaSarakar
5
Padmalochan Panda retweeted
ମୋର ପ୍ରିୟ ଓଡ଼ିଶାବାସୀ, ୧୨ ଜୁନ୍ ୨୦୨୪, ଆଜିକୁ ଠିକ୍ ଦୁଇ ବର୍ଷ ପୂର୍ବେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣା ଏବଂ ଆପଣମାନଙ୍କ ଆଶୀର୍ବାଦ ଓ ଅତୁଟ ଭରସାକୁ ପାଥେୟ କରି ରାଜ୍ୟରେ ଏକ ନୂତନ ସୁଶାସନ ଯୁଗର ଶୁଭାରମ୍ଭ ହୋଇଥିଲା। ଏହି ମାଟିର ପୁଅ ଭାବେ, ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀଙ୍କ ମାର୍ଗଦର୍ଶନରେ ଆପଣମାନଙ୍କ ସେବା କରିବାର ପବିତ୍ର ଦାୟିତ୍ୱ ମୋତେ ମିଳିଥିଲା। ଜଣେ ସ୍ୱୟଂସେବକର ସମର୍ପିତ ମନ ନେଇ, ଶିକ୍ଷକତାରୁ ସରପଞ୍ଚ ଏବଂ ପରବର୍ତ୍ତୀ ସମୟରେ ବିଧାୟକ ଭାବେ ଲୋକଙ୍କ ସୁଖଦୁଃଖର ସାଥୀ ହେବାର ଯେଉଁ ଯାତ୍ରା ମୁଁ ଆରମ୍ଭ କରିଥିଲି, ଆଜି ରାଜ୍ୟର ସର୍ବୋଚ୍ଚ ଦାୟିତ୍ୱରେ ରହି ମଧ୍ୟ ସେହି ସେବାଭାବକୁ ଅବିଚଳ ରଖିଛି। ଆପଣମାନଙ୍କ ନିଷ୍କପଟ ଭଲପାଇବା ଓ ଆଶୀର୍ବାଦ ହିଁ ମୋର ପ୍ରକୃତ ଶକ୍ତି। ମୁଁ ଆପଣମାନଙ୍କ ଭିତରୁ ଜଣେ; ଆପଣଙ୍କ ଭାଇ, ଆପଣଙ୍କ ପୁଅ, ଆପଣଙ୍କ ମୋହନ। ମୋ ପାଇଁ ଏହି ମୁଖ୍ୟମନ୍ତ୍ରୀ ପଦବୀ କ୍ଷମତାର ଚୌକି ନୁହେଁ, ବରଂ ଜନସେବାର ଏକ ପବିତ୍ର ମାଧ୍ୟମ। ବିଗତ ଦୁଇ ବର୍ଷ ମଧ୍ୟରେ ଆମର ଏହି ‘ଲୋକଙ୍କ ସରକାର’ କେବଳ ଶାସନ ପରିଚାଳନା କରିନାହିଁ, ବରଂ ସେବା, ସମର୍ପଣ ଓ ସୁଶାସନ ବଳରେ ପ୍ରତ୍ୟେକ ଓଡ଼ିଆଙ୍କ ବିଶ୍ୱାସ ଭାଜନ ହୋଇପାରିଛି। ଗାଁରୁ ସହର, କ୍ଷେତରୁ ଶିଳ୍ପ, ଶିକ୍ଷାରୁ ସ୍ୱାସ୍ଥ୍ୟ; ପ୍ରତ୍ୟେକ କ୍ଷେତ୍ରରେ ଆଜି ବିକାଶର ଯେଉଁ ନୂତନ ଧାରା ପ୍ରବାହିତ ହେଉଛି, ତାହା ପଛରେ ରହିଛି ଆପଣମାନଙ୍କ ଅମୂଲ୍ୟ ଆଶୀର୍ବାଦ ଓ ସହଯୋଗ। ଏହି ଦୁଇ ବର୍ଷର ଯାତ୍ରା କେବଳ ସମୟର ହିସାବ ନୁହେଁ; ଏହା ସେବା, ସମର୍ପଣ ଓ ସମୃଦ୍ଧ ଓଡ଼ିଶା ଗଠନର ଏକ ସଙ୍କଳ୍ପବଦ୍ଧ ଯଜ୍ଞ। ମୋର ସ୍ୱପ୍ନ ହେଉଛି ଏକ ସମୃଦ୍ଧ, ସଶକ୍ତ ଏବଂ ବିକଶିତ ଓଡ଼ିଶା ଗଠନ କରିବା। ଏହି ସ୍ୱପ୍ନ କେବଳ ମୋର ନୁହେଁ, ଏହା ସାଢ଼େ ଚାରି କୋଟି ଓଡ଼ିଆଙ୍କ ସାମୂହିକ ସଂକଳ୍ପ। ଆସନ୍ତୁ, ଉତ୍କଳ ଜନନୀଙ୍କ ସେବାରେ ନିଜକୁ ସମ୍ପୂର୍ଣ୍ଣ ଉତ୍ସର୍ଗ କରି, ସମୂହ ପ୍ରୟାସ ମାଧ୍ୟମରେ ବିକାଶର ଏହି ଧାରାକୁ ଆହୁରି ତ୍ୱରାନ୍ୱିତ କରିବା। ମୋ ଜୀବନର ପ୍ରତିଟି କ୍ଷଣ ଏହି ପବିତ୍ର ମାଟିର ସେବା ପାଇଁ ସମର୍ପିତ ରହିଛି ଏବଂ ସଦାସର୍ବଦା ରହିବ। ଆପଣମାନଙ୍କ ଅକୁଣ୍ଠ ଭଲପାଇବା ଏବଂ ଭରସା ହିଁ ଏହି ବିକାଶ ଯାତ୍ରାରେ ମୋର ଏକମାତ୍ର ସମ୍ବଳ। ଆପଣମାନେ ହିଁ ଏହି ଅବିରତ ସେବା ଯଜ୍ଞର ପ୍ରକୃତ ନାୟକ। ଧନ୍ୟବାଦ। ଜୟ ଜଗନ୍ନାଥ। ଜୟ ମା' ସମଲେଶ୍ବରୀ । ବନ୍ଦେ ଉତ୍କଳ ଜନନୀ। 🙏
73
49
265
10,087
Padmalochan Panda retweeted
୪,୩୯୯ ଦିନର ଐତିହାସିକ ଜନସେବା ଯାତ୍ରା । ସୁଶାସନ, ଗରିବ କଲ୍ୟାଣ ଓ ବିକାଶର ସଂକଳ୍ପ ସହ ଭାରତକୁ ନୂତନ ଶିଖରରେ ପହଞ୍ଚାଇଛନ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀ । ଦେଶର ସର୍ବାଧିକ ସମୟ ଧରି ନିରବଚ୍ଛିନ୍ନ ଭାବେ ସେବା କରୁଥିବା ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଏହି ଐତିହାସିକ ମାଇଲଖୁଣ୍ଟ ଅବସରରେ ମୋଦୀଜୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ । #12YearsOfSeva
19
19
84
3,095
ମହାନ ସ୍ଵାଧୀନତା ସଂଗ୍ରାମୀ ତଥା ଜନଜାତି ଜନନାୟକ ଭଗବାନ ବିର୍ସା ମୁଣ୍ଡାଙ୍କ ବଳିଦାନ ଦିବସରେ ଶ୍ରଦ୍ଧାଞ୍ଜଳି ।
11
୧୨ ବର୍ଷ ବିଶ୍ୱାସର, ବିକାଶର ଓ ଜନକଲ୍ୟାଣର... ଯାହାଙ୍କ ଜୀବନର ପ୍ରତିଟି ମୁହୂର୍ତ୍ତ ସେବା ଓ ରାଷ୍ଟ୍ରହିତ ପ୍ରତି ଅଟଳ ପ୍ରତିବଦ୍ଧତାର ପ୍ରତୀକ, ଯାହାଙ୍କ ପାଇଁ ଜନକଲ୍ୟାଣ ହିଁ ଜୀବନ ସାଧନା #12YearsOfSeva
1
1
1
18
ଏପରି ସେବା-ବ୍ରତୀ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦୃଢ଼ ନେତୃତ୍ୱରେ ଭାରତ ନିରନ୍ତର ଭାବେ ଲେଖିଚାଲିଛି ବିକାଶର ନୂଆ ନୂଆ ଅଧ୍ୟାୟ l
11
Padmalochan Panda retweeted
ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ସମଗ୍ର ବିଶ୍ୱର ପ୍ରାଣବିନ୍ଦୁ ଏବଂ ଆମ ସାଂସ୍କୃତିକ ଆଧ୍ୟାତ୍ମିକ ଅସ୍ମିତାର ସର୍ବଶ୍ରେଷ୍ଠ ପ୍ରତୀକ। ଶାସ୍ତ୍ରୀୟ ଓ ପୌରାଣିକ ମାନ୍ୟତା ଅନୁଯାୟୀ, ପବିତ୍ର ଶ୍ରୀକ୍ଷେତ୍ର ପୁରୀ ହିଁ ସନାତନ ଧର୍ମର ଅନନ୍ୟ ଏବଂ ଅଦ୍ୱିତୀୟ 'ଜଗନ୍ନାଥ ଧାମ'। ପଶ୍ଚିମବଙ୍ଗର ପୂର୍ବତନ ସରକାରଙ୍କ ସଂକୁଚିତ ରାଜନୈତିକ ଆଭିମୁଖ୍ୟ ଏବଂ ସନାତନ ପରମ୍ପରା ପ୍ରତି ଥିବା ଅଜ୍ଞତା କାରଣରୁ ଦୀଘା ପ୍ରକଳ୍ପ ପାଇଁ 'ଜଗନ୍ନାଥ ଧାମ' ନାମର ଅପପ୍ରୟୋଗ କରାଯାଇଥିଲା। ଶ୍ରୀକ୍ଷେତ୍ରର ସନାତନ ଗରିମାକୁ ଅଣଦେଖା କରି କରାଯାଇଥିବା ଏହି ନାମକରଣ ସମଗ୍ର ଓଡ଼ିଶାବାସୀ ତଥା ବିଶ୍ୱବ୍ୟାପୀ ଶ୍ରୀ ଜଗନ୍ନାଥ ଶ୍ରଦ୍ଧାଳୁଙ୍କ ଧାର୍ମିକ ବିଶ୍ୱାସକୁ ଗଭୀର ଭାବେ ଆହତ କରିଥିଲା। ଓଡ଼ିଶାର ଜନସାଧାରଣଙ୍କ ସ୍ୱାଭିମାନ ରକ୍ଷା ପାଇଁ ମୁଁ ପଶ୍ଚିମବଙ୍ଗର ନୂତନ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @SuvenduWB ଜୀଙ୍କୁ ପତ୍ର ଲେଖି ଆମର ଗଭୀର ଆପତ୍ତି ଜଣାଇବା ସହ ଏହି ସାଂସ୍କୃତିକ ଭ୍ରମକୁ ସଂଶୋଧନ କରିବାକୁ ଅନୁରୋଧ କରିଥିଲି। ମୁଁ ଅତ୍ୟନ୍ତ ଆନନ୍ଦିତ ଯେ, ପୂର୍ବ ସରକାରଙ୍କ ସେହି ଦୂରଦୃଷ୍ଟିହୀନ ନୀତିକୁ ବଦଳାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଶୁଭେନ୍ଦୁ ଅଧିକାରୀ ଜୀ ଏହି ସମ୍ବେଦନଶୀଳ ପ୍ରସଙ୍ଗର ମହତ୍ତ୍ୱକୁ ଉପଲବ୍ଧି କରିଛନ୍ତି। ଦୀଘା ପ୍ରକଳ୍ପରୁ 'ଧାମ' ଶବ୍ଦକୁ ପ୍ରତ୍ୟାହାର କରିବା ପାଇଁ ସେ ଏକ ଐତିହାସିକ ନିଷ୍ପତ୍ତି ଘୋଷଣା କରିଛନ୍ତି। ବର୍ତ୍ତମାନ ଏହି ପରିସରକୁ ‘ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ସାଂସ୍କୃତିକ କେନ୍ଦ୍ର’ (Sri Sri Jagannath Mandir Cultural Center) ଭାବେ ନାମିତ କରାଯିବ। ପଶ୍ଚିମବଙ୍ଗର ନୂତନ ସରକାରଙ୍କର ଏହି ତ୍ୱରିତ ଏବଂ ପରମ୍ପରା-ପ୍ରେମୀ ପଦକ୍ଷେପ ପାଇଁ ସମଗ୍ର ଓଡ଼ିଶାବାସୀଙ୍କ ପକ୍ଷରୁ ମୁଁ ଆନ୍ତରିକ ସାଧୁବାଦ ଜଣାଉଛି। ଏହି