Filter
Exclude
Time range
-
Near
୭ଟି ରିପୋର୍ଟରୁ ୨ଟି ଜାଣିଶୁଣି ଫେରାଇ ନାହାନ୍ତି ପୂର୍ବ ସରକାର @PMOIndia @CMO_Odisha @BJP4India @BJP4Odisha #LokSabha #FileTheft #MissingFiles #OdishaPolitics #BJPOdisha #OdishaGovernment #PrithivirajHarichandan
2
1
9
333
ସିଏମ୍ଓରୁ ଫାଇଲ୍ ଗାଏବ୍ ଘଟଣା....ନବୀନ ଜେରା ହେବେ ତ? #CMO #MissingFiles #Odisha #NaveenPattanaik #samalochanadailypaper #BadaKhabar
13
ସିଏମ୍ଓରୁ ଫାଇଲ୍ ଗାଏବ୍ ଘଟଣା....ନବୀନ ଜେରା ହେବେ ତ? #CMO #MissingFiles #Odisha #NaveenPattanaik #samalochanadailypaper
8
ଲକ୍ଷ୍ମଣାନନ୍ଦଙ୍କୁ ହତ୍ୟାର ରିପୋର୍ଟ #Odisha #CMO #MissingFiles
1
137
ସବୁଠାରୁ ସୁରକ୍ଷିତ କୁହାଯାଉଥିବା ସିଏମଓରୁ ଫାଇଲ ଗାଏବ ହେବା ପରେ ଗୃହ ବିଭାଗ ପକ୍ଷରୁ ଭୁବନେଶ୍ୱରର କ୍ୟାପିଟାଲ ଥାନାରେ ଏଫଆଇଆର (FIR) ଦାଏର କରାଯାଇଛି। କେହି ଜାଣିଶୁଣି ପ୍ରମାଣ ନଷ୍ଟ କରିବାକୁ ଏହା ଲୁଚାଇଛି ନା ଏହା ପଛରେ ଅଛି କିଛି ବଡ଼ ଷଡ଼ଯନ୍ତ୍ର? #Odisha #CMO #MissingFiles #BreakingNews
3
193
କନ୍ଧମାଳର ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡର ତଦନ୍ତ କରୁଥିବା 'ନାଇଡୁ କମିଶନ' ରିପୋର୍ଟ ଫାଇଲ୍ ଗାଏବ ହୋଇଯାଇଛି। ସବୁଠାରୁ ସୁରକ୍ଷିତ କୁହାଯାଉଥିବା ସିଏମଓରୁ ଏଭଳି ସମ୍ବେଦନଶୀଳ ତଥ୍ୟ ଗାଏବ ହେବା ପରେ ଗୃହ ବିଭାଗ ପକ୍ଷରୁ ଭୁବନେଶ୍ୱରର କ୍ୟାପିଟାଲ ଥାନାରେ ଏଫଆଇଆର (FIR) ଦାଏର କରାଯାଇଛି। #Odisha #CMO #MissingFiles
1
3
146
Bhubaneswar Police Commissioner Suresh Dev Datta Singh has announced the formation of a Special Investigation Team (SIT) to probe the missing of two commission reports. SIT comprises one ACP and two IICs. Comprehensive investigation to examine all angles of the case. Probe will determine when the reports went missing and identify those responsible. Case registered under criminal conspiracy charges; investigation is underway. #Bhubaneswar #CommissionReport #SIT #OdishaPolice #MissingFiles #ArgusNews
6
445
ନବୀନଙ୍କ ପାଖରୁ ଫେରିନି ଫାଇଲ୍‌ : ରାଜସ୍ବ ମନ୍ତ୍ରୀ #MissingFiles #Odisha #SureshPujari #NaiduCommissionReport #RevenueMinister
30
-‘ଏହା ଭୁଲବଶତଃ ନୁହେଁ, ଉଦ୍ଦେଶ୍ୟମୂଳକ ଭାବେ ଏପଟସେପଟ ହୋଇଛି’ -‘ତେଣୁ ଗୃହ ବିଭାଗର ଜଣେ ଅଧିକାରୀ କ୍ୟାପିଟାଲ ଥାନାରେ ଏତଲା କରିଛନ୍ତି’ -‘ତଦନ୍ତ ଆରମ୍ଭ ହେଲେ ଫାଇଲ୍‌ ମିଳିବ, ରାଜ୍ୟ ସରକାର ସାର୍ବଜନୀନ କରିବେ’ #SureshPujari #MissingFiles #FilesNotReturned #FileMisplacement #BadaKhabar
