Joined June 2019
13,315 Photos and videos
ସୋମନାଥ ସ୍ୱାଭିମାନ ପର୍ବ ଅବସରରେ ଆଜି ପବିତ୍ର ଲିଙ୍ଗରାଜଙ୍କ ଭୂମିରୁ ଆରମ୍ଭ ହୋଇଛି ସୋମନାଥ ଯାତ୍ରା । ପାଖାପାଖି ୧୨୦୦ ଶ୍ରଦ୍ଧାଳୁଙ୍କ ଦର୍ଶନ ନିମନ୍ତେ ସରକାର ସମସ୍ତ ପ୍ରକାର ସୁବନ୍ଦୋବସ୍ତ ଓ ଅନ୍ୟାନ୍ୟ ସୁବିଧା ବ୍ୟବସ୍ଥିତ କରାଇଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଙ୍କ ଗରିମାମୟ ଉପସ୍ଥିତିରେ ଭୁବନେଶ୍ୱର ଏକାମ୍ର କ୍ଷେତ୍ରରୁ ଏହି ଯାତ୍ରା ଆରମ୍ଭ ହୋଇଛି । ପବିତ୍ର ବିନ୍ଦୁସାଗରର ଜଳ ଓ କେଦାରଗୌରୀ ପୀଠର ମୃତ୍ତିକା ସହିତ ଓଡ଼ିଶାର ସାଂସ୍କୃତିକ ତଥା ଆଧ୍ୟାତ୍ମିକ ବାର୍ତ୍ତାବହ ଭାବେ ଶ୍ରଦ୍ଧାଳୁମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଶ୍ରୀ @suryabanshibjp ମଧ୍ୟ ଉପସ୍ଥିତ ଥିଲେ ।
4
40
ସୁରକ୍ଷିତ ମାତୃତ୍ୱ ଏବଂ ସୁସ୍ଥ ଶିଶୁର ସଂକଳ୍ପକୁ ଆହୁରି ମଜଭୁତ କରିବା ପାଇଁ ‘ମମତା’ ଓ ‘ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା’ର ସଫଳ ସମନ୍ୱୟରେ ଗର୍ଭବତୀ ଓ ପ୍ରସୂତି ମା’ମାନଙ୍କୁ ପୁଷ୍ଟିସାଧନ ସହ ସିଧାସଳଖ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ରାଜ୍ୟରେ ଶିଶୁ ମୃତ୍ୟୁହାର ହ୍ରାସ କରିବା ଏବଂ ମା’ ଓ ଶିଶୁଙ୍କ ଉତ୍ତମ ସ୍ୱାସ୍ଥ୍ୟ ରକ୍ଷା କରିବା ଆମ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ଏହି ଯୋଜନା ଅଧୀନରେ ନବଜାତ ସନ୍ତାନଙ୍କ ଜନ୍ମ ସମୟରେ ମା’ମାନଙ୍କୁ ଆବଶ୍ୟକୀୟ ସହାୟତା ପ୍ରଦାନ କରାଯାଉଛି। ପ୍ରତିଟି ମା’ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ହିଁ ଏକ ସୁସ୍ଥ, ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନର ପ୍ରକୃତ ମୂଳଦୁଆ। #2YearsofLokankaSarakar #BikasharaDharaOdishaSara
1
30
