Revenue & Disaster Management Department, Govt. of Odisha | ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଓଡିଶା ସରକାର

Joined June 2017
430 Photos and videos
ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଆବେଦିତ ବିବିଧ ଓ ଜାତି ପ୍ରମାଣପତ୍ରର ତ୍ୱରିତ ପ୍ରଦାନ ନିମନ୍ତେ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରମାଣପତ୍ର ପ୍ରାପ୍ତିରେ ବିଳମ୍ବ ହେତୁ ନାମଲେଖାରୁ ଯେପରି କୌଣସି ଛାତ୍ରଛାତ୍ରୀ ବଞ୍ଚିତ ହେବେନି ସେ ନେଇ ସୁନିଶ୍ଚିତ କରିବା ପାଇଁ ସମସ୍ତ ରାଜସ୍ୱ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।@sureshkpujari
37
26
152
6,662
ମାନ୍ୟବର ମନ୍ତ୍ରୀ ଶ୍ରୀ @sureshkpujari ଲୋକଙ୍କ ସରକାରର ୨ ବର୍ଷ ପୂର୍ତ୍ତି ଅବସରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଦୁଇ ବର୍ଷର ସଫଳତା ପୁସ୍ତିକା ଓ ଭିଡ଼ିଓର ଉନ୍ମୋଚନ କରିବା ସହ ଲୋକଙ୍କ ପ୍ରତି ସେବା ସମର୍ପଣ ମନୋଭାବ ରଖି ସେବା ଓ ସୁଶାସନ ପ୍ରତି ଲୋକଙ୍କ ସରକାରର ପ୍ରାଥମିକତାକୁ ଦୋହରାଇଛନ୍ତି।
2
1
11
239
On #WorldBloodDonorDay, we thank voluntary blood donors whose selfless act helps save lives during emergencies, disasters, accidents, and medical treatments. One donation can make a vital difference. Donate blood. Give hope. Save lives. #donateblood #savelives
1
6
160
ପହିଲି ରଜ ଅବସରରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ମା' ଧରିତ୍ରୀଙ୍କ ପ୍ରତି କୃତଜ୍ଞତା, ନାରୀତ୍ୱ ପ୍ରତି ସମ୍ମାନର ବାର୍ତ୍ତା ବହନ କରୁଥିବା ଏହି ଅନନ୍ୟ ପବିତ୍ର ପର୍ବ ଆପଣଙ୍କ ଜୀବନରେ ଆନନ୍ଦ ଏବଂ ଉଲ୍ଲାସ ଭରିଦେଉ।
6
156
Revenue & DM Department, Government of Odisha retweeted
ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଙ୍କ ନେତୃତ୍ବ ରେ ସରକାରର ୨ ବର୍ଷ ପୂର୍ତ୍ତି ଅବସରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଦୁଇ ବର୍ଷର ସଫଳତା ପୁସ୍ତିକା ଓ ଭିଡ଼ିଓର ଉନ୍ମୋଚନ କରି ଲୋକସେବାକୁ ସହଜରେ ଉପଲବ୍ଧ ଓ ସୁନିଶ୍ଚିତ କରିବା ନିମନ୍ତେ ରାଜସ୍ୱ ବିଭାଗର ନିରବଚ୍ଛିନ୍ନ ଉଦ୍ୟମ ଅବ୍ୟାହତ ରହିବ ବୋଲି ପ୍ରକାଶ କରିଥିଲି
3
2
12
254
ଲୋକଙ୍କ ସରକାରର ୨ ବର୍ଷ ପୂର୍ତ୍ତି ଅବସରରେ ମାନ୍ୟବର ମନ୍ତ୍ରୀ ଶ୍ରୀ @sureshkpujari ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଦୁଇ ବର୍ଷର ସଫଳତା ପୁସ୍ତିକା ଏବଂ ଭିଡ଼ିଓର ଉନ୍ମୋଚନ କରିଛନ୍ତି । #2YearsofLokankaSarakar #BikasharaDharaOdishaSara
4
2
39
1,557
ଏଥିସହ ମାନ୍ୟବର ମନ୍ତ୍ରୀ ତହସିଲରୁ ରାଜ୍ୟ ପର୍ଯ୍ୟନ୍ତ ବିଭାଗର ପ୍ରତ୍ୟେକ ଅଧିକାରୀ ଏବଂ କର୍ମଚାରୀଙ୍କ କର୍ତ୍ତବ୍ୟନିଷ୍ଠା ତଥା ନିରବଚ୍ଛିନ୍ନ ପ୍ରୟାସକୁ ସାଧୁବାଦ ଜଣାଇବା ସହ ବିଗତ ଦୁଇ ବର୍ଷର ସଫଳତା ଏବଂ ଉପଲବ୍ଧିକୁ ପାଥେୟ କରି ଆଗାମୀ ଦିନରେ ରାଜସ୍ୱ ବିଭାଗ ଲୋକସେବାର ଶୀର୍ଷ ସୋପାନରେ ପହଁଞ୍ଚିବ ବୋଲି ଆଶାବ୍ୟକ୍ତ କରିଛନ୍ତି l
2
172
ଏହି ଅବସରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ, ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମସ୍ତ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।
165
Revenue & DM Department, Government of Odisha retweeted
