#Shubhapallaba Publication (#ଶୁଭପଲ୍ଲବ ପ୍ରକାଶନ) is a physical and online book publishing house in Odisha established by @Shubhapallaba Group.

Joined March 2021
45 Photos and videos
Panktiyon Me Pankh (पंक्तियों में पंख) has now become the #Bestseller on #Amazon Kindle (free version) and it was on the 4th position by the time we made this recording. Read on Kindle: amazon.in/dp/B09J3T8J9Y #shubhapallabapublication #शुभपल्लब #Shubhapallaba #ଶୁଭପଲ୍ଲବ
1
6
13
Shubhapallaba Publication - ଶୁଭପଲ୍ଲବ ପ୍ରକାଶନ retweeted
Raja Special offer is here. Grab your copy at 24% discount rate. Available on both Amazon India and Shubhapallaba Store. Link: amzn.to/4xlfUsC For direct orders, message us on WhatsApp at 7008899643 @GALPAKABITA #OdiaStory #Daitya #RajaParba
2
2
25
Shubhapallaba Publication - ଶୁଭପଲ୍ଲବ ପ୍ରକାଶନ retweeted
Raja Special offer : 25% Available on both Amazon India and Shubhapallaba Store. Link: amzn.to/3S7ndUO To buy directly, WhatsApp us on 7008899643 #OdiaBook #RajaParba
2
2
17
Shubhapallaba Publication - ଶୁଭପଲ୍ଲବ ପ୍ରକାଶନ retweeted
Raja Special offer is here. Grab your copy at 40% discount rate. Available on both Amazon India and Shubhapallaba Store. Link: amzn.to/4xtorcZ For direct orders, message us on WhatsApp at 7008899643. #TheYaerSheDisappeared #RajaParba
2
2
16
Shubhapallaba Publication - ଶୁଭପଲ୍ଲବ ପ୍ରକାଶନ retweeted
Raja Special offer is here. Grab your copy at 20% discount rate. Available on both Amazon India and Shubhapallaba Store. Link: amzn.to/4vdSofR For direct orders, message us on WhatsApp at 7008899643. #RajaParba #WeBecameAPoem
2
2
13
ଆଶା ଆପଣଙ୍କୁ ପସନ୍ଦ ଆସିବ, ଆମାଜନ୍‌ରେ ରିଭ୍ୟୁଟିଏ ଦେବାକୁ ଭୁଲିବେ ନାହିଁ । ଖାଲି ବହି ଉପରେ ନୁହେଁ, ଶୁଭପଲ୍ଲବ ଷ୍ଟୋର୍ ବାବଦରେ ମଧ୍ୟ ରିଭ୍ୟୁ ଦେବାକୁ ଅନୁରୋଧ । This book is available on Amazon India with 40% discount: amzn.to/4g9qBZ1
ହସ୍ତଗତ ହେଲା #ତାପସତ୍ଵ ☺️☺️
1
2
3
245
Shubhapallaba Publication - ଶୁଭପଲ୍ଲବ ପ୍ରକାଶନ retweeted
ହସ୍ତଗତ ହେଲା #ତାପସତ୍ଵ ☺️☺️
4
4
38
1,970
Shubhapallaba Publication - ଶୁଭପଲ୍ଲବ ପ୍ରକାଶନ retweeted
ଖୁବ୍‌ଶୀଘ୍ର ପ୍ରକାଶିତ ହେବାକୁ ଯାଉଛି ଶୁଭପଲ୍ଲବ ଦ୍ୱାରା ପ୍ରସ୍ତୁତ ଏହି ଗଳ୍ପସଂକଳନଟିର ମୁଦ୍ରିତ ପୁସ୍ତକ । @Sucharita_world @GormentDr @spriyadarshin10 @tapasr10 #Shubhapalalba @BijayBiswaal #Raja #ରଜ #ଓଡ଼ିଆବହି
ଶୁଭପଲ୍ଲବର ପ୍ରଥମ ବହି, ମାନେ ୨୦୨୦ ମସିହାରେ ପ୍ରକାଶ କରିଥିବା ଏକ ଗଳ୍ପ-ସଂକଳନ (ରଜ) ଇ-ବୁକ୍ ଭାବରେ ପ୍ରକାଶିତ ହୋଇଥିଲା, ଏବେ ପାଞ୍ଚ ବର୍ଷ ପରେ ସମୟ ହୋଇଛି ଏହାକୁ ପ୍ରିଣ୍ଟି କରିବା ପାଇଁ । ହଁ ISBN ଆସିଗଲାଣି, 978-81-984916-1-9 ନମ୍ବର ମିଳିଲା ।
4
3
21
1,018
Shubhapallaba Publication - ଶୁଭପଲ୍ଲବ ପ୍ରକାଶନ retweeted
This was our 1st book, but last year released this win print edition. Available on Shubhapallaba Store and amazon: amzn.to/3RVlW33 #OdiaBook #Raja #RajaBook #OdiaAnthelogy #Shubhapallaba
