Member of Legislative Assembly, Barabati - Cuttack, Odisha @INCIndia; Proud daughter of Cuttack | Entrepreneur | IIMB | Proud Odia |

Joined April 2020
2,022 Photos and videos
ପ୍ରକୃତି ଓ ନାରୀ ଶକ୍ତିକୁ ସମ୍ମାନ ଜଣାଇ ଉତ୍ସବର ସହ ପାଳନ କରାଯାଉଥିବା ପର୍ବ ହେଉଛି ରଜ ପର୍ବ। ମିଠା ମିଠା ପୋଡ଼ ପିଠା ଓ ଦୋଳିର ମଜା ସହିତ, ସଭିଙ୍କୁ ପହିଲି ରଜର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଏହି ରଜ ପର୍ବ ଆପଣଙ୍କ ଜୀବନରେ ନୂଆ ଖୁସି ଓ ସମୃଦ୍ଧି ଆଣିଦେଉ। #rajafestival #Odisha
1
1
17
228
ଜନସମ୍ପର୍କ ପଦଯାତ୍ରା ସମୟରେ କଟକର ୨୬ ନମ୍ବର ୱାର୍ଡ ପରିଦର୍ଶନ କରିଥିଲି। ଲୋକଙ୍କ ସହ ସେମାନଙ୍କ ମଧ୍ୟରୁ ଜଣେ ହୋଇ ତାଙ୍କ ସୁଖ ଦୁଃଖ ତଥା ଅଭିଯୋଗ ସମସ୍ୟା ବିଷୟରେ ପଚାରି ବୁଝିଥିଲି। ଗୁରୁଜନଙ୍କ ଆଶୀର୍ବାଦ ନେବା ସହ ମା ଭଉଣୀ ତଥା ଯୁବପିଢି ବିଶେଷ କରି କୁନି କୁନି ପିଲାମାନଙ୍କ ସହ ଏକ ବିଶେଷ ମୁହୂର୍ତ୍ତ ବିତାଇଥିଲି। #ward26 #janasamparkyatra #development #ghareghare #sofiadidi
3
45
1,159
Shocked and deeply saddened by the tragic demise of five Indian Air Force personnel following an aircraft crash in Jorhat, Assam. Their dedication and service to the nation will always be remembered. My heartfelt condolences to the bereaved families during this difficult time. I also pray for the speedy recovery of the co-pilot who survived the crash and is currently undergoing treatment. Om Shanti. #IndianAirForce
3
4
31
1,023
Saddened to hear about the passing of Shri Jaspal Rana ji, legendary shooter, Asian Games gold medallist, and one of India’s finest sporting icons. His outstanding achievements brought glory to the nation, and his dedication to nurturing young talent left a lasting impact on Indian shooting. His legacy will continue to inspire generations of athletes. Heartfelt condolences to his family, friends, and admirers. Om Shanti.
2
2
39
1,218
ଅନେକ ଦାୟିତ୍ଵ, ଅନେକଙ୍କ ଭରସା, ଅନେକଙ୍କ ସମସ୍ୟାକୁ ନେଇ ବିଧାନସଭାର ସଦସ୍ୟା ଭାବେ ୨ ବର୍ଷ ପୂରଣ ହୋଇଛି। ଜନ ପ୍ରତିନିଧି ଭାବେ ଯେତିକି ସମାଲୋଚନାକୁ ସାମ୍ନା କରିବାକୁ ପଡିଛି ତା ଠାରୁ ଅଧିକ ଲୋକଙ୍କ ଭଲ ପାଇବା ମିଳିଛି। ଆଉ ସେହି ଭଲପାଇବା ଏବଂ ଆଶୀର୍ବାଦ ସହ ଲୋକଙ୍କ ବିଭିନ୍ନ ସମସ୍ୟାକୁ ବିଧାନସଭାର ପବିତ୍ର ଗୃହରେ ଉଠାଇ ଆସିଛି। କଟକ ମୋ ଜନ୍ମମାଟି। ମୋ ମାତୃଭୂମି ମତେ ଯେତିକି ସ୍ନେହ ଆଦର ଦେଇଛି ତା ବଦଳରେ କଟକ ମାଟିର ସାମୂହିକ ବିକାଶ ଦିଗରେ ସ୍ୱର ଉଠାଇବା ମୋର ଦାୟିତ୍ବ ଏବଂ କର୍ତ୍ତବ୍ୟ ମଧ୍ୟ। ବିଧାନସଭାର ବିଭିନ୍ନ ଅଧିବେଶନ ସମୟରେ ଅନେକ ପ୍ରସଙ୍ଗର ବିକାଶକୁ ନେଇ ଯେଉଁ ସ୍ୱର ଉଠାଇ ଆସିଛି ତାହା ଆଗକୁ ମଧ୍ୟ ଜାରି ରହିବ। #2YearsOfService #ServingWithDedication #PeopleFirst #Barabaticuttack #SofiaFirdous
2
6
40
801
