Filter
Exclude
Time range
-
Near
পশ্চিম গোৱালপাৰা সমষ্টিত দলঙৰ অভাৱত শিক্ষাৰ্থীৰ দুৰ্দশা... #BridgeProblem #AssamNews
1
33
बिहार के कटिहार में हजारों ग्रामीण कमला नदी पार करने के लिए बांस के अस्थायी पुल पर निर्भर हैं। स्कूल, अस्पताल और बाजार तक पहुंचने के लिए लोग हर दिन जान जोखिम में डालते हैं। पक्के पुल की मांग लंबे समय से उठती आ रही है। #Bihar #Katihar #KamlaRiver #RuralIndia #VillageLife #BridgeProblem #InfrastructureIssue #IndiaNews #BreakingNews #RuralDevelopment #StateMirrorHindi Bihar, Katihar, KamlaRiver, RuralIndia, VillageLife
38
#कटिहार ⏩️ कटिहार में विकास के दावों पर बड़ा सवाल, कमला नदी पर पुल अब भी अधूरा ⏩️ मनसाही के कुरेठा पंचायत स्थित पंचवर्गा गांव में दशकों से पुल की मांग ⏩️ आजादी के बाद भी नदी पर पुल न बनने से हजारों लोग परेशान ⏩️ स्कूल, इलाज और रोजगार के लिए लोग नाव के सहारे मजबूर ⏩️ बरसात में हालात और भी गंभीर, जोखिम बढ़ जाता है ⏩️ स्थानीय लोगों ने जनप्रतिनिधियों पर अनदेखी का आरोप लगाया ⏩️ प्रशासन ने पुल निर्माण प्रक्रिया शुरू करने का दिया भरोसा @CMOBihar @OfficeOfNitish @IPRDBihar @SpKatihar @DM_Katihar #katihar #biharnews #bridgeproblem #ruraldevelopment #breakingnews #publicissue
73
बेगूसराय जिले के बखरी प्रखंड के भैरवा और आसपास के गांवों का है. यहां बागमती नदी पर पुल बनाने की मांग कोई नई नहीं है. चुनाव आते ही नेताओं ने पुल, सड़क और बेहतर आवागमन का सपना दिखाया,वोट लिया और फिर वादे हवा हो गए. ग्रामीणों का कहना है कि कई सरकारें बदलीं,पक्ष और विपक्ष बदलते रहे,लेकिन उनकी जिंदगी नहीं बदली. स्थानीय लोगों के मुताबिक वर्तमान विधायक संजय पासवान बिहार सरकार में गन्ना मंत्री भी हैं. लेकिन इसके बावजूद इलाके की सबसे बड़ी समस्या जस की तस बनी हुई है. #Begusarai #Bakhri #Bhairwa #BiharPolitics #BridgeProblem #DevelopmentNews #PublicIssue #SelfHelp #BiharNews #BagmatiRiver
5
223
