ଖ୍ରୀଷ୍ଟିଆନ ଧର୍ମ ପ୍ରଚାର କରୁଥିବା ୩ ଆମେରିକୀୟଙ୍କୁ ପୁଣେ ପୁଲିସର ‘ଭାରତ ଛାଡ଼’ ନୋଟିସ୍
ଏପ୍ରିଲ ୨୭ରେ ପୁଣେର ଶୁକ୍ରବାର ପେଠ ଅଞ୍ଚଳରେ ଏହି ଘଟଣା ସାମ୍ନାକୁ ଆସିଥିଲା, ଯେଉଁଠାରେ ଏହି ତିନିଜଣ ଜଣେ ଘରୋଇ କ୍ୟାବ୍ ଡ୍ରାଇଭରଙ୍କ ନିକଟକୁ ଯାଇ ତାଙ୍କୁ ଇଂରାଜୀ, ହିନ୍ଦୀ ଓ ମରାଠୀ ସମେତ ଏକାଧିକ ଭାଷାରେ ପାମ୍ପଲେଟ୍ ଦେଇଥିଲେ।
sambad.in