ଏକାମ୍ର ନିର୍ବାଚନ ମଣ୍ଡଳୀର ଶିଶୁପାଳଗଡ଼ଠାରେ ଅନୁଷ୍ଠିତ ପ୍ରଥମ ବାର୍ଷିକ ରଜ ମହୋତ୍ସବ କାର୍ଯ୍ୟକ୍ରମକୁ ଓଡିଶା ବିଧାନସଭା ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଙ୍କ ସହ ମଞ୍ଚାସୀନ ହୋଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଉଦଘାଟନ କରିଲି lଆଜିର କୃତ୍ରିମ ବୁଦ୍ଧିମତ୍ତା ଯୁଗରେ ରଜ ପର୍ବର ପ୍ରାସଙ୍ଗିକତା ଅକ୍ଷୁର୍ଣ୍ଣ ରହିଛି l ଲୁଡୁ ଖେଳ ହୁଏ ତ ଭ୍ରାମ୍ୟମାଣ ଦୂରଭାଷ ଯନ୍ତ୍ରରେ ଖେଳା ଯାଉଛି କିନ୍ତୁ ଆଜିବି ଲୋକଙ୍କ ମଧ୍ୟରେ ରଜ ପର୍ବ ଆସିଲେ ପ୍ରାଚୀନ ଖେଳ ଗୁଡିକ ପୁନଃ ପୁରପଲ୍ଲୀରେ ଖେଲାଯାଉଥିବାର ଦେଖାଯାଏ l ମୁଁ ଆଗ୍ରହ ରଖିବି ବିଶ୍ୱର କୋଣାନୁକୋଣରେ ରହୁଥିବା ଆମ ଓଡିଆ ଭାଇ ଓ ଭଉଣୀମାନେ ନାରୀ ସମାଜ ଏବଂ ଧରିତ୍ରୀ ମାତାଙ୍କ ପାଇଁ ବିଶେଷ ରୂପେ ପାଳିତ ହେଉଥିବା ରଜ ପର୍ବର ମହତ୍ତ୍ୱ ତଥା କଳିଙ୍ଗଭୂମିର ବିଶେଷତ୍ଵକୁ ଜଣେ ଜଣେ ପ୍ରଚାରକ ସଦୃଶ ଉପସ୍ଥାପନା କରନ୍ତୁ ବୋଲି ବିଶ୍ଵ ବିଦିତ ମହାନ ଓଡିଆ ସମ୍ରାଟ ଖାରବେଳଙ୍କ ଭୂମି ଶିଶୁପାଳଗଡ଼ରୁ ଆହ୍ଵାନ ଦେଲି l
4
57
ଏକାମ୍ର ନିର୍ବାଚନ ମଣ୍ଡଳୀର ଗୌତମନଗର ଠାରେ ଅନୁଷ୍ଠିତ ପ୍ରଥମ ବାର୍ଷିକ ରଜ ମହୋତ୍ସବ କାର୍ଯ୍ୟକ୍ରମକୁ ମଞ୍ଚାସୀନ ହୋଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଉଦଘାଟନ କରିଲି lଆଜିର କୃତ୍ରିମ ବୁଦ୍ଧିମତ୍ତା ଯୁଗରେ ରଜ ପର୍ବର ପ୍ରାସଙ୍ଗିକତା ଅକ୍ଷୁର୍ଣ୍ଣ ରହିଛି l ଲୁଡୁ ଖେଳ ହୁଏ ତ ଭ୍ରାମ୍ୟମାଣ ଦୂରଭାଷ ଯନ୍ତ୍ରରେ ଖେଳା ଯାଉଛି କିନ୍ତୁ ଆଜିବି ଲୋକଙ୍କ ମଧ୍ୟରେ ରଜ ପର୍ବ ଆସିଲେ ପ୍ରାଚୀନ ଖେଳ ଗୁଡିକ ପୁନଃ ପୁରପଲ୍ଲୀରେ ଖେଲାଯାଉଥିବାର ଦେଖାଯାଏ l ମୁଁ ଆଗ୍ରହ ରଖିବି ବିଶ୍ୱର କୋଣାନୁକୋଣରେ ରହୁଥିବା ଆମ ଓଡିଆ ଭାଇ ଓ ଭଉଣୀମାନେ ନାରୀ ସମାଜ ଏବଂ ଧରିତ୍ରୀ ମାତାଙ୍କ ପାଇଁ ବିଶେଷ ରୂପେ ପାଳିତ ହେଉଥିବା ରଜ ପର୍ବର ମହତ୍ତ୍ୱ ତଥା କଳିଙ୍ଗଭୂମିର ବିଶେଷତ୍ଵକୁ ଜଣେ ଜଣେ ପ୍ରଚାରକ ସଦୃଶ ଉପସ୍ଥାପନା କରନ୍ତୁ ବୋଲି ବିଶ୍ଵ ବିଦିତ ମହାନ ଓଡିଆ ସମ୍ରାଟ ଖାରବେଳଙ୍କ ଭୂମି ଶିଶୁପାଳଗଡ଼ରୁ ଆହ୍ଵାନ ଦେଲି l
3
47
ଏକାମ୍ର ନିର୍ବାଚନ ମଣ୍ଡଳୀ ର ଖଣ୍ଡଗିରି ପାହାଡ଼ ସ୍ଥିତ ପାନ୍ଥୀକା ଠାରେ ଅନୁଷ୍ଠିତ ରଜ ମହୋତ୍ସବ ରେ ଯୋଗଦେଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ସଭାକାର୍ଯ୍ୟ ତଥା ମେଳାକୁ ଉଦଘାଟନ କରିଲୁ।ରଜ ପର୍ବର ବିଶେଷତା ହେଉଛି ପୋଡ଼ପିଠା,ଯାହାକି ଖୁବ୍ ସୁମିଷ୍ଟ।