#ପୋଲ_ଥାଇ_କି_ଲାଭ? କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ବି କାମରେ ଲାଗିଲା ନାହିଁ ବ୍ରିଜ୍ । ସଂଯୋଗୀକରଣ ରାସ୍ତା ଅଭାବରୁ ବ୍ରିଜ୍ ଥାଇ ବି 'ଯଥା ପୂର୍ବ ତଥା ପରଂ' ସ୍ଥିତି । ପୋଲକୁ ଚଢ଼ିବା ପାଇଁ ନାହିଁ ରାସ୍ତା, ଦୁର୍ଦ୍ଦଶା ଭୋଗୁଛନ୍ତି ହଜାର ହଜାର ଲୋକ #Kuchinda #Odisha #KanakNews #BridgeProblem
6
690
#ବିଜୁ_ସେତୁ_ଟଙ୍କା_ଖାଇଦେଲେ ! ଗଞ୍ଜାମ ଜିଲ୍ଲାରେ ପୋଲ ଭାଙ୍ଗିଦେଲେ । କଣ୍ଟ ପୂରିଗଲା ପରେ ବି ସରିଲା ନାହିଁ ନିର୍ମାଣ । ୫ କୋଟିର ବିଜୁ ସେତୁ ସଂପୂର୍ଣ୍ଣ ହେବା ପୂର୍ବରୁ ଭାଙ୍ଗିଲା ଠିକା ସଂସ୍ଥା । ଗମନାଗମନ ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକ #Ganjam #Odisha #KanakNews #BridgeProblem
9
495
#୬_ବର୍ଷ_ହେଲାଣି_ସେତୁ_ସରୁନି ଅଧପନ୍ତରିଆ ବିକାଶ ଅସଜଡ଼ା ପ୍ରଶାସନ । କୋରାପୁଟ ବୈପାରୀଗୁଡ଼ାରେ ଛଅ ବର୍ଷ ହେଲା ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଛି ସାବେରୀ ନଦୀର ସେତୁ ନିର୍ମାଣ । ପୋଲ ପାଇଁ ଅଡୁଆ କରୁଛି ଜମି । ଜୀବନକୁ ପାଣି ଛଡ଼ାଇ ନଦୀ ପାର ହେଉଛନ୍ତି ହଜାର ହଜାର ଲୋକ #koraput #Odisha #KanakNews #BridgeProblem
1
3
332
#ପୋଲ_ହେଉଛି_ଯେ_ହେଉଛି ରେଢ଼ାଖୋଲ ପଣ୍ଡୁଆଖୋଳରେ ପୋଲ ନିର୍ମାଣରେ ଦୁର୍ନୀତି । ପ୍ରଥମ ଥର ନିମ୍ନମାନର କାମ ଯୋଗୁଁ ବଢ଼ିପାଣିରେ ଭାସିଗଲା ପୋଲ । ଏବେ ୩ ବର୍ଷ ହେଲା କାମ ସରୁନି । ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ କାର୍ଯ୍ୟ ବିଳମ୍ବ ଅଭିଯୋଗ #Redhakhol #Odisha #BridgeProblem #KanakNews
1
3
15
966
#ଝୁଲା_ପୋଲ_ଏମିତି_କଣ_ଝୁଲୁଥିବ ? ଇତିହାସ ହୋଇଯିବ କି ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ଝୁଲାପୋଲ ? ରାୟଗଡ଼ା ନାଗାବଳୀ ଝୁଲାପୋଲର ହୋଇପାରୁନାହିଁ ମରାମତି । ବିପଦସଙ୍କୁଳ ଦର୍ଶାଇ ୪ ବର୍ଷ ହେବ ସିଲ୍‌ କରିଦେଇଛି ଜିଲ୍ଲା ପ୍ରଶାସନ #Odisha #KanakNews #Rayagada #BridgeProblem
4
61
4,779
#ବ୍ରିଟିସ_ପୋଲ_ଭାଙ୍ଗିଲେ_ଦାୟୀ_କିଏ_ହେବ ? ବସ୍ତା ଜଳକା ନଦୀ ଉପରେ ବିପଦସଙ୍କୁଳ ପୋଲ । ଘାରୁଛି ଦୁର୍ଘଟଣାର ଭୟ, ତଥାପି ଚାଲିଛି ଯାତାୟାତ । ୭ ବର୍ଷ ହେଲା ସରୁନି ନୂତନ ସେତୁ ନିର୍ମାଣ । ଠିକାଦାରଙ୍କ ମନମୁଖୀ ପାଇଁ କାର୍ଯ୍ୟ ଆଗେଇପାରୁନଥିବା ଅଭିଯୋଗ #Basta #Odisha #KanakNews #BridgeProblem
5
608
#ଓଭରବ୍ରିଜ୍‌_କାମ_ପାଇଁ_ରାସ୍ତା_ଜାମ୍‌ ମନ୍ଥର ଗତିରେ ଚାଲିଛି ବ୍ରହ୍ମପୁର ଗେଟ୍‌ ବଜାର ଓଭରବ୍ରିଜ କାମ । ଟ୍ରାଫିକ୍ ବ୍ୟବସ୍ଥା ଗୁରୁତର ପ୍ରଭାବିତ । ବସ୍ ଚଳାଚଳରେ ବାଧା । ସହର ଭିତରେ ଥିବା ବସ୍‌ଷ୍ଟାଣ୍ଡ ସ୍ଥାନାନ୍ତର ହେଉନଥିବାରୁ ଦ୍ବିଗୁଣିତ ହେଲାଣି ସମସ୍ୟା #Berhampur #Odisha #KanakNews #BridgeProblem
2
9
23
1,958
27 Dec 2025
