ଟୁଇଟରରେ ମୋର ଏହାହିଁ କେବଳ ଗୋଟିଏ ଅସଲି ବେଣ୍ଟ। ନକଲି ବେଣ୍ଟ ପାଇଁ କୁମ୍ପାନି ଦାୟୀ ନୁହେଁ। ଦେଖି ଚାହିଁ ଚିହ୍ନି ରଖନ୍ତୁ। 😂

Joined February 2013
978 Photos and videos
मैंने एक बार समय से पूछा, मेरी गलती क्या थी? समय हँसते-हँसते बोला, तेरी ऐसी कोई गलती नहीं थी, बस तूने एक मतलबी को अपना समझ लिया था। #Anonymous
3
126
ଧନ୍ୟବାଦ ଭଗବାନ, ମୋ ପ୍ରତି ଦୟା କରିଥିବାରୁ। ଏମିତି ପାଗ ଦୁଇଦିନ ରଖିବାକୁ ଅନୁରୋଧ। #Gratitude #ଭୋଂଶର_ପାଗ
ହେଲୋ ଭୋଂଶର.. ତମର କେତେ ଟେମ୍ପ୍ରେଚର ରଖୁଚ!!! ଆଜି ଗଲେ ଅସୁବିଧା ନାହିଁ ତ!!! 🤔
1
3
214
ହେଲୋ ଭୋଂଶର.. ତମର କେତେ ଟେମ୍ପ୍ରେଚର ରଖୁଚ!!! ଆଜି ଗଲେ ଅସୁବିଧା ନାହିଁ ତ!!! 🤔
1
3
405
ଯିଏ ଚେୟାର ମ୍ୟାନ ହେବା ସ୍ୱପ୍ନ ଦେଖୁଛନ୍ତି ସେମାନଙ୍କ ପାଇଁ.... 😂 #KandhamalDiaries
3
94
ସମସ୍ତ ଓଡ଼ିଆଙ୍କୁ ଉତ୍କଳ ଦିବସର ଅନେକ ଶୁଭେଚ୍ଛା।ଓଡ଼ିଶା ଆଜି 90 ବର୍ଷରେ ପଦାର୍ପଣ କରିଛି। ଏହାର ସନ୍ତାନ ଭାବେ ପ୍ରତ୍ୟେକ ଓଡ଼ିଆ ନିଜ ଭାଷା ଓ ସଂସ୍କୃତିକୁ ନେଇ ଗର୍ବ କରନ୍ତି ଏବଂ କରିବା ବି ଉଚିତ। କିନ୍ତୁ କ୍ଷୋଭର ବିଷୟ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ନିଜ ଭାଷାର ବ୍ୟବହାର କମିଯାଉଛି ବୋଲି ମୋର ବ୍ୟକ୍ତିଗତ ଅନୁଭବ। (୧/୨)
ଉତ୍କଳ ଦିବସର ଅଭିନନ୍ଦନ। ଓଡ଼ିଆ ମାଟି ରେ ଜନ୍ମ ନେଇ ମୁଁ ନିଜକୁ ଧନ୍ୟମନେକରେ। ଗୋଟେ ଓଡ଼ିଆ ହେଇଥିବା ହେତୁ ଏହା ମୋର ସୌଭାଗ୍ୟ ଯେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ଉପଭୋଗ କରିପାରୁଛି। ତାହା ସହିତ ଏଠାର ପରମ୍ପରା ଓ ସଂସ୍କୃତିକୁ ବଞ୍ଚାଇ ରଖିବା ମୋରଭି ଦାୟିତ୍ୱ ଅଟେ। ଆଉ ମୁଁ ସେ ଦାୟିତ୍ୱ ଗ୍ରହଣ କରି ଶତଚେଷ୍ଟା କରିବି।
1
5
218
ଓଡ଼ିଶାର ସୀମାବର୍ତ୍ତୀ ଅଞ୍ଚଳରେ ପଡ଼ୋଶୀ ଦେଶର ଭାଷା ବ୍ୟବହାର ବଢ଼ିଚାଲିଛି ଓ ଆମେ ନିସଂକୋଚ ଭାବେ ବ୍ୟବହାର କରି ଚାଲିଛୁ। "ଭି" ଶବ୍ଦ ଆଜି ଆଧୁନିକ ଓଡ଼ିଆଙ୍କ ମଧ୍ୟରେ ସର୍ବାଦୃତ। ଏମିତି ଅନେକ ଉଦାହରଣ ଅଛି। ନିଜ ଭାଷାକୁ ନେଇ ଗର୍ବ କରନ୍ତୁ, ନିସଙ୍କୋଚ ଭାବେ ବ୍ୟବହାର କରନ୍ତୁ। #ଉତ୍କଳ_ଦିବସ 🙏 (୨/୨)
3
4
86
R A K E S H retweeted
Listen carefully to the speech of the BJD Mayor of Bhubaneswar. She openly stated that illegal Bangladeshi infiltrators carrying Aadhaar cards and ration cards would not be removed from the state. These are documents that were conveniently issued during the BJD regime to strengthen their vote bank politics. She went so far as to call these illegal migrants her “brothers and sisters” and assured them that she would arrange proper facilities for their comfortable stay in Odisha. But when it comes to PR, the same party suddenly changes its tone. The same leadership that protects illegal infiltrators at home sends loud voices to Delhi to shout and posture for headlines. What we are seeing is calculated hypocrisy. Video Courtsey : News7 You can find the full video here : facebook.com/share/v/1Czgabf…
