#ନବୀନଙ୍କ_ପାଖରୁ_ଫାଇଲ୍_ଫେରିନି:
#ରାଜସ୍ବ_ମନ୍ତ୍ରୀ
-CMOରୁ ଫାଇଲ୍ ଗାଏବ; ଗୁରୁତର ଅଭିଯୋଗ ଆଣିଲେ ରାଜସ୍ବ ମନ୍ତ୍ରୀ
-ନାଇଡୁ କମିଶନ ରିପୋର୍ଟ, ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ରିପୋର୍ଟର ତଥ୍ୟ ରଖିଲେ
-‘ଉଭୟ ରିପୋର୍ଟ ଗୃହ ବିଭାଗରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଯାଇଛି’
-‘ତତ୍କାଳୀନ ମୁଖ୍ୟ ସଚିବଙ୍କ ଜରିଆରେ ଯିବାର ପ୍ରମାଣ ରହିଛି’
-‘ମାତ୍ର ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଆଉ ଫେରି ନାହିଁ’
-‘ଯଦି ତତ୍କାଳୀନଙ୍କ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଫେରିଥାନ୍ତା ପ୍ରମାଣ ରହିଥାନ୍ତା’
-‘ରାଜ୍ୟ ସରକାରଙ୍କ ହୃଦବୋଧ ହେଲା ଫାଇଲ୍ ଫେରିବା ସମ୍ଭାବନା କମ୍’
-‘ଏହା ଭୁଲବଶତଃ ନୁହେଁ, ଉଦ୍ଦେଶ୍ୟମୂଳକ ଭାବେ ଏପଟସେପଟ ହୋଇଛି’
-‘ତେଣୁ ଗୃହ ବିଭାଗର ଜଣେ ଅଧିକାରୀ କ୍ୟାପିଟାଲ ଥାନାରେ ଏତଲା କରିଛନ୍ତି’
-‘ତଦନ୍ତ ଆରମ୍ଭ ହେଲେ ଫାଇଲ୍ ମିଳିବ, ରାଜ୍ୟ ସରକାର ସାର୍ବଜନୀନ କରିବେ’
#MissingFiles #FilesNotReturned #FileMisplacement #NaiduCommissionReport #RevenueMinisterAllegation #OTV