11
-‘ତତ୍‌କାଳୀନ ମୁଖ୍ୟ ସଚିବଙ୍କ ଜରିଆରେ ଯିବାର ପ୍ରମାଣ ରହିଛି’ -‘ମାତ୍ର ତତ୍‌କାଳୀନ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଆଉ ଫେରି ନାହିଁ’ -‘ଯଦି ତତ୍‌କାଳୀନଙ୍କ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଫେରିଥାନ୍ତା ପ୍ରମାଣ ରହିଥାନ୍ତା’ -‘ରାଜ୍ୟ ସରକାରଙ୍କ ହୃଦବୋଧ ହେଲା ଫାଇଲ୍‌ ଫେରିବା ସମ୍ଭାବନା କମ୍‌’ #SureshPujari #MissingFiles #BadaKhabar
1
20
#ନବୀନଙ୍କ_ପାଖରୁ_ଫାଇଲ୍‌_ଫେରିନି: ରାଜସ୍ୱ ମନ୍ତ୍ରୀ -CMOରୁ ଫାଇଲ୍‌ ଗାଏବ; ଗୁରୁତର ଅଭିଯୋଗ ଆଣିଲେ ରାଜସ୍ୱ ମନ୍ତ୍ରୀ -ନାଇଡୁ କମିଶନ ରିପୋର୍ଟ, ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ରିପୋର୍ଟର ତଥ୍ୟ ରଖିଲେ -‘ଉଭୟ ରିପୋର୍ଟ ଗୃହ ବିଭାଗରୁ ତତ୍‌କାଳୀନ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଯାଇଛି’ #SureshPujari #MissingFiles #BadaKhabar
1
28
CMOରୁ ଫାଇଲ୍‌ ଗାଏବ; ଗୁରୁତର ଅଭିଯୋଗ ଆଣିଲେ ରାଜସ୍ବ ମନ୍ତ୍ରୀ.. ନାଇଡୁ କମିଶନ ରିପୋର୍ଟ, ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ରିପୋର୍ଟର ତଥ୍ୟ ରଖିଲେ ଓ ଉଭୟ ରିପୋର୍ଟ ଗୃହ ବିଭାଗରୁ ତତ୍‌କାଳୀନ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଯାଇଛି.. ମାତ୍ର ତତ୍‌କାଳୀନ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଆଉ ଫେରି ନାହିଁ କହିଲେ.. #MissingFiles #FilesNotReturned #FileMisplacement #NaiduCommissionReport #RevenueMinisterAllegation #OTV
675
#ନବୀନଙ୍କ_ପାଖରୁ_ଫାଇଲ୍‌_ଫେରିନି: #ରାଜସ୍ବ_ମନ୍ତ୍ରୀ -CMOରୁ ଫାଇଲ୍‌ ଗାଏବ; ଗୁରୁତର ଅଭିଯୋଗ ଆଣିଲେ ରାଜସ୍ବ ମନ୍ତ୍ରୀ -ନାଇଡୁ କମିଶନ ରିପୋର୍ଟ, ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ରିପୋର୍ଟର ତଥ୍ୟ ରଖିଲେ -‘ଉଭୟ ରିପୋର୍ଟ ଗୃହ ବିଭାଗରୁ ତତ୍‌କାଳୀନ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଯାଇଛି’ -‘ତତ୍‌କାଳୀନ ମୁଖ୍ୟ ସଚିବଙ୍କ ଜରିଆରେ ଯିବାର ପ୍ରମାଣ ରହିଛି’ -‘ମାତ୍ର ତତ୍‌କାଳୀନ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଆଉ ଫେରି ନାହିଁ’ -‘ଯଦି ତତ୍‌କାଳୀନଙ୍କ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଫେରିଥାନ୍ତା ପ୍ରମାଣ ରହିଥାନ୍ତା’ -‘ରାଜ୍ୟ ସରକାରଙ୍କ ହୃଦବୋଧ ହେଲା ଫାଇଲ୍‌ ଫେରିବା ସମ୍ଭାବନା କମ୍‌’ -‘ଏହା ଭୁଲବଶତଃ ନୁହେଁ, ଉଦ୍ଦେଶ୍ୟମୂଳକ ଭାବେ ଏପଟସେପଟ ହୋଇଛି’ -‘ତେଣୁ ଗୃହ ବିଭାଗର ଜଣେ ଅଧିକାରୀ କ୍ୟାପିଟାଲ ଥାନାରେ ଏତଲା କରିଛନ୍ତି’ -‘ତଦନ୍ତ ଆରମ୍ଭ ହେଲେ ଫାଇଲ୍‌ ମିଳିବ, ରାଜ୍ୟ ସରକାର ସାର୍ବଜନୀନ କରିବେ’ #MissingFiles #FilesNotReturned #FileMisplacement #NaiduCommissionReport #RevenueMinisterAllegation #OTV
19
7
100
11,190
ସିଏମଓରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ତଦନ୍ତ କମିଶନ ରିପୋର୍ଟ ହଜିବା ଘଟଣାରେ ପୂର୍ବ ବିଜେଡି ସରକାରକୁ ତୀବ୍ର ସମାଲୋଚନା କଲେ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ। ନାଇଡୁ କମିଶନ ରିପୋର୍ଟକୁ ଗାଏବ କରି ଧର୍ମାନ୍ତରୀକରଣ ରାକେଟକୁ ସୁରକ୍ଷା ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି। #MissingFiles #AnilBiswal #OdishaPolitics #BJDvsBJP #NaveenPatnaik #CMOOdisha #SwamijiCase
82
Just for context : The Naidu Commission, headed by Justice A.S. Naidu, was set up to investigate the 2008 killing of Swami Laxmanananda Saraswati in Kandhamal and the subsequent communal violence. The report, submitted in 2016, is now alleged to be missing from the Odisha Chief Minister’s Office. #MissingFiles #Odisha #CMO
Jun 10
#Bhubaneswar | FIR registered at Capital Police Station over alleged disappearance of two crucial inquiry commission reports. The complaint was filed by Home Department Joint Secretary Sarat Chandra Marandi. It has been alleged that the Naidu Commission report file is missing. There are also allegations that the RDC report related to the SUM Hospital fire incident has gone missing. #Odisha
2
9
39
3,131
#ଫାଇଲ_ଗାଏବକୁ_ନେଇ_FIR -ତଦନ୍ତ କମିଶନ ଫାଇଲ ଗାଏବକୁ ନେଇ କ୍ୟାପିଟାଲ ଥାନାରେ FIR -FIR ଦାଖଲ କଲେ ଗୃହ ବିଭାଗ ଯୁଗ୍ମ ସଚିବ ଶରତ ଚନ୍ଦ୍ର ମାରାଣ୍ଡି -ନାଇଡୁ କମିଶନ ରିପୋର୍ଟ ଫାଇଲ ଗାଏବ ହୋଇଥିବା ଅଭିଯୋଗ -ସମ୍ ହସ୍ପିଟାଲ ଅଗ୍ନିକାଣ୍ଡର RDC ରିପୋର୍ଟ ଗାଏବ ନେଇ ଅଭିଯୋଗ #Odisha #FIR #MissingFiles #NaiduCommission #SUMHospitalFire #CapitalPoliceStation #HomeDepartment #SaratChandraMarandi #RDCReport #OdishaNews #OTV
5
956
Biswa retweeted
ଫାଇଲ୍ ହଜିଗଲା ତୃତୀୟ ମହଲାରେ। #OdishaPolitics #MissingFiles #BJPGovernment #MohanCharanMajhi #PrithvirajHarichandan #OdishaNews #thesamata #kedarmishra Watch Full Video on YouTube: 👇 youtu.be/PLG7_ECty54?si=A0SX…
3
59
118
307
Biswa retweeted
ଏ ସରକାର ଫାଇଲ୍ କି ପୁରୁଣା ସରକାର ଫାଇଲ୍? #OdishaPolitics #MissingFiles #BJPGovernment #MohanCharanMajhi #PrithvirajHarichandan #OdishaNews #thesamata #kedarmishra Watch Full Video on YouTube: 👇 youtu.be/PLG7_ECty54?si=A0SX…
2
57
114
436