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ୨୬ଟି ଜିଲ୍ଲାର ୬୪ଟି ସ୍ଥାନର ଇଂରାଜୀ ବନାନର ସଂଶୋଧନ ଏବଂ ବିଭିନ୍ନ ସ୍ଥାନର ପ୍ରକୃତ ଓଡ଼ିଆ ନାମର ପୁନରୁଦ୍ଧାର ପ୍ରସ୍ତାବକୁ ଅନୁମୋଦନ ମିଳିଛି। ସେହିପରି ଉଠା ଦୋକାନୀଙ୍କ ଆର୍ଥିକ ସଶକ୍ତିକରଣ ପ୍ରତି ଗୁରୁତ୍ୱ ଦେଇ ’ପି.ଏମ୍. ସ୍ୱନିଧି’ ଯୋଜନା ଅଧୀନରେ ସମ୍ପାଦିତ ହେଉଥିବା ବନ୍ଧକ ଚୁକ୍ତିନାମା ଉପରେ ଷ୍ଟାମ୍ପ୍ ଡ୍ୟୁଟି ଛାଡ଼ କରାଯାଇଛି। ଏଥିସହ ଓଡ଼ିଶା ରାଜ୍ୟ ବିଧି ଆୟୋଗର ଅଣ-ସରକାରୀ ପୂର୍ଣ୍ଣକାଳୀନ ସଦସ୍ୟଙ୍କ ପାରିତୋଷିକ ବୃଦ୍ଧି ଧାରାରେ ସଂଶୋଧନ କରି ମାସିକ ପାରିତୋଷିକ ₹୭୫,୦୦୦ ରୁ ₹୧,୨୦,୦୦୦ କୁ ବୃଦ୍ଧି କରାଯାଇଛି।
10
9
33
2,552
Revenue & DM Department, Government of Odisha retweeted
Clear vision, decisive action. The State Cabinet's latest decisions focus on accelerating development, strengthening rural infrastructure, and unlocking new opportunities for our youth. We are steadily transforming our shared vision for the state into reality. #OdishaCabinet
4
11
34
1,623
ଲୋକଙ୍କ ସରକାରର ୨ ବର୍ଷରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଭିନବ ପଦକ୍ଷେପ, ଲୋକାଭିମୁଖୀ ସେବା ଓ ଇ-ପ୍ରଶାସନ ମାଧ୍ୟମରେ ରାଜସ୍ୱ ପରିଚାଳନାରେ ଆଣିଛି ବ୍ୟାପକ ସଂସ୍କାର। ବିପର୍ଯ୍ୟୟ ପରିଚାଳନାରେ ‘ଜିରୋ କାଜୁଆଲିଟି’ ଭଳି ସଫଳତା ଲୋକଙ୍କ ଧନଜୀବନ ପ୍ରତି ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।
7
5
42
2,005
ଓଡ଼ିଶାର ଐତିହ୍ୟ ଓ ଅସ୍ମିତାକୁ ଆହୁରି ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdishaଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକରେ ଲୋକଙ୍କ ଭାଷା, ଭାବନା ଓ ପରମ୍ପରାକୁ ପ୍ରାଥମିକତା ଦେଇ ବିଭିନ୍ନ ସ୍ଥାନନାମକୁ ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ଇଂରାଜୀ ବନାନ ସଂଶୋଧନକୁ ଅନୁମୋଦନ ମିଳିଛି।
2
1
34
2,333
ଇଂରାଜୀ ବନାନ ସଂଶୋଧନ କରାଯାଇଥିବା ସ୍ଥାନଗୁଡିକର ତାଲିକା ନିମ୍ନରେ ସଂଲଗ୍ନ କରାଯାଇଛି-
3
24
84
2,916
Revenue & DM Department, Government of Odisha retweeted
2 Years of Transformative Governance, 2 Years of Empowering Countless Lives From empowering 1 crore women under Subhadra Yojana to extending healthcare coverage to 3.46 crore people under Ayushman Bharat–Gopabandhu Jana Arogya Yojana, #Odisha's development journey is reaching every life, every family, and every corner of the state. Guided by the vision of Hon’ble PM Shri @narendramodi and driven by the commitment of Hon'ble CM Shri @MohanMOdisha, Odisha is advancing rapidly across women's empowerment, education, healthcare, agriculture, infrastructure, social security, and employment. #2YearsofLokankaSarakar #BikasharaDharaOdishaSara @PMOIndia
69
32
54
4,300
Revenue & DM Department, Government of Odisha retweeted
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହି ସମସ୍ତ ପଦକ୍ଷେପ ଦ୍ୱାରା ଗ୍ରାମୀଣ ଜିବୀକାରେ ଉନ୍ନତି, ଓଡ଼ିଆ ଅସ୍ମିତାର ସୁରକ୍ଷା, ବୟନ ଶିଳ୍ପର ବିକାଶ ହେବା ସହ ଜନସେବାକୁ ଆହୁରି ଲୋକାଭିମୁଖୀ କରି ରାଜ୍ୟର ବିକାଶକୁ ତ୍ୱରାନ୍ୱିତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ।
9
1
20
1,225
Revenue & DM Department, Government of Odisha retweeted
ଓଡ଼ିଶାର ବିଭିନ୍ନ ସ୍ଥାନର ଔପନିବେଶିକ ସମୟରୁ ପ୍ରଚଳିତ ବିକୃତ ଇଂରାଜୀ ବନାନର ସଂଶୋଧନ ଓ ପ୍ରକୃତ ଓଡ଼ିଆ ନାମର ପୁନରୁଦ୍ଧାର ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ କରିଛି... #StateCabinet @CMO_Odisha @MohanMOdisha @SecyChief
1
8
803