ଡିଜିଟାଲ ସୂଚନା ବୋର୍ଡ, ମାଇକ୍ ଘୋଷଣା ଏବଂ ସହାୟତା ଡେସ୍କ ମାଧ୍ୟମରେ ମିନିଟ୍-ଟୁ-ମିନିଟ୍ ଅପଡେଟ୍— ଯାତ୍ରୀମାନଙ୍କ ପାଇଁ ଅଧିକ ସ୍ମାର୍ଟ ଓ ସୁଗମ ଯାତ୍ରା ସହାୟତା ପ୍ରଦାନ କରୁଛି ନେତାଜୀ ବସ ଟର୍ମିନାଲ, କଟକ।
Minute-to-minute updates through digital information boards, mic announcements and a dedicated help desk—Netaji Bus Terminal, Cuttack is enhancing passenger convenience with smarter, seamless travel assistance.
#NetajiBusTerminal #CDA #Cuttack