ତୋ ପ୍ରେମର ରଙ୍ଗ ଲାଗିଲା ପରେ...

Joined September 2010
3,933 Photos and videos
Pinned Tweet
12 Jan 2017
ଅନ୍ୟର ଉପଦେଶ ମଧ୍ୟରୁ କିଛି ଶିଖି ହୁଏନାହିଁ; ନିଜର ଜୀବନ କ୍ଷୟ କରି ଅଭିଜ୍ଞତା ଅର୍ଜନ କରିବାକୁ ହୁଏ,ଅନ୍ୟ କୌଣସି ପଥ ନାହିଁ...
38
82
657
ତାପସ retweeted
1
1
7
321
ତୁ ସ୍ବପ୍ନ; ମୋ ପାହାନ୍ତି ବେଳାର ପୁଣି ରଙ୍ଗ, ଗୋଧୂଳି ସଞ୍ଜର, ମୁଁ ଅଭିଶପ୍ତ; ନଗ୍ନ ବାସ୍ତବର ପୁଣି ଅସ୍ପୃଶ୍ୟ, ସନ୍ତର୍ପିତ ସ୍ପନ୍ଦନର ତୁ ଦୁରେ ଥାଉ; ମୁଁ ଛୁଇଁବାକୁ ଚାହେଁ ତୁ ସଦା ପ୍ରସ୍ଫୁଟିତ; ମୁଁ ଫୁଟି ଝରିଯାଏ ତୁ ପ୍ରେମ; ତୁ ସ୍ବପ୍ନ, ପୁଣି ବାସ୍ତବତା ତୁ ମରୁଦ୍ୟାନ; ମୁଁ ମରୁ ମରୀଚିକା... #ତାପସତ୍ୱ
2
7
71
ତାପସ retweeted
ଚାଉଳଚୁନାରେ ତିଆରି କାକରା ପିଠା ବା ସୁଆଁଳି ପିଠା । 🙏😊👇 youtu.be/PpiYoIMUZXM?si=agUm…
2
3
16
435
Festival feels colorful with family and friends. Being miles away from family and homeland it is like detaching your soul from a culture celebrated for ages... Happy Raja Sankranti everyone. Have a great one. 👍 #Raja #RajaParba #RajaFestival
2
15
519
ଆମ୍ବ ଲୋଭୀ ଡାକ୍ତର 😛😝
Mango Season’s Last Business Day 😎 ପୁଣି ଦେଖା ହେବା ଆର ବରଷ ଅମଳରେ 🤭 ବି. ଦ୍ର - ବଗିଚା ମାଲିକ ମୁଁ ନୁହଁ 😜 #KalahandiDiaries
4
14
1,226
I Love You ❤️
4
7
1,022
ତାପସ retweeted
Replying to @tapasr10
@tapasr10 ଆସିଗଲା 🫠
1
2
21
437
ତାପସ retweeted
||ପଛକୁ ଫେରି ଚାହିଁଲେ ଦିଶେ ଅତୀତର ଝାପ୍ସା ଜୀର୍ଣ୍ଣଶୀର୍ଣ୍ଣ ବିକଳାଙ୍ଗ ପ୍ରତିବିମ୍ବ, ଆଗକୁ ମହାଜାଗତିକ ଶୂନ୍ୟତା କୃଷ୍ନଗହ୍ୱରର ଅନ୍ଧକାରରେ ବାଟବଣା ଭବିଷ୍ୟତର ସ୍ୱପ୍ନ ଆଉ ମଝିରେ ନିରୁଦିଷ୍ଟ ମୁଁ ବର୍ତ୍ତମାନର ଅଙ୍କୁରୋଦ୍ଗମ ||🙏 ମନ ଭିତରର ନିଶବ୍ଦ ଅବ୍ୟକ୍ତ ଯୁଦ୍ଧର ସମ୍ପୂର୍ଣ ରୂପାନ୍ତରିତ ଶବ୍ଦ ସାହିତ୍ୟ #ତାପସତ୍ଵ @tapasr10
Arriving Monday😬😬😬😀😀😀
4
2
16
775
Thank you. 🙏 Hope my words touch you. 😊 Happy reading.
Replying to @tapasr10
@tapasr10 Finally in my hand...
1
9
301
ତାପସ retweeted
Replying to @tapasr10
1
1
3
218
Thank you. ❤️🥰
Arrived today. My wife already liked a few poems. Looking forward to reading over the weekend. Thanks for the quick delivery @ssgapu22 @tapasr10
1
1
6
329
So the first batch of #ତାପସତ୍ୱ (Pre orders) has started reaching destinations. Have you received your copy yet !?
9
6
41
2,089
ରଖିଥାଅ, ମୁଁ ଗଲେ ମତେ ଦବ 🤭 #ତାପସତ୍ୱ ❤️
ହସ୍ତଗତ ହେଲା #ତାପସତ୍ଵ ☺️☺️
1
12
621
ତାପସ retweeted
Replying to @tapasr10
Aapka Mujhse bada Fan aur koi nahi. ବହି ଆସିଗଲା ଯେ ମତେ ଆଉ ଏପରି ଆପଣଙ୍କ ଲେଖାମାନଙ୍କୁ କୁ ମୋବାଇଲ୍ ନୋଟ୍ସ ରେ ରଖିବାକୁ ପଡ଼ିବ ନାହିଁ । 🙏❤️
2
1
7
405
Arriving today... #ତାପସତ୍ୱ
5
5
63
2,197
ପ୍ରେମ ନା ବନ୍ଧୁତ୍ୱ ? ଆଖିରେ ଆଖି ମିଶେଇ ପଚାରିଲା ସେ... ❤️ ଖୁବ ଶୀଘ୍ର ପ୍ରକାଶ ପାଇବାକୁ ଯାଉଛି #ତାପସତ୍ୱ ଧନ୍ୟବାଦ @Shubhapallaba @ssgapu22 @sambeetarts
6
5
61
2,039
ତାପସ retweeted
କିଛି ଅପେକ୍ଷାର ଫଳ ବେଶ୍ ମିଠା... ଶୁଭେଚ୍ଛା ଭାଇ... ଆପଣଙ୍କ ସଫଳତା ସବୁବେଳେ ନିଜର ନିଜର ଲାଗେ 😁😁। (ପ୍ରକାଶକଙ୍କୁ ଅନୁରୋଧ, ମୋ ବହିରେ ଭାଇଙ୍କ ଅଟୋଗ୍ରାଫ ଦରକାର। @Shubhapallaba) ପ୍ରି - ଅର୍ଡର ଲିଙ୍କ୍ - amzn.to/4dFqphC
4
3
21
1,501
Birthday wishes @SecularBuffalo 💐 Have a good one. 👍
1
1
293
ତାପସ retweeted
ଶବ୍ଦକୁ ସିଡ଼ି କରି କିଛି ଭାବନା ପହଞ୍ଚି ଯାଏ ଉଚ୍ଚତାରେ... ମଶାଲଟିଏ ବାନ୍ଧିବା ପାଇଁ ! ଶୁଭେଚ୍ଛା #ତାପସତ୍ୱ 💐
1
1
8
352