ନିଷ୍ପତ୍ତି ମହାପ୍ରଭୁଙ୍କ ସଂସ୍କୃତିର ଶାସ୍ତ୍ରୀୟ ମାନ୍ୟତାକୁ ସୁରକ୍ଷିତ ରଖିବା ସହ ଦୁଇ ପଡ଼ୋଶୀ ରାଜ୍ୟ ମଧ୍ୟରେ ଥିବା ଭାତୃଭାବ ଏବଂ ସାଂସ୍କୃତିକ ସୌହାର୍ଦ୍ଦ୍ୟକୁ ଆହୁରି ମଜବୁତ କରିବ। ଓଡ଼ିଆ ଅସ୍ମିତାର ସୁରକ୍ଷା ଏବଂ ମହାପ୍ରଭୁଙ୍କ ଗୌରବକୁ ଅକ୍ଷୁଣ୍ଣ ରଖିବା ପାଇଁ ଆମ ସରକାର ସଦାସର୍ବଦା ଦୃଢ଼ତା ସହ ସଂକଳ୍ପବଦ୍ଧ। ଜୟ ଜଗନ୍ନାଥ! 🙏
15
44
268
10,930
ପୂର୍ବତନ କେନ୍ଦ୍ରମନ୍ତ୍ରୀ, ସାଂସଦ, ବିଧାୟକ ତଥା ବିଜେପିର ବରିଷ୍ଠ ନେତା ସ୍ୱର୍ଗତଃ ଅର୍ଜୁନ ଚରଣ ସେଠୀଙ୍କ ଶ୍ରାଦ୍ଧବାର୍ଷିକୀରେ ବିନମ୍ର ଶ୍ରଦ୍ଧାଞ୍ଜଳି ।
11
ମାନ୍ୟବର ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ @dr_kcmahapatra. ଙ୍କ ଆଶୁ ଆରୋଗ୍ୟ କାମନା କରୁଛି
1
18
Padmalochan Panda retweeted
ଯଶସ୍ବୀ ପ୍ରଧାନମନ୍ତ୍ରୀ @narendramodi ଜୀ, ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଓଡ଼ିଶାର ପାରମ୍ପରିକ ‘ବେଲପଣା’ର ପ୍ରଶଂସା କରିଥିବାରୁ ଅଶେଷ ଧନ୍ୟବାଦ। ବେଲପଣା ଓଡ଼ିଆ ସଂସ୍କୃତିର ଏକ ଅଭିନ୍ନ ଅଙ୍ଗ। ଏହା କେବଳ ଏକ ପାନୀୟ ନୁହେଁ; ପଣା ସଂକ୍ରାନ୍ତି ଅବସରରେ ଏହା ପ୍ରସାଦ ରୂପେ ଭକ୍ତି ଓ ବିଶ୍ୱାସ ସହ ଅର୍ପଣ କରାଯାଏ, ଯାହା ଆମ ସାଂସ୍କୃତିକ ପରିଚୟର ଏକ ମହନୀୟ ଅଂଶ। ପ୍ରାକୃତିକ ଉପାଦାନରେ ପ୍ରସ୍ତୁତ ଏହି ପାନୀୟ କେବଳ ସ୍ୱାସ୍ଥ୍ୟ ପାଇଁ ହିତକର ନୁହେଁ, ବରଂ ଏହା ଆମର ପ୍ରାଚୀନ ଖାଦ୍ୟଶୈଳୀ ଓ ସ୍ଥାନୀୟ ଜ୍ଞାନର ଏକ ଜୀବନ୍ତ ଉଦାହରଣ। ଓଡ଼ିଶାର ଏହି ପରମ୍ପରାକୁ ଜାତୀୟ ସ୍ତରରେ ପ୍ରୋତ୍ସାହିତ କରିବା ସହ ଏହାକୁ ସମଗ୍ର ଦେଶ ପାଇଁ ପ୍ରେରଣାଦାୟକ ଭାବେ ଉପସ୍ଥାପନ କରିଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛି। ଏଭଳି ପ୍ରୟାସ ନିଶ୍ଚିତ ଭାବେ ଆମର ସ୍ୱତନ୍ତ୍ର ପରିଚୟକୁ ବିଶ୍ୱ ଦରବାରରେ ସୁଦୃଢ଼ କରିବ।
6
9
53
2,202