ଏହି ପୋଡ଼ପିଠା ଦୈନିକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଭୋଗ ଲାଗି ହୋଇଥାଏ, ଯାହା ପ୍ରମାଣିତ କରେ ଓଡିଆ ଜାତି ନିଜର ସର୍ବସ୍ଵ ହିଁ ମହାପ୍ରଭୁଙ୍କୁ ସମର୍ପିତ କରିଛି l ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସ୍ଥାନରୁ ଆସିଥିବା ମାଆ ଓ ଭଉଣୀମାନଙ୍କ ହାତରେ ପ୍ରସ୍ତୁତ ବିବିଧ ରଜ ପିଠା,ମିଠା ଓ ପାନ ଷ୍ଟଲ୍ ଗୁଡିକ ଆମକୁ ଶିକ୍ଷା ଦିଏ ମାତୃଭୂମିପାଇଁ ପାଳିତ ହେଉଥିବା ଏହି ଉତ୍ସବ ବାସ୍ତବରେ ବେଶ୍ ବିବିଧତାରେ ପରିପୂର୍ଣ୍ଣ l ଯେଉଁଠି ସାରା ଭାରତ ବର୍ଷରେ ବିବିଧତା ମଧ୍ୟରେ ଏକତାର ଭାବକୁ ନେଇ ଅନେକ ପ୍ରସଙ୍ଗ ରହିଛି,ତନ୍ମଧ୍ୟରୁ ଆମ ଓଡିଶା ସମସ୍ତଙ୍କୁ ଉତ୍ସବ ଦ୍ଵାରା ଏକତ୍ରିତ କରିବାର ଶ୍ରେଷ୍ଠ ଦିଗ୍ ଦର୍ଶନ ପ୍ରତିଟି ଯୁଗରେ ଦେଇଆସୁଛି ବୋଲି ବକ୍ତବ୍ୟ ରଖିଲି।
2
57
ଆଜି ବିଭିନ୍ନ ଅଞ୍ଚଳରୁ ସାମୁହିକ ଏବଂ ବ୍ୟକ୍ତିଗତ ସମସ୍ୟା ନେଇ ଆସିଥିବା ଜନ ସାଧାରଣଙ୍କ ଅଭିଯୋଗ ଓ ସମସ୍ୟାଗୁଡିକୁ ଶୁଣିଲି।ସାଧାରଣ ଜନତାଙ୍କର ସମସ୍ୟାକୁ ଗୁରୁତ୍ୱ ଦେଇ ଏହାର ତ୍ୱରିତ ସମାଧାନ ପାଇଁ ଆମ ସରକାର ସର୍ବଦା ତତ୍ପର।ଉଲ୍ଲେଖଯୋଗ୍ୟ ଯେ ନିୟମିତ ଭାବେ ସୁନ୍ଦରପଦା କପିଳପ୍ରସାଦ ସ୍ଥିତ କାର୍ଯ୍ୟାଳୟ ରେ ପ୍ରତି ସୋମବାର ଓ ବୁଧବାର ଏବଂ ଶୁକ୍ରବାର ଜନସାଧାରଣଙ୍କର ସାମୁହିକ ଏବଂ ବ୍ୟକ୍ତିଗତ ସମସ୍ୟା ସମାଧାନ ପାଇଁ ପ୍ରୟାସ କରାଯାଏ lଲୋକଙ୍କ ଅଭିଯୋଗର ତୁରନ୍ତ ସମାଧାନ କରୁଛନ୍ତି ବିଜେପି ସରକାର । : #publicgrievance #PeoplesMLA #Ekamra #BabuSinghBJP #Bikashitaekamra #NarendraModi #BabuSingh #Bhubaneswar #odisha
2
39
ଲୋକଙ୍କ ସରକାରରେ ମହିଳା ହୋଇଛନ୍ତି ସଶକ୍ତ ଓ ସମୃଦ୍ଧ । #2YearsofLokankaSarakar #BikasharaDharaOdishaSara #2YearsofNariShakti
26
ଭୁବନେଶ୍ୱର ସ୍ଥିତ ବୁଦ୍ଧେଶ୍ବରୀ ଗୋଷ୍ଠୀ କେନ୍ଦ୍ର ପଡ଼ିଆରେ ଅନୁଷ୍ଠିତ ରଜ ମହୋତ୍ସବ କାର୍ଯ୍ୟକ୍ରମରେ ଓଡିଶା ବିଧାନସଭା ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଙ୍କ ସହ ଯୋଗଦେଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ସଭାକାର୍ଯ୍ୟ ତଥା ମେଳାକୁ ଉଦଘାଟନ କରିଲୁ।