ଖୁବ୍‌ଶୀଘ୍ର ପ୍ରକାଶିତ ହେବାକୁ ଯାଉଛି ଶୁଭପଲ୍ଲବ ଦ୍ୱାରା ପ୍ରସ୍ତୁତ ଏହି ଗଳ୍ପସଂକଳନଟିର ମୁଦ୍ରିତ ପୁସ୍ତକ । @Sucharita_world @GormentDr @spriyadarshin10 @tapasr10 #Shubhapalalba @BijayBiswaal #Raja #ରଜ #ଓଡ଼ିଆବହି
2
3
107
Shubhapallaba Publication - ଶୁଭପଲ୍ଲବ ପ୍ରକାଶନ retweeted
ଅପେକ୍ଷାରେ ଅନ୍ତ ଘଟାଇ ପ୍ରେମର ପହିଲି ପୁଲକ ନେଇ ଆସିଛି #ତାପସତ୍ୱ । ହାତଟି କାହାର ଆପଣମାନେ ତ ଜାଣିସାରିବେଣି, ଭିତରେ କ'ଣ ଅଛି ଜାଣିବାକୁ ହେଲେ, ପଢ଼ିବାକୁ ପଡ଼ିବ ବହିଟିକୁ । ପ୍ରି-ଅର୍ଡ଼ର୍ ପାଇଁ ଉଭୟ ଆମାଜନ୍ ଇଣ୍ଡିଆ ଓ @ShubhapallabStr ରେ ଉପଲବ୍ଧ ଅଛି । amzn.to/4fGB8L9 #Tapasatwa
2
6
25
530
Shubhapallaba Publication - ଶୁଭପଲ୍ଲବ ପ୍ରକାଶନ retweeted
ତିନି ଯୁବକଙ୍କ ତିନି ପ୍ରକାର ଚିନ୍ତାଧାରାର ବହି । ପ୍ରେମ , ଇତିହାସ ଓ ପ୍ରତିଦାନର କଥା । ଆସନ୍ତୁ ପଢ଼ିବା @zubun98 ଙ୍କ "ପୁଷ୍ପଗିରିର ଶେଷ ପାଣ୍ଡୁଲିପି" , @ssgapu22 ଙ୍କ "The year she disappeared" ଏବଂ "ପ୍ରବୀଣ କୁମାର କବିଙ୍କ" "We become a poem" . ଧନ୍ୟବାଦ @Shubhapallaba @ShubhapallabaP 🙏
2
4
15
329
Shubhapallaba Publication - ଶୁଭପଲ୍ଲବ ପ୍ରକାଶନ retweeted
ଆଜି ବିଶ୍ୱ ପୁସ୍ତକ ଦିବସ । ମୁଁ ବସିକି ସେତେ ଅଧିକ ସମୟ ବହି ପଢ଼ିପାରେନାହିଁ । କିନ୍ତୁ, କିଛି ବହି ପଢ଼ିବା ଆରମ୍ଭ ହେଲେ କେତେବେଳେ ଶେଷ ହୋଇଯାଏ ଜଣାପଡ଼େ ନାହିଁ । ଏ ବହିଟି ଆପଣ ପଢ଼ିଲେ ବ୍ରେକ ନେବେ କି ଥରକରେ ପଢ଼ିବେ, ଆପଣଙ୍କ ଉପରେ ଛାଡ଼ିଲି । ଆମାଜନ ଓ ଶୁଭପଲ୍ଲବ ଷ୍ଟୋରରେ ଉପଲବ୍ଧ । amzn.to/48cG0TW
4
20
288
Shubhapallaba Publication - ଶୁଭପଲ୍ଲବ ପ୍ରକାଶନ retweeted
And it's trending at No. 1 on Amazon India Kindle Store. By the way, the book "The Year She Disappeared" is available on Kindle for free: amzn.to/4sm3XPA #TYSD #Gapufy
3
5
93
Shubhapallaba Publication - ଶୁଭପଲ୍ଲବ ପ୍ରକାଶନ retweeted
The moment is here. My 1st English novel has been released yesterday at Balasore. "They don’t promise forever. They don’t talk about endings. And then, one day, she disappears." Find the reason of her disappearance. Available on Amazon: amzn.to/4vdItqP
11
8
45
1,581
A big thanks to Chittaranjan Nayak for this wonderful book review about "We Became a Poem" by Prabina Kumar Kabi. And thanks to the curator Krushna Kumar Mohanty for featuring this story. Available on Amazon: amzn.to/4slXjJa
2
4
44
ଶୁଭପଲ୍ଲବ ପବ୍ଲିକେଶନ୍‌ରେ ରାଜେଶ କୁମାର ବାରିକଙ୍କ ୨ୟ ଗଳ୍ପ ସଂକଳନ #ଭାଇରାଲ୍ ପ୍ରକାଶ ପାଇବାକୁ ଯାଉଛି । #shubhapallabapublication #Shubhapallaba #ଶୁଭପଲ୍ଲବ
2
3
54
ଶୁଭପଲ୍ଲବ ପ୍ରକାଶନ ୱେବ୍‌ସାଇଟ୍‌କୁ ଅଦ୍ୟତନ କରାଯାଇଛି । ପ୍ରକାଶିତ ସମସ୍ତ ବହିଗୁଡ଼ିକ ମଧ୍ୟରୁ କିଛି ବହିକୁ ଏଥିରେ ସ୍ଥାନିତ କରିଛୁ ଏବଂ ବହିଗୁଡ଼ିକ ବିଷୟରେ ତଥ୍ୟ ମଧ୍ୟ ସେଠାରେ ଉଲ୍ଲେଖ କରିଛୁ । publication.shubhapallaba.in…
3
4
92
Shubhapallaba Publication - ଶୁଭପଲ୍ଲବ ପ୍ରକାଶନ retweeted
For a book lover, everyday is the #BookDay. Freshen up your mind by reading any book. Give at least 15 minutes for reading. publication.shubhapallaba.in… You can get your books from @ShubhapallabStr.

4
7