During my visit to the Labour Colony in Cuttack, I toured different areas and interacted with local residents to understand their problems, concerns, and daily challenges. I spent valuable time with the people, listened to their grievances, and assured them of my continued efforts to find solutions to the issues they face. Staying connected with the community and working for their welfare remains my commitment. Their trust and support inspire me to work harder for the development and well-being of every section of society. କଟକ ସ୍ଥିତ ଲେବର କଲୋନୀ ପରିଦର୍ଶନ ସମୟରେ ସେଠାକାର ବିଭିନ୍ନ ଅଞ୍ଚଳ ବୁଲି ଦେଖିଥିଲି। ଲୋକଙ୍କର ବିଭିନ୍ନ ସମସ୍ୟା ବିଷୟରେ ସେମାନଙ୍କ ଠାରୁ ଜାଣିବାକୁ ପାଇଥିଲି। ଆଗାମୀ ସମୟରେ ଏହି ସମସ୍ୟା କିପରି ସମାଧାନ ହୋଇପାରିବ ସେ ଦିଗରେ ଚେଷ୍ଟା ଜାରି ରହିବ। ଏହି ଅବସରରେ ସ୍ଥାନୀୟ ବାସିନ୍ଦାଙ୍କ ସହ ମଧ୍ୟ ସମୟ ବିତାଇଥିଲି। ସମାଜ ସହିତ ଜଡିତ ରହିବା ଏବଂ ସେମାନଙ୍କ କଲ୍ୟାଣ ପାଇଁ କାମ କରିବା ମୋର ପ୍ରତିବଦ୍ଧତା। ଲୋକଙ୍କର ବିଶ୍ୱାସ ଏବଂ ସମର୍ଥନ ମୋତେ ସମାଜର ପ୍ରତ୍ୟେକ ବର୍ଗର ବିକାଶ ଏବଂ କଲ୍ୟାଣ ପାଇଁ ଅଧିକ ପରିଶ୍ରମ କରିବାକୁ ପ୍ରେରଣା ଦିଏ। #labourcolony #grievances #resolution #GhareGhare #Sofiadidi
1
4
68
1,374
କଟକ ସିଡିଏ ସେକ୍ଟର ୭ ଠାରେ ବିଧାୟକ ଉନ୍ନୟନ ପାଣ୍ଠିରୁ ଡ୍ରେନେଜ କାର୍ଯ୍ୟର କାମ କେତେ ବାଟ ଆଗେଇଲାଣି ତାହାର ତଦାରଖ କଲି। ଧାର୍ଯ୍ୟ ସମୟ ପୂର୍ବରୁ କାମ ସାରି ଲୋକଙ୍କ ସୁବିଧାରେ କିପରି ସହାୟକ ହୋଇପାରିବ ସେନେଇ ସମୀକ୍ଷା କରିଥିଲି। #CDASector7 #Drainagework #Development #Barabaticuttack #Sofiafirdous
2
4
54
1,636
କଟକ ପାହାଳ ଠାରେ ଆୟୋଜିତ ଜାତୀୟ ସିଏ ସମ୍ମିଳନୀ ୨୦୨୬ର ଅର୍ଥ ବୌଦ୍ଧିକ ସମାବେଶ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲି। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବୁଦ୍ଧିଜୀବୀଙ୍କ ଗହଣରେ ଅନେକ ଗୁଡ଼ିଏ ପ୍ରସଙ୍ଗ ଉପରେ ସେମାନଙ୍କ ମନ୍ତବ୍ୟକୁ ଶୁଣିଥିଲି ଓ ନିଜର ମତ ମଧ୍ୟ ଉପସ୍ଥାପନ କରିଥିଲି। #NationalCAConference #CharteredAccountants #Odisha #Barabaticuttack #Sofiafirdous
2
2
64
1,566
Two years have passed in what feels like the blink of an eye since I embarked on this journey as a public representative, working among the people and striving to serve them. My journey as the MLA of Barabati–Cuttack has not been an easy one. Through scorching summers, heavy rains, and cold winters, I have witnessed many challenges and ups and downs. The political landscape has also undergone significant changes. Yet, with the unwavering love, trust, respect, and support of the people, I have continued to move forward and will keep doing so. These two years have been marked by numerous padyatras, grievance redressal camps, review meetings, and relentless efforts to improve governance and public service delivery. Every time I enter the sacred House of the Legislative Assembly, I am reminded of the immense responsibility I carry on behalf of the people. With that sense of responsibility, I raise issues and ask questions in the Assembly to safeguard the interests and welfare of my constituents. I have consistently highlighted important public