#ସରକାର_କଲେନି_ଲୋକେ_କଲେ ବିକଶିତ ଓଡ଼ିଶାର ବାସ୍ତବ ଚିତ୍ର । ଏକବିଂଶ ଶତାଦ୍ଦୀରେ ଲୋକଙ୍କ ଯାତୟାତ ପାଇଁ ନାହିଁ ସ୍ଥାୟୀ ବ୍ରିଜ୍‌ । ବାଉଁଶ ପୋଲ ଭରସାରେ ମୟୂରଭଞ୍ଜର ଉଦଳା ଓ ଗୋପବନ୍ଧୁନଗର ବାସିନ୍ଦା । ୨୦୧୯ରୁ ଏଯାଏଁ ସରୁନି ମାପଚୁପ କାମ #Udala #BridgeProblem #Odisha #KanakNews
1
3
358
18 Dec 2025
#ପ୍ରତିବର୍ଷ_ମରାମତି_ଲୋଡ଼ୁଛି_ପୋଲ ! ମରଣଯନ୍ତା ପାଲଟିଛି କଟକ ବାଙ୍କୀର ଯାତମୁଣ୍ଡିଆ-ସୁବର୍ଣ୍ଣପୁର ସେତୁ । ଅଧାରୁ କାମ ଛାଡ଼ି ଠିକାଦାର ଚମ୍ପଟ ମାରିଥିବା ଅଭିଯୋଗ । ନିର୍ମାଣ ପରଠୁ ପ୍ରତିବର୍ଷ ଲୋଡ଼ୁଛି ମରାମତି । ନିମ୍ନମାନର କାମକୁ ଦାୟୀ କଲେ ସ୍ଥାନୀୟ ବାସିନ୍ଦା #BridgeProblem #Odisha #KanakNews #Banki #Cuttack
2
302
13 Dec 2025
#କଳଙ୍କି_ରଡ୍‌ରେ_ବ୍ରିଜ୍‌_କାମ_ତାତିଲେ_ଲୋକ ଦୁର୍ନୀତିରେ ଜଡ଼ସଡ଼ କଟକ ମାହାଙ୍ଗା ଗ୍ରାମ୍ୟ ଉନ୍ନୟନ ବିଭାଗ ! ଖୋଲୁଛି ଗୋଟିଏ ପରେ ଗୋଟିଏ କେଳେଙ୍କାରୀର ସତ । ବିଜୁ ସେତୁ ନିର୍ମାଣରେ ନିମ୍ନମାନର କାମ ଅଭିଯୋଗରେ ତାତିଲେ ଲୋକ #Mahanga #Odisha #KanakNews #BridgeProblem
1
506
21 Nov 2025
#କାମ_ଆରମ୍ଭ_କରି_ଭୁଲିଗଲା_ପ୍ରଶାସନ ପୋଲ ବନ୍ଦ କରି ଭୁଲିଗଲା ପ୍ରଶାସନ । ମରାମତି ଦାବିରେ ତାତିଲେ ଲୋକ । ବିପଦସଂକୁଳ ଅବସ୍ଥାରେ ସେତୁ #Odisha #KanakNews #BridgeProblem
3
318
19 Nov 2025
#ପୋଲରେ_କେବେ_ଯିବୁ?’ ନିର୍ମାଣର ବର୍ଷ ବର୍ଷ ପରେ ବି କାମରେ ଆସୁନି । ପୋଲ କାର୍ଯ୍ୟକ୍ଷମରେ ଆପ୍ରୋଚ୍‌ ରୋଡ୍‌ ବାଧକ । ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ । ବୈଠକ କରି ସମାଧାନ ପ୍ରତିଶ୍ରୁତି ଦେଲେ ଦେବଗଡ଼ ଜିଲ୍ଲାପାଳ #BridgeProblem #Odisha #KanakNews #Deogarh
1
4
386
18 Nov 2025
Udupi Incident: ಮುರಿದು ಬೀಳುವ ಸ್ಥಿತಿಯಲ್ಲಿರುವ ಸೇತುವೆ ಮೂಲಕ ಗ್ರಾಮಕ್ಕೆ ಸಂಪರ್ಕ, ಜನರಿಗೆ ನಿತ್ಯ ಸಂಕಷ್ಟ| #TV9D #Tv9kannada #UdupiIncident #BridgeProblem #Kundapura #RoadProblem
2
3
385
12 Oct 2025
#ମୃତ୍ୟୁକୁ_ଡାକୁଛି_ଓଭରବ୍ରିଜ୍! ଉଦ୍‌ଘାଟନର ୬ ମାସ ହୋଇନି, ସମ୍ବଲପୁର ଦୁର୍ଗାପାଲି ରେଲୱେ ଓଭର ବ୍ରିଜ୍‌କୁ ନେଇ ଥମୁନି ବିବାଦ । ବାରମ୍ବାର ଦବୁଛି, ପାଲଟିଛି ମରଣଯନ୍ତା । ନା ହେଉଛି ତଦାରଖ, ନା ହେଉଛି ତଦନ୍ତ । ନିର୍ମାଣ କାମରେ ବଡ଼ ଦୁର୍ନୀତି ନେଇ ଉଠିଲା ପ୍ରଶ୍ନ #Sambalpur #Odisha #KanakNews #BridgeProblem
1
24
1,288
262
6 Sep 2025
#ଡରାଉଛି_ଦୁର୍ବଳ_ପୋଲ ବୈପାରୀଗୁଡ଼ାଠୁ ଭୁବନେଶ୍ବର...ସବୁଠି ଡରାଉଛି ଦୁର୍ବଳ ପୋଲ। କେଉଁଠି ଭୁଶୁଡ଼ିବା ଅବସ୍ଥାରେ ତ’ ଆଉ କେଉଁଠି ପୋଲରୁ ଖସୁଛି ଅତଡ଼ା #BridgeProblem #Odisha #KanakNews
5
552