Bhai, if Naveen- Pandian was doing everything good, then why you created ID as fanclud and doing promotion of your boss?
"ଟଙ୍କା ଦେଇ ବି ଭିଉଜ୍ (views) ହେଉନି। ଲୋକଙ୍କ ପାଇଁ କାମ କର, ଯେମିତି ନବୀନ-ପାଣ୍ଡିଆନ୍ କରୁଥିଲେ। ଖାଲି ମିଛ କହିଲେ ଆଉ ଲୁଟି ଖାଇଲେ କେତେ ଦିନ ଚଳିବ? ପବ୍ଲିକ୍ଙ୍କୁ ଆପଣ ଗୋଟେ ଥର ମିଛ କହି ଭୁଲେଇ ଦେଲେ, କିନ୍ତୁ ଏବେ ତ ସବୁ ନିଜେ ଦେଖୁଛନ୍ତି ନା। ତେଣୁ ଟଙ୍କା ନ ଦେଇ ଲୋକଙ୍କ ସେବା କର, ଆଉ ମିଛ, ଲୁଟିବା ଟିକେ ବନ୍ଦ କର।"