concerns and sought solutions, and I will continue to do so in the future. Over these two years, not only has time passed, but my responsibilities have also grown. Whatever I have been able to achieve has been possible because of the people of Barabati–Cuttack and Odisha. I assure you that the faith and trust you have placed in me will always be honored. Serving the people is not only my duty but also my greatest responsibility. I extend my heartfelt gratitude to everyone for their blessings, affection, and continued support. I have always remained committed to the development and welfare of the people, and I will continue to serve with the same dedication and sincerity in the years ahead. Thank you for being a part of this journey. #2YearsOfService #ServingWithDedication #PeopleFirst #Barabaticuttack #SofiaFirdous
6
4
38
901
ଜଳ, ଜଙ୍ଗଲ ଓ ଜମିର ଅଧିକାର ପାଇଁ ଇଂରେଜ ସରକାରଙ୍କ ବିରୋଧରେ ଲଢ଼ି ନିଜର ବଳିଦାନ ଦେଇଥିବା ମହାନ ଜନନାୟକ ବୀର ବିର୍ସା ମୁଣ୍ଡାଙ୍କ ପୁଣ୍ୟ ତିଥିରେ ଶତ ଶତ ନମନ। #Birsamunda #Odisha
1
3
23
478
ଓଡ଼ିଶାର ଗର୍ବ, ନାରୀ ନେତ୍ରୀ, ସୁସାହିତ୍ୟିକା, ଲୌହ ମାନବୀ, ରାଜ୍ୟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନନ୍ଦିନୀ ଶତପଥୀଙ୍କ ଜନ୍ମବାର୍ଷିକୀରେ ବିନମ୍ର ଶ୍ରଦ୍ଧାଞ୍ଜଳି। ମହିଳା ସଶକ୍ତିକରଣ ଏବଂ ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ରହିବ। #nandinisatapathy #odisha
4
2
42
710
ନଈ ପଠା ଓ ପଥର ପକାଇବା ପାଇଁ କଟକ ସିଡିଏ ସେକ୍ଟର ୧୧ ଠାରେ ତାରିଣୀଗଡ଼ା ବସ୍ତିଗୁଡ଼ିକ ଉଚ୍ଛେଦ ପାଇଁ ନୋଟିସ ହୋଇଥିଲା। ଏହି ସମୟରେ ଖବର ପାଇ ସେଠାରେ ପହଞ୍ଚି ତଦାରଖ ଏବଂ ଆଖପାଖ ଅଂଚଳର ବସ୍ତି ଯାଇ ସେଠାକାର ବାସିନ୍ଦାଙ୍କ ସହ ମଧ୍ୟ ଆଲୋଚନା କରିଥିଲି। #tarinigada #demolition #roadways #barabaticuttack #sofiafirdous
3
3
58
1,960
Following the lightning strike at Maa Cuttack Chandi Temple, I personally visited the temple premises and conducted an inspection to assess the situation on the ground. During the inspection, serious concerns were raised regarding the quality and execution of the ongoing renovation and installation works, particularly the lightning protection and earthing systems. Based on these observations, I have written to the Hon’ble Chief Minister of Odisha seeking an immediate technical inquiry into the matter. Maa Cuttack Chandi Temple is a symbol of faith and devotion for lakhs of people. Any negligence in works related to such an important religious institution is unacceptable. I have requested a thorough investigation, accountability for those responsible, and immediate corrective measures to ensure the safety, sanctity, and protection of the temple. #MaaCuttackChandi #Cuttack #Odisha #TempleSafety #Accountability
9
3
77
2,889
