The Official X Handle of Social Security and Empowerment of Persons with Disabilities Department, Government of Odisha.

Joined April 2016
14,009 Photos and videos
ପହିଲି ରଜର ଏହି ପବିତ୍ର ଅବସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା । ଏହି ପର୍ବ ପ୍ରତିଟି ଜୀବନରେ ସୁରକ୍ଷା, କଲ୍ୟାଣ , ସମୃଦ୍ଧି ଓ ସନ୍ତୋଷ ଆଣିଦେଉ । ଦୋଳିର ଛନ୍ଦ ଆଉ ପୋଡ଼ପିଠାର ମହକରେ ମହକି ଉଠୁ ସାରା ଓଡ଼ିଶା । #SSEPD #PahiliRaja #RajaFestival #2YearsofLokankaSarakar #BikasharaDharaOdishaSara @CMO_Odisha @NityanandaBJP @sureshvashishth @MSJEGOI @siepodisha @state_scpd @Culturedeptt
11
260
SSEPD retweeted
ବିକାଶର ଧାରା, ଓଡ଼ିଶା ସାରା... ଲୋକଙ୍କ ସରକାରରେ ସାମାଜିକ ସୁରକ୍ଷା ଦିଗରେ ଏକ ବଡ଼ ପଦକ୍ଷେପ। ଆମ ସରକାରରେ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ସାମାଜିକ ସୁରକ୍ଷା ପେନସନକୁ ମାସିକ ୩,୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ଯୁଗାନ୍ତକାରୀ ନିଷ୍ପତ୍ତି ଦ୍ୱାରା ରାଜ୍ୟର ପ୍ରାୟ ୪,୩୯,୦୦୦ ଜଣ ହିତାଧିକାରୀ ସିଧାସଳଖ ଉପକୃତ ହେଉଛନ୍ତି। #2YearsofLokankaSarakar #BikasharaDharaOdishaSara
12
3
30
1,350
Jun 13
ମଧୁବାବୁ ପେନ୍‌ସନ ଯୋଜନା ଅଧୀନରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବ୍ଲକରେ ହିତାଧିକାରୀମାନଙ୍କୁ ସହାୟତା ରାଶି ପ୍ରଦାନ କରାଯାଉଛି। #SSEPD #PensionDistribution #MBPY #MadhuBabuPensionYojana #Khordha #2YearsofLokankaSarakar #BikasharaDharaOdishaSara @CMO_Odisha @NityanandaBJP @sureshvashishth @DMKhordha @DSSOKHORDHA2 @KhordhaSub @MSJEGOI @siepodisha @state_scpd
3
1
13
392
Jun 12
ମଧୁବାବୁ ପେନ୍‌ସନ ଯୋଜନା ଅଧୀନରେ ଦେବଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରେ ହିତାଧିକାରୀମାନଙ୍କୁ ସହାୟତା ରାଶି ପ୍ରଦାନ କରାଯାଉଛି। #SSEPD #PensionDistribution #MBPY #MadhuBabuPensionYojana #Deogarh #2YearsofLokankaSarakar #BikasharaDharaOdishaSara @CMO_Odisha @NityanandaBJP @sureshvashishth @Deogarhdistadmn @Dssodeogarh @MSJEGOI @siepodisha @state_scpd
2
2
10
537
Jun 12
ମଧୁବାବୁ ପେନ୍‌ସନ ଯୋଜନା ଅଧୀନରେ ବରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରେ ହିତାଧିକାରୀମାନଙ୍କୁ ସହାୟତା ରାଶି ପ୍ରଦାନ କରାଯାଉଛି। #SSEPD #PensionDistribution #MBPY #MadhuBabuPensionYojana #Bargarh #2YearsofLokankaSarakar #BikasharaDharaOdishaSara @CMO_Odisha @NityanandaBJP @sureshvashishth @DMBargarh @MSJEGOI @siepodisha @state_scpd
13
376
Jun 12
ମଧୁବାବୁ ପେନ୍‌ସନ ଯୋଜନା ଅଧୀନରେ କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଲକରେ ହିତାଧିକାରୀମାନଙ୍କୁ ସହାୟତା ରାଶି ପ୍ରଦାନ କରାଯାଉଛି। #SSEPD #MBPY #MadhuBabuPensionYojana #PensionDistribution #2YearsofLokankaSarakar #BikasharaDharaOdishaSara @CMO_Odisha @NityanandaBJP @sureshvashishth @MSJEGOI @siepodisha @state_scpd @dmkoraput @DssoKoraput