Sulata Deo is just loud in that video, trying to do a Mahua Moitra style performance. BJD record is clear In power: Opposed NRC. In opposition: Opposed deportation. Now: Suddenly demanding immediate deportation. And honestly, which Odia goes to Bangladesh for work? If an Odia worker was killed, show proper confirmation and facts.
20
53
116
11,140
ସବ ଜାନତା ବୋଲି ଦେଖେଇ ହେବା ବେଳେ ମୂର୍ଖତା ଲୋକଲୋଚନକୁ ଆଣିବା ପ୍ରୟାସ ମନ୍ଦ ନୁହେଁ 😂
Is this paid from taxpayer money? Why do we need to gift a palace to the President for retirement accommodation after her term ends? I still not aware how she being from Odisha and from Adivasi community really helped the state and the community at large !!!!
4
127
R A K E S H retweeted
Rehne Dijiye @RahulGandhi !! Apse na ho paaega .. !!
ये वीडियो देखिए 👇 आज जब नेता विपक्ष श्री @RahulGandhi संसद में बोल रहे थे, उस वक्त मोदी सरकार ने उन्हें बोलने नहीं दिया। इतना ही नहीं, चेयरमैन ने नेता विपक्ष के बोलने के बीच ही संसद के दूसरे सदस्यों का नाम पुकार कर उन्हें बोलने के लिए कहा। इस अलोकतांत्रिक रवैये का साथ INDIA गठबंधन के किसी सांसद ने नहीं दिया और नाम पुकारने के बाद भी वे बोलने को राजी नहीं हुए। आखिर में सत्ता पक्ष के सांसद का नाम पुकारा गया और वो बोलने लगे। ये सरासर तानाशाही है, विपक्ष की आवाज को दबाने की साजिश है। नरेंद्र मोदी और उनकी सरकार लोकतंत्र को खत्म करने में लगी है। आज जो हुआ, वो संसद के इतिहास में कभी नहीं हुआ। ये शर्मनाक है।
6
11
641
11:11
1
60
ଓଡ଼ିଆ ସଙ୍ଗୀତ ଜଗତର ଆଉ ଏକ ଉଜ୍ଜ୍ୱଳ ତାରକା ଲିଭିଗଲା। ଓଁ ଶାନ୍ତି 🙏 #ଅଭିଜିତମଜୁମଦାର #AbhijitMajumdar
67
An evening in Countryside #VillageLife #Odisha
10
167
R A K E S H retweeted
BJD IS NOW PLAYING ITS OLD DIVERSION TACTICS Kadir Mishra is not a random name. He is the same person who made derogatory and shameful remarks against Sant Kabi Bhima Bhoi, questioned his sainthood, and tried to reduce a revered spiritual icon of Odisha to vulgar allegations.
ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟରେ ଓଡ଼ିଆ ସାହିତ୍ୟିକଙ୍କୁ ଅପମାନ ଘଟଣା; ସାହିତ୍ୟିକମାନଙ୍କୁ ଅପମାନିତ କରିବାରୁ କ୍ଷାନ୍ତ ରୁହନ୍ତୁ ଓଡ଼ିଶା ସରକାର। ସାହିତ୍ୟିକ ଶ୍ରୀ କେଦାର ମିଶ୍ରଙ୍କୁ ନିମନ୍ତ୍ରଣ କରି ଶେଷ ମୁହୂର୍ତ୍ତରେ କାର୍ଯ୍ୟକ୍ରମ ବାତିଲ୍ କରାଗଲା। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଓଡ଼ିଆ ଚେୟାର ତରଫରୁ ସନ୍ଥ କବି ଭୀମ ଭୋଇଙ୍କ ଉପରେ ବକ୍ତୃତା କାର୍ଯ୍ୟକ୍ରମ ଥିଲା। ଓଡ଼ିଶା ସରକାରଙ୍କ ଦ୍ଵାରା ଚାପଗ୍ରସ୍ତ ହୋଇ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ କାର୍ଯ୍ୟକ୍ରମ ବାତିଲ୍ କଲେ। #OdiaAsmita #ରଙ୍ଗବଦଳାସରକାର #ମିଛପ୍ରତିଶ୍ରୁତି #JababMaguchiOdisha
2
12
22
1,332
ମୋ ମତରେ ଠିକ୍ କହିଛି ସେ। ଯଦି ଭଲ ଲାଗିଲାନି ସିଧା କହିଦେଲା। କିଛି କନେକ୍ସନ୍ ନଥାଇ ଖାଲି ହଁ ହଁ କରି ଯାଇଥାନ୍ତା, ପଛରେ ଯେତେବେଳେ ତାର କାର୍ଯ୍ୟକଳାପରେ ଜଣା ପଡ଼ିଥାନ୍ତା ସେ ଆଗ୍ରହୀ ନୁହେଁ ତଥାପି ସେ କଥା ଭୁଲେଇ ଗଡ଼େଇ ନେଇଥାନ୍ତା ସେତେବେଳେ ଆହୁରି କଷ୍ଟ ହେଇଥାନ୍ତା 😂
Met this girl on Hinge last night. She INSISTED on paying the bill, rejected me because of 'vibes', and then sent THIS. I am speechless. 😭 Is the economy so bad or is she just petty ?
Community note
‼️ Stolen from a now-deleted fake Reddit post. In it, guy named Rishabh Tiwari asked woman for ₹160 UPI share of coffee after rejection. OP stole it, flipped genders, and posted as “this girl” to fuel anti-women narrative. Pure misinformation. reddit.com/r/Indiangirlso… x.com/imaashish_/sta… x.com/kayzywizzzy/st…
94
Being casual in any relationship is the new normal perhaps. 😂
46
11:11 👍
53
R A K E S H retweeted
Under BJD rule 2022–23 & 2023–24, Odisha farmers got ₹0 state subsidy and paddy procurement fell from 79.16 LMT to 70.89 LMT. After BJP came to power in 2024, a ₹800 subsidy was introduced and procurement jumped to 92.63 LMT, with a 93 LMT target this year. Facts speak louder
Now the BJP government in Odisha is ready to violate its own election manifesto commitment of 3100 MSP per quintal. Recent announcement by the agriculture minister capping the Rs 3,100 MSP at 150 quintals punishes those who produce more and exposes false promises made to farmers, in order to come to power. A government that cannot encourage farmers for producing more has forfeited its moral authority. Procurement failure and now backtracking on commitment, this government needs self introspection.
1
3
6
306
୧୦୦% କୁ ଭାଗ କରି ସଂରକ୍ଷଣ କରିଦିଅ ହୋ। ବିକାଶ ପୁରା ଦୌଡ଼ିବ। @MohanMOdisha
#ଓବିସିଙ୍କ_ପାଇଁ_ବଡ଼_କୋଟା ପଛୁଆବର୍ଗଙ୍କ ପାଇଁ ମୋହନ ସରକାରଙ୍କ ବଡ଼ ନିଷ୍ପତ୍ତି । ଖୁବଶୀଘ୍ର ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷାରେ ଓବିସି କୋଟା । ସଂରକ୍ଷିତ ରହିବ ୧୧ ଦଶମିକ ୨୫ ପ୍ରତିଶତ ସିଟ୍ । #OBCReservation #MohanGovernment #EducationPolicy #BreakingNews #Odisha #OTV
1
2
122