କଟକ ମହାନଗର ନିଗମର ୨୬ ନମ୍ବର ୱାର୍ଡରେ ଆଜି ଏକ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଏହି ପଦଯାତ୍ରା ମାଧ୍ୟମରେ ୱାର୍ଡବାସୀଙ୍କ ସହ ସିଧାସଳଖ ଭାବେ ଯୋଗାଯୋଗ ସ୍ଥାପନ କରାଯିବ ଏବଂ ସେମାନଙ୍କର ସମସ୍ୟା, ଅଭିଯୋଗ ଓ ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରାଯିବ। ୱାର୍ଡର ବିକାଶ, ସ୍ୱଚ୍ଛତା, ପାନୀୟ ଜଳ, ରାସ୍ତାଘାଟ ଓ ଅନ୍ୟାନ୍ୟ ଜନସାଧାରଣଙ୍କ ସମସ୍ୟା ସମାଧାନ ଦିଗରେ ଏହି କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ। ୱାର୍ଡର ସମସ୍ତ ଜନସାଧାରଣଙ୍କୁ ଏହି ଜନସମ୍ପର୍କ ପଦଯାତ୍ରାରେ ସାମିଲ ହୋଇ ନିଜର ମତାମତ ଓ ସମସ୍ୟା ଉପସ୍ଥାପନ କରିବାକୁ ଅନୁରୋଧ କରାଯାଉଛି।। #ward26 #janasamparkpadayatra #odisha #barabaticuttack #sofiafirdous
1
2
49
949
I attended the felicitation ceremony of the Ramleela programme organized by the Bidyadharpur Ramleela Prachar Samiti in Cuttack. The Ramleela tradition plays an important role in preserving our cultural and spiritual heritage while passing on the timeless values of truth, righteousness, and devotion to future generations. It was a wonderful experience to be part of this special occasion and interact with the organizers and devotees, including Bidyadharpur Puja Committee Secretary Shri Sunil Panda. My sincere appreciation to the committee members for their dedicated efforts in keeping this rich tradition alive. #ramleelaprogramme #tradition #culture #barabaticuttack #sofiafirdous
1
2
49
1,019
କାଳବୈଶାଖୀର ଭୟଙ୍କର ତାଣ୍ଡବରେ କଟକର ଆରାଧ୍ୟା ଦେବୀ ମା’ କଟକ ଚଣ୍ଡୀଙ୍କ ପୀଠରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ମନ୍ଦିରର ଚୂଡା ଏବଂ ଦଧିନଉତି ଭାଙ୍ଗି ତଳେ ପଡ଼ିଯାଇଥିବା ଖବର ପାଇବା ମାତ୍ରେ ମୁଁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଥିଲି। ଏକପଟେ ମା’ଙ୍କ ପୀଠର ସୌନ୍ଦର୍ଯ୍ୟକରଣ ଓ ପୁନଃରୁଦ୍ଧାର କାର୍ଯ୍ୟ ଜୋରଦାର ଭାବେ ଚାଲିଥିବା ବେଳେ ପ୍ରକୃତିର ଏଭଳି ପ୍ରଳୟଙ୍କରୀ ରୂପ ଅତ୍ୟନ୍ତ ଦୁଃଖଦ ଓ ଚିନ୍ତାଜନକ। ଘଟଣାସ୍ଥଳରେ ପୂଜାରୀମାନଙ୍କ ଓ ପ୍ରକଳ୍ପର ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ସହ ଆଲୋଚନା କରି କ୍ଷୟକ୍ଷତିର ଆକଳନ କରାଯାଇଛି ଏବଂ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ଓ ପୁନଃରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମା’ କଟକ ଚଣ୍ଡୀ କେବଳ ଆମର ଆସ୍ଥାର ପ୍ରତୀକ ନୁହଁନ୍ତି, ସେ କଟକର ଅସ୍ମିତା ଓ ଆଧ୍ୟାତ୍ମିକ ଶକ୍ତିର କେନ୍ଦ୍ରବିନ୍ଦୁ। ମା’ଙ୍କ ପୀଠର ଗରିମା, ପରମ୍ପରା ଓ ପବିତ୍ରତା ଅକ୍ଷୁଣ୍ଣ ରଖିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ଏବଂ ଯଥାଶୀଘ୍ର କ୍ଷତିଗ୍ରସ୍ତ ଅଂଶର ପୁନଃନିର୍ମାଣ ସମ୍ପୂର୍ଣ୍ଣ କରାଯିବ। ମା’ଙ୍କ ଅପାର କୃପାରେ ସବୁକିଛି ପୁଣିଥରେ ପୂର୍ବବତ୍ ସୁସଜ୍ଜିତ ଓ ସୁଦୃଢ଼ ହୋଇ ଉଭା ହେବ। 🙏🏻
4
7
160
5,884