ରଜ ପର୍ବର ବିଶେଷତା ହେଉଛି ପୋଡ଼ପିଠା,ଯାହାକି ଖୁବ୍ ସୁମିଷ୍ଟ।ଏହି ପୋଡ଼ପିଠା ଦୈନିକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଭୋଗ ଲାଗି ହୋଇଥାଏ, ଯାହା ପ୍ରମାଣିତ କରେ ଓଡିଆ ଜାତି ନିଜର ସର୍ବସ୍ଵ ହିଁ ମହାପ୍ରଭୁଙ୍କୁ ସମର୍ପିତ କରିଛି l ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସ୍ଥାନରୁ ଆସିଥିବା ମାଆ ଓ ଭଉଣୀମାନଙ୍କ ହାତରେ ପ୍ରସ୍ତୁତ ବିବିଧ ରଜ ପିଠା,ମିଠା ଓ ପାନ ଷ୍ଟଲ୍ ଗୁଡିକ ଆମକୁ ଶିକ୍ଷା ଦିଏ ମାତୃଭୂମିପାଇଁ ପାଳିତ ହେଉଥିବା ଏହି ଉତ୍ସବ ବାସ୍ତବରେ ବେଶ୍ ବିବିଧତାରେ ପରିପୂର୍ଣ୍ଣ l ଯେଉଁଠି ସାରା ଭାରତ ବର୍ଷରେ ବିବିଧତା ମଧ୍ୟରେ ଏକତାର ଭାବକୁ ନେଇ ଅନେକ ପ୍ରସଙ୍ଗ ରହିଛି,ତନ୍ମଧ୍ୟରୁ ଆମ ଓଡିଶା ସମସ୍ତଙ୍କୁ ଉତ୍ସବ ଦ୍ଵାରା ଏକତ୍ରିତ କରିବାର ଶ୍ରେଷ୍ଠ ଦିଗ୍ ଦର୍ଶନ ପ୍ରତିଟି ଯୁଗରେ ଦେଇଆସୁଛି ବୋଲି ବକ୍ତବ୍ୟ ରଖିଲି ଲ।
3
106
ଭୁବନେଶ୍ୱର ସ୍ଥିତ ଝାରପଡା ୱେଲ ଫେୟାର ଆସୋସିଏସ ଦ୍ୱାରା ଆୟୋଜିତ "ରଜ ଉତ୍ସବ" କାର୍ଯ୍ୟକ୍ରମ କୁ ବରିଷ୍ଠ ବିଜେପି ନେତା ଶ୍ରୀ ଜଗନ୍ନାଥ ପ୍ରଧାନ ଙ୍କ ସହ ଉଦ୍ଘାଟନ କରିଲି ।ଓଡ଼ିଆ ପରମ୍ପରା, ସଂସ୍କୃତି ଓ ଭାଇଚାରାର ଏହି ମହାନ ପର୍ବ ଆମ ଜୀବନରେ ନୂଆ ଉତ୍ସାହ, ଖୁସି ଓ ସମୃଦ୍ଧି ଆଣୁ।ସମସ୍ତଙ୍କୁ ରଜ ପର୍ବର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।
3
40
ଓଡ଼ିଶାର ଗଣପର୍ବ, ପରମ୍ପରା ଓ ଆନନ୍ଦର ମହୋତ୍ସବ 'ପହିଲି ରଜ' ଉପଲକ୍ଷେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ଦୋଳି ଗୀତର ସୁର ଓ ପିଠା-ପାନର ମହକରେ ସମସ୍ତଙ୍କ ଜୀବନ ଆନନ୍ଦମୟ ହେଉ। ମହାପ୍ରଭୁ ଶ୍ରୀଜଗନ୍ନାଥ ସମସ୍ତଙ୍କ କଲ୍ୟାଣ କରନ୍ତୁ #PahiliRaja #RajaFestival #Odisha #JaiJagannath
1
2
71
ଓଡ଼ିଶାର ଗଣପର୍ବ, ପରମ୍ପରା ଓ ଆନନ୍ଦର ମହୋତ୍ସବ 'ପହିଲି ରଜ' ଉପଲକ୍ଷେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ଦୋଳି ଗୀତର ସୁର ଓ ପିଠା-ପାନର ମହକରେ ସମସ୍ତଙ୍କ ଜୀବନ ଆନନ୍ଦମୟ ହେଉ। ମହାପ୍ରଭୁ ଶ୍ରୀଜଗନ୍ନାଥ ସମସ୍ତଙ୍କ କଲ୍ୟାଣ କରନ୍ତୁ #PahiliRaja #RajaFestival #Odisha #JaiJagannath
