ହାଇକୋର୍ଟଙ୍କ ବେଞ୍ଚସ୍ଥାପନ ବିଷୟ ସରକାରଙ୍କ ବିଚାଧୀନ ରହିଛି: ମୁଖ୍ୟମନ୍ତ୍ରୀ
ଦିନକ ଭିତରେ ମୁଖ୍ୟମନ୍ତ୍ରୀଙ୍କ ଏପରି ୟୁ ଟର୍ନ ଏକ ରାଜନୀତିକ ହସ୍ତକ୍ଷେପ ବା ଆଶଙ୍କାକୁ ସ୍ପଷ୍ଟ କରିଛି। ଏହା ଦଳ ଭିତରେ ବି ବିରୋଧକୁ ସ୍ପଷ୍ଟ କରିଥିଲେ। ପୂର୍ବରୁ ପଶ୍ଚିମ ଓଡ଼ିଶାର ଏହି ଦାବିକୁ ନେଇ ସାରା ରାଜ୍ୟରେ ଅନେକ ଦିନ ଧରି କୋର୍ଟ...
zeenews.india.com