I had the pleasure of attending the wedding ceremony of the daughter of senior leader Minu Bhai in Cuttack. On this joyous occasion, I met with family members and extended my heartfelt congratulations and best wishes to the newlyweds for a happy, prosperous, and blessed married life ahead. କଟକର ବରିଷ୍ଠ ନେତା ମିନୁ ଭାଇଙ୍କ ଝିଅଙ୍କ ବିବାହ ଉତ୍ସବରେ ସାମିଲ ହୋଇଥିଲି। ଏପରି ଖୁସିର ଅବସରରେ ପରିବାର ସଦସ୍ୟଙ୍କୁ ଭେଟିବା ସହ ଆଗାମୀ ନୂତନ ଦାମ୍ପତ୍ୟ ଜୀବନ ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲି। #weddingceremony #bestwishes #odisha #barabaticuttack #sofiafirdous
1
1
82
2,329
I had the privilege of attending the inauguration ceremony of the CM Trophy 2.0 Zonal Level Kabaddi Championship held at Jawaharlal Nehru Indoor Stadium, Cuttack. The enthusiasm, determination, and sporting spirit displayed by the players were truly inspiring. Such tournaments provide an excellent platform for young athletes to showcase their talent and pursue excellence in sports. My best wishes to all the participants for a bright and successful future. କଟକ ସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ଠାରେ ଆୟୋଜିତ ସିଏମ ଟ୍ରଫି ୨.0 ଜୋନାଲ ସ୍ତରୀୟ କବାଡି ଚାମ୍ପିଅନସିପର ଉଦଘାଟନୀ ସମାରୋହରେ ଯୋଗ ଦେଇଥିଲି। ଖେଳାଳୀମାନଙ୍କ ମଧ୍ୟରେ ଖେଳ ପ୍ରତି ଥିବା ଉତ୍ସାହ ଓ ସେମାନଙ୍କ ପ୍ରତିଭାକୁ ଦେଖି ସଭିଙ୍କ ଉଜ୍ଜଳ ଭବିଷ୍ୟତ କାମନା କରୁଛି। #kabaddichampionship #jawaharlalnehruindoorstadium #sports #barabaticuttack #sofiafirdous
49
1,325
I reviewed the six-lane road expansion project from Biju Patnaik Park to Naraj, with a special focus on minimizing the impact on existing trees and green cover. During the review, I emphasized that every possible effort should be made to reduce the number of trees affected by the project and ensure that development is carried out in an environmentally responsible manner. I also directed the concerned officials to undertake plantation of at least twice the number of trees affected, so that ecological balance is maintained alongside infrastructure development. Development and environmental conservation must go hand in hand. 🌳🛣️ #GreenOdisha #SustainableDevelopment #EnvironmentProtection #Cuttack #Naraj #Afforestation #Sofiafirdous
10
9
95
2,436
I had the pleasure of attending the Children’s Summer Camp organized at Prajapita Ashram, CDA Sector-6, Cuttack. The camp provided a wonderful platform for children to learn, interact, and showcase their hidden talents in a joyful and encouraging environment. Spending time with the young participants and witnessing their enthusiasm, creativity, and confidence was truly heartwarming. I appreciate the members of Prajapita Ashram for organizing such a meaningful initiative that helps nurture the overall development and potential of our children. #SummerCamp #Cuttack #ChildrenFirst #YouthDevelopment #PrajapitaAshram
1
34
857