3
77
ଭୁବନେଶ୍ୱର ସ୍ଥିତ ନୟାପଲ୍ଲୀ ଠାରେ ଆୟୋଜିତ ନୟାପଲ୍ଲୀ ରଜ ମହୋତ୍ସବ ରେ ଓଡିଶା ବିଧାନସଭା ର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଙ୍କ ସହ ଯୋଗଦେଲି।
4
77
ଏକାମ୍ର ନିର୍ବାଚନ ମଣ୍ଡଳୀର ୱାର୍ଡ଼ ନଂ -୫୮ ଅଞ୍ଚଳରେ ଆୟୋଜିତ ବ୍ରହ୍ମେଶ୍ୱର ରଜ ମହୋତ୍ସବ ରେ ଓଡିଶା ବିଧାନସଭା ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଙ୍କ ସହ ଯୋଗଦେଲି।
4
68
ଏକାମ୍ର ନିର୍ବାଚନ ମଣ୍ଡଳୀର ଓ଼ଲ୍ଡଟାଉନ ସ୍ଥିତ ଗୋସାଗରେଶ୍ୱର ମନ୍ଦିର ଠାରେ ବଉଳ ଗଡ଼ କ୍ଳବ ଦ୍ୱାରା ଆୟୋଜିତ ଚନ୍ଦନ ଉତ୍ସବ ରେ ଯୋଗଦେଲି।
7
106
ଏକାମ୍ର ନିର୍ବାଚନ ମଣ୍ଡଳୀର ଜାଗମରା ନୂଆରୋଡ଼ ଠାରେ ଶ୍ରୀ ଜଗବନ୍ଧୁ ସ୍ୱାଇଁ ଙ୍କ ରାଡିଆନ୍ସ ଲାଉଁଜ ଆଉଟଲେଟ -୩ ଉଦଘାଟନ କରିଲୁ।
3
58
ଏକାମ୍ର ନିର୍ବାଚନ ମଣ୍ଡଳୀର ୱାର୍ଡ଼ ନଂ -୫୯ ସ୍ଥିତ ନୂଆଗାଁ ଠାରେ ରେ ଆୟୋଜିତ ନୂଆଗାଁ ଗ୍ରାମୀଣ ରଜ ମହୋତ୍ସବ ରେ ଯୋଗଦେଲି।
6
62
ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଭୁବନେଶ୍ୱରରେ ଜନଆଶ୍ରୟ ଭବନର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି
2
32
ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଭୁବନେଶ୍ୱର ସ୍ଥିତ ଇନଷ୍ଟିଚ୍ୟୁଟ ଅଫ ମ୍ୟାଥମେଟିକ୍ସ ଛକ ଠାରୁ ଏକାମ୍ରକାନନ ପର୍ଯ୍ୟନ୍ତ ୬ ଲେନ ବିଶିଷ୍ଟ ନୂତନ ରାସ୍ତାର ଶୁଭ ଉଦଘାଟନ ହୋଇଛି ।
1
25
ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ଲୋକଙ୍କ ସରକାରଙ୍କ ବଡ଼ ଭେଟି। ରାଜଧାନୀ ଭୁବନେଶ୍ବରରେ ନୂଆ ରାସ୍ତାର ଉଦ୍‌ଘାଟନ କଲେ ଲୋକଙ୍କ ମୁଖ୍ୟମନ୍ତ୍ରୀ । #2YearsofLokankaSarakar #BikasharaDharaOdishaSara
1
31
ଲୋକଙ୍କ ସରକାରରେ କେହି ରହିବେନି ଭୋକିଲା । ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ ମାଧ୍ୟମରେ NFSA ଓ SFSS ହିତାଧିକାରୀଙ୍କୁ ମୁଣ୍ଡପିଛା ପ୍ରତିମାସ ମିଳିବ ଅତିରିକ୍ତ ୫ କି.ଗ୍ରା. ନିଃଶୁଳ୍କ ଚାଉଳ ।#2YearsofLokankaSarakar #BikasharaDharaOdishaSara
1
31