2
1
13
854
Jun 12
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପଦକ୍ଷେପରେ ଶ୍ରବଣ ବାଧିତ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସମ୍ମାନନୀୟ ବିଧାୟକ ଓ କୋଟପାଡ଼ ବିଡିଓଙ୍କ ଉପସ୍ଥିତିରେ ପ୍ରୋଗ୍ରାମେବଲ୍ ବି.ଟି.ଇ. ଶ୍ରବଣ ସହାୟକ ଯନ୍ତ୍ର ପ୍ରଦାନ କରାଯାଇଛି। #SSEPD #HearingAidDistribution #Empowerment #2YearsofLokankaSarakar #BikasharaDharaOdishaSara @CMO_Odisha @NityanandaBJP @sureshvashishth @MSJEGOI @siepodisha @state_scpd
1
10
657
Jun 12
ଚାଲନ୍ତୁ ଜାଣିବା ଦିଶା ବିଷୟରେ କିଛି ଭ୍ରମ ଆଉ କିଛି ସତ୍ୟତା #SSEPD #2YearsofLokankaSarakar #BikasharaDharaOdishaSara #DISHAA @CMO_Odisha @NityanandaBJP @sureshvashishth @MSJEGOI @siepodisha @state_scpd
3
274
Jun 11
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପଦକ୍ଷେପରେ ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ଦ୍ୱାରା ବରିଷ୍ଠ ଦାମ୍ପତୀଙ୍କୁ ୨ଯୋଡ଼ା ଡିଜିଟାଲ୍ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଛି। #SSEPD #DDRC #HearingAidDistribution #Ganjam #2YearsofLokankaSarakar #BikasharaDharaOdishaSara @CMO_Odisha @NityanandaBJP @sureshvashishth @MSJEGOI @siepodisha @state_scpd @Ganjam_Admin @DssoGanjam8501 @HFWOdisha
1
16
377
Jun 11
ଦକ୍ଷତା ବିକାଶରେ ବିକଶିତ ହେଉଛନ୍ତି ଭିନ୍ନକ୍ଷମ, ବଦଳୁଛି ପରିଚୟ, କର୍ମ ନିଯୁକ୍ତି ସହ ସ୍ୱାବଲମ୍ବୀ ହେଉଛନ୍ତି ପ୍ରତ୍ୟେକ ଭିନ୍ନକ୍ଷମ ଛାତ୍ର ଛାତ୍ରୀ , ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଯୋଗଦିଅନ୍ତୁ । ଇଛୁକ ପ୍ରାର୍ଥୀ ମାନେ ଅଧିକ ବିବରଣୀ ପାଇଁ ନିଜ ଜିଲ୍ଲାର ସାମାଜିକ ସୁରକ୍ଷା ଅଧିକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ । #SSEPD #AbilityNotDisability #SkillDevelopment #DivyangEmpowerment #InclusiveGrowth #EmpoweringAbilities #2YearsofLokankaSarakar #BikasharaDharaOdishaSara @CMO_Odisha @NityanandaBJP @sureshvashishth @MSJEGOI @siepodisha @state_scpd
2
11
560
Jun 10
ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ପକ୍ଷରୁ ଶ୍ରବଣ ବାଧିତ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଡିଜିଟାଲ୍ ବିଟିଇ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଛି । #SSEPD #SIDR #HearingAidDistribution #2YearsofLokankaSarakar #BikasharaDharaOdishaSara @CMO_Odisha @NityanandaBJP @sureshvashishth @MSJEGOI @siepodisha @state_scpd @DMKhordha @DSSOKHORDHA2
8
375
Jun 10
