Villages Still Without Mobile Network: ରାଜ୍ୟରେ ମୋବାଇଲ ସେବାର ବିକଳ ଚିତ୍ର, ଗାଁକୁ ପହଞ୍ଚି ପାରୁନି ନେଟୱର୍କ
ସାମ୍ନାକୁ ଆସିଲା ରାଜ୍ୟରେ ମୋବାଇଲ ସେବାର ବିକଳ ଚିତ୍ର । ଏଯାଏଁ ରାଜ୍ୟର ୧ ହଜାର ୨୩୭ ଗାଁରେ ପହଞ୍ଚିନି ମୋବାଇଲ୍ ନେଟୱର୍କ । ଏନେଇ ସୂଚନା ଦେଇଛନ୍ତି ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗ।
otvkhabar.in