ନୂଆ ଦିଲ୍ଲୀ ଠାରେ କେନ୍ଦ୍ର ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ @jualoram ଙ୍କୁ ତାଙ୍କ କାର୍ଯ୍ୟଳୟରେ ଭେଟିଲି l
24
1,694
Deeply saddened by the passing of Padma Bhushan awardee and legendary playback singer Suman Kalyanpur Ji. Her soulful voice and timeless melodies enriched Indian music and touched countless hearts across generations.
1
34
Her contribution to the nation's cultural heritage will always be remembered. My heartfelt condolences to her bereaved family and admirers in this hour of grief. Om Shanti ! 📌MLA Simulia Padmalochan Panda
68
मैंने भारतीय जनता पार्टी के राष्ट्रीय कार्यालय में कुछ समय बिताया। इस दौरान युवा नेता नीलमाधव पांडा और ज़िला परिषद सदस्य मानस बाबू मेरे साथ उपस्थित थे। @BJP4India @BJP4Odisha @NitinNabin @SamalManmohan7
1
30
ଓଡ଼ିଶା ସରକାର ଙ୍କ ମାନନୀୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ତଥା ଉମରକୋଟ ନିର୍ବାଚନ ମଣ୍ଡଳୀ ର ମାନ୍ୟବର ବିଧାୟକ @NityanandaBJP ଙ୍କ ଶୁଭ ଜନ୍ମଦିନ ଅବସରରେ ତାଙ୍କୁ ମୋର ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ତାଙ୍କର ଦୀର୍ଘାୟୁ, ସୁସ୍ଥତା ଓ ସମୃଦ୍ଧିମୟ ଜୀବନ ପାଇଁ ପ୍ରାର୍ଥନା କରୁଛି।
1
3
111
ଧର୍ମଶାଳା ର ଯୁବ ବିଧାୟକ @Himanshu4Odisha (ଲିକୁ ଙ୍କ ) ସହ କିଛି ସମୟ ଅତିବାହିତ କଲି ମୋ ସହ ଯୁବନେତା @nil_simulia ନୀଳମାଧଵ ପଣ୍ଡା ଉପସ୍ଥିତ ଥିଲେ l
1
1
15
1,902
On the death anniversary of Former Prime Minister Chaudhary Charan Singh Ji, I pay my respectful tributes to the visionary leader and champion of India’s farmers.
67