ଭୁବନେଶ୍ୱର ପୋଖରୀପୁଟସ୍ଥିତ 'ରାଜ୍ୟ ଭିନ୍ନକ୍ଷମ ସଶକ୍ତିକରଣ ପ୍ରତିଷ୍ଠାନ' (SIEP) ପକ୍ଷରୁ ୦ ରୁ ୧୮ ବର୍ଷ ବୟସର ଭିନ୍ନକ୍ଷମ ଶିଶୁମାନଙ୍କ (Autism, Cerebral Palsy, ADHD, Down Syndrome) ପାଇଁ ପ୍ରାରମ୍ଭିକ ଚିହ୍ନଟ, ମାଗଣା ଥେରାପି ଏବଂ ବିଶେଷ ଶିକ୍ଷା ଭଳି ସମସ୍ତ ବିସ୍ତୃତ ପୁନର୍ବାସ ସେବା ଯୋଗାଇ ଦିଆଯାଉଛି। ସଠିକ୍ ସମୟରେ ସହାୟତା ହିଁ ସେମାନଙ୍କୁ ସମାଜରେ ସ୍ୱତନ୍ତ୍ର ପରିଚୟ ଦେବ। #SSEPD #DisabilitySupport #SIEP #2YearsofLokankaSarakar #BikasharaDharaOdishaSara @CMO_Odisha @NityanandaBJP @sureshvashishth @MSJEGOI @siepodisha @state_scpd @HFWOdisha
1
2
14
455
SSEPD retweeted
Two years of a People’s Government. Two years of putting farmers first. Higher returns. Stronger support. Greater dignity. From the field to the future, Odisha’s farmers are driving the journey of a Samruddha Odisha. #2YearsofLokankaSarakar #BikasharaDharaOdishaSara #2YearsofKrushakSamruddhi
18
33
75
3,942
SSEPD retweeted
The State Cabinet has approved a series of important decisions aimed at strengthening infrastructure, expanding opportunities and accelerating Odisha’s growth journey. With focused planning and decisive action, we remain committed to building a strong, prosperous and developed Odisha. #2YearsofLokankaSarakar #BikasharaDharaOdishaSara
13
29
68
4,360
Jun 9
ଈଶ୍ୱରଙ୍କ ସୃଷ୍ଟିରେ କେହି ଅସମ୍ପୂର୍ଣ୍ଣ ନୁହଁନ୍ତି ତେଣୁ ଦିବ୍ୟାଙ୍ଗତା କୌଣସି ପ୍ରତିବନ୍ଧକ ନୁହେଁ, ବରଂ ଏହା ଏକ ଅସୀମ ସମ୍ଭାବନା ଏବଂ ସ୍ୱତନ୍ତ୍ର ପ୍ରତିଭାର ଏକ ଅନନ୍ୟ ପରିଚୟ । #SSEPD #2YearsofLokankaSarakar #BikasharaDharaOdishaSara #AbilityBeyondDisability #DifferentNotLess @CMO_Odisha @NityanandaBJP @sureshvashishth @MSJEGOI @state_scpd @siepodisha
3
1
18
466
SSEPD retweeted
ଆମ ଓଡ଼ିଶାର ପ୍ରଗତିର ପ୍ରକୃତ ସାରଥୀ ହେଉଛନ୍ତି ଆମ ଅନ୍ନଦାତା। ଗତ ଦୁଇ ବର୍ଷରେ ଲୋକଙ୍କ ସରକାରରେ ରାଜ୍ୟର କୃଷି ଓ କୃଷକଙ୍କ ବିକାଶ କ୍ଷେତ୍ରରେ ଆସିଛି ଏକ ବିଶାଳ ପରିବର୍ତ୍ତନ। କୃଷିକୁ ଲାଭଦାୟକ କରିବା ସହ ଚାଷୀ ଭାଇ ଓ ଭଉଣୀମାନଙ୍କୁ ଆର୍ଥିକ ସମୃଦ୍ଧି ପ୍ରଦାନ କରିବା ପାଇଁ ଲୋକଙ୍କ ସରକାର ସଦାସର୍ବଦା ସଙ୍କଳ୍ପବଦ୍ଧ। #2YearsofLokankaSarakar #BikasharaDharaOdishaSara #2YearsofKrushakSamruddhi
34
29
74
5,390
Jun 9
ମହାନ ସ୍ୱାଧୀନତା ସଂଗ୍ରାମୀ ‘ଧରତୀ ଆବା’ ଭଗବାନ ବିର୍ସା ମୁଣ୍ଡାଙ୍କ ଶହୀଦ ଦିବସରେ ବିନମ୍ର ଶ୍ରଦ୍ଧାଞ୍ଜଳି । ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ତଥା ନିଷ୍ପେଷିତ ଓ ବଞ୍ଚିତ ଜନସାଧାରଣଙ୍କ ସୁରକ୍ଷା ଓ ସଶକ୍ତିକରଣ ପାଇଁ ତାଙ୍କର ତ୍ୟାଗ ଓ ମହାନ ‘ଉଲଗୁଲାନ’ (ମହାବିଦ୍ରୋହ) ସଦାସର୍ବଦା ଆମକୁ ପ୍ରେରଣା ଯୋଗାଇଛି । ଆସନ୍ତୁ, ଏହି ପବିତ୍ର ଦିବସରେ ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ଏକ ସମୃଦ୍ଧ, ସମାନତାଭିତ୍ତିକ ଏବଂ ସଶକ୍ତ ସମାଜ ଗଠନ ପାଇଁ ସଙ୍କଳ୍ପ ନେବା । #SSEPD #2YearsofLokankaSarakar #BikasharaDharaOdishaSara @CMO_Odisha @NityanandaBJP @sureshvashishth @MSJEGOI @